ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୯, ୨୦୨୧)

କଟକ ଶେଖବଜାର ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ

 

 

ମା’ କଟକଚଣ୍ଡୀଙ୍କ ବନଦୁର୍ଗା ବେଶ

 

ମା’ ବାସନ୍ତୀଦୁର୍ଗାଙ୍କ ଅନ୍ନପୂର୍ଣ୍ଣା ବେଶ

ମା’ ଝାଞ୍ଜିରୀମଙ୍ଗଳାଙ୍କ ଚାମୁଣ୍ଡା ବେଶ

 

ମା’ ଗଡ଼ଚଣ୍ଡୀଙ୍କ ନାରାୟଣୀ ବେଶ

 

ଭୁବନେଶ୍ୱର ରସୁଲଗଡ଼ ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ

ବିଧାନସଭା ପରିସରରେ ଉତ୍କଳମଣି ଗୋପବନ୍ଧୁଙ୍କ ୧୪୪ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୩୦, ୨୦୨୨)

ଭୁବନେଶ୍ୱର ରବିନ୍ଦ୍ରମଣ୍ଡପରେ ଗୁଞ୍ଜନ ଡାନ୍ସ ଆକାଡ଼େମୀ ପକ୍ଷରୁ ଅୟୋଜିତ ପଲ୍ଲବୀ ସନ୍ଧ୍ୟାରେ ପରିବେଷିତ ଓଡ଼ିଶୀ ନୃତ୍ୟ ଓଡ଼ିଶା ବିଧାନସଭାରେ କାମଚଳା ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୬, ୨୦୨୦)

ମାଣବସା ଉପଲକ୍ଷେ ଭୁବନେଶ୍ୱର ୟୁନିଟ୍‍ ୧ରେ ଲୋକମାନେ ଧାନକେଣ୍ଡା କିଣୁଛନ୍ତି   ପ୍ରଥମାଷ୍ଟମୀ ଉପଲକ୍ଷେ କୋଭିଡ କଟକଣା ନ ମାନି ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଲୋକମାନଙ୍କ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୪, ୨୦୨୦)

ମୌସୁମୀ ଜନିତ ଲଗାଣ ବର୍ଷାରେ ଭିଜିଲା ଶ୍ରୀକ୍ଷେତ୍ର କଟକରେ ରଜ ମଉଜ   କଟକରେ ଜଣେ ବ୍ୟକ୍ତି ପାରାଙ୍କୁ ଖାଦ୍ୟ ଦେଉଛନ୍ତି   ଶଟଡାଉନ ଯୋଗୁ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୬, ୨୦୨୧)

କୋଭିଡ୍ କଟକଣା ସହିତ ଓଡ଼ିଶାରେ ବସ୍ ସେବା ପୁନଃଆରମ୍ଭ   କରୋନା କଟକଣାକୁ ନମାନି ୟୁନିଟ-୧ ହାଟରେ ଲୋକଙ୍କ ପ୍ରବଳ ଭିଡ   ପ୍ରବଳ ଖରା...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୬ , ୨୦୨୦)

ଭୁବନେଶ୍ୱରସ୍ଥିତ  ବିନ୍ଦୁସାଗରରେ ଛୋଟ ପିଲାମାନେ ଗାଧୋଉଛନ୍ତି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାଠାରେ ମହିଳା ଶ୍ରମିକମାନେ  ଧାନ ବିଲରେ ଧାନ ତଳି ଲଗାଉଛନ୍ତି। ଶ୍ରାବଣ ମାସର ସଂକ୍ରାନ୍ତିରେ ଜଣେ...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୪, ୨୦୨୨)

ଭୁବନେଶ୍ୱରର ହଂସପାଳ ଛକ ନିକଟରେ ପୁରୀ କେନାଲରେ ଦେଖାଯାଇଥିବା କୁମ୍ଭୀର ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଏକ କ୍ଷେତରୁ ଫୁଲକୋବି ଅମଳ କରାଯାଉଛି ଭୁବନେଶ୍ୱର ୟୁନିଟ୍-୧...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧, ୨୦୨୧)

ବିନ୍ଦୁସାଗର ରୁ ଜଣେ ବ୍ୟକ୍ତି ଖେପାଜାଲ ପକାଇ ମାଛ ଧରୁଛି କଟକର ନୟାବଜ଼ାର ରୁ ଛତ୍ରବଜ଼ାର ଯିବା ରାସ୍ତାରେ ତାଳଦଣ୍ଡା କେନାଲ ରୋଡ ପାର୍ଶ୍ୱରେ ଥିବା...

ଓଡ଼ିଶା: ଆଜିର ଫଟୋ (ଜୁନ ୩, ୨୦୨୧)

କଳ୍ପନା ଛକରେ ହାଟରୁ ପରିବା ଧରି ଲୋକ ମାନେ ଯାଉଛନ୍ତି ଗୁରୁବାର ଭଉଁରୀ ଅବସର ରେ ରଥ ଚକ ରେ ପନ୍ଦାରି କଣ୍ଟା ଅନୁକୂଳ କରାଯାଇ...

Advertisement
Archives

Model This Week