ରାଜ୍ୟ

ବୁଲିବାକୁ ଆସି ପାହାଡ଼ ଉପରେ ଫସିଲେ ୧୭ ଛତିଶଗଡ଼ି ପର୍ଯ୍ୟଟକ, ଉଦ୍ଧାର ପାଇଁ ପ୍ରଶାସନର ତତ୍ପରତା

ପଦ୍ମପୁର,୨୩।୭: ବରଗଡ଼ ଜିଲାର ପଦ୍ମପୁର ନିକଟସ୍ଥ କପିଳଧାରା ଜଳପ୍ରପାତ ନିକଟରେ ପାହାଡ଼ ଉପରେ ୧୭ ଜଣ ଛତିଶଗଡ଼ି ପର୍ଯ୍ୟଟକ ଫସି ରହିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ବାଟ ଭୁଲି ଏହି ପର୍ଯ୍ୟଟକମାନେ ନରସିଂହନାଥଠାରୁ ପାଖାପାଖି ୫ କିଲୋମିଟର ଦୂରରେ ଥିବା ଏହି…

ବଣାଇ ହସ୍ପିଟାଲ୍‌ ୫ ଘଣ୍ଟା ଅନ୍ଧାର; ଚିକିତ୍ସା ପାଇଁ ଆସି ରୋଗୀ ମୃତ

ବଣାଇ,୨୩।୭: କଳାହାଣ୍ଡି ଜିଲାର ବଣାଇ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)ରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ୫ ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବା ଫଳରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ମେଡିକାଲ ବ୍ୟବସ୍ଥାରେ ଅବ୍ୟବସ୍ଥାକୁ…

ଅନାସ୍ଥା ପ୍ରସ୍ତାବ ନେଇ ବିଜେଡି-କଂଗ୍ରେସ ମଧ୍ୟରେ ତର୍ଜମା, ବିଜେଡି ଦେଲା ବଡ ସଙ୍କେତ

ଭୁବନେଶ୍ୱର,୨୩।୭: ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ଉତ୍ତେଜନାପୂର୍ଣ୍ଣ ହୋଇ ପଡ଼ିଛି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଅନାସ୍ଥା ପ୍ରସ୍ତାବ ଘୋଷଣାକୁ ଜବାବ ଦେଇ ବିଜୁ ଜନତା ଦଳ (ବିଜେଡି)…

ବୀରମିତ୍ରପୁର ତହସିଲ ଅଫିସ ନିକଟରେ ଜମି ବ୍ୟବସାୟୀଙ୍କୁ ଗୁଳିମାଡ଼, ୨ ରାଉଣ୍ଡ ଗୁଳି ଚଳାଇ… 

କୁଆଁରମୁଣ୍ଡା,୨୩।୭(ମହେନ୍ଦ୍ର କୁମାର ସାହୁ)- ବୀରମିତ୍ରପୁର ତହସିଲ ଅଫିସ ନିକଟରେ ଫୁଟିଲା ଗୁଳି। ବୁଧବାର ଏକ ବାଇକରେ ୨ଜଣ ଯୁବକ ଆସି ଜମି ବ୍ୟବସାୟୀ ଉତ୍ତମ କୁମାର ଘୋଷଙ୍କୁ ଗୁଳି ମାରିଥିଲେ। ପରେ ସେମାନେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ, ଅଭିଯୁକ୍ତଦ୍ୱୟ…

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୩।୭: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ଏକ ଦୁଃଖଦ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ, ପୁରୀ, କେନ୍ଦୁଝର ଏବଂ କଟକ ଜିଲାରେ ଏହି ଅଘଟଣଗୁଡ଼ିକ ଘଟିଛି। ଢେଙ୍କାନାଳ ସଦର…

କୋରାପୁଟର ଲୋକପ୍ରିୟ ଡିଜିଟାଲ କ୍ରିଏଟର ‘ଏଥିଷ୍ଟ କ୍ରିଷ୍ଣା’ଙ୍କ ଦେହାନ୍ତ, ଦିନେ ତାଙ୍କର ମିମ୍‌ ଦେଖି ହସିଥିଲେ ମୋଦି

ଭୁବନେଶ୍ୱର,୨୩ା୭: ଓଡ଼ିଶାର କୋରାପୁଟ ଜିଲାରୁ ଉଭା ହୋଇଥିବା ଲୋକପ୍ରିୟ ଡିଜିଟାଲ କ୍ରିଏଟର ‘ଏଥିଷ୍ଟ କ୍ରିଷ୍ଣା’ଙ୍କ ବୁଧବାର ସକାଳେ ଗମ୍ଭୀର ନିମୋନିଆରେ ପୀଡିତ ହେବାରୁ ଦେହାନ୍ତ ହୋଇଛି। ପାରିବାରିକ ସୂତ୍ରରୁ ଜଣାପଡ଼ିଛି ଯେ ସେ ଏକ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ହେଉଥିବା ସମୟରେ…

ରାଜ୍ୟରେ ସରକାର ଭାଙ୍ଗିବାକୁ ଏକାଠି ହେବେ ବିଜେଡି-କଂଗ୍ରେସ! ବଡ ବୟାନ ଦେଲେ ଭକ୍ତ ଦାସ

ଭୁବନେଶ୍ୱର,୨୩।୭: ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ୍‌ମିଟ୍‌ରେ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ଆକ୍ରମଣ କରି ବିଜୁ…

ଛଟେଇ ନୋଟିସ୍‌ ପରେ ଟାଟା ପାଓ୍ବାର କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଭିଜିଲାନ୍ସ ସେକ୍ସନରେ ଭକ୍ତରାମ ସାହୁ ସୁପରଭାଇଜର ଭାବେ ଆଜକୁ ୪ ବର୍ଷ ହେବ କାମ କରୁଛନ୍ତି। କିନ୍ତୁ ସେ ବିଗତ କିଛିଦିନ ହେବ କାମ ଠିକ୍‌ କରୁ ନ ଥିବା ଦର୍ଶାଇ…

ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଲା

ବାଲେଶ୍ୱର,୨୩ା୭: ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଛି। କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ିଛି। ଆଜି ଅର୍ଥାତ୍‌ (୨୩ା୭ା୨୫)ରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। ମାତ୍ର କୁଳାଧିପତି ତାଙ୍କର ଏହି କାର୍ଯ୍ୟକାଳକୁ ଆଉ ୬ ମାସ…

କଲେଜ ଛାତ୍ରୀଙ୍କୁ ଫେଭର ମାଗି ବନ୍ଧା ହେଲେ ଡାଟାଏଣ୍ଟ୍ରି ଅପରେଟର

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ. ରାମପୁର ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଜଣେ ଡାଟାଏଣ୍ଟ୍ରି ଅପରେଟର ଫେଭର ମାଗି ଗରିଫ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କର୍ଲାମୁଣ୍ଡା ବ୍ଲକ୍‌ ରିଷିଡ଼ା…

ନିଜକୁ ଜାଳିଦେଲେ ବୃଦ୍ଧ, ସୁଇସାଇଡ ନୋଟ୍‌ରେ ପୁଅକୁ ଲେଖିଲେ…

ଦିଗପହଣ୍ଡି/ପାଟପୁର,୨୩।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦୟାନିଧି ପୁର ପଞ୍ଚାୟତ ବଡ଼ିଆଓସ୍ତା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ବୃଦ୍ଧ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଘର ଭିତରେ ନିଜେ…

ଭାଜପାର ବିକ୍ଷୋଭ: ରାହୁଲ ଗାନ୍ଧୀ, ଭକ୍ତ ଦାସଙ୍କ କୁଶପୁତ୍ତଳିକା ଦାହ କରି କହିଲା କଂଗ୍ରେସ ଅମଳରେ…

ଭବାନୀପାଟଣା,୨୩ା୭(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫଦାରୀ ଘଟଣାକୁ ନେଇ ଭବାନୀପାଟଣା ଗାନ୍ଧୀ ଛକଠାରେ କଳାହାଣ୍ଡି ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହ କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?