ଓଡ଼ିଶା: ଆଜିର ଫଟୋ (ଜୁନ ୯, ୨୦୨୧)
ଭୁବନେଶ୍ୱରରେ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ନନ୍ଦିନୀ ଶତପଥୀଙ୍କ ୯୦ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ସାବିତ୍ରୀ ବ୍ରତ ଲାଗି ଭୁବନେଶ୍ୱରରେ କିଣାକିଣି କରୁଛନ୍ତି ଲୋକମାନେ କଟକ ଲିଙ୍କରୋଡ ପାର୍ଶ୍ୱ ଅସ୍ଥାୟୀ ପରିବା ବଜାରରେ ଭିଡ଼
ଓଡ଼ିଶା: ଆଜିର ଫଟୋ (ଜୁନ ୮, ୨୦୨୧ )
କଟକ ଛତ୍ର ବଜାର ଫଳ ମାର୍କେଟ ଚଳଚଞ୍ଚଳ ସାବିତ୍ରୀ ବ୍ରତ ଲାଗି କଟକ ବକ୍ସି ବଜାର ଫଳ ମାର୍କେଟରେ ଲୋକଙ୍କ ଭିଡ଼ ଭୁବନେଶ୍ୱର ୟୁନିଟ-୧ ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ଲୋକମାନେ ଘରକୁ ଫେରୁଛନ୍ତି...
ଓଡ଼ିଶା: ଆଜିର ଫଟୋ (ଜୁନ ୭, ୨୦୨୧)
ଆଗକୁ ସାବିତ୍ରୀ ବ୍ରତ ଉପଲକ୍ଷେ ୟୁନିଟ-୧ ହାଟ ରୋଡ ରେ ଲୋକମାନେ ଫଳ କିଣୁଛନ୍ତି ଆଗକୁ ସାବିତ୍ରୀ ବ୍ରତ ୟୁନିଟ-୧ ହାଟ ରୋଡ ରେ ଜଣେ ତାଳ ବ୍ୟବସାୟୀ ତାଳ ବିକୁଛି ଲକଡାଉନ ରେ ବାପୁଜିନଗର ରୋଡ ରେ ପ୍ରବଳ...
ଓଡ଼ିଶା: ଆଜିର ଫଟୋ (ଜୁନ ୬, ୨୦୨୧)
ଭୁବନେଶ୍ୱରେ ସପ୍ତାହନ୍ତ ବନ୍ଦ ର ଦୃଶ୍ୟ ରାଜମହଲ ଛକରେ ୨ଜଣ ମହିଳା ଟଲିରେ କବାଡିଆ ଜିନିଷ ଲଦି ରୋଡ ରେ ଯାଉଛନ୍ତି ଆଗକୁ ସାବିତ୍ରୀ ଅଶୋକ ନଗର ରେ ଏକ ଟ୍ରକ ରୁ ଗୋଦାମ କୁ ସପୁରି ବୁହାଯାଉଛି ତୁଳସୀପୁର...
ଓଡ଼ିଶା: ଆଜିର ଫଟୋ (ଜୁନ୍ ୫, ୨୦୨୧)
କଟକ ଜୋବ୍ରା ରିଂ ରୋଡ଼ ପାର୍ଶ୍ୱରେ ଜାଲ ବୁଣୁଛନ୍ତି ବ୍ୟକ୍ତି ଭୁବନେଶ୍ୱର ଵାଣିବିହାର ରେଲୱେ ଓଭରବ୍ରିଜ ତଳେ ବିଶ୍ରାମ ନେଉଛନ୍ତି ବ୍ୟକ୍ତି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଶଟଡାଉନ ଲାଗି ଯାଞ୍ଚ କରୁଛନ୍ତି ପୋଲିସ ଭୁବନେଶ୍ୱର...
ଓଡ଼ିଶା: ଆଜିର ଫଟୋ ( ଜୁନ୍ ୪, ୨୦୨୧)
କଟକ ତାଳଦଣ୍ଡା କେନାଲରେ ବତକମାନେ ଜଳକ୍ରୀଡା କରୁଛନ୍ତି ଆଗକୁ ୨ ଦିନ ଶଟ୍ଡାଉନ୍ ହେବାକୁଥିବାରୁ ହାଟରେ ଲୋକଙ୍କ ପ୍ରବଳ ଭିଡ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଆରଟିପିସିଆର ପରୀକ୍ଷାକୁ ଲୋକମାନେ ଅପେକ୍ଷା କରିଛନ୍ତି ରାଜମହଲ ଛକରେ ପୋଲିସ...
ଓଡ଼ିଶା: ଆଜିର ଫଟୋ (ଜୁନ ୩, ୨୦୨୧)
କଳ୍ପନା ଛକରେ ହାଟରୁ ପରିବା ଧରି ଲୋକ ମାନେ ଯାଉଛନ୍ତି ଗୁରୁବାର ଭଉଁରୀ ଅବସର ରେ ରଥ ଚକ ରେ ପନ୍ଦାରି କଣ୍ଟା ଅନୁକୂଳ କରାଯାଇ ପ୍ରଥମ ତିନି ରଥର ୬ ଟି ଚକ ରେ ଅଖ ସଂଯୋଗ ର...
ଓଡ଼ିଶା: ଆଜିର ଫଟୋ (ଜୁନ ୨, ୨୦୨୧)
ଭୁବନେଶ୍ୱର ବିନ୍ଦୁସାଗରରେ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଚାପ ଖେଳ ଭୁବନେଶ୍ୱରରେ ବର୍ଷା ଯୋଗୁଁ ଗରମରୁ ଆଶ୍ବସ୍ତି ଭୁବନେଶ୍ୱର ରସୁଲଗଡ଼ରେ ମାଛ କିଣିବାକୁ ଭିଡ଼
ଓଡ଼ିଶା: ଆଜିର ଫଟୋ (ଜୁନ ୧, ୨୦୨୧)
କଟକ କଲେଜ ଛକ ରାସ୍ତା ପାର୍ଶ୍ଵରେ ଜାମୁକୋଳି କିଣୁଛନ୍ତି ଗ୍ରାହକ କଟକ ମାଲଗୋଦାମରେ ଭିଡ଼ ନିୟନ୍ତ୍ରଣ ଲାଗି ଯାନବାହନ ପ୍ରବେଶ ଲାଗି କଟକଣା ଲକଡାଉନ ପାଇଁ ଭୁବନେଶ୍ୱର ଝାରପଡ଼ା ଓଭରବ୍ରିଜ ନିକଟରେ ପୋଲିସ ଚେକିଂ
ଓଡ଼ିଶା: ଆଜିର ଫଟୋ (ମେ ୩୧, ୨୦୨୧)
ମଙ୍ଗଳାବାଗ ରୋଡ ପାର୍ଶ୍ୱରେ ଜଣେ ବ୍ୟବସାୟୀ ଲିଚୁ ଫଳ ଗୁଡିକୁ ସତେଜ ରଖିବା ପାଇଁ ଜଳ ଛିଞ୍ଚନ କରୁଛନ୍ତି ୟୁନିଟ-୧ ବଜ଼ାର ରେ ଲୋକଙ୍କ ଭିଡ 3-ୟୁନିଟ-୧ ମହିଳା ଉଚ୍ଚବିଦ୍ୟାଳୟ ୨ୟ ଡୋଜ ଟୀକା ଦିଆଯାଉଛି
ଓଡ଼ିଶା: ଆଜିର ଫଟୋ (ମେ ୩୦, ୨୦୨୧)
ଅଶୋକ ନଗର ଅଂଚଳ ରେ ଅସହାୟ ଲୋକଙ୍କୁ ବିଭିର୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ବଣ୍ଟନ ତାଳଦଣ୍ଡା କେନାଲ ପାର୍ଶ୍ୱରେ ଖାଦ୍ୟାପାଇଁ ବୁଲୁଥିବା ବତକ ଛତ୍ର ବଜ଼ାର ପରିବା ଗୋଡାଉନ ସମ୍ମୁଖ ରେ ଟ୍ରକ ରୁ ଖଲାସ କରାଯାଉଥିବା କଖାରୁ...
ଓଡ଼ିଶା: ଆଜିର ଫଟୋ ( ମେ ୨୯, ୨୦୨୧)
କଟକ ନରାଜରେ ମାଛ ଧରୁଛନ୍ତି ଧୀବର କଟକ ବ୍ରଜବିହାରିପୁର କଂକ୍ରିଟ ରାସ୍ତା ମଝିରେ ପୋତା ଯାଇଥିବା ଖୁଣ୍ଟରେ ବସିଛି ଚଢ଼େଇ କଟକ ପୁରୀଘାଟ କାଠଯୋଡ଼ି ନଦୀ ବାଲୁକାଶଯ୍ୟାରେ ପିଲାମାନେ କ୍ରିକେଟ ଖେଳୁଛନ୍ତି ପୁରୁଣା ଭୁବନେଶ୍ୱରରେ ସାନିଟାଇଜ...
Archives


