ରାଜ୍ୟ

ପ୍ରେମିକଙ୍କ ସହ ହୋଟେଲ ଯାଇଥିଲେ ସ୍ତ୍ରୀ, ଦେଖିଦେଲେ ସ୍ବାମୀ, ଆଉ ତା’ପରେ ଘଟିଲା…

ଅନୁଗୋଳ, ୫।୯(ମାନସ ବିଶ୍ୱାଳ): ଅନୁଗୋଳ କୋର୍ଟରେ ଜଣେ ମହିଳା ସ୍ବାମୀ ଓ ତାର ଦୁଇ ସନ୍ତାନକୁ ଛାଡି ତାଙ୍କ ପ୍ରେମିକଙ୍କ ସହ ବିବାହ କରି ପ୍ରେମିକ ଘରକୁ ଚାଲି ଯାଇଛନ୍ତି । ପ୍ରେମ ଆଗରେ ତୁଚ୍ଛ ହେଲା ସ୍ବାମୀ, ସନ୍ତାନ। ଦୁଇ…

ପାରିବାରିକ ସମ୍ପତ୍ତି ବିଭାଜନ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଡିଏନଏ ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବନି

କଟକ,୫।୯: ଓଡ଼ିଶା ହାଇକୋର୍ଟ ନିକଟରେ ରାୟ ଦେଇଛନ୍ତି ଯେ ପାରିବାରିକ ସମ୍ପତ୍ତି ବିଭାଜନ ମାମଲାରେ ଜଣେ ପକ୍ଷକୁ ତାଙ୍କର ପିତୃତ୍ୱ ନିର୍ଣ୍ଣୟ ପାଇଁ ଡିଏନଏ ପରୀକ୍ଷା କରିବାକୁ ବାଧ୍ୟ କରିବା ଅନୁଚିତ ଏବଂ ଏହା ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନରେ ପ୍ରଦତ୍ତ…

୪ ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା: ୨୦ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୫।୯(ବନ୍ଦନା ସେଠୀ): ଓଡ଼ିଶା ଉପରେ ସକ୍ରିୟ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଗୁରୁବାର ଦୁର୍ବଳ ହୋଇ ଲଘୁଚାପର ରୂପ ନେଇଛି। ଏହା ଉତ୍ତର ଛତିଶଗଡ଼ ତଥା ପାଶର୍‌ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ଭାବେ ସକ୍ରିୟ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା…

ଆସିଲା ଚାଞ୍ଚଲ୍ୟକର ରିପୋର୍ଟ: ଓଡ଼ିଶାର ୬୦% ମନ୍ତ୍ରୀଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୫ା୯(ପି.ଟି.):ଦେଶର ୪୭% ମନ୍ତ୍ରୀ ସେମାନଙ୍କ ନାମରେ ଆପରାଧିକ ମାମଲା ରହିଥିବା ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ନାମରେ ହତ୍ୟା, ଅପହରଣ, ମହିଳା ବିରୋଧୀ ଅପରାଧ ଭଳି ଗମ୍ଭୀର ମାମଲା ରହିଥିବା ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌)ର ବିଶ୍ଳେଷଣରୁ ଜଣାପଡ଼ିଛି।…

ନୂଆଦିଲ୍ଲୀରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ…

ଭୁବନେଶ୍ୱର,୪।୯: ନୂଆଦିଲ୍ଲୀରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଓଡ଼ିଶା ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ…

ବଡ଼ ନିଷ୍ପତ୍ତି ନେଲେ ନବୀନ, ମହିଳାଙ୍କୁ ପୁଣି ଗୁରୁଦାୟିତ୍ୱ

ଭୁବନେଶ୍ୱର,୪।୯: ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗୁରୁବାର ଏକ ବଡ ଘୋଷଣା କରିଛନ୍ତି। ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପୁଣି ଦାୟିତ୍ୱ ଦିଆଯାଇଛି। ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏହାସହ…

ରାୟଗଡ଼ା ଜିଲା ପାଇଁ ସଭାପତି ଘୋଷଣା କଲା ବିଜେଡି, ଜଗନ୍ନାଥ ସାରକାଙ୍କୁ ଗୁରୁଦାୟିତ୍ୱ

ରାୟଗଡା,୪।୯ (ରଞ୍ଜନ ପଣ୍ଡା): ବିଜେଡି ରାୟଗଡ଼ା ଜିଲା ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ। ଏନେଇ ଗୁରୁବାର ବିଧିବଦ୍ଧ ଘୋଷଣା କରିଛନ୍ତି। ତେବେ ଜିଲାରେ ଦଳୀୟ କାର୍ଯ୍ୟକୁ ସୁରୁଖୁରୁ ଭାବେ…

ସାମାନ୍ୟ ବର୍ଷାରେ ରାସ୍ତାରୁ ଉଠିଲା ପିଚୁ: ନୀରବଦ୍ରଷ୍ଟା ସାଜିଛନ୍ତି ଶାସକ-ବିରୋଧୀ, ସମସ୍ୟାରେ…

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଜିଲାର ସଦର ମହକୁମା। ଏଠାରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ପୋଲିସ ସମେତ ସବୁ ବିଭାଗର ଜିଲା ମୁଖ୍ୟାଳୟ ସମେତ ଜିଲାପାଳଙ୍କ କାର୍ଯ୍ୟାଳୟ ରହିଛି। ସେହିପରି ସବୁ ବିଭାଗର ଅଧିକାଂଶ ଜିଲାସ୍ତରୀୟ କାର୍ଯ୍ୟକ୍ରମ…

୩ ଜିଲା ପାଇଁ ସଭାପତି ଘୋଷଣା କଲେ ନବୀନ: ଜାଣନ୍ତୁ କାହାକୁ ମିଳିଲା…

ଭୁବନେଶ୍ୱର,୪।୯: ୩ ଜିଲା ପାଇଁ ସଭାପତି ଘୋଷଣା କଲା ବିଜୁ ଜନତା ଦଳ। ଢେଙ୍କାନାଳ, କୋରାପୁଟ ଓ ରାୟଗଡ଼ା ଜିଲାରେ ନୂଆ ସଭାପତି ଘୋଷଣା କରାଯାଇଛି। ନୃସିଂହ ଚରଣ ସାହୁ ଢେଙ୍କାନାଳ ଜିଲା ବିଜେଡି ସଭାପତି, ଝିନ ହିକ୍କା କୋରାପୁଟ ଜିଲା…

ଛାତ୍ରୀଙ୍କୁ ଅସଦାଚରଣ କରିବା ମାମଲାରେ ନୂଆମୋଡ଼: ଥାନାରେ ଏତଲା ଦେଲେ ପ୍ରଧାନଶିକ୍ଷକଙ୍କ ସ୍ତ୍ରୀ, ନ୍ୟାୟ ନ ମିଳିଲେ…

ଭବାନୀପାଟଣା/ ଜୁନାଗଡ, ୪ ।୯ (ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁଲେନ୍ଦ୍ର ମେହେର ସ୍ଥାନୀୟ ସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ କରିବା ମାମଲାରେ ବୁଧବାର ଜୁନାଗଡ଼…

ଅଭିଜିତ୍‌ ମଜୁମ୍‌ଦାରଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌: ଏମ୍ସ ପକ୍ଷରୁ ଜାରି ହେଲା…

ଭୁବନେଶ୍ୱର, ୪।୯: ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର ସ୍ବାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପଡେଟ୍‌ ଆସିଛି। ସେ କୋମାରେ ଥିବା ସୂଚନା ମିଳିଛି। ଭୁବନେଶ୍ବର ଏମ୍ସ ପକ୍ଷରୁ ମେଡିକାଲ ବୁଲେଟିନ ଜାରି ହୋଇଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ବେଳେ ସେ ନିମୋନିଆରେ…

ପଞ୍ଚଲିଙ୍ଗେଶ୍ୱର ପୀଠରେ ବାବାଙ୍କ ଦର୍ଶନ ସହ ସ୍ପର୍ଶ ବନ୍ଦ, ଜାଣନ୍ତୁ କାରଣ…

ନୀଳଗିରି, ୪।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ବର ପୀଠରେ ଦର୍ଶନ ବନ୍ଦ। ଲଗାଣ ବର୍ଷାରେ ଯୋଗୁ ଦେବଗିରି ପାହାଡ଼ର ୮ଫୁଟ ଉଚ୍ଚର ଝରଣା ପାଣିର ପ୍ରଖର ସ୍ରୋତ ଆସି ଶୈବପୀଠସ୍ଥଳି ଓ ପୂଜା ମଣ୍ଡପର ଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?