ଏନ୍ସିଇଆର୍ଟି ବହିରୁ ପାଇକ ବିଦ୍ରୋହ ବାଦ୍
ଭୁବନେଶ୍ୱର,୨୧ା୭(ସୁଚିସ୍ମିତା ସାହୁ): ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ କୁହାଯାଉଥିବା ଓଡ଼ିଶାର ପାଇକ ବିଦ୍ରୋହକୁ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏନ୍ସିଇଆର୍ଟି ଦ୍ୱାରା ପ୍ରକାଶିତ ୮ମ ଶ୍ରେଣୀର ଇତିହାସ ବହିରେ ସ୍ଥାନିତ କରାଯାଇଥିଲା। କିନ୍ତୁ ଗତ ସପ୍ତାହରେ ଏନ୍ସିଇଆରଟିର ନୂଆ ଇତିହାସ…
ଖୋଲିଲା ୪୬ ମିଶ୍ରଣ ସ୍କୁଲ
ଭୁବନେଶ୍ୱର,୨୧ା୭(ସୁଚିସ୍ମିତା ସାହୁ): ରାଜ୍ୟରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ ରାଜ୍ୟ ସରକାର ୪୬ଟିରୁ ତାଲା ଖୋଲିଛନ୍ତି। ଆଉ ୪ଟି ସ୍କୁଲ ଖୁବ୍ଶୀଘ୍ର ଖୋଲିବାକୁ ଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବ ସରକାରଙ୍କ…
୨୦ ଦିନ ହେଲା ବିଏସ୍ଏନ୍ଏଲ ସେବା ଅଚଳ, ଉପଭୋକ୍ତା ହନ୍ତସନ୍ତ
ଦାରିଙ୍ଗବାଡ଼ି,୨୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଗତ ୨୦ ଦିନରୁ ଊର୍ଦ୍ଧ୍ୱ ହେବ ବିଏସ୍ଏନ୍ଏଲର ମୋବାଇଲ ନେଟ୍ଓ୍ବର୍କ ସେବା ଅଚଳ ହୋଇପଡ଼ିଛି। ଫଳରେ ଉପଭୋକ୍ତାମାନେ ହଇରାଣ ଭୋଗୁଛନ୍ତି। ମୋବାଇଲ ସେବା ଅଚଳ ଯୋଗୁ ଗ୍ରାହକ ସେବାକେନ୍ଦ୍ର ସମେତ କ୍ଷୁଦ୍ର…
ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ନିଲମ୍ବିତ
ଭୁବନେଶ୍ୱର,୨୧ା୭: ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି। ତେବେ ଉଦିତ୍ଙ୍କୁ ଜାତୀୟ ଛାତ୍ର କଂଗ୍ରେସ ସଭାପତି(NSUI) ନିଲମ୍ବନ କରିଛନ୍ତି। ଉଦିତ୍ଙ୍କ ନାମରେ ବଳାତ୍କାର ଅଭିଯୋଗ ଆସିବା ପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ସୂଚନାଯୋଗ୍ୟ, ଜଣେ…
ଏମ୍କେସିଜିରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ, ଜଣେ ଅଟକ
ବ୍ରହ୍ମପୁର,୨୧ା୭(ସୁବାସ ଚନ୍ଦ୍ର ପାଢ଼ୀ): ଚିକିତ୍ସା ଅବହେଳା ଅଭିଯୋଗରେ ଏମ୍କେସିଜି ଜଣେ ଡକ୍ଟରଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି। ବୈଦ୍ୟନାଥପୁର ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ଆକ୍ରମଣକାରୀଙ୍କୁ କାବୁ କରି ଥାନାରେ ଅଟକ ରଖିଛି। କାର୍ଯ୍ୟରତ ଜଣେ…
କିଟିକିଟି ଅନ୍ଧାରରେ ବ୍ଲକ୍ ମୁଖ୍ୟାଳୟ, ବାରମ୍ବାର ଖବର ପ୍ରସାରଣ ମଧ୍ୟ କାହାର ନଜର ପଡୁନି
ଥୁଆମୂଳ ରାମପୁର,୨୧ା୭(ଦୁର୍ଗା କୀର୍ତ୍ତି): ଅନ୍ଧାରରେ କିଟକିଟି ବ୍ଲକ ମୁଖ୍ୟାଳୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାଠାରେ ଡିଏମ୍ଏଫ୍ ଗ୍ରାଣ୍ତରୁ ଗତ ୨୦୧୭ ଆର୍ଥିକ ବର୍ଷାରେ ୧୭,୯୨.୭୮୦ ଟଙ୍କା ଖର୍ଚ୍ଚରେ ସୋଲାର ଷ୍ଟ୍ରିଟ୍ ଲାଇଟ୍ ତହସିଲ କାର୍ଯ୍ୟାଳୟଠାରୁ ଆରମ୍ଭ କରି…
ସବୁଜିମା ହେବ ଲଣ୍ଡା ପାହାଡ଼, ସିଡ୍ ବଲ୍ ତିଆରିରେ ବ୍ୟସ୍ତ ଆଦିବାସୀ ମହିଳା
ଦାରିଙ୍ଗବାଡ଼ି,୨୧ା୭(ଅରୁଣ ସାହୁ): ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ଅନେକ ଗାଁରେ ଜଙ୍ଗଲ ଉଜୁଡ଼ି ଯାଇଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନ ବୃଦ୍ଧି ପାଉଛି।…
ସ୍କୁଲ ଭିତରେ ଛାତ୍ରୀଙ୍କୁ ଅସଦାଚରଣ: ବନ୍ଧା ହେଲେ ୨ ଶିକ୍ଷକ
ଜଳେଶ୍ୱର,୨୧ା୭(ନବୀନ ସାହୁ): ସ୍କୁଲରେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଦୁଇ ଶିକ୍ଷକ ଗିରଫ ହୋଇଛନ୍ତି। ଚମାରଗାଁ ପୃଥୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ବେଜ ଓ ପ୍ରଧାନଶିକ୍ଷକ ଭବାନୀ ଶଙ୍କର ପାଳଙ୍କୁ ଗିରଫ କରିଛି ରାଇବଣିଆ…
ନାକତଳେ ନିଶା କାରବାର: ପୋଲିସ, ଅବକାରୀ ନୀରବଦ୍ରଷ୍ଟା
ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ନିଶା କାରବାର ଚର୍ଚ୍ଚାର ବିଷୟ ହୋଇଛି। ଗାଁଠୁ ସହର ସବୁଠି ଏହି କାରବାର ବଢ଼ି ଚାଲିଛି। ଚୋରାମଦ, କଫ୍ ସିରପ୍ଠାରୁ ଆରମ୍ଭ କରି ବ୍ରାଉନସୁଗାର ଯାଏ ନିଶାଦ୍ରବ୍ୟ ଏଠାରେ ଅବାଧରେ ବିକ୍ରି ହେଉଛି। ଏଥିରେ ଅଙ୍କୁଶ…
ଆସିଲା KIIT ଛାତ୍ରୀ ମୃତ୍ୟୁର UGC ରିପୋର୍ଟ, ବିଶ୍ୱବିଦ୍ୟାଳୟକୁ ଦାୟୀ କରି ପ୍ୟାନେଲ୍ ଦେଲା ସାଂଘାତିକ ତଥ୍ୟ…
ଭୁବନେଶ୍ୱର,୨୧ା୭: KIIT ବିଶ୍ବବିଦ୍ୟାଳୟରେ ୨ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ଆସିଛି UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ର ତଦନ୍ତ ରିପୋର୍ଟ। ଏହି ରିପୋର୍ଟରେ ୟୁଜିସି ପ୍ୟାନେଲ୍ କିଟ୍ ବିଶ୍ୱବିଦ୍ୟାଳୟକୁ ଦାୟୀ କରି ଏକ ସାଂଘାତିକ ତଥ୍ୟ ଦେଇଛି। ଛାତ୍ରୀଙ୍କ ମୃତ୍ୟୁ ପଛରେ ଅବୈଧ…
ରେଭେନ୍ଶାର ୧୦ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ
କଟକ,୨୧ା୭: ରେଭେନ୍ଶାର ଇଷ୍ଟ ହଷ୍ଟେଲରେ ରାଗିଂ ଅଭିଯୋଗରେ ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ତୃତୀୟ ବର୍ଷ ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ଆଣ୍ଟି ରାଗିଂ କମିଟି ପକ୍ଷରୁ…
ଥଣ୍ଡା ପାନୀୟରେ ନିଶା ଦେଇ ବଳାତ୍କାର ଅଭିଯୋଗ: ଗିରଫ ହେଲେ ଛାତ୍ର କଂଗ୍ରେସ ସଭାପତି
ଭୁବନେଶ୍ୱର,୨୧ା୭: ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ବଳାତ୍କାର କରିବା ଅଭିଯୋଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ ରବିବାର ରାତିରେ ଗିରଫ କରିଛି। ଏନେଇ ଥାନାରେ ବିଏନ୍ଏସ୍ ଦଫା ୬୪(୧),…
Archives


