ରାଜ୍ୟ

ମିନି ମାରାଥନରେ ଦୌଡିଲେ ମୁଖ୍ୟମନ୍ତ୍ରୀ Mohan Majhi

କରଞ୍ଜିଆ,୨।୩: ଶିମିଳିପାଳ ସୁରକ୍ଷା ବାର୍ତ୍ତା ନେଇ ଅନୁଷ୍ଠିତ ହୋଇଛି ମିନି ମାରାଥନ। ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉଦ୍‌ଘାଟନବେଳେ ନିଜେ ଦୌଡରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ଶିମିଳିପାଳର ସୁରକ୍ଷା ପାଇଁ ଚଳିତ ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ୫୦…

ଅନାସ୍ଥାଭୋଟରେ ପଦ ହରାଇଲେ ଝାରସୁଗୁଡ଼ା ବ୍ରଜରାଜନଗର ପୌରାଧ୍ୟକ୍ଷା

ଭୁବନେଶ୍ୱର,୨।୩: ପୁଣି ବିଜେଡିକୁ ଝଟ୍‌କା। ବିଜେଡି ହାତରୁ ଗଲା ବ୍ରଜରାଜନଗର ପୌର ପରିଷଦ । ବ୍ରଜରାଜନଗର ବିଜେଡି ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ ଅନାସ୍ଥା ଭୋଟରେ ତାଙ୍କ ପଦ ହରାଇଛନ୍ତି। ଅନାସ୍ଥା ସପକ୍ଷରେ ୨୨ଟି ଭୋଟ ଥିବାବେଳେ ବିପକ୍ଷରେ ମାତ୍ର ଗୋଟିଏ ଭୋଟ…

ଆଉ ହାତରୁ ଦେବାକୁ ପଡ଼ିବ ନାହିଁ ଟଙ୍କା: ବଢିଲା ଅଙ୍ଗନଓ୍ବାଡ଼ି ଅଣ୍ଡା ଦାମ, ଜାଣନ୍ତୁ କେତେରୁ କେତେ…

ଭୁବନେଶ୍ୱର,୨।୩: ବଢିଲା ଅଙ୍ଗନଓ୍ବାଡ଼ି ଅଣ୍ଡା ଦାମ । ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି । ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର…

Heatwave in Odisha: ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୨ା୩(ଅନୁରାଧା ମହାରଣା)ରାଜ୍ୟରେ ପାରଦ ଉପର ମୁହାଁ ହୋଇଛି। ମାର୍ଚ୍ଚ ଆରମ୍ଭରୁ ଡରାଇଲାଣି ତାତି। ଶନିବାର ୩୮.୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଥିସହ ରାଜ୍ୟର ପ୍ରାୟ ୧୧ ସହରରେ ତାପମାତ୍ରା ୩୭ ଡିଗ୍ରୀ କିମ୍ବା ତା’ଠାରୁ…

Odisha Matric Exam-2025: ତ୍ରୁଟିଶୂନ୍ୟ ହୋଇପାରୁନି ମାଟ୍ରିକ୍‌ ପରୀକ୍ଷା

Odisha Matric Exam-2025 ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ତ୍ରୁଟିଶୂନ୍ୟ ହୋଇପାରୁନାହିଁ। ବିଗତ କିଛିବର୍ଷ ହେଲା ପ୍ରଶ୍ନପତ୍ର ପ୍ରଘଟ, କପି, ପରୀକ୍ଷା ପରିଚାଳନାରେ ଅସାଧୁ କାରବାର ସମେତ ଅନ୍ୟ କେତେକ ତ୍ରୁଟି ଦେଖିବାକୁ ମିଳୁଛି। ଏହାକୁ…

ଯୁବତୀଙ୍କୁ ବଳାତ୍କାର: ନ୍ୟାୟ ନ ମିଳିଲେ ଆତ୍ମାହୁତି ଚେତାବନୀ

ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ଜଣେ ୧୮ବର୍ଷୟ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତ ବିଜେପୁର ଗ୍ରାମର ଶିବ ନାଏକ(୫୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବତୀ ଜଣକ ଶୁକ୍ରବାର ସକାଳେ…

ସୁଭଦ୍ରା: ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ

ଭୁବନେଶ୍ୱର,୧ା୩ (ଅନୁରାଧା ମହାରଣା) – ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚ ୬ରେ ମିଳିବ। ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧.୭ଲକ୍ଷ ମହିଳା ପ୍ରଥମ କିସ୍ତି ପାଇବେ। ସେହିପରି ମାର୍ଚ୍ଚ ୮ ଅର୍ନ୍ତଜାତୀୟ ମହିଳା ଦିବସ…

ଅନ୍ଧବିଶ୍ୱାସ: ମହିଳାଙ୍କୁ ଗୁଣିଆଙ୍କ ଚାବୁକ ପ୍ରହାର

ସୁନ୍ଦରଗଡ଼/ବଡ଼ଗାଁ,୧ା୩(ଜୟନାରାୟଣ ମେଣ୍ଡୁଳୀ/ଅଶୋକ ଷଡ଼ଙ୍ଗୀ): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମହିଳାଙ୍କୁ ୨ ଜଣ ଗୁଣିଆ ଚାବୁକରେ ନିସ୍ତୁକ ପିଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ୍‌ ଲିଟିପଡ଼ାରେ। ଘଟଣା ପରେ ଚାପା ଉତ୍ତେଜନା ଦେଖାଦେଇଛି। ଘଟଣା…

OASଙ୍କ ହାତ ଧରିବେ ମାହାଙ୍ଗା ବିଧାୟକ, ରାଜସ୍ଥାନରେ ହେବ…

ଭୁବନେଶ୍ୱର,୧ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗାଁର ସିପ୍ରା ପ୍ରିୟଦର୍ଶିନୀଙ୍କ ସହ ଶାରଦାଙ୍କର ହସ୍ତଗଣ୍ଠି ପଡ଼ିବ। ବିଧାୟକ ଶାରଦାଙ୍କ ଭାବୀ ପତ୍ନୀ ସିପ୍ରା…

ଦୁର୍ଘଟଣାରେ ଚାଲିଗଲା ବିଏସ୍‌ଏଫ ଯବାନଙ୍କ ଜୀବନ: କାନ୍ଦବୋବାଳିରେ ଫାଟିଲା ଗାଁଦାଣ୍ଡ

କୋକସରା,୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଗ୍ରାମର ଜୟ ନାରାୟଣ ଶବରଙ୍କ ପୁଅ ତଥା ବିଏସ୍‌ଏଫ ଯବାନ ରଶ୍ମୀ ରଞ୍ଜନ ଶବର(୪୫) ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେ ୨୦୦୬ରେ ବିଏସ୍‌ଏଫ୍‌ରେ ଯୋଗ ଦେଇଥିଲେ। ବର୍ତ୍ତମାନ…

ଅନ୍ୟ ଜାତି ଝିଅକୁ ବାହା ହୋଇଥିବାରୁ ମୃତଦେହ ଛୁଇଁଲେନି ଗ୍ରାମବାସୀ

ବରଗଡ଼,୧ା୩(ପ୍ରେମାନନ୍ଦ ଖମାରୀ): ସାମାଜିକ କୁସଂସ୍କାର ଏବେ ମଧ୍ୟ ଦୂରୀଭୁତ ହୋଇନାହିଁ। ଏଭଳି ଏକ ଘଟଣା ଶନିବାର ପଦାକୁ ଆସିଛି। ଅନ୍ୟଜାତିର ଝିଅକୁ ବିବାହ ହେବା ପରେ ଜଣେ ଯୁବକ ଘରେ ରହି ପାରିଲେନି। କଥା ସେତିକି ସରି ନ ଥିଲା। ମୃତ୍ୟୁ…

ଶିଳ୍ପନଗରୀରୁ ମାୟାନଗରୀକୁ ଉଡ଼ିଲା ବିମାନ, ପ୍ରଥମ ଦିନରେ ଯାତ୍ରା କଲେ…

ଝାରସୁଗୁଡ଼ା,୧ା୩(ଆଶିଷ ରଞ୍ଜନ ଦାଶ): ଶିଳ୍ପନଗରୀ ଝାରସୁଗୁଡ଼ା ସହ ମାୟାନଗରୀ ମୁମ୍ବାଇକୁ ବିମାନସେବାର ଶୁଭାରମ୍ଭ ହୋଇଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏହାର ଉଦ୍‌ଘାଟନ କରିଛନ୍ତି। ଶନିବାର ପୂର୍ବାହ୍ନ ୧୦ଟା ୫୫ରେ ମୁମ୍ବାଇରୁ ଇଣ୍ଡିଗୋ ଏୟାର ବସ୍‌ ବାହାରି ଅପରାହ୍ନ ୧ଟାରେ ଝାରସୁଗୁଡ଼ାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri