ନୂଆପଡ଼ା ଉପନିର୍ବାଚନ: ନେତା ଏପଟସେପଟ, ଭୋଟର ଦ୍ୱନ୍ଦ୍ୱରେ
ନୂଆପଡ଼ା,୩୦ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ଏକ ନୂଆ ଅଡୁଆ ବା ଦ୍ୱନ୍ଦ୍ୱ ଉଭୟ ପ୍ରାର୍ଥୀ ଓ ଭୋଟରଙ୍କୁ ଘାରିଛି। ଏହି ଉପନିର୍ବାଚନ ପୂର୍ବରୁ ବିଭିନ୍ନ ଦଳୀୟ ଓ ନିର୍ଦ୍ଦଳୀୟ ନେତା ଏପଟସେପଟ ହୋଇଛନ୍ତି। ଦିବଂଗତ ବିଧାୟକ…
ଓଡ଼ିଶାରେ ବେଆଇନ ଖଣି ଖନନ: କ୍ଷତିପୂରଣ ଅନାଦାୟକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ
ନୂଆଦିଲ୍ଲୀ,୩୦ା୧୦(ପି.ଟି./ ଲାଇଭ୍ ଲ): ଓଡ଼ିଶାରେ ଖଣି ଖନନ ନିୟମଗୁଡ଼ିକୁ ଉଲ୍ଲଂଘନ କରିଥିବା ଲିଜ୍ଧାରୀଙ୍କଠାରୁ ୨,୭୪୫ କୋଟି ଟଙ୍କାର କ୍ଷତିପୂରଣ ଆଦାୟ କରିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବୁଧବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲିଜ୍ଧାରୀମାନେ ଯେପରି ସରକାରୀ ରାଜସ୍ବ ଫାଙ୍କି…
କମ୍ପାନୀ ମିଥ୍ୟାରେ ସରକାର ବି ବାଇଆ
ଭୁବନେଶ୍ୱର,୩୦ା୧୦ (ରବିନାରାୟଣ ଜେନା): ଓଡ଼ିଶାରେ ପୂବର୍ର୍ରୁ କେବଳ ଗରିବ ଗ୍ରାମୀଣ ଜନସାଧାରଣଙ୍କୁ ବଡ଼ ବଡ଼ କମ୍ପାନୀଗୁଡ଼ିକ ଠକି ଅସତ୍ୟ କହିଆସୁଥିଲେ। ମୁଖ୍ୟତଃ ରାଜ୍ୟର ଖଣିଜ ପଦାର୍ଥରେ ଆକର୍ଷିତ ହୋଇ ଏହି କମ୍ପାନୀଗୁଡ଼ିକ ଓଡ଼ିଶାର ବିଭିନ୍ନ ଅନୁନ୍ନତ ଅଞ୍ଚଳରେ ଶିଳ୍ପ ବସାଇବା ପାଇଁ…
ଦେଢ଼ ମାସ ହେଲା ନିଖୋଜ ଥିଲେ, ନାଲସିଂ ପାହାଡ଼ରୁ ମିଳିଲା କଙ୍କାଳ; ପାଖରେ ପଡ଼ିଛି ବାଇକ, ମୋବାଇଲ…
ନିରାକାରପୁର,୨୯ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ବ୍ୟକ୍ତି ଗତ ଦେଢ଼ମାସ ହେଲା ଘରୁ ନିଖୋଜ ଥିବାବେଳେ ବୁଧବାର ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ନାଲସିଂସ୍ଥିତ ଅଟଳା ପାହାଡ଼ ନିକଟ ଏକ ବୁଦାମୂଳରୁ ତାଙ୍କର କଙ୍କାଳ ମିଳିଛି। କଙ୍କାଳ ପାଖରୁ ୨ଟି ମୋବାଇଲ…
କୁଲାଡ଼ ଉପର ବ୍ୟାଘ୍ର ଦେବୀ ମନ୍ଦିରରୁ ଖସିଲା ପଥର, ଲୋକେ ଆତଙ୍କିତ, ପ୍ରଶାସନ…
ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ସହର ନିକଟସ୍ଥ କୁଲାଡ ଉପର ବ୍ୟାଘ୍ରଦେବୀ ମନ୍ଦିରରୁ ବୁଧବାର ସନ୍ଧ୍ୟାରେ ଏକ ବିରାଟ ପଥର ଖସି ପଡ଼ିଛି। ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପଥରଟି ଖସି ତଳକୁ ଆସିବା ସମୟରେ ତଳେ…
ସରକାରୀ ବାବୁଙ୍କ ଡ୍ରାଇଭରଙ୍କ ଦବଙ୍ଗଗିରି: ନାଲିବତୀ ଗାଡ଼ି ନେଇ ଧମକାଉଥିଲେ, ମାଗୁଥିଲେ ଚାନ୍ଦା, ଏବେ…
ବାଙ୍କୀ, ୨୯।୧୦( ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଜିଲାପାଳଙ୍କ ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦବଙ୍ଗଗିରି । ଉପଜିଲାପାଳଙ୍କ ଗାଡ଼ି ନେଇ ରାତିରେ ଚୋରା ବାଲି ଟ୍ରକ୍ରୁ ଚାନ୍ଦା ଆଦାୟ ଅଭିଯୋଗ ହୋଇଥିଲା। ସେ ହାତରେ ପାଇପ୍ ଧରି ମଦ ପିଇବା ବ୍ୟକ୍ତିମାନଙ୍କୁ…
ଦିନ ଦ୍ୱିପହରରେ ମାତିଛନ୍ତି ଲୁଟେରା, କାର୍ କାଚ ଭାଙ୍ଗି ଲୁଟିନେଲେ ୨୦ ଲକ୍ଷ ଟଙ୍କା, ଟାଉନ ଥାନାରେ…
ବରଗଡ଼,୨୯।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ବଢ଼ି ଚାଲିଛି ଲୁଟ୍ପାଟ୍। ଜିଲା ସଦର ମହକୁମା ଏଥିରୁ ବାଦ୍ ପଡ଼ି ନାହିଁ। ବୁଧବାର ଦିନ ଦ୍ୱିପ୍ରହରରେ ବରଗଡ଼ ସହର ଗାନ୍ଧିଛକ ନିକଟ ଏକ ହୋଟେଲ ସମ୍ମୁଖରେ ରଖାଯାଇଥିବା ଏକ କାର୍(ଓଡ଼ି୧୭ଏବି ୬୨୫୫)ର କାଚ ଭାଙ୍ଗି…
ଦେଓଗାଁରେ ଚାଞ୍ଚଲ୍ୟ: କପା କିଆରିରେ ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି…
ବଲାଙ୍ଗୀର/ଦେଓଗାଁ,୨୯ା୧୦(ସୁନିଲ କୁମାର ମହାନ୍ତି/କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅନ୍ତର୍ଗତ ଗଏଲପିଟା ନିକଟରେ ଥିବା ଏକ କପା କିଆରିରେ ବୁଧବାର ସକାଳେ ଜନୈକା ଯୁବତୀଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। ଏ ନେଇ ଥାନାରେ…
ପୁଣି ଜନନୀ ଯନ୍ତ୍ରଣା: ପ୍ରସୂତିଙ୍କୁ ୧ କିଲୋମିଟର ବୋହି ଆଣିଲେ ଫାର୍ମାସିଷ୍ଟ
ମୋହନା,୨୯ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ମଳାସ ପଦର ଗାଁ କୁସୁମା ସାହିରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ମଙ୍ଗଳବାର ମଳାସ ପଦର ଗାଁ କୁସୁମା ସାହିର ଭାଗ୍ୟ ବିଶୋୟୀ (୨୦ )ଙ୍କୁ ପ୍ରସବ ଯନ୍ତ୍ରଣା…
କାରଖାନାର ମନମୁଖୀ କାର୍ଯ୍ୟ: ବର୍ଷାକୁ ଖାତିର ନ କରି ଜାରି ରହିଛି ଆନ୍ଦୋଳନ
କେନ୍ଦୁଝର,୨୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ହଳଦିଆଗୁଣା ସ୍ଥିତଏମ୍ଏସ୍ପି କାରଖାନାରେ ବାହାର ଅଣ ଓଡ଼ିଆ ନିଯୁକ୍ତିକୁ ନେଇ ଗତ ୨୭ ତାରିଖରୁ ଚାଲିଥିବା କାରଖାନା ସମ୍ମୁଖରେ ସ୍ଥାନୀୟ ଲୋକେ ଆନ୍ଦୋଳନ ଜାରି ରଖିଛନ୍ତି। ଏଣେ ଆନ୍ଦୋଳନ ଚାଲିଥିବା ବେଳେ…
ଟଳିଲା ବାତ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା, ସହାୟତା ଦାବି କରି…
ଭଞ୍ଜନଗର,୨୯ା୧୦(ବାବୁଲା ପ୍ରଧାନ): ବାତ୍ୟା ଭଞ୍ଜନଗର ଅଞ୍ଚଳରେ ଯେଉଁଭଳି ତାଣ୍ଡବ ରଚିବ ବୋଲି ଆଶଙ୍କା କରାଯାଉଥିଲା ସୌଭାଗ୍ୟବଶତଃ ସେଭଳି କିଛି ହୋଇନାହିଁ। କିନ୍ତୁ ବର୍ଷା ପାଇଁ ବ୍ଲକର ଅନେକ ଝାଟିମାଟି ଘର ଭାଙ୍ଗିଯାଇଛି। ଏଥିସହ ଜମିରେ ପାଣି ଭରି ରହିବା ଯୋଗୁ ଧାନଫସଲ…
ଟ୍ରାକ୍ରୁ ଖସିଲା ଟ୍ରେନ୍, ୧୦ ବଗି ଲାଇନଚ୍ୟୁତ
ରାଉରକେଲା,୨୯ା୧୦: ରାଉରକେଲା-ରାଞ୍ଚି ମୁଖ୍ୟ ରେଳପଥରେ ଏକ ମାଲବାହୀ ଟ୍ରେନ୍ ବୁଧବାର ଲାଇନଚ୍ୟୁତ ହୋଇଛି। ବାନୋ ଓ କନରାଓ୍ବା ଷ୍ଟେଶନ ମଧ୍ୟରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଛି। ତେବେ ଏହି ମାଲବାହୀ ଟ୍ରେନ୍ର ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଫଳରେ…
Archives


