ରାଜ୍ୟ

ଭୟଙ୍କର ଦୁର୍ଘଟଣା: ୨ ଜଣଙ୍କ ଜୀବନ ଗଲା, ୪ ଗୁରୁତର

ଟେନ୍‌ସା,୪ା୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଏରିଆନ ଛକ ନିକଟରେ ଘଟିଯାଇଛି ଭୟଙ୍କର ଦୁର୍ଘଟଣା। ଘଟଣାସ୍ଥଳରେ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ହାଇଓ୍ବାଟି ଏତେ ଜୋର୍‌ରେ ଏକ ଭ୍ୟାନ ଧକ୍କା ଦେଇଛି…

ଶରଧାବାଲି ଦଳାଚକଟାର ଭିଡିଓ ମାଗିଲେ ଅନୁ ଗର୍ଗ

  ଭୁବନେଶ୍ୱର,୪।୭: ପୁରୀ ଶରଧାବାଲିରେ ଘଟିଥିବା ଦଳାଚକଟା ସମୟର ଭିଡିଓ କିମ୍ବା ତଥ୍ୟ ଯାହା ପାଖରେ ଅଛି ଦେବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି। ଶରଧାବାଲି ଦଳାଚକଟାର ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗଙ୍କ ଏହି ଅପିଲ କରିଛନ୍ତି। ଲୋକଙ୍କ ପାଖରେ ତଥ୍ୟ ଏବଂ…

ପୁରୀ ଦଳାଚକଟା ଭିଡିଓ ମାଗିଲେ ଉନ୍ନୟନ କମିଶନର: ତଦନ୍ତ ପାଇଁ ଜନସାଧାରଣଙ୍କର ସହଯୋଗ ଅପିଲ

ଭୁବନେଶ୍ବର, ୪।୭: ପୁରୀର ଶରଧାବାଲିରେ ଘଟିଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ଜନସାଧାରଣଙ୍କଠାରୁ ସହଯୋଗ ମାଗିଛନ୍ତି। ସେ ଅପିଲ କରିଛନ୍ତି ଯେ, ଦଳାଚକଟା ସମୟରେ କୌଣସି ଭିଡିଓ କିମ୍ବା ତଥ୍ୟ ଥିଲେ ତାହା ତଦନ୍ତ…

ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ମଞ୍ଜୁରୀ ସ୍ଥଗିତ

ନୂଆଦିଲ୍ଲୀ,୪।୭: ଓଡ଼ିଶାର ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମୋଦନକୁ ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ପରାମର୍ଶଦାତା କମିଟି (FAC) ସ୍ଥଗିତ ରଖିଛି। ଅଲିଭ ରିଡଲେ କଇଁଛ ଏବଂ ବିଦେଶାଗତ ପକ୍ଷୀଙ୍କ ସମ୍ଭାବ୍ୟ କ୍ଷତି ଏବଂ ଘୂର୍ଣ୍ଣିବାତ୍ୟାରୁ ଉପକୂଳକୁ ସୁରକ୍ଷା…

ଜଗନ୍ନାଥଙ୍କ ପରେ ଜେଲ ଯାଇପାରନ୍ତି ଭାଜପା ବିଧାୟକ! ଆପତ୍ତିଜନକ ମନ୍ତବ୍ୟ ପାଇଁ ରୁଜୁ ହେଲା ମାମଲା

ଭୁବନେଶ୍ୱର,୪।୭: ବାଲେଶ୍ୱର ନୀଳଗିରି ବିଧାନସଭା ଆସନର ୩ ମତଦାତା ନୀଳଗିରି ଥାନାରେ ସ୍ଥାନୀୟ ଭାଜପା ବିଧାୟକ ଶନ୍ତୋଷ ଖଟୁଆ ବିରୋଧରେ ପୋଲିସ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ, ବିଧାୟକ ବିଜେଡି ନେତ୍ରୀ ଡାକ୍ତର ଲେଖାଶ୍ରୀ ସାମନ୍ତସିଂହାର ବିରୋଧରେ ଅପମାନଜନକ…

BMC କମିଶନରଙ୍କୁ ଘେରିଗଲେ ଲୋକେ, ପରେ…

ଭୁବନେଶ୍ୱର,୪।୭: ଭୁବନେଶ୍ବରର ବଡ଼ଗଡ଼ ଓ ଲକ୍ଷ୍ମୀସାଗରରେ BMC କମିଶନରଙ୍କୁ ଲୋକେ ଘେରିଛନ୍ତି। BMC କମିଶନର ରାଜେଶ ପ୍ରଭାକର ପାଟିଲ ବର୍ଷା ଜଳ ନିଷ୍କାସନ ସମସ୍ୟାର ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଲୋକେ ତାଙ୍କୁ ବିରୋଧ କରି ଘେରିଛନ୍ତି। ଲକ୍ଷ୍ମୀସାଗର ଡ୍ରେନ ନଂ-୬…

୭ରେ ପ୍ରକାଶ ପାଇବ B.Ed, M.Ed ଉତ୍ତର: ପ୍ରତିଟି ପ୍ରଶ୍ନ ପାଇଁ ଦେବାକୁ ପଡ଼ିବ ୨୦୦ ଟଙ୍କା

ଭୁବନେଶ୍ୱର,୪।୭(ସୁଚିସ୍ମିତା ସାହୁ): ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌ ଏବଂ ବି.ଏଚ୍‌.ଏଡ୍‌ ପ୍ରବେଶିକା ପରୀକ୍ଷା-୨୦୨୫ର ସାମୟିକ ଉତ୍ତର ପ୍ରକାଶନ ବା ଆନ୍‌ସାର୍‌ କି’ ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ। ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ପକ୍ଷରୁ ପ୍ରଦାନ କରାଯାଇଥିବା ମାର୍କକୁ ନେଇ କେତେଜଣ…

ଆଦାନୀ ଇସ୍କନ ରଥଯାତ୍ରା

ଭୁବନେଶ୍ୱର,୪।୭(ସୁନିତ୍‌ ମିଶ୍ର): ଚଳିତ ରଥଯାତ୍ରାରେ କେତେକ ନୂଆ ଘଟଣାକୁ ନେଇ ସାଧାରଣରେ ନାନା ପ୍ରକାର ଚର୍ଚ୍ଚା ଜୋର୍‌ ଧରିଛି। ଯେପରିକି ଭୁବନେଶ୍ୱରଠାରୁ ଆରମ୍ଭକରି ପୁରୀ ପର୍ଯ୍ୟନ୍ତ ଥିବା ରାସ୍ତାର ଉଭୟ ପାର୍ଶ୍ୱ ଆଦାନୀ କମ୍ପାନୀ ପକ୍ଷରୁ ବିଜ୍ଞାପନରେ ଛାଇ କରିଦିଆଯାଇଛି। କେବଳ…

ପ୍ରାଇମାଫେସି ପ୍ରମାଣ ଆଧାରରେ ଗିରଫ ହେଲେ ଜଗନ୍ନାଥ, ଜାଣନ୍ତୁ ଏହା କ’ଣ ?

ଭୁବନେଶ୍ୱର,୪।୭: ୩୦ ତାରିଖରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ପୂର୍ବରୁ ୫ ଜଣ ଗିରଫ ହୋଇଥିବାବେଳେ ଏବେ ଗିରଫଦାରି ସଂଖ୍ୟା ୬ରେ ପହଞ୍ଚିଥିବା ଡିସିପି ଜଗମୋହନ ମୀନା କହିଛନ୍ତି। ଏଫ୍‌ଆଇଆର୍‌କୁ ନେଇ ଜଗନ୍ନାଥଙ୍କ ବିରୋଧରେ ଅଭିଯୋଗ ରହିଛି। ଏଥିସହ ଗିରଫ ଅନ୍ୟ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୪।୭: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର ଦୁଇଟି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଅଞ୍ଚଳଗୁଡ଼ିକରେ ବିଜୁଳି…

ବାହୁଡ଼ା ଯାତ୍ରା ପୂର୍ବରୁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୪।୭: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନିର୍ଦେଶ ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ଏବଂ ନୀତିକାନ୍ତିର ବହୁଳତାକୁ ଦୃଷ୍ଟିରେ ରଖି ଶୁକ୍ରବାର, ଅର୍ଥାତ୍‌ “ସନ୍ଧ୍ୟା ଦର୍ଶନ” ଦିନ ସନ୍ଧ୍ୟା ୬ ଘଟିକା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର…

ଝାରପଡ଼ା ଜେଲରେ ରାତି କାଟିଲେ ଜଗନ୍ନାଥ ପ୍ରଧାନ: ଜାଣନ୍ତୁ ଜାମିନ ମିଳିବ ନା ନାହିଁ

ଭୁବନେଶ୍ୱର,୪।୭: ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଭୁବନେଶ୍ୱର ମହାନଗର ନିଗମ (BMC) ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଗତକାଲି ରାତିରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?