ରାଜ୍ୟ

ସାଲିଆସାହି ଜବରଦଖଲ ଉଚ୍ଛେଦ ପରେ କଟାଯିବ ୨୦୦ ଗଛ

ଭୁବନେଶ୍ୱର,୨୧।୧୧: ସାଲିଆସାହି ଜବରଦଖଲ ଉଚ୍ଛେଦ ପରେ କଟାଯିବ ଗଛ। ରାସ୍ତା ନିର୍ମାଣ ପାଇ ପ୍ରାୟ ୨୦୦ ଗଛଁ କଟାଯିବ । ତେବେ କେଉଁ ଗଛ କଟାଯିବ ସେ ନେଇ ବନ ବିଭାଗ ଚିହ୍ନଟ କରିଛି। ଅନ୍ୟପକ୍ଷେ, ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ…

ରାଜ୍ୟ କ୍ୟାବିନେଟ ବୈଠକ: ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ୱର,୨୧।୧୧: ରାଜ୍ୟ କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଛଇ। ୯ଟି ଏଜେଣ୍ଡା ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଛି। ଶୀତକାଳୀନ ଅଧିବେଶନ ସହ ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିବ। ବୈଠକରେ ପରିବହନ…

ପଡ଼ୋଶୀଙ୍କ ବାଡ଼ିକୁ ଫୁଲ ତୋଳିବାକୁ ଆସି ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଉତ୍ତେଜନା

ନୀଳଗିରି,୨୧ା୧୧(ପ୍ରଶାନ୍ତ କୁମାର ବିଶ୍ୱାଳ): ଜଣେ ଘରମାଲିକଙ୍କ ଅମାନବୀୟ କାର୍ଯ୍ୟ ଯୋଗୁ ଜଣେ ଯୁବକଙ୍କ ଜୀବନ ଯାଇଛି। ଫୁଲଗଛରେ ଘରମାଲିକ କରେଣ୍ଟ ଲଗାଇଥିଲେ। ଯୁବକ ଜଣକ ଫୁଲ ତୋଳିବାକୁ ଆସି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜୀବନ ଚାଲିଯାଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା…

ଓଡ଼ିଶାରେ ବାଂଲାଦେଶୀ ହଟାଅ ଅଭିଯାନ ଜୋରଦାର: ନିଜେ ଘର ଭାଙ୍ଗି ଫେରାର ଅନୁପ୍ରବେଶକାରୀ

ଭୁବନେଶ୍ୱର,୨୧।୧୧: ଓଡ଼ିଶାର ଉପକୂଳ ଓ ଅନ୍ତଃସ୍ଥଳ ଜିଲାଗୁଡ଼ିକରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ରାଜ୍ୟ ପୋଲିସ ଓ ଜିଲା ପ୍ରଶାସନର ଯୁଗ୍ମ ଅଭିଯାନ ଜୋରଧରିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲାରେ ବ୍ୟାପକ ଚଢ଼ାଉ ଓ ଧରପଗଡ଼ ଜାରି ରହିଛି।…

ରଥ ଦଳାଚକଟାରେ ଚାଞ୍ଚଲ୍ୟକର ତଥ୍ୟ: କଣ୍ଟ୍ରୋଲ ରୁମ୍ ଅଧିକାରୀ କିଛି ଜାଣି ନ ଥିଲେ

ଭୁବନେଶ୍ୱର, ୨୧।୧୧: ପୁରୀ ରଥଯାତ୍ରା ୨୦୨୫ ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟା ଏବଂ ଏଥିଜନିତ ୩ ଜଣଙ୍କ ମୃତ୍ୟୁ ପ୍ରସଙ୍ଗରେ ଓଡ଼ିଶା ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଉନ୍ନୟନ ଆୟୁକ୍ତ ଅନୁ ଗର୍ଗଙ୍କ ତଦନ୍ତ ରିପୋର୍ଟ ଆଧାରରେ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବାତ୍ୟା ଆଶଙ୍କା, ଚାଷୀଙ୍କ ମଧ୍ୟରେ ଭାଳେଣି

ଭୁବନେଶ୍ୱର, ୨୧ା୧୧(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଗୁରୁବାର ସନ୍ଧ୍ୟା ସୁଦ୍ଧା ଘୂର୍ଣ୍ଣିବଳୟଟି ଷ୍ଟ୍ରେଟ୍‌ ଅଫ୍‌ ମଲାକ୍କା (ଇଣ୍ଡୋନେସିଆ ଦେଇ ଆଣ୍ଡାମାନ ସାଗରକୁ ସଂଯୋଗ କରୁଥିବା ଜଳପଥ)ର ସମୁଦ୍ରପତ୍ତନଠାରୁ ୫.୮ କିମି ବିସ୍ତୀର୍ଣ୍ଣ ଅଞ୍ଚଳରେ ରହିଛି। ଏହା ପ୍ରଭାବରେ ନଭେମ୍ବର ୨୨ରେ…

ରାଉରକେଲା NIT’ର କୃତିତ୍ୱ: ଲ୍ୟାଣ୍ଡ୍‌ ମ୍ୟାପିଂ ପାଇଁ ସ୍ବୟଂଚାଳିତ ଡ୍ରୋନ୍‌

ରାଉରକେଲା, ୨୧।୧୧(ସଙ୍ଗୀତା ଜେନା): ରାଉରକେଲାର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଭାରତର ପ୍ରଥମ ସ୍ବୟଂଚାଳିତ ଡ୍ରୋନ ସିଷ୍ଟମ ବିକଶିତ କରାଯାଇଛି, ଯାହା ନିର୍ଭୂଲ ଭାବେ ଲ୍ୟାଣ୍ଡ୍‌ ମ୍ୟାପିଂ (ଭୂମାନଚିତ୍ର) କରିପାରିବ। ଏହାର ପେଟେଣ୍ଟ…

ବାଲି ଚୋରିରେ ମୁଖ୍ୟମନ୍ତ୍ରୀ, ଭାଜପା ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା ବିଜେଡି; ଏସବୁ ବିଧାୟକଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୨୦।୧୧: ବିଜୁ ଜନତା ଦଳ (ବିଜେଡି) ଗୁରୁବାର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ଏବଂ ଅନେକ ଭାଜପା ନେତାଙ୍କ ବିରୋଧରେ ବେଆଇନ ବାଲି ଚୋରିରେ ସମ୍ପୃକ୍ତ ଥିବାର ସଙ୍ଗୀନ ଅଭିଯୋଗ ଆଣି ଶାସକ ଦଳ ଉପରେ ଆକ୍ରମଣକୁ ତୀବ୍ର କରିଛି। ଶଙ୍ଖ…

ଭିଣୋଇଙ୍କ ଉପରେ ଏତେ ରାଗ, ଶଳାଙ୍କ ଆଖିବୁଜା ଗୁଳିମାଡ଼ରେ…

କଣ୍ଟାମାଳ,୨୦।୧୧( ଆଦିତେଶ୍ୱର ମିଶ୍ର)- ବୌଦ୍ଧ ଜିଲା ମନମୁଣ୍ଡା ଥାନା ତିଲପଙ୍ଗା ଗାଁରେ ଗୁରୁବାର ସାରେ ଅଭାବନୀୟ ଘଟଣା ଘଟିଛି। ଶଳାଙ୍କ ଗୁଳିମାଡ଼ରେ ଭିଣୋଇ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ବାଉଁଶୁଣୀ ଥାନା ଗୁଡ଼ପଡ଼ା ଗ୍ରାମର ବ୍ୟୋମକେଶ ଖଟୁଆ(୨୫) ଶ୍ୱଶୁର ଘର…

ପ୍ରତିଶ୍ରୁତି ଦେଲେ ଅତାବିରା ବିଧାୟକ, ୨୮ ପର୍ଯ୍ୟନ୍ତ…

ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଧାନ ବିକ୍ରି ପଞ୍ଜୀକରଣରେ ଚାଷୀଙ୍କ ପ୍ରତି କରାଯାଇଥିବା ଅବହେଳାକୁ ନେଇ ଦେଖାଯାଇଥିବା ଅସନ୍ତୋଷ ଥମିବାର ନାଁ ନେଉ ନାହିଁ। ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡିଥିବା ଚାଷୀଙ୍କୁ ପଞ୍ଜୀକୃତ କରିବା ଦାବି ନେଇ ଗତ ୧୦ତାରିଖରୁ…

ରାଜ୍ୟ ସରକାରଙ୍କୁ FSSAIର ନିର୍ଦ୍ଦେଶ: ବିଭ୍ରାନ୍ତିକର ‘ORS’ ଉତ୍ପାଦକୁ ତୁରନ୍ତ ହଟାଅ

ନୂଆଦିଲ୍ଲୀ,୨୦।୧୧: ଉପଭୋକ୍ତାମାନଙ୍କୁ ବିଭ୍ରାନ୍ତ କରୁଥିବା ‘ORS’ ଲେବଲ୍ ଲାଗିଥିବା ସମସ୍ତ ଉତ୍ପାଦକୁ ତୁରନ୍ତ ବଜାରରୁ ହଟାଇବା ପାଇଁ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ (FSSAI) ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଖାଦ୍ୟ ସୁରକ୍ଷା କମିଶନରମାନଙ୍କୁ…

ତିରୁପତି ଯାଇଥିଲେ ବ୍ୟବସାୟୀ, ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ; ସିସିଟିଭିରୁ…

ଗଜପତି,୨୦।୧୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ମଧୁରନାରାୟଣପେଟା ଗ୍ରାମରେ ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କ ଘରେ ପଶି କଳାକନା ବୁଲାଇଥିବାର ଜଣାଯାଇଛି । ଦୁର୍ବୃତ୍ତଙ୍କ କଳାକାରନାମା ସିସିଟିଭିରେ କଏଦ ହୋଇଥିବା ବେଳେ ଏହା ଏବେ ଭାଇରାଲ ହେବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?