ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର
ଭୁବନେଶ୍ୱର, ୨୩।୭(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ଖବରଦାତାମାନଙ୍କୁ ବାରମ୍ବାର ଆକ୍ରମଣ ଓ ଦୁର୍ବ୍ୟବହାର କରାଯାଉଛି। ଏ ନେଇ ଦୃଢ ସୁରକ୍ଷା ଆଇନ ପ୍ରଣୟନ ନିମନ୍ତେ ସୋମବାର କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟପାଳ ଗଣେଶୀ ଲାଲ୍ଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ଖବରଦାତାଙ୍କ...
ଅଗଷ୍ଟରେ ଆସିବେ ଆନ୍ନାକୋଣ୍ଡା, ନାଇହର୍ନ କୁମ୍ଭୀର, ଜିରାଫ
ନରାଜ,୨୩।୭(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ଅନେକ ନୂଆ ଅତିଥି ଆସିବେ। ସେଥିରୁ ଚେନ୍ନାଇର କ୍ରୋକୋଡାଇଲ ବ୍ୟାଙ୍କସ ଟ୍ରଷ୍ଟ ଚେନ୍ନାଇରୁ ଏକ ହଳ ସବୁଜ ଓ ଏକ ହଳ ହଳଦୀ ରଙ୍ଗର ଆନ୍ନାକୋଣ୍ଡା ଅଣାଯିବ। ଗତ...
ଜଗମୋହନ ମରାମତି ମାମଲା: ଆମିକସ୍ କ୍ୟୁରୀଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଦାଖଲ
କଟକ ଅଫିସ,୨୩।୭: ବାତ୍ୟା ଫନୀରେ ଶ୍ରୀମନ୍ଦିରରେ ହୋଇଥିବା ବିଭିନ୍ନ କ୍ଷୟକ୍ଷତିକୁ ନେଇ ସୋମବାର ଆମିକସ୍ କ୍ୟୁରୀ ଏନ୍. କେ. ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ ହୋଇଛି। ମନ୍ଦିରର କେଉଁଠି କ୍ଷତିଘଟିଛି ଏବଂ ଏହାର ମରାମତି କେତେଦୂର...
କୋଣାର୍କ ସୂର୍ଯ୍ୟ ମନ୍ଦିର ମରାମତି ମାମଲା: ଆମିକସ୍ କ୍ୟୁରୀଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଦାଖଲ
କଟକ ଅଫିସ,୨୩।୭: କୋଣାର୍କ ସୂର୍ଯ୍ୟ ମନ୍ଦିର ମରାମତି ମାମଲାରେ ହାଇକୋର୍ଟ ଏନ୍.କେ. ମହାନ୍ତିଙ୍କୁ ସୋମବାର ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି। ମହାନ୍ତି ଅଦାଲତଙ୍କୁ କୋଣାର୍କ ମାମଲାରେ ଆବଶ୍ୟକ ପରାମର୍ଶ ଦେବେ। ସୂର୍ଯ୍ୟମନ୍ଦିରର ମରାମତି କାର୍ଯ୍ୟ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ...
ଛୁଇଁଲେ, ଅନୁଭବ କଲେ…
ଭୁବନେଶ୍ୱର,୨୩୭(ବ୍ୟୁରୋ) : କୋଣାର୍କ ସୂର୍ଯ୍ୟ ମନ୍ଦିରର ପଥରର ଭାଷାକୁ ବୁଝିବାକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବାବେଳେ ପ୍ରଥମଥର ପାଇଁ କୋଣାର୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି କୁନି କୁନି ଦୃଷ୍ଟିବାଧିତ ପିଲା। ନିଜ ଆଖିରେ ଏହି ବିଶ୍ୱ ଐତିହ୍ୟର କାରୁକାର୍ଯ୍ୟକୁ...
ସଂସ୍କୃତି ବିଭାଗରେ ଅଚଳାବସ୍ଥା
ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ୪ ଗୁରୁତ୍ୱପୂର୍ଣ୍ଣ ଏକାଡେମୀରେ ମାଳ ମାଳ ପଦବୀ ଖାଲି। କେଉଁଠି ସଭାପତି ନାହାନ୍ତି ତ କେଉଁଠି ସଚିବ ନାହାନ୍ତି। ଆଉ କେଉଁଠି ଜଣେ ଦୁଇଜଣ ଅଧିକାରୀରେ ଚାଲିଛି ଗୋଟିଏ...
୪୧ ଜଣ ସିଭିଲ ଜଜ୍ ନିଯୁକ୍ତ
ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ସୋମବାର ୪୧ଜଣଙ୍କୁ ସିଭିଲ୍ ଜଜ୍ ଭାବେ ନିଯୁକ୍ତ କରିଛନ୍ତି। ସେମାନେ ଓଡ଼ିଶା ଜୁଡିସିଆଲ ସର୍ଭିସ୍ ପରୀକ୍ଷା-୨୦୧୮ରେ ଉତ୍ତୀର୍ଣ୍ଣ ହୋଇଥିଲେ। ନବନିଯୁକ୍ତ ସିଭିଲ ଜଜ୍ମାନେ ହେଲେ ଈପ୍ସିତା ଅଭିନନ୍ଦିତା ମିଶ୍ର, ତନ୍ମୟ ରଞ୍ଜନ ଦାସ,...
ଖୁବ୍ଶୀଘ୍ର ବିଏସ୍ଏଲ୍ସିରେ ଆରମ୍ଭ ହେବ ଖନନ ପ୍ରକ୍ରିୟା: ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୩।୭(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ବିର୍ସା ଷ୍ଟୋନ୍ ଲାଇମ୍ କମ୍ପାନୀ ଲିମିଟେଡ(ବିଏସ୍ଏଲ୍ସି)ରେ ଖନନ ପ୍ରକ୍ରିୟା କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି ା ଏଥିପାଇଁ ଭବିଷ୍ୟତରେ ଶ୍ରମିକ ଏବଂ ସଂଶ୍ଲିଷ୍ଟ ସଂସ୍ଥାଗୁଡିକ ପ୍ରଭାବିତ ହେବେ ନାହିଁ...
‘ଆଇଏଏସ୍ ନୁହେଁ, ଯନ୍ତ୍ରୀ ହୁଅନ୍ତୁ ପୂର୍ତ୍ତ ସଚିବ’
ଭୁବନେଶ୍ୱର,୨୩।୭(ବ୍ୟୁରୋ): ପୂର୍ତ୍ତ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ନିର୍ମାଣ ସମ୍ବନ୍ଧିତ ଏହି ବିଭାଗ ହୋଇଥିବାରୁ, ଏହାର ପ୍ରଶାସନିକ ମୁଖ୍ୟଭାବେ ଜଣେ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥାଏ। ହେଲେ ରାଜ୍ୟରେ କିଛିମାସ ହେବ ଜଣେ ଆଇଏଏସ୍ ଅଧିକାରୀ(ଡକ୍ଟର କ୍ରିଷନ୍ କୁମାର) ଏହି ଦାୟିତ୍ୱରେ...
ଅନୁଗୋଳରେ ନାବାଳିକା ବଳାତ୍କାର ଘଟଣା: ୧୫ ଲକ୍ଷ କ୍ଷତିପୂରଣ ପାଇଁ ଏନ୍ଏଚ୍ଆର୍ସିରେ ଅଭିଯୋଗ
ଭୁବନେଶ୍ୱର, ୨୩।୭(ବ୍ୟୁରୋ): ପରିବାର ଲୋକଙ୍କ ସହ ଶୋଇଥିବା ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ଉଠାଇ ନେଇ ବଳାକତ୍ାର କରିବା ଘଟଣା ରବିବାର ଅନୁଗୋଳ ସହରକୁ ସ୍ତବ୍ଧ କରିଦେଇଥିଲା। ଏହି ଘଟଣାକୁ ନେଇ ସୋମବାର ବିଧାନସଭା ହୁଲ୍ସ୍ତୁଲ ହୋଇଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ...
ମଦ ଦୋକାନୀଙ୍କୁ ପୁରସ୍କାର ପ୍ରସଙ୍ଗ, ସରକାରୀ ନିଷ୍ପତ୍ତି ହୋଇନାହିଁ : ମନ୍ତ୍ରୀ
ଭୁବନେଶ୍ୱର,୨୩।୭(ବ୍ୟୁରୋ): ଭଲ ରାଜସ୍ବ ପ୍ରଦାନ କରୁଥିବା ମଦ ଦୋକାନୀଙ୍କୁ ପୁରସ୍କାର ଦେବା କଥା ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏନେଇ କେବଳ ସୁପାରିସ କରାଯାଇଛି ବୋଲି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ...
ବିରୋଧୀଙ୍କ ଅନୁପସ୍ଥିତିରେ ଏସ୍ସି ଏସ୍ଟି ବିଭାଗ ଖର୍ଚ୍ଚ ଦାବି ଗୃହୀତ
ଭୁବନେଶ୍ୱର, ୨୩।୭(ବ୍ୟୁରୋ): ବିଧାନସଭାରେ ସୋମବାର ଅନୁସୂଚିତ ଜାତି ଓ ଜନଜାତି (ଏସ୍ସିଏସ୍ଟି) ଉନ୍ନୟନ ବିଭାଗ ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଖର୍ଚ୍ଚ ଦାବି ଗୃହୀତ କରିଛନ୍ତି। ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ ରହିବାପରେ ସା ୬ଟା ୧୨ମିନିଟ୍ରେ ଏସ୍ସି,...
Archives


