ରାଜ୍ୟ

ଭୁବନେଶ୍ୱରରେ ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର,୫ା୨(ସୁନିତ୍‌ ମିଶ୍ର):ଷୋଡ଼ଶ ଅର୍ଥ କମିଶନ ମଙ୍ଗଳବାର ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। କମିଶନର ଅଧ୍ୟକ୍ଷ ଅରବିନ୍ଦ ପାନାଗାରିଆ ଓ ତାଙ୍କ ସହ ୧୫ ଜଣିଆ ଟିମ୍‌ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ। ଏହି ଅବସରରେ ରାଜ୍ୟ ସରକାର ଏବଂ…

ବୁଡା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୪ ଆହତ

ଗଜପତି, ୪।୨(ଗିରିଧାରୀ ପରିଛା): ଗଜପତି ଜିଲା ନୂଆଗଡ଼ ବ୍ଲକ ଖଜୁରିପଦା ନିକଟସ୍ଥ ବୁଡା ଘାଟିରେ ଵିକ୍ରାନ୍ତା ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ବ୍ରହ୍ମପୁରରୁ ପାରଳାଖେମୁଣ୍ଡି…

ମହିଳା ଇନ୍ସପେକ୍ଟରଙ୍କ ବେକରୁ ସୁନା ଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ଭଦ୍ରକ,୪।୨: ରାଜ୍ୟରେ ପୋଲିସ ମଧ୍ୟ ଚୋରଙ୍କ କବଳରୁ ରକ୍ଷା ପାଇ ନାହାନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକରେ ଜଣେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ବେକରୁ ଦୁଇ ଜଣ ଦୁର୍ବୁତ୍ତ ସୁନା ଚେନ୍ ଝାମ୍ପି ନେଇଛନ୍ତି। ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳା ପୋଲିସ ଇନ୍ସପେକ୍ଟର…

ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଫେଲ୍: ବିଦ୍ୟାଳୟକୁ ଆସୁନାହାନ୍ତି ଶିକ୍ଷକ, ଡମି ଶିକ୍ଷୟିତ୍ରୀ ଭରସାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଲାଞ୍ଜିଗଡ଼,୪।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସୀମାନ୍ତ ଭବାନୀପାଟଣା ସଦର ବ୍ଲକ ଯୁଗସାଇ ପାଟଣା ପଞ୍ଚାୟତ ସ୍ଥିତ କଟଲଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଚିତ୍ର ଶିକ୍ଷା ବ୍ୟବସ୍ଥାI ଶିକ୍ଷକ ଆସୁନଥିବା ବେଳେ ଭଡାଟିଆ ଡମି ଶିକ୍ଷୟିତ୍ରୀ ଭରସାରେ ଛାତ୍ରଛାତ୍ରୀଙ୍କ…

ଘନ କୁହୁଡି ନେଇ ୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୪।୨:ଘନ କୁହୁଡି ନେଇ ମଙ୍ଗଳବାର ୯ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ଏସବୁ ଜିଲା ଗୁଡ଼ିକ ମଧ୍ୟରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା ରହିଛି। ସେହିପରି ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମକୁ ଘନ କୁହୁଡ଼ି ନେଇ ସତର୍କ ଜାରି ହୋଇଛି। ଯାଜପୁର…

ଜାଣନ୍ତୁ କେବେ ହେବ ଯୁକ୍ତ ଦୁଇ ପରୀକ୍ଷା: CHSE ପକ୍ଷରୁ ହେଲା ଡେଟ୍‌ କନଫର୍ମ

ଭୁବନେଶ୍ୱର,୪।୨: ଯୁକ୍ତ ଦୁଇ ପରୀକ୍ଷା ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖରେ ଶେଷ ହେବ। ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା, ପତ୍ର ବିନିମୟ ପାଠ୍ୟକ୍ରମର ନିୟମିତ ଓ ପୂର୍ବ ନିୟମିତ (ଏକ୍ସ-ରେଗୁଲାର) ଥିଓରୀ ପରୀକ୍ଷା ଆରମ୍ଭ…

ଇଏ ବବିଙ୍କୁ ସମ୍ବଲପୁର ପଠାଇଥିଲେ! ଭିତିରି କଥା ଖୋଲିଲେ…

ଭୁବନେଶ୍ୱର,୪।୨: ନିର୍ବାଚନ ପରେ ଭୁଷୁଡି ପଡିଛି ବିଜେଡି ଗଡ। ଏବେ ଦଳ ସଜାଡିବାରେ ଲାଗି ପଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କିନ୍ତୁ ଏହାପରେ ବି ଦଳରେ ଅନ୍ତଃକନ୍ଦଳ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ତଳେ ନେତାଜୀ ଜୟନ୍ତୀରେ କଟକରେ…

Salary hike for Odisha MLA: ମାସକୁ ପାଇବେ ଅଢେଇ ଲକ୍ଷ ଟଙ୍କା! ଓଡ଼ିଶା ବିଧାୟକଙ୍କ ଦରମା…

ଭୁବନେଶ୍ୱର,୪।୨: ବଢିବ ବିଧାୟକଙ୍କ ଦରମା । ଦରମା ସହ ବଢିବ ପେନଶନ। ଏନେଇ ଦାବି କରିଛନ୍ତି ସବୁ ଦଳ । ଓଡ଼ିଶା ବିଧାନସଭାରେ ଦାବି ପରେ ନୂଆ କମିଟି ଗଠନ କରିଛନ୍ତି ବାଚସ୍ପତି । ବିଧାୟକଙ୍କ ଦରମା ଅଢ଼େଇ ଲକ୍ଷ ସହ…

Hike allowance: ଭତ୍ତା ବଢାଇଲେ ମୋହନ ସରକାର, ଏଣିକି ଏମାନଙ୍କୁ ମାସକୁ ମିଳିବ…

ଭତ୍ତା ବଢାଇଲେ ଓଡ଼ିଶା ସରକାର। ଏମାନଙ୍କ ପାଇଁ ବଡ଼ ଖୁସି ଖବର। ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସରକାର ଦେଲେ ବଡ଼ ଭେଟି । ବଢିଲା ଭତ୍ତା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବଡ଼ ଘୋଷଣା କରାଯାଇଛି । କେବଳ ଭତ୍ତା ନୁହେଁ…

ବିଲରେ ଉପାଡୁଥିଲେ ଚିନାବାଦାମ: ପଛରୁ ହାତୀ ଆସି…

ଭୁବନ,୪।୦୨(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନାଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଛନ୍ତି। ସେ ହେଲେ ଭୂଷଳ ପଞ୍ଚାୟତ ଅସୁରନ୍ଧ ପାଟଣା ନରେନ୍ଦ୍ର ସାହୁ (୫୮)। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଭୋରରେ…

ପ୍ରଫେସରଙ୍କ ଘରେ ସିବିଆଇ

ସମ୍ବଲପୁର, ୪।୨(ପ୍ରମୋଦ ବହିଦାର): ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ଟିମ୍‌ ପହଞ୍ଚିଛନ୍ତି। ବୁର୍ଲା ଜ୍ୟୋତିବିହାର ସ୍ଥିତ ସରକାରୀ ବାସଭବନରେ ସିବିଆଇ  ପହଞ୍ଚିଥିବା ସୂଚନା ମିଳିଛି। ନାକ ରେଟିଂରେ ଲାଞ୍ଚ ମାମଲାର ଖୋଳତାଡ଼ ପାଇଁ ପହଞ୍ଚଥିବା ଜଣାପଡ଼ିଛି। ମାମଲାର ଖୋଳତାଡ଼ ପାଇଁ…

ମୋ ବସ୍‌ ଧକ୍କାରେ ନାବଳିକା ମୃତ ଘଟଣା: ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେଲା CRUT

ଭୁବନେଶ୍ୱର, ୪।୨: ନନ୍ଦନକାନନ ଥାନା ରଘୁନାଥପୁରରେ ମୋ ବସ୍‌ ଧକ୍କାରେ ମୃତ ନାବଳିକାଙ୍କ ପରିବାକୁ CRUT ପକ୍ଷରୁ ୨ ଲକ୍ଷ କ୍ଷତିପୂରଣ ଦିଆଯାଇଛି। କ୍ଷତିପୂରଣ ପରେ ରାସ୍ତାରୋକ ହଟିଥିବା ସୂଚନା ମିଳିଛି। ଡ୍ରାଇଭରର ଭୁଲ ପାଇଁ ଦୁର୍ଘଟଣା ଘଟିଥିବା ନେଇ କର୍ତ୍ତୃପକ୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri