ରାଜ୍ୟ

ଡିଜିଟାଇଜେଶନ ହେବ ‘କଳାଭୂମି’ କଳାକୃତି: ସିଡାକ୍‌ ଏବଂ ‘ସିଏ ଆଣ୍ଡ୍‌ ଏ’ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ପୂର୍ବ ଭାରତର ସର୍ବବୃହତ୍‌ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂଗ୍ରହାଳୟ ‘କଳାଭୂମି’ ଏହାର ନିଆରା କନ୍‌ସେପ୍ଟ ପାଇଁ ଦେଶବିଦେଶରେ ଲୋକପ୍ରିୟତା ହାସଲ କରିଥିବାବେଳେ ଏହାର ବିକାଶ ଲାଗି ଆଉ ଏକ ପଦକ୍ଷେପ ନେବାକୁ ଯାଉଛି ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ…

ଆର୍ଥିକ ଗତିବିଧି ନେଇ ଧର୍ମେନ୍ଦ୍ରଙ୍କ ଆଲୋଚନା

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରୁଷ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ବିଶ୍ୱର ଅଗ୍ରଣୀ ଇସ୍ପାତ୍‌ ଉପତ୍ାଦନକାରୀ ଏଭରାଜ୍‌ ଗ୍ରୁପର ସିଇଓ ଆଲେକ୍‌ଜାଣ୍ଡର ଫ୍ରୋଲୋଭ ଏବଂ ସ୍କୋଲ୍‌କୋଭୋ ଫାଉଣ୍ଡେଶନ ମୁଖ୍ୟ ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଆରକେଡି ଡିଭୋରକୋଡିକ୍‌ଙ୍କୁ ଭେଟିଛନ୍ତି। ଏହି…

ବିଳମ୍ବ ହେଲା ଠାକୁରଙ୍କ ନୀତିକାନ୍ତି

ପୁରୀ ଅଫିସ,୩୧ା୮: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ। ପ୍ରାଥମିକ ପର୍ଯ୍ୟାୟରେ ଜିଲା ପ୍ରଶାସନ ଅସୁରକ୍ଷିତ କୋଠା ଭାଙ୍ଗୁଛି। ଶୁକ୍ରବାର ଭଙ୍ଗାଯାଇଛି ବହୁ ଚର୍ଚ୍ଚିତ ଏମାର ମଠର ରଘୁନନ୍ଦନ ଲାଇବ୍ରେରୀ ଏବଂ ଦୋକାନ ଘର। ତେବେ ଏହି ଉଚ୍ଛେଦ ପାଇଁ…

ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ଆତଙ୍କବାଦୀ ମୁକାବିଲା: ସମ୍ଭାବ୍ୟ ଆକ୍ରମଣ ନେଇ ମକ୍‌ ଡ୍ରିଲ

ଭୁବନେଶ୍ୱର, ୩୧ା୮(ବ୍ୟୁରୋ): ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌ ପରିସରରେ ଶୁକ୍ରବାର ସକାଳର ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଏହି ବ୍ୟବସାୟିକ କେନ୍ଦ୍ରରେ ଗ୍ରାହକଙ୍କ ଗହଳି ପରିବର୍ତ୍ତେ ଆତଙ୍କବାଦୀଙ୍କ ସହ ପୋଲିସ ଏବଂ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍‌ର ମୁକାବିଲା ଚାଲିଥିଲା। ପୂର୍ବାହ୍ନ ପ୍ରାୟ…

ପୁଣି ଅଟୋରେ ପ୍ରସବ

ବାଲିଗୁଡା,୩୧ା୮.(ଡି.ଏନ.ଏ.) -ବାଲିଗୁଡା ଥାନା ଜକିକିଆ ଗ୍ରାମର ବାପି ଦିଗାଲଙ୍କ ସ୍ତ୍ରୀ ଜ୍ୟୋସ୍ନାଙ୍କୁ ଶୁକ୍ରବାର ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଅଟୋ ଯୋଗେ ତାଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ମେଡିକାଲ ହତା ଭିତରେ ଅଟୋରେ ଜ୍ୟୋସ୍ନା ଏକ ଶିଶୁ ପୁତ୍ର…

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଫୁଲବାଣୀ ଅଫିସ, ୩୧ା୮-ଫୁଲବାଣୀ ସହର ଡାମିଗାଁ ପାଖ ସାଲୁଙ୍କି ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି…

ମୃତକଙ୍କ ନଁ।ରେ ଭତ୍ତା ଟଙ୍କା ହଡ଼ପ ଘଟଣା :ବ୍ଲକ ପ୍ରଶାସନ, ଜିଲା ସାକପମାଜିକ ସୁରକ୍ଷା ଅଧିକାରୀଙ୍କ ତଦନ୍ତ

ଦାରିଙ୍ଗବାଡ଼ି,୩୧।୮(ଡି.ଏନ.ଏ) -ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତରେ ମୃତକଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ ଘଟଣାର ବିଡିଓ ତ୍ରିଲୋଚନ ପାତ୍ର ଏବଂ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ ମିଳିତ ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଶୁକ୍ରବାର ଶ୍ରାନିକେତା ପଞ୍ଚାୟତ କାର୍ଯ୍ୟାଳୟରେ…

କୁଡାପଡ଼ା-ଖଲିଆପାଲି ରାସ୍‌ତା ସମସିଆ: ପଲ୍‌ହା ରୁଇ ପରତିବାଦ ଜନାଲେ ୨ ଗଁ।ର ମହିଲା

  ବିନିକା,୩୧।୮(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ ଅଧୀନ କୁଡ଼ାପଡ଼ାରୁ ଖଲିଆପାଲି ତକ୍‌ ୩ କି.ମି. ରାସ୍‌ତା ବହୁତ୍‌ ବଛର ହେଲା ଅବହେଲିତ ଅବସ୍‌ତାରେ ପଡ଼ି ରହିଛେ। ବଛ୍‌ରେ କି ଦୁଇ ବଛର ନୁହେ ଦେଶ ସୁଆଧିନ ହେବାର…

ଦୁଇ ଦିନ୍‌ ଉତାରୁ ନୂଅଁ।ଖାଇ:ଘର ସଜାବାରେ ସଭେ ବାଇ

ଘଣ୍ଟାପଡା, ୩୧।୮ (ଡି.ଏନ୍‌.ଏ.): ଦୁଇ ଦିନ୍‌ ଉତାରୁ ଗଁାଗଁଲିରୁ ସହର ତକ୍‌ ସବୁନେ ଜାକ୍‌ଜମକରେ ପାଲନ ହେବା ପଶ୍ଚିମ ଓଡ଼ିଶାର ସିଘା ପରବ୍‌ ନୂଅଁାଖାଇ। ସେଥିରଲାଗି ଗଁାରୁ ସହର ତକ୍‌ ସବୁଠାନେ ଜୁକାନ ବଜାର, ହାଟ ହଟଲି, ବସ୍‌ଷ୍ଟାଣ୍ଡ, ରେଲ ଷ୍ଟେଶନରେ…

ଏକ୍‌ କରି ବଁ।ଧି ରଖିଛେ ନୂଅଁ।ଖାଇ: ସଜବାଜରେ ମାତିଛନ୍‌ କଠାରପାଲି ଗଁ।ବାସୀ

  ସୋହେଲା,୩୧।୮(ଡି.ଏନ.ଏ): ଆଉର ଦିନ୍‌ କେତେଟା ଉତାରୁ ପଶ୍ଚିମ ଓଡ଼ିଶାର ସିଘା ପରବ୍‌ ନୂଅଁାଖାଇ ପାଲନ ହେବା। ଇଥିରଲାଗି ଗଁ। ଗଁଲିରୁ ସହର ତକ୍‌ ସବୁଠାନେ ଲୋକ୍‌ ସଜ୍‌ବାଜରେ ଲାଗି ପଡ଼ିଛନ୍‌। ଘରଦୁଆର ଲିପାପୁଛା, ଘସାମଜା କରି ଚକାଚକ୍‌ କରି ସାଏଲେନ।…

ଅଁଟାରୁ ତଲକେ ଅଚଲ, ଖଟେ ପଡ଼ିଛନ୍‌ ବିପିନ: ଚିକିଛା ସାହାଯ୍‌ ଲାଗି ପରିବାରର ଆକୁଲ ନିବେଦନ

  ଲାଠୋର, ୩୧ା୮ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦର ମନ୍ଦିର ପଡ଼ାର ବିପିନ ସେଠ୍‌(୫୩) ରୋଗ୍‌ ପରଭାବରେ ଖଟେ ପଡ଼ି ରହିଛନ୍‌। ଇଆଡ଼େ ଟଁକା ପଏସା ଅଭାବୁ ସେ ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ପରିବାର…

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଓଡ଼ିଆ ପୁଅ ଇନ୍ଦ୍ରଜିତ ମହାନ୍ତି

ଭୁବନେଶ୍ୱର,୩୦।୮: ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ହେବେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି। ଶୁକ୍ରବାର ଏ ନେଇ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ତାଙ୍କୁ ମନୋନୀତ କରାଯାଇଛି। ସେ ଓଡ଼ିଶା ହାଇକୋର୍ଟରେ ବହୁ ସମୟ ଧରି କାର୍ଯ୍ୟ କରିଥିବା ବେଳେ ବମ୍ବେ ହାଇକୋର୍ଟରେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri