ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୬, ୨୦୨୧)

ରାଜ୍ୟରେ କରୋନା ହୁହୁ ହୋଇ ବଢିଚାଲିଛି ହେଲେ ବାପୁଜିନଗର ପାଣିଟାଙ୍କି ରୋଡରେ ଲୋକଙ୍କ ପ୍ରବଳ ଗହଳି

 
ପରିବା ବିକ୍ରେତା ମାନେ ଭୁବନେଶ୍ୱରର ୟୁନିଟ ୧ ବଜାର ଛାଡି ଏବେ କରନା ପାଇଁ ମଦର ପବ୍ଲିକ ସ୍କୁଲ ଠାରେ ଅସ୍ଥାୟୀ ଭାବେ ବିକ୍ରୟ କରୁଛନ୍ତି


ପିଏମଜି ଛକ ରାସ୍ତାରେ କଡରେ ରଖାଯାଇଥିବା ଗାଡିକୁ କମିଶନରେଟ ପୋଲିସ କ୍ରେନ ରେ ଟେକି ଗାଡ଼ିରେ ଲଦି ନେଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୯ ଅଗଷ୍ଟ, ୨୦୨୬)

ଶନିବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ବିଭିନ୍ନ ସ୍ଥାପନାକୁ ପର୍ଯ୍ୟଟକମାନେ ଦେଖୁଛନ୍ତି   ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଟଗ୍ ଅଫ୍ ୱାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri