ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୩୦, ୨୦୨୧)

ଭୁବନେଶ୍ୱର ବିନ୍ଦୁସାଗର ପୋଖରୀରେ ପାଇପ ଉପରେ ପକ୍ଷୀମାନେ ବିଶ୍ରାମ ନେଉଛନ୍ତି

 

ଭୁବନେଶ୍ୱର ରାଜମହଲ ଛକରେ ଜଣେ ବ୍ୟକ୍ତି ଏକ ଦୋଳିକୁ ରଙ୍ଗ କରୁଛନ୍ତି

 

କଟକ ଜୋବ୍ରା ଆନିକଟ ଛକରେ ଜଣେ ବ୍ୟବସାୟି ଲିଚୁ କୋଳି ସଜାଇ ରଖୁଛନ୍ତି

 

ଗ୍ରାହକ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜଣେ ଦୋକାନ ମାଲିକ ତାଙ୍କ ଦୋକାନ ସାମ୍ନାରେ ବୃତ୍ତ ଚିତ୍ର କରୁଛନ୍ତି

 

ଭୁବନେଶ୍ୱର ରାଜମହଲ ରୋଡରେ ଜଣେ ବ୍ୟକ୍ତି ମୋଟରସାଇକେଲ ପଛରେ ସାଇକେଲ ଲଦି ଯାଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜୁନ୍ ୫, ୨୦୨୨)

ଓଡିଶା ସରକାରଙ୍କ କ୍ୟାବିନେଟ ପୂର୍ଣ୍ଣନିର୍ମାଣର କିଛି ଘଣ୍ଟା ପରେ ଭୁବନେଶ୍ୱରର ଲୋକ ସେବା ଭବନ ବାହାରେ ବିଜେଡି ନେତାମାନେ ଏକାଠି ହୋଇଛନ୍ତି ବିଶ୍ୱ ପରିବେଶ ଦିବସରେ...

ଓଡ଼ିଶା: ଆଜିର ଫଟୋ (ମେ ୧୬, ୨୦୨୨)

 କଟକ ଜୋବ୍ରା ଅଞ୍ଚଳରେ ଜଣେ ବିକ୍ରେତା ଲିଚୁକୋଳି ଉପରେ ପାଣି ଛିଞ୍ଚୁଛନ୍ତି କଟକସ୍ଥିତ ମା ବୁଢ଼ୀ ଠାକୁରାଣୀ ମନ୍ଦିରରେ ଅନୁଷ୍ଠିତ ସ୍ୱତନ୍ତ୍ର ପୂଜା ବୁଦ୍ଧ ଜୟନ୍ତୀ ଅବସରରେ ...

ଓଡ଼ିଶା: ଆଜିର ଫଟୋ (ଜୁନ ୬, ୨୦୨୧)

ଭୁବନେଶ୍ୱରେ ସପ୍ତାହନ୍ତ ବନ୍ଦ ର ଦୃଶ୍ୟ ରାଜମହଲ ଛକରେ ୨ଜଣ ମହିଳା ଟଲିରେ କବାଡିଆ ଜିନିଷ ଲଦି ରୋଡ ରେ ଯାଉଛନ୍ତି ଆଗକୁ ସାବିତ୍ରୀ ଅଶୋକ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୧, ୨୦୨୦)

କଟକ ତୁଳସୀପୁର ହରିଣ ପାର୍କରେ ହରିଣଙ୍କୁ ବିସ୍କୁଟ ଖାଇବାକୁ ଦେଉଛନ୍ତି ଦର୍ଶକ ଭୁବନେଶ୍ୱର ରସୁଲଗଡ଼-ବାଣୀବିହାର ଅସ୍ଥାୟୀ ଅଟୋଷ୍ଟାଣ୍ଡରେ କୋଭିଡ ନିୟମାବଳୀର ହେଉଛି ଅବମାନନା କଟକ ସିଡିଏ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୫, ୨୦୨୦)

ରଜ ସଂକ୍ରାନ୍ତିରେ ରାମମନ୍ଦିର ଶୂନ୍‌ଶାନ। ରାମମନ୍ଦିର ପାଖରେ ବସିଥିବା ଜଣେ ଭିକାରି ଛୁଆକୁ ଖାଦ୍ୟ ଖୁଆଉଛନ୍ତି। ରାଜଧାନୀରେ ରଜରେ ଯୁବତୀମାନେ ସଜବାଜ ହୋଇଯାଉଛନ୍ତି। ପୁରୀ- ଉତ୍ତରା...

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୬, ୨୦୨୨)

ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମରେ ଓଡିଶା ମହିଳା ଲିଗ୍ ଫୁଟବଲର ଜର୍ସି ଉନ୍ମୋଚନ ସମାରୋହରେ ଓଡିଶା କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା, ଏଫଏଓ ସଚିବ ଆଶୀର୍ବାଦ ବେହେରା...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୮, ୨୦୨୧)

ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ସୋମବାର ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ସୁରକ୍ଷା କର୍ମୀମାନେ ଯାଞ୍ଚ କରୁଛନ୍ତି   ଟାଟା ବେଂଜ଼ ଛକ ଠାରେ ୩୨ ତମ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୬ , ୨୦୨୦)

ଭୁବନେଶ୍ୱରସ୍ଥିତ  ବିନ୍ଦୁସାଗରରେ ଛୋଟ ପିଲାମାନେ ଗାଧୋଉଛନ୍ତି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାଠାରେ ମହିଳା ଶ୍ରମିକମାନେ  ଧାନ ବିଲରେ ଧାନ ତଳି ଲଗାଉଛନ୍ତି। ଶ୍ରାବଣ ମାସର ସଂକ୍ରାନ୍ତିରେ ଜଣେ...

Advertisement
Archives

Model This Week