ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ପଦବୀରେ ଓଡ଼ିଆ
ଭୁବନେଶ୍ୱର,୯।୩(ବ୍ୟୁରୋ): ଓଡ଼ିଶାରେ ଜନ୍ମିତ ବହୁ ପ୍ରଶାସନିକ ଅଧିକାରୀ ବର୍ତ୍ତମାନ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରୁଛନ୍ତି। ସ୍ବାଧୀନତା ପରବର୍ତ୍ତୀ ସମୟଠାରୁ ଅନୁଧ୍ୟାନ କଲେ ବର୍ତ୍ତମାନ ସମୟରେ ଏକାଧିକ ଓଡ଼ିଆ ଅଫିସର କେନ୍ଦ୍ର ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ…
ଓଡ଼ିଶାରେ ଆରମ୍ଭ ହେଲା କରୋନା ପରୀକ୍ଷା: ଆର୍ଏମ୍ଆର୍ସିରେ ଖୋଲିଲା ସ୍ବତନ୍ତ୍ର ଲାବ୍
ଭୁବନେଶ୍ୱର,୯।୩(ବ୍ୟୁରୋ): ଏଣିକି ଓଡ଼ିଶାରେ ହୋଇପାରିବ କରୋନା ଭାଇରସ୍ ପରୀକ୍ଷା। ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍ଏମ୍ଆର୍ସି)ରେ ଏହି ବ୍ୟବସ୍ଥା ଶନିବାରଠାରୁ ଆରମ୍ଭ ହୋଇଛି। ପୂର୍ବରୁ ପୁଣେକୁ ନମୁନା ପରୀକ୍ଷା ପାଇଁ ପଠାଯାଉଥିଲା। ସେଥିପାଇଁ କିଛିଦିନ ଅପେକ୍ଷା କରିବାକୁ ପଡୁଥିଲା। ଏବେ କିନ୍ତୁ…
ମ୍ୟାଜିକ୍ ପେନ୍ ମାଧ୍ୟମରେ ଟଙ୍କା ଠକେଇ
ଭୁବନେଶ୍ୱର,୯।୩ (ବ୍ୟୁରୋ): କୌଣସି ନେଣଦେଣ ପାଇଁ ବ୍ୟାଙ୍କ ଚେକ୍ ବ୍ୟବହାର କରିବାବେଳେ ନିଜ ପେନ୍ରେ ଦସ୍ତଖତ, ଟଙ୍କାର ପରିମାଣ, ‘କ୍ୟାନସଲଡ୍’ ଓ ଅନ୍ୟ ତଥ୍ୟ ଲେଖନ୍ତୁ। କାହା ଦ୍ୱାରା କିମ୍ବା କାହା ପେନ୍ରେ ଚେକ୍ରେ ଲେଖନ୍ତୁନାହିଁ। ଏଥିପ୍ରତି ସତର୍କ ନ ହେଲେ…
ହୋଲିରେ ବର୍ଷା: ୧୦ରୁ ୧୨ପର୍ଯ୍ୟନ୍ତ ବର୍ଷା ସହ ଝଡ଼ତୋଫାନ
ଭୁବନେଶ୍ୱର,୯।୩(ବ୍ୟୁରୋ): ହୋଲିକୁ ଫିକା କରିଦେବ ବର୍ଷା। ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୧୦ରେ କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,…
ମୃତଦେହ ସତ୍କାର ଲାଗି ମହିଳାଦେଲେ ଚାରିକାନ୍ଧ
ବରଗଡ଼ ଅଫିସ,୮।୩: ସାରା ବିଶ୍ୱରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଥିବା ବେଳେ ବରଗଡ଼ ସହରର ମହିଳାମାନେ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅମ୍ବାପାଲିର ଏକ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜଣେ ବ୍ୟକ୍ତିଙ୍କ ମୃତଦେହ ସତ୍କାର କରିଛନ୍ତି। ପ୍ରାପ୍ତ…
ମହିଳା ଦିବସରେ ସଦ୍ୟ ଶିଶୁକନ୍ୟାକୁ ଡ୍ରେନ୍ରେ ଫିଙ୍ଗିଦେଲେ
ବଲାଙ୍ଗୀର ଅଫିସ,୮ା୩: ଅନ୍ତର୍ଜାତୀୟ ମହିଳା ଦିବସରେ ବଲାଙ୍ଗୀରରେ ଏକ ଅଭାବନୀୟ ଘଟଣା ଘଟିଛି । ସଦ୍ୟଜାତ ଏକ ଶିଶୁକନ୍ୟାକୁ କେହି ତୁଳସୀନଗରର ଏକ ଡ୍ରେନ୍ରେ ଫିଙ୍ଗିଦେଇଥିବା ଦେଖିବାକୁ ମିଳିଛି । ଅଞ୍ଚଳର ଆଲୋକ ଖର୍ସେଲ ନାମକ ଜଣେ ଯୁବକ ସମ୍ପୃକ୍ତା ଶିଶୁକନ୍ୟାକୁ…
ମହିଳାଙ୍କ ପାଇଁ ‘ମିଶନ ଶକ୍ତି ବିଭାଗ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୮ା୩(ବ୍ୟୁରୋ): ରବିବାର ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ଲାଗି ଏକ ବଡ଼ ଘୋଷଣା କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ମିଶନ ଶକ୍ତି ବିଭାଗକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏ…
ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରଖିବା ପ୍ରସଙ୍ଗ: ଶ୍ୱେତପତ୍ର ଦାବି କଲା ଭାଜପା
ଭୁବନେଶ୍ୱର,୮ା୩(ବ୍ୟୁରୋ): ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଭାଜପା ଟାର୍ଗେଟ କରିଛି। ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ରବିବାର ଏକ ଖବରଦାତା ସମ୍ମିଳନୀରେ ମହାପ୍ରଭୁଙ୍କ ଟଙ୍କା ପ୍ରସଙ୍ଗରେ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି କରିଛନ୍ତି। ହରିଚନ୍ଦନ…
ଏଣିକି ଏନ୍ଡିଆର୍ଏଫ୍ରେ ନିୟୋଜିତ ହେବେ ମହିଳା ଯବାନ: ଡିଜି
ଭୁବନେଶ୍ୱର,୮ା୩(ବ୍ୟୁରୋ): ଏଣିକି ଏନ୍ଡିଆର୍ଏଫ୍ରେ ମହିଳା ଯବାନ ନିୟୋଜିତ ହେବେ। ବିଶ୍ୱ ମହିଳା ଦିବସ ଅବସରରେ ଏନ୍ଡିଆର୍ଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରତି ଏନ୍ଡିଆର୍ଏଫ୍ ବାଟାଲିୟନ୍ରେ ଗୋଟିଏ ଲେଖାଏଁ ମହିଳା ୟୁନିଟ୍ ରହିବ। ପ୍ରତି…
ନିରଞ୍ଜନଙ୍କ ପ୍ରଶ୍ନ: ଅଧିକ ସୁଧ ନା କମିଶନ ଆଶାରେ ୟେସ୍ ବ୍ୟାଙ୍କରେ ଟଙ୍କା ରଖିଥିଲେ
ଭୁବନେଶ୍ୱର,୮ା୩(ବ୍ୟୁରୋ): ୟେସ୍ ବ୍ୟାଙ୍କରେ ଜମାଥିବା ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରବିବାର ଏ ସମ୍ପର୍କରେ ପଚରାଯିବାରୁ ନିରଞ୍ଜନ କହିଛନ୍ତି, ନିୟମ ଅନୁସାରେ ଏହା ଜାତୀୟକରଣ ବ୍ୟାଙ୍କରେ ରହିବା କଥା। ଘରୋଇ ବ୍ୟାଙ୍କରେ ରଖିବାକୁ…
୯ ଜିଲାକୁ ବର୍ଷା, ବଜ୍ରପାତ ଆଲର୍ଟ
ଭୁବନେଶ୍ୱର,୮ା୩(ବ୍ୟୁରୋ): ରବିବାର ୯ ଜିଲାରେ ଝଡ଼ ତୋଫାନ, ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନୟାଗଡ଼, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଗଜପତି, ରାୟଗଡ଼ା, ଭଦ୍ରକ, ଜଗତ୍ସିଂହପୁର ଓ…
ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଯିଏ ରଖିଥିବ ସେ ଦାୟୀ: ସଚିବ
ଭୁବନେଶ୍ୱର,୮ା୩(ବ୍ୟୁରୋ): ୟେସ୍ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଛି। ଏପରିିସ୍ଥଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୯୨ କୋଟି ଟଙ୍କାର ଭବିଷ୍ୟତ ଆଶଙ୍କାରେ ରହିଛି। ଏହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ରବିବାର ଜଗନ୍ନାଥଙ୍କ ଟଙ୍କା ସମ୍ପର୍କରେ ରାଜ୍ୟ ଅର୍ଥ…
Archives


