ବରଦା ଦାସ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ
ଭୁବନେଶ୍ୱର, ୧ା୧(ବ୍ୟୁରୋ): ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ବରଦା ପ୍ରସନ୍ନ ଦାସ ବିଭାଗୀୟ ପଦନ୍ନୋତି ପାଇ ଯୁଗ୍ମ ନିର୍ଦ୍ଦେଶକ ପଦରେ ନିଯୁକ୍ତ ହୋଇଛନ୍ତି। ବରଦା ପ୍ରସନ୍ନ…
ଭଙ୍ଗା ପଲାରେ କଟୁଛି ଦିନ
ରାଇସୁଆଁ, ୧।୧(ଡି.ଏନ.ଏ.): ସରକାର ନିରାଶ୍ରୟଙ୍କ ଥଇଥାନ ପାଇଁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର ପ୍ରଶାସନିକ ସ୍ତରରେ ମାନସିକତାର ଅଭାବ ଏବଂ ପଞ୍ଚାୟତସ୍ତରୀୟ ନେତାଙ୍କ ଦୁର୍ନୀତିଖୋର ମନୋବୃତ୍ତି ପାଇଁ ବହୁ ଯୋଗ୍ୟ ହିତାଧିକାରୀ…
ଧାନକିଣାକୁ କେନ୍ଦ୍ର କରି ସମବାୟ ସମିତି ସମ୍ମୁଖରେ ଧାରଣା
ଜଳେଶ୍ୱର,୧।୧(ସ୍ବ.ପ୍ର): ଜଳେଶ୍ୱର ସ୍ଥିତ ଭଦ୍ରକ-ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ଚାଫଲା ସେବା ସମବାୟ ସମିତିରେ ବିବାଦ ଦେଖାଦେବାରୁ ଧାରଣା ଦିଆଯାଇଥିଲା। ଫଳରେ ଧାନ କ୍ରୟ ଲାଗି ନାମ ପଞ୍ଜୀକରଣ ନେଇ ଅସନ୍ତୋଷ ଚରମ ସୀମାରେ ପହଞ୍ଚତ୍ଛି। ଏହି ସମବାୟ ସମିତି…
ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ: ମାରଣାସ୍ତ୍ର ଜବତ, ୨ ଗିରଫ
ବସ୍ତା, ୧।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ୬୦ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ବସ୍ତା ବାଇପାସ୍ ନିକଟ ଏକ ବ୍ରିଜ୍ଠାରେ ମଙ୍ଗଳବାର ରାତିରେ ପୋଲିସ ଚଢ଼ାଉ କରି ଏକ ଲୁଟେରା ଗ୍ୟାଙ୍ଗ ଠାବ କରିଛି। ଏହି ଗ୍ୟାଙ୍ଗର ୨ଜଣଙ୍କୁ ପୋଲିସ ଗିରଫ…
ଷଣ୍ଢପୁରରେ ବୋମାମାଡ଼: ଗୋଟିଏ ପରିବାରର ୫ ଆହତ
ପୁରୀ ଅଫିସ, ୧ା୧ : ନୂତନ ବର୍ଷର ପ୍ରଥମ ଦିନରେ ଫୁଟିଲା ବୋମା। ଗୋଟିଏ କି ଦୁଇଟି ନୁହେଁ, କ୍ରମାଗତ ଭାବେ ୫୦ରୁ ଊର୍ଦ୍ଧ୍ୱ ବୋମା ଫୁଟିଲା। ପୁରୀ ସଦର ଥାନା ଅଧୀନ ଷଣ୍ଢପୁର ଗ୍ରାମରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି।…
ନବବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଦାମଙ୍କ ଶୁଭେଚ୍ଛା: ଦୀର୍ଘଜୀବୀ ହୁଅନ୍ତୁ, ଅଧିକ ଦିନ ଶାସନ କରନ୍ତୁ
ଭୁବନେଶ୍ୱର,୧।୧: ନୂତନବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ନେତା ଦାମୋଦର ରାଉତ ଶୁଭେଚ୍ଛା ଜଣାଇଛନ୍ତି। ସେ ଦୀର୍ଘଜୀବୀ ହୁଅନ୍ତୁ, ଅଧିକ ଦିନ ଶାସନ କରନ୍ତୁ, ଅଧିକ ସଫଳତା ହାସଲ କରନ୍ତୁ ବୋଲି ଦାମ କହିଛନ୍ତି। ଏହି ଅବସରରେ ଉଦ୍ୟାନ, କୃଷି…
ମୋ’ ସରକାର ଅଧୀନକୁ ଯିବ ଗ୍ରାମ୍ୟ ଉନ୍ନୟନ ବିଭାଗ
ଭୁବନେଶ୍ୱର,୧।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ମୋ’ ସରକାର ଯୋଜନା ଅଧୀନକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଯିବ। ଫେବୃୟାରୀ ପହିଲାରୁ ଏହି ବିଭାଗ ସାମିଲ ହେବ ବୋଲି ଜଣାପଡ଼ିଛି। ବୁଧବାର ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ତେବେ ଏହାପରେ…
ବାଲୁକା କଳା ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ
ଭୁବନେଶ୍ୱର, ୧।୧(ବ୍ୟୁରୋ):ପୁରୁଣା ବର୍ଷକୁ ବିଦାୟ ଦେଇ ପାଦ ଥାପିଛି ନୂଆବର୍ଷ। ନୂଆବର୍ଷ ପାଳନ ନେଇ ସବୁଆଡେ ଉତ୍ସବ ଓ ଉଦ୍ଦୀପନାର ପରିବେଶ। ନାଚଗୀତ ସହ ଆନନ୍ଦରେ ନୂଆବର୍ଷକୁ ସ୍ବାଗତ କରାଯାଇଛି। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ…
ଜିଲାପାଳଙ୍କ କାର୍ଯ୍ୟାଳୟ କାନ୍ଥରେ ସମ୍ମାନହାନିସୂଚକ ଲେଖା
ମାଲକାନଗିରି,୧।୧(ସ୍ବ.ପ୍ର): ମାଲକାନଗିରି ଜିଲାପାଳଙ୍କ ବିରୋଧରେ ଜିଲାପାଳ କାର୍ଯ୍ୟାଳୟ କାନ୍ଥରେ ଜିଲାପାଳ ଚୋର ହେ, ଦୁର୍ନୀତିଖୋର ଅଫିସର, ଜିଲାପାଳ କିଲିଡ୍ ପିଏ ଆଦି ସମ୍ମାନହାନିସୂଚକ ମନ୍ତବ୍ୟ କାନ୍ଥରେ ଲେଖାଯାଇଛି। ପୂର୍ବରୁ ପୂର୍ବତନ ସାଂସଦ କଂଗ୍ରେସର ପ୍ରଦୀପ ମାଝୀ ପ୍ରେସ୍ମିଟ କରି ଜିଲାପାଳଙ୍କ ବିରୋଧରେ…
ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦର୍ଶନ: ପର୍ଯ୍ୟଟକଙ୍କ ଭିଡ଼
କୋଣାର୍କ,୧.୧(ଡି.ଏନ.ଏ): ନବବର୍ଷ ଉପଲକ୍ଷେ ପ୍ରଥମ ସୂର୍ଯ୍ୟଦର୍ଶନ ପାଇଁ ବୁଧବାର ଭୋର ଚାରିଟାରୁ ଚନ୍ଦ୍ରଭାଗା କୂଳରେ ହଜାର ହଜାର ସଂଖ୍ୟାର ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା। ଲୋକମାନେ ସୂର୍ଯ୍ୟ ଦର୍ଶନ ସହ ପୂଜାର୍ଚ୍ଚନା ଓ ତିଳତର୍ପଣ କରିଥିଲେ।
ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଦର୍ଶନ: ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ପୁରୀ ଅଫିସ,୧।୧: ଆରମ୍ଭ ହୋଇଛି ବର୍ଷ ୨୦୨୦। ନୂଆବର୍ଷର ପ୍ରଥମ ସୂର୍ଯ୍ୟଦର୍ଶନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଛି। ମହାପ୍ରଭୁଙ୍କ ଦର୍ଶନ କରି ପରିବାର ତଥା ବନ୍ଧୁ ପରିଜନଙ୍କ ଶୁଭ ମନାସିବା ପାଇଁ ଲକ୍ଷାଧିକ…
ସଂଘର୍ଷର ସନ୍ତକ ଦେଲା ‘୧୯’
କଟକ ଅଫିସ, ୧-୧:ପିଲାଟି ବେଳୁ ସଂଘର୍ଷ କଲି। ସଂଘର୍ଷ ମୋ’ ପିଛା ଛାଡ଼ିନି କି କେବେ ସଂଘର୍ଷମୟ ଜୀବନ ବଞ୍ଚିବାକୁ ମୁଁ ଡରିନି। ବର୍ଷବର୍ଷ ଧରି ଗରିବ, ନିରାଶ୍ରୟ ଲୋକଙ୍କ ପାଇଁ କାମ କରିଥିଲି। ହେଲେ ଏଇ ୨୦୧୯ ହିଁ ମୋ…
Archives


