ରାଜ୍ୟ

ଚିକିତ୍ସା ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ: ପିଆର୍‌ଏମ୍‌ ମେଡିକାଲ କଲେଜରେ ଉତ୍ତେଜନା; କାର୍ଯ୍ୟାନୁଷ୍ଠାନ ଦାବିରେ ମୃତଦେହ ରଖି ଧାରଣା

ବାରିପଦା ଅଫିସ,୯।୬- ମୟୁରଭଞ୍ଜ ଜିଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଶନିବାର ବିଳମ୍ବିତ ରାତିରେ ଜଣେ ନାବଳିକାଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଶନିବାର ସକାଳୁ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ନାବାଳିକାଙ୍କ...

ଢେଙ୍କାନାଳରେ ଭୁଶୁଡ଼ିଲା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରୀ: ୪ ମୃତ, ୨ ଗୁରୁତର

ଢେଙ୍କାନାଳ ଅଫିସ,୯।୬: ଢେଙ୍କାନାଳ ସହର ଅଳସୁଆ ହାଟ ନିକଟରେ ଥିବା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରୀ ଭୁଶୁଡ଼ି ପଡ଼ିବାରୁ ରବିବାର ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ସଂଗ୍ରାମ ସାହୁ, ଅଭିରାମ ବିଶ୍ୱାଳ,...

ବାତ୍ୟା ପୀଡ଼ିତଙ୍କ ଗୁହାରି: ‘ରିଲିଫ ନୁହେଁ, ମୋ କାଠ କିଣ’

ଭୁବନେଶ୍ୱର, ୯ା୬ (ବ୍ୟୁରୋ): ରିଲିଫ୍‌ରେ ପେଟ ପୂରୁନାହିଁ, ଘରେ ମୋର ୭ ପ୍ରାଣୀ କୁଟୁମ୍ବ। ମାସେ ହେବ କାମ ଧନ୍ଦା ନାହିଁ, ପାଖରେ ଟଙ୍କାଟିଏ ମଧ୍ୟ ନାହିଁ। କ’ଣ କରିବି କିଛି ବୁଦ୍ଧିବାଟ ଦିଶୁନି। ବାଡ଼ିରେ ମୋର ଗଦା ଗଦା...

ମହାରାଷ୍ଟ୍ର, ତାମିଲନାଡୁ, କର୍ନାଟକ ସର୍ବାଧିକ ଆତ୍ମହତ୍ୟାପ୍ରବଣ: ଓଡ଼ିଶାର ହାର ଉଦ୍‌ବେଗଜନକ

କଟକ ଅଫିସ,୯ ।୬: ପୂର୍ବରୁ ଭାରତରେ ଆତ୍ମହତ୍ୟାକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯାଉଥିଲା। ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୦୯ ଅନୁଯାୟୀ, ଏଥିପାଇଁ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ଥିଲା। ମାତ୍ର ୨୦୧୭ରେ ପ୍ରଣିତ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧିତ...

ରାଜ୍ୟରେ ନବୀନଙ୍କ ଉପଯୁକ୍ତ ବିକଳ୍ପ ସୃଷ୍ଟି ହୋଇନାହାନ୍ତି: ମହମ୍ମଦ ମୋକିମ

ଦେଶରେ ମୋଦି ଓ ରାଜ୍ୟରେ ନବୀନଙ୍କ ପ୍ରଚଣ୍ଡ ହାୱା। ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱାଧୀନ ଭାଜପା ଦ୍ୱିତୀୟ ଥର କ୍ଷମତାସୀନ ହୋଇଥିବାବେଳେ ରାଜ୍ୟରେ ମଧ୍ୟ ନବୀନଙ୍କ ନେତୃତ୍ୱରେ ବିଜେଡିକୁ ପଞ୍ଚମ ଥର ପାଇଁ କ୍ଷମତା ମିଳିଛି। କଟକ...

୭ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର, ୯ା୬(ବ୍ୟୁରୋ): ୮ ଦିନ ବିଳମ୍ବରେ ଶନିବାର କେରଳ ଉପକୂଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ କେରଳର ଅଧିକାଂଶ ଅଞ୍ଚଳରେ ଭଲ ବର୍ଷା ହୋଇଛି। ସ୍ଥିତି ଏପରି ରହିଲେ ଆସନ୍ତା ୭ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶାରେ...

ଲଡୁବାବା ମନ୍ଦିରରେ ଭଙ୍ଗହେଲା ୨୦୦ ବର୍ଷର ପରମ୍ପରା: ଶୀତଳଷଷ୍ଠୀରେ କରାଗଲାନି ଠାକୁରଙ୍କ ନଗର ପରିକ୍ରମା, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ

ନୟାଗଡ଼ ଅଫିସ,୯ା୬- ନୟାଗଡ଼ ଜିଲା ଶରଣକୁଳ ଲଡ଼ୁବାବା ମନ୍ଦିରରେ ୨୦୦ ବର୍ଷର ପରମ୍ପରା ଭଙ୍ଗ କରାଯାଇଛି। ଗୁରୁବାର ଶୀତଳଷଷ୍ଠୀରେ ଠାକୁରଙ୍କ ବିଜେ ପ୍ରତିମାଙ୍କୁ ନଗର ପରିକ୍ରମା କରାଯାଇ ନାହିଁ। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ,...

ବାତ୍ୟା ଦୋହଲାଇଦେଲା ବିଦ୍ୟାଳୟ ଭିତ୍ତିଭୂମି: ସପ୍ତାହେ ପରେ ଖରାଛୁଟି ସରିବ

ବାଲିଆ,୯।୬: ଫନୀ ବାତ୍ୟାରେ ବିରିଡ଼ି ବ୍ଲକରେ ଥିବା କେତେକ ବ୍ଲକଗ୍ରାଣ୍ଟ ବିଦ୍ୟାଳୟର ଭିତ୍ତିଭୂମି ସମ୍ପୂର୍ଣ୍ଣ ଦୋହଲିଯାଇଛି। ବିଦ୍ୟାଳୟଗୁଡିକର ଶ୍ରେଣୀଗୃହ ଆଜବେଷ୍ଟସ ଭାଙ୍ଗିଯାଇଥିବାବେଳେ ବାତ୍ୟାର ୧ ମାସ ପରେ ମଧ୍ୟ ସେଗୁଡିକ ମରାମତି କରାଯାଇନାହିଁ। ଅନ୍ୟପକ୍ଷରେ ଆଉ ୧ ସପ୍ତାହ ପରେ...

ଆଲିଗଡ଼ ଲଜ୍ଜା: ବାଲୁକାକଳା ମାଧ୍ୟମରେ ଶିଶୁକନ୍ୟାଙ୍କ ଲାଗି ନ୍ୟାୟ ଭିକ୍ଷା କଲେ ସୁଦର୍ଶନ

ପୁରୀ ଅଫିସ,୮।୬: ଉତ୍ତରପ୍ରଦେଶ(ୟୁପି)ର ଆଲିଗଡ଼ରେ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଅଭିଯୁକ୍ତ ଜାହିଦ ଓ ଅସଲମ୍‌ଙ୍କୁ ତୁରନ୍ତ ଦଣ୍ଡିତ କରାଯାଉ ବୋଲି ଦେଶବ୍ୟାପି ସ୍ବର ଉଠୁଛି।...

ଫନୀ ପ୍ରଭାବିତ କୃଷକଙ୍କୁ କୃଷି ସାମଗ୍ରୀ ବିତରଣ

ସାକ୍ଷୀଗୋପାଳ, ୮।୬(ଡି.ଏନ୍‌.ଏ): ବାତ୍ୟା ‘ଫନୀ’ ପ୍ରଭାବିତ ପୁରୀ ଜିଲା ସତ୍ୟବାଦୀ ବ୍ଲକ ସଦାନନ୍ଦପୁର ଗ୍ରାମର ୩୭୦ ଜଣ କୃଷକଙ୍କୁ ମାଗଣାରେ ଶନିବାର କୃଷି ସମଗ୍ରୀ ବିତରଣ କରାଯାଇଛି। ପ୍ରାମାଣିକ ଧାନ ବିହନ, ସାର, କୀଟନାଶକ, ନଡ଼ିଆ ଓ କଦଳୀ ଚାରା...

ପାଟନାଗଡ଼ ବିଧାୟକ, ନିର୍ବାହୀଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ ଦାବି: ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ଭବାନୀପାଟଣା,୮।୬(ଡ.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟନାଗଡ଼ ନବନିର୍ବାଚିତ ବିଧାୟକ ସରୋଜ ମେହେର ଆଦିବାସୀ ସମ୍ପ୍ରଦାୟର ଜନୈକ କନିଷ୍ଠ ଯନ୍ତ୍ରୀଙ୍କୁ ବେଆଇନ ଭାବେ ସର୍ବସାଧାରଣରେ ଉଠ୍‌ବସ୍‌ କରାଇବା ଓ ଜନସାଧାରଣଙ୍କ ସମ୍ମୁଖରେ ଜାତିଆଣ ଆକ୍ଷେପକରି ଗାଳିଗୁଲଜ କରିବା ଘଟଣାରେ ସମ୍ପୃକ୍ତ ବିଧାୟକ ଓ...

ବାଲିଅନ୍ତାରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଘଟଣା: ଭାଇରାଲ ଭିଡିଓରୁ ହତ୍ୟାକାରୀ ଚିହ୍ନଟ; ଜମିବାଡ଼ି ବିବାଦକୁ ନେଇ ସାନ ଭାଇଙ୍କୁ ହତ୍ୟା କରିଛନ୍ତି ବଡ଼ ଭାଇ

ଭୁବନେଶ୍ୱର/ବାଲିଅନ୍ତା,୮।୬(ବ୍ୟୁରୋ/ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଅଟଳାସ୍ଥିତ ପଞ୍ଚମୁଖୀ ବିହାର ମୁଖ୍ୟ ଫାଟକ ନିକଟରେ ଶୁକ୍ରବାର ଅପରାହ୍ନରେ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଅତି ନୃଶଂସ ଭାବେ ହାଣି ହତ୍ୟା କରିଥିଲେ। ନିକଟରେ ଥିବା ଏକ ଆପାର୍ଟମେଣ୍ଟର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri