ନକଲି ମୋବିଲ କାରଖାନା ଠାବ: ୨ ଗିରଫ
ବାଲେଶ୍ୱର ଅଫିସ,୧୯।୭: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ଆରଡ଼ି ବଜାର ମଜିତ୍ ଗଳି ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ପୋଲିସ ଚଢ଼ାଉ କରି ନକଲି ମୋବିଲ କାରଖାନା ଠାବ କରିଛି। ଏଥିରେ ୨ଜଣଙ୍କୁ ଗିରଫ କରାଯିବା ସହ ୫ ଲକ୍ଷ ଟଙ୍କାର…
୩୦ ଫୁଟ ଲମ୍ବ ଲୁଣାଘେରି ବନ୍ଧରେ ଘାଇ: ଶତାଧିକ ଚାଷଜମିରେ ଧାନ ନଷ୍ଟ
ମହାକାଳପଡ଼ା,୧୯।୭(ଡି.ଏନ୍.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଉଚ୍ଚ ଜୁଆର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଖରିନାସୀର ୮ଶହ ଏକର ଅଞ୍ଚଳରେ ଲୁଣାଘେରି ବନ୍ଧରେ ତିରିଶ ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଶତାଧିକ ଏକର ଚାଷଜମିରେ ସମୁଦ୍ର ଜୁଆର ଲୁଣିପାଣି…
ଅର୍ଥ ଥାଇ ହୋଇପାରିନି ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍
କଟକ ଅଫିସ,୧୯ା୭: ୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ଏସ୍ସିବି ମେଡିକାଲକୁ ଆସିଥିବା ଲିଭର୍ ରୋଗୀମାନଙ୍କ ମଧ୍ୟରୁ ୧୧୯୬ ଜଣଙ୍କ ଲିଭର ପ୍ରତିରୋପଣ (ଲିଭର ଟ୍ରାନ୍ସପ୍ଲାଣ୍ଟ)ର ଆବଶ୍ୟକତା ଥିବା ଜଣାପଡ଼ିଛି। ବର୍ଷଓ୍ବାରୀ ଦେଖିଲେ ଏହି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। କାରଣ ୨୦୧୬-୧୭ରେ ୩୫୨…
ବାପାଙ୍କ ମୃତଦେହ କାନ୍ଧେଇ ଶ୍ମଶାନ ନେଲେ ତିନି ଝିଅ:ସାନ ଝିଅ ଦେଲେ ମୁଖାଗ୍ନି
ମାଲକାନଗିରି, ୧୯ା୭(ଡି.ଏନ୍.ଏ.):ଘରେ କାହାର ମୃତ୍ୟୁ ହେଲେ ପୁରୁଷମାନେ ମୃତଦେହକୁ କୋକେଇରେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନିଅନ୍ତି। ଘରର ପୁଅ ହିଁ ମୁଖାଗ୍ନି ଦିଅନ୍ତି। ଏହା ଆମ ସମାଜରେ ପୁରୁଷ ପୁରୁଷ ଧରି ପ୍ରଚଳିତ ପ୍ରଥା। ଯଦିଓ କେଉଁଠି କେଉଁଠି ଏବେ ଝିଅମାନେ…
କାଳିଆ ଯୋଜନାରେ ଚାଷୀଙ୍କୁ ମିଳିନି ଟଙ୍କା
ନୟାଗଡ଼ ଅଫିସ,୧୯।୭-ନୟାଗଡ଼ ଜିଲା ସଦର ବ୍ଲକ ଘଡ଼ୁଆଳ ଗ୍ରାମର ଦୁର୍ଯ୍ୟୋଧନ ପାଳ ବୃତ୍ତିରେ ଜଣେ ଚାଷୀ। ନିଜର କିଛି ଏକର ଚାଷଜମିରେ ଫସଲ କରି ପରିବାର ପ୍ରତିପୋଷଣ କରନ୍ତି। କାଳିଆ ଯୋଜନାରେ ତାଙ୍କ ନାମ ତାଲିକାରେ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା…
ବସନ୍ତ କୁମାର ବିଦ୍ୟାପୀଠର ବାର୍ଷିକ ଉତ୍ସବ: ମାଟ୍ରିକରେ ପ୍ରଥମ ୧୦ଜଣରେ ରହିଲେ ୧ଲକ୍ଷ ଟଙ୍କା ପୁରସ୍କାର
ଖଣ୍ଡପଡ଼ା,୧୯ା୭(ସ୍ବ.ପ୍ର)-ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ପଙ୍ଘୁଟିଏ ମଧ୍ୟ ସବୋର୍ଚ୍ଚ ଶିଖରରେ ପହଞ୍ଚତ୍ପାରେ ା ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ଆବଶ୍ୟକ ଦୃଢ ମନୋବଳ ଓ ପ୍ରବଳ ଆମତ୍ବିଶ୍ୱାସ ା ବଡ଼ ହେବା ନିମନ୍ତେ ସ୍ବପ୍ନ ଦେଖିବା ଜରୁରୀ ା ମାତାପିତା ଓ ଗୁରୁଙ୍କ ବିନା ସମାଜର…
ଅଚଳ ହୋଇପଡ଼ିଛି ବର୍ଷାମାପକ ଓ ପାଗ ନିର୍ଣ୍ଣୟ ଯନ୍ତ୍ର
ଖଣ୍ଡପଡ଼ା,୧୯ା୭(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ପରିସରସ୍ଥ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ସ୍ଥାପିତ ବର୍ଷାମାପକ ଯନ୍ତ୍ର ଓ ପାଣିପାଗ ନିର୍ଣ୍ଣୟ ଯନ୍ତ୍ର ଦୀର୍ଘବର୍ଷ ଧରି ଅଚଳ ତଥା ପରିତ୍ୟକ୍ତ ଅବସ୍ଥାରେ ପଡିରହିଛିି ା ସୂଚନାଯୋଗ୍ୟ, ବର୍ଷାର ପରିମାଣ ମାପ ଅଞ୍ଚଳବାସୀଙ୍କୁ ପାଣିପାଗ ସମ୍ପର୍କରେ ଆଗୁଆ…
ପଞ୍ଚପଲି ପୋଲରେ କ୍ରିକ୍ ନିର୍ମାଣରେ ବିଳମ୍ବ : ଚାଷୀ ନିରାଶ
ଏରସମା,୧୯ା୭(ସ୍ବ.ପ୍ର.): ଏରସମା ବ୍ଲକ ନାରଦିଆ ପଞ୍ଚାୟତସ୍ଥିତ ପଞ୍ଚପଲି ପୋଲରେ କ୍ରିକ ନିର୍ମାଣ ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ଇତିମଧ୍ୟରେ ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଥିଲେ ମଧ୍ୟ କ୍ରିକ୍ ନିର୍ମାଣ ହୋଇପାରୁନି। ଏହାକୁ ନେଇ…
ପର୍ବତାରୋହୀ ଲିପିକା ସେଠଙ୍କୁ ସମ୍ବର୍ଦ୍ଧନା
ଭେଡ଼େନ, ୧୯।୭ (ଡ଼ି.ଏନ.ଏ)-ଭେଡ଼େନ ବ୍ଲକ ଡ଼ାଳବ ଗ୍ରାମର ଯୁବ ପର୍ବତାରୋହିଣୀ ଲିପିକା ସେଠଙ୍କୁ ଭେଡ଼େନ ତହସିଲଦାର ସୀମା ସବିତା କୁଲୁ ଗୁରୁବାର ସମ୍ବର୍ଦ୍ଧିତ କରିଛନ୍ତି । ପଶ୍ଚିମ ଓଡ଼ିଶା ଟ୍ରାଫିକ ସଚେତନତା ସଂସ୍ଥା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଂଯୋଜକ ପଦ୍ମଲୋଚନ…
ବଲାଙ୍ଗୀର ଜିଲାରେ ମରୁଡି ସ୍ଥିତି
ବଲାଙ୍ଗୀର ଅଫିସ, ୧୯ା୭-କ୍ରମାଗତ ମରୁଡି ବଲାଙ୍ଗୀର ଜିଲାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି ା ଚଳିତବର୍ଷ ପୁଣି ଥରେ ଜିଲାରେ ମରୁଡି ସ୍ଥିତି ଦେଖାଦେଲାଣି ା ଜୁନ୍ ଓ ଜୁଲାଇ ମାସରେ ଅସ୍ବାଭାବିକ ବର୍ଷା ଯୋଗୁଁ ଏଥର ମରୁଡି ହେବାର…
ଓଡିଆର୍ପି ଘରେ ନ ରହିଲେ ତାଲିକାରୁ ବାଦ୍
ଚିକିଟି,୧୯ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟି ବ୍ଲକ୍ ସମୁଦ୍ର ତଟବର୍ତ୍ତୀ ଚନ୍ଦନବାଡ ଓ ସୋରଳ ଗ୍ରାମରେ ପୃଥକ ପୃଥକ ଭାବେ ଗୁରୁବାର ମଧ୍ୟାହ୍ନରେ ଓଡିଆର୍ପି ଘର ପାଇଥିବା ବ୍ୟକ୍ତି ଓ ପ୍ରଶାସନ ପକ୍ଷରୁ ମିଳିତ ଆଲୋଚନା ସଭା ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲାପାଳ…
ଆଲୋଚନା ପାଇଁ ଆସିଲେନି କର୍ତ୍ତୃପକ୍ଷ
ବ୍ରହ୍ମପୁର ଅଫିସ,୧୯ା୭- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ ନେଇ ପ୍ରଶାସନିକ ଭବନ ଆଗରେ ଧାରଣା ଦିଆଯାଇଛି। ୬ ଦଫା ଦାବି ପୂରଣ ନେଇ ସଂଘ ପକ୍ଷରୁ ଦିଆଯାଇଥିବା ଶାନ୍ତିପୂର୍ଣ୍ଣ ଧାରଣା ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚିଥିଲେ ମଧ୍ୟ…
Archives


