ବାଘୁଆ ଜଳ ଭଣ୍ଡାର: ଜଳ ନିଷ୍କାସନ ପାଇଁ ସତର୍କ ସୂଚନା ଜାରି
ବୁଗୁଡ଼ା,୨୫ା୯(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ବାଘୁଆ ଜଳ ଭଣ୍ଡାରରୁ ନଦୀରେ ଜଳ ନିଷ୍କାସନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ଜଳ ସମ୍ପଦ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଜଳ ଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ବାଘୁଆ ଜଳସେଚନ ଉପଖଣ୍ଡ ସହକାରୀ...
ଧାମରାରେ ଧରା ହେଲା ହ୍ବେଲସାର୍କ
ଚାନ୍ଦବାଲି, ୨୫।୯ (ଡି.ଏନ.ଏ.): ଭଦ୍ରକ ଜିଲା ଧାମରା ମତ୍ସ୍ୟ ପୋତାଶ୍ରୟ ଅଧୀନରେ ଥିବା ଚନ୍ଦନିପାଳ ମାଛଧରା ବେସ୍ରୁ ବୁଧବାର ଏକ ବିରଳ ମାଛ ଧରା ହୋଇଛି। ଏହାର ନାମ ହ୍ବେଲସାର୍କ ହୋଇଥିବା ବେଳେ ଓଜନ ୧ କୁଇଣ୍ଟାଲରୁ ଅଧିକ। ଏହାକୁ...
ଭଉଣୀ ହତ୍ୟାକାରୀକୁ ଆଜୀବନ: ଭିଣୋଇ ନିର୍ଦ୍ଦୋଶରେ ଖଲାସ
ଆନନ୍ଦପୁର,୨୫। ୯(ସ୍ବ.ପ୍ର.): ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍ ରାଜେଶ ଦାଶ ବୁଧବାର ଏକ ହତ୍ୟା ଘଟଣାର ରାୟ ପ୍ରକାଶ କରି ଭିଣୋଇକୁ ନିର୍ଦ୍ଦୋଶରେ ଖଲାସ ଏବଂ ଶାଳୀକୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଛନ୍ତି। ଖଲାସ ହୋଇଥିବା ଭିଣୋଇ ହେଉଛନ୍ତି ଆନନ୍ଦପୁର...
ବାଲ୍ୟ ବିବାହକୁ ବିରୋଧ କରି ଚର୍ଚ୍ଚାରେ ନାବାଳିକା
ବାରିପଦା ଅଫିସ,୨୫।୯: ବାରିପଦା ବ୍ଲକ ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକା ବାଲ୍ୟ ବିବାହକୁ ବିରୋଧ କରି ଚର୍ଚ୍ଚାକୁ ଆସିଛନ୍ତି। ପରିବାର ଲୋକେ ତାଙ୍କ ବିବାହ ପାଇଁ ଯୋଜନା କରୁଥିଲେ। ମାତ୍ର କମ୍ ବୟସରେ ବିବାହ କରିବେ ନାହିଁ ବୋଲି...
ପ୍ରେମିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ
ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସଦର ଥାନା ପୋଲିସ ସମ୍ପୃକ୍ତ ଯୁବକ ଗୁଲସନ...
ଲାଞ୍ଚ ନେଇ କ୍ୟାସିୟର ଗିରଫ
ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ଗ୍ରାମ୍ୟ ଉନ୍ନୟନ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କ୍ୟାସିୟର ଅଜୟ କୁମାର ସେଜପଡା ବୁଧବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବାରିପଦା ଜଗନ୍ନାଥ ମନ୍ଦିର ସେବାୟତ ତଥା...
ଝିଣ୍ଟିକାପଲ୍ଲୀରେ ବାର୍ହା ଆକ୍ରମଣରେ ୫ ଆହତ
ଖୋର୍ଦ୍ଧା ଅଫିସ,୨୫ା୯: ଖୋର୍ଦ୍ଧା ଜିଲା ବାଣପୁର ଥାନା ଝିଣ୍ଟିକାପଲ୍ଲୀ ଗଁ। ର ଏକ ନଡ଼ିଆ ବଗିଚାରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ବାର୍ହା ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ସୁରଥ ପ୍ରଧାନ, ଅଜୟ ପରିଡା, ଲକ୍ଷ୍ମଣ...
ରେତଙ୍ଗ ଷ୍ଟେଶନର ମୁଖ୍ୟ ରାସ୍ତା ଜଳମଗ୍ନ
ଯାଁଳା, ୨୫। ୯(ଡି.ଏନ.ଏ.): ଖୋର୍ଦ୍ଧା- ଭୁବନେଶ୍ୱର ଜାତୀୟ ରାଜପଥ ନଂ. ୧୬ର ଯାଁଳାଠାରୁ ରେତଙ୍ଗ ରେଳ ଷ୍ଟେଶନକୁ ଯାଇଥିବା ମୁଖ୍ୟ ରାସ୍ତାଟି ଲଗାଣ ବର୍ଷା ଯୋଗୁ ଜଳମଗ୍ନ ହୋଇଛି। ଫଳରେ ୩ଟି ପଞ୍ଚାୟତରେ ଲୋକମାନେ ଜାତୀୟ ରାଜପଥ ନଂ. ୧୬କୁ...
ପୁଣି ସ୍ପଷ୍ଟ କଲେ ମନ୍ତ୍ରୀ: ୩ ମାସ ଯାଏ ଯାଞ୍ଚ ହେବନି ପଲ୍ୟୁସନ, ଇନ୍ସୁରାନ୍ସ
ଭୁବନେଶ୍ୱର,୨୫।୯(ବ୍ୟୁରୋ): ପୁଣି ସ୍ପଷ୍ଟ କଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଆସନ୍ତା ୩ ମାସ ଯାଏ ପଲ୍ୟୁସନ୍ ଏବଂ ଇନ୍ସୁରାନ୍ସ ଯାଞ୍ଚ ହେବ ନାହିଁ। ଅପରପକ୍ଷେ ଅକ୍ଟୋବର ପହିଲାରୁ ପଲ୍ୟୁସନ ସାର୍ଟିଫିକେଟ ଅନଲାଇନ୍ରେ ହେବ ବୋଲି ବୁଧବାର ସେ କହିଛନ୍ତି।...
ବିଜେପୁର ଉପନିର୍ବାଚନ: କଂଗ୍ରେସର ୫ ଜଣିଆ ପ୍ରାର୍ଥୀ ତାଲିକା
ଭୁବନେଶ୍ୱର,୨୫।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ। ତାରିଖ ଘୋଷଣା ହେବା ପରେ ରାଜ୍ୟର ୩ ରାଜନୈତିକ ଦଳ ପ୍ରାର୍ଥୀ ଚୟନରେ ବ୍ୟସ୍ତ। ଏପରିସ୍ଥଳେ ରାଜ୍ୟ କଂଗ୍ରେସ ପକ୍ଷରୁ ୫ ଜଣିଆ ପ୍ରାର୍ଥୀ ତାଲିକା ଏଆଇସିସିକୁ ପଠାଯାଇଛି। ତାଲିକାରେ ଅଭିଷେକ...
କୁଶକିଳା ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଝସକେତନ ଦୋଷୀ ସାବ୍ୟସ୍ତ, ଗୁରୁବାର ପ୍ରକାଶ ପାଇବ ଚୂଡ଼ାନ୍ତ ରାୟ
ଅନୁଗୋଳ ଅଫିସ, ୨୫।୯: ଅନୁଗୋଳ ଜିଲା କୁଶକିଳାରେ ଘଟିଥିବା ବହୁଚର୍ଚ୍ଚିତ ଦୁଇଭାଇ ହତ୍ୟାକାଣ୍ଡ ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। ଅନୁଗୋଳ ଜିଲା ଓ ଦୈରାଜଜ୍ ଅଶାନ୍ତ କୁମାର ଦାସ ଅଭିଯୁକ୍ତ ଝସକେତନ ରାଉତଙ୍କ ବିରୋଧରେ ତଥ୍ୟ ପ୍ରମାଣକୁ ଭିତ୍ତିକରି...
ଭିଜିଲାନ୍ସ ଜାଲରେ ଜେଇ
ଭବାନୀପାଟଣା,୨୫।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସର୍ବଶିକ୍ଷା ଅଭିଯାନ ଅଫିସରେ କାର୍ଯ୍ୟରତ ଜେଇ ଅଭୟ ପତିଙ୍କ ଘରେ ବୁଧବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଭଡ଼ାଘର ସମେତ ଢେଙ୍କାନାଳ, ଭୁବନେଶ୍ୱର, କଟକ, ପୁରୀ,...
Archives


