ଆସୁଛି ବଡ଼ ବର୍ଷା: ଉପକୂଳ ଜିଲାରେ ବଜ୍ରପାତ ସହ ଝଡ଼ବର୍ଷା ଆଲର୍ଟ! ଆଜି ରାତିରେ…
ଭୁବନେଶ୍ୱର,୩୦।୫: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଓଡ଼ିଶାର କିଛି ଜଲାରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଆଲର୍ଟ ଅନୁସାରେ, ନିମ୍ନଲିଖିତ ଜିଲାମାନଙ୍କରେ ବିଶେଷ ସତର୍କତା ଜାରି କରାଯାଇଛି: ଆଜି ବାଲେଶ୍ୱର,…
କ୍ଷେତରେ ଧାନ ଅମଳ କରୁଥିଲେ, ହେଲା ବଜ୍ରପାତ; ଟଳିପଡ଼ିଲେ ମହିଳା
ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବଜ୍ରପାତ ଯୋଗୁ ଶୁକ୍ରବାର ବରଗଡ଼ ଜିଲା ବାଲିଯୁରୀ ପଞ୍ଚାୟତ ବାନ୍ଦେନବାହାଲ ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଉକ୍ତ ଗ୍ରାମର ରାଜେନ୍ଦ୍ର ସାଙ୍କ ସ୍ତ୍ରୀ ପଦ୍ମାଳୟା (୫୦) । କ୍ଷେତରେ ସେ ଧାନ ଅମଳ…
ପୁତୁରାଙ୍କୁ ଦେଇଥିଲେ ବଳି: ହତ୍ୟାକାରୀ ବଡ଼ବାପାଙ୍କୁ ଆଜୀବନ ଜେଲ
ନୂଆପଡ଼ା,୩୦।୫(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଜଡାମୁଣ୍ଡା ଗାଁରେ ୨୦୧୯ ଅଗଷ୍ଟ ମାସରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା। ଚାଷ ଜମିରେ ଅଧିକ ଅମଳ ସହ ଗୁଣି ଗାରେଡିକୁ ବିଶ୍ୱାସ କରି ବଡ ବାପା ନିଜ ସାନ ଭାଇ…
ଦାଉ ସାଧୁଛି ଅଦିନିଆ ବର୍ଷା: ବିଲରେ ଗଜା ହେଉଛି ପାଚିଲା ଧାନ, ଭଡ଼ା ତାରପୋଲିନ ଭରସାରେ ଚାଷୀ
ରିଷିଡା,୩୦।୫ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଗତ ୨୫ ତାରିଖ ଠାରୁ ରବି (ଡାଲୁଅ) ଧାନ ପାଇଁ ମଣ୍ତି ଖୋଲିଛି। ଏହାର କିଛି ଦିନ ପରେ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏଥିଯୋଗୁ ଲୋକେ…
ନିଜ ଜନ୍ମକଲା ଝିଅଙ୍କୁ ଡରାଇ, ଧମକାଇ ଘରେ କରିଥିଲେ ବଳାତ୍କାର; ସଇତାନ ବାପାଙ୍କୁ ଏଭଳି ଦଣ୍ଡ ଦେଲେ…
ବ୍ରହ୍ମପୁର, ୩୦।୫(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍ସ ବିଚାରପତି ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ତଥା ପିଡ଼ିତାଙ୍କ ବାପାକୁ ଉପଯୁକ୍ତ ପ୍ରମାଣ ଆଧାରରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୧୦ ହଜାର…
ଭୟଙ୍କର ହେଉଛି ଅବପାତ! ଆଜି ରାତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୫୦ରୁ ୬୦କିମି ବେଗରେ ବହିବ ପବନ
ଭୁବନେଶ୍ୱର,୩୦।୫: ବାଂଲାଦେଶ ଏବଂ ପାଶ୍ୱବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ଗଭୀର ଅବପାତ ଶୁକ୍ରବାର ଦୁର୍ବଳ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗରେ…
ସିକ୍କିମ ଦୁର୍ଘଟଣା: ଭାଜପା ନେତ୍ରୀ ନିଖୋଜ, ପୁଅ-ପୁତୁରା ସୁରକ୍ଷିତ
ଭୁବନେଶ୍ୱର,୩୦।୫: ସିକ୍କିମରେ ଏକ ବଡ଼ ଅଘଟଣ ଘଟିଛି। ବୁଲିବା ପାଇଁ ଯାଇଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ପର୍ଯ୍ୟଟକ। ପ୍ରାୟ ହଜାରେ ଫୁଟ ତଳକୁ ଏକ କାର୍ ତିସ୍ତା ନଦୀକୁ ଖସି ପଡିଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…
AIIMS ଭୁବନେଶ୍ୱରରେ ବିରଳ ଅପରେଶନ: ଭାରତରେ ପ୍ରଥମଥର ଏପରି କାର୍ଯ୍ୟ କରି ସୃଷ୍ଟି କଲେ ରେକର୍ଡ
ଭୁବନେଶ୍ୱର, ୩୦।୫: ଏମ୍ସ ଭୁବନେଶ୍ୱରର ଡାକ୍ତରମାନେ ଏକ ଐତିହାସିକ ଚିକିତ୍ସା ସଫଳତା ହାସଲ କରି ଭାରତର ସବୁଠାରୁ ବଡ଼ କିଡନୀ ମାସ, ଯାହାର ଓଜନ ୮.୭ କିଲୋଗ୍ରାମ, ଅଟୋସୋମାଲ ଡୋମିନାଣ୍ଟ ପଲିସିଷ୍ଟିକ କିଡନୀ ଡିଜିଜ (ଏଡିପିକେଡି) ନାମକ ଜେନେଟିକ ରୋଗରେ ପୀଡ଼ିତ…
ୟୁନିଟ୍-୪ ମାର୍କେଟରେ ପୋଲିସ-STFର ଚଢ଼ାଉ: ବିପୁଳ ଗଞ୍ଜେଇ ଜବତ, ଗଞ୍ଜେଇ ସିଗାରେଟରେ ପୁରାଇ ବିକ୍ରି କରୁଥିଲେ
ଭୁବନେଶ୍ୱର, ୩୦।୫: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୪ ମାର୍କେଟ ଅଞ୍ଚଳରେ ଓଡ଼ିଶା ପୋଲିସ ଏବଂ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଦ୍ୱାରା ମିଳିତ ଚଢ଼ାଉ କରାଯାଇ ଏକ ବଡ଼ ଧରଣର ଗଞ୍ଜେଇ ବ୍ୟବସାୟ ରାକେଟର ପର୍ଦାଫାଶ କରାଯାଇଛି। ଏହି ଚଢ଼ାଉରେ ବିପୁଳ…
ଭିଜିଲାନ୍ସ ଦେଖି ଛାନିଆ ମୁଖ୍ୟଯନ୍ତ୍ରୀ: ଝରକା ପଟେ ଫିଙ୍ଗିଦେଲେ ୫୦୦ ଟଙ୍କିଆ ବଣ୍ଡଲ, ୨ କୋଟିରୁ ଅଧିକ ଟଙ୍କା ଜବତ
ଭୁବନେଶ୍ୱର,୩୦ା୫: ଓଡ଼ିଶା ଗ୍ରାମୀଣ ଉନ୍ନୟନ (ଆରଡବ୍ଲୁ) ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗିଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଚାଲିଥିବା ଚଢ଼ାଉରେ ପ୍ରାୟ ୨.୧ କୋଟି ଟଙ୍କା ଜବତ ହୋଇଛି। ଏହି ଚଢ଼ାଉ ଶୁକ୍ରବାର ସକାଳୁ ଭୁବନେଶ୍ୱର…
ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆଜବେଷ୍ଟ ଉପରେ ପଡିଛି ଟଙ୍କା ବିଡ଼ା
ଭୁବନେଶ୍ୱର,୩୦ା୫: ଓଡିଶା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଗ୍ରାମୀଣ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରି ଏକକାଳୀନ ଭାବେ ଏକାଧିକ ସ୍ଥାନରେ ଚଢ଼ାଉ କରିଛନ୍ତି। ତାଙ୍କ ବିରୁଦ୍ଧରେ ତାଙ୍କର ଜଣାଶୁଣା ଆୟ ଅପେକ୍ଷା ଅଧିକ ସମ୍ପତ୍ତି…
ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ
କାମାକ୍ଷାନଗର, ୩୦।୫: କାମାକ୍ଷାନଗର ନିର୍ବାଚନମଣ୍ଡଳିର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଗତକାଲି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ୧୯୭୭ରେ ପ୍ରଥମ କରି ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ୭୪ ବର୍ଷ ବୟସରେ ସେ ଶେଷ ନିଶ୍ଚାସ ତ୍ୟାଗ କରିଥିବା…
Archives


