ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲରେ ମିଶ୍ରଣ ଦାବି
ବନ୍ତଳା,୩।୧୨(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶାଇବା ପାଇଁ ସୋମବାର ଜିଲାପାଳଙ୍କ ନିକଟରେ ଗ୍ରାମର ଯୁବକମାନେ ଦାବି କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗ୍ରାମରେ ଖେଳ ପଡିଆ ନ ଥିବାରୁ...
ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ
କଣିହାଁ, ୩ା୧୨(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ବାଲିପଶିସାହିର ଏକ କୂଅରୁ ଗତ ୨୮ ତାରିଖରେ ଦୁର୍ଯ୍ୟୋଧନ ତୁଙ୍ଗଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ପରକୀୟା ପ୍ରୀତି ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା...
ବଢ଼ୁଛି ବାର୍ହା ଶିକାର: ମାଂସ ଜବତ, ୭ ଗିରଫ
ହେମଗିର, ୩।୧୨ (ଡି.ଏନ.ଏ)- ଦିନକୁ ଦିନ ହେମଗିର ଜଙ୍ଗଲର ବାର୍ହା ଶିକାର ବୃଦ୍ଧି ପାଉଥିବାର ଦେଖାଯାଉଛି। ବନ ବିଭାଗ ଶିକାରୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସତ୍ତ୍ବେ ମଧ୍ୟ ବାର୍ହା ଶିକାର କରିବା କମୁ ନାହିଁ। ମାସେ ଭିତରେ...
ଆବାସ ଯୋଜନାରୁ ବଁଚିତ୍ ଦିବ୍ୟାଙ୍ଗ ଡିଲେଶ୍ୱରୀ
ସମ୍ବଲପୁର,୩ା୧୨(ବ୍ୟୁରୋ)- କେନ୍ଦ୍ର ସରକାର ଭିନେ ଭିନେ ସରକାରୀ ଯୋଜନାରେ ଦୁରନୀତି ବଁଦ୍ କରବାକେ ସାରାଦେଶରେ ଆଧାର କାର୍ଡ ଲାଗୁକରିଛନ୍। ସରକାରୀ ଯୋଜନାରେ ସେବା ପାଇବାର ଲାଗି ହେଲେ ଆଧାର କାର୍ଡ ନିହାତି ଜରୁରୀ କରାଯାଇଛେ। ହେଲେ ସରକାରୀ ଯୋଜନାରେ ଆଧାର...
ରେଢାଖୋଲ ଉପଖଣ୍ଡରେ ଖୋଲିଲା ମଣ୍ଡି
ରେଢାକୋଲ/ନାକଟିଦେଉଳ, ୩।୧୨(ଡି.ଏନ.ଏ.) ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡରେ ସୋମବାର ମଣ୍ଡି ଖୋଲିଛି। ଉପଖଣ୍ଡରେ ଥିବା ୧୬ଟି ମଣ୍ଡି ମଧ୍ୟରୁ ୧୧ଟି ମଣ୍ଡିରେ ଧାନ କିଣା ଯିବାକୁ ନିଷ୍ପତ୍ତି ହୋଇଥିଲା। ସୋମବାର ପ୍ରଥମ ଦିନରେ ୨୪ଜଣ ଚାଷୀଙ୍କଠାରୁ ୨୧୧୭ ବସ୍ତା ଧାନ...
ପ୍ରକୃତିର ଉପାସନା ଚୁରାଖାଇ ଯାତ୍ରା
ଗୁଡ଼ଭେଲିପଦର, ୩।୧୨(ଡି.ଏନ୍.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଦହ୍ୟା, କାଦୋପଦର, ମନୁପାଲି, ମହେଶ୍ୱରପିଣ୍ଡା, ଋଷିବନ୍ଧ, ତାଳପଦର ଲେଖେଁ ପାଖାପାଖି ୧୦ ଖଁଡ଼ ଗଁାକେ ନେଇ ପଁଚ୍ରା ଅଂଚଲ ଗଠିତ୍। ଇ ଅଂଚଲର ଗୁଟେ ଫାଲେ ମହାନଦୀ ରହିଥିଲାବେଲେ ଉନିଆ ଦୁଇଫାଲେ...
ଭିନ୍ନକ୍ଷମ ସଶକ୍ତୀକରଣ ଯୋଜନା ବାଟବଣା
ଭଦ୍ରକ ଅଫିସ, ୩।୧୨- ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟ କରୁଛି। ମାତ୍ର ତୃଣମୂଳ ସ୍ତରରେ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ଭଦ୍ରକ ଜିଲା ସଦର...
ଥଇଥାନ୍ ଦାବିରେ ବ୍ୟବସାୟୀ ଅଟଳ: ଫେରିଲା ଉଚ୍ଛେଦକାରୀ ଟିମ୍
କଟକରୋଡ଼,୨।୧୨(ଡି.ଏନ୍.ଏ.): ଥଇଥାନ ଦାବିରେ ବ୍ୟବସାୟୀ ଅଟଳ, ଉଚ୍ଛେଦକାରୀ ଟିମ୍କୁ ଲୋକଙ୍କ ବିରୋଧ ପରେ ଅଧିକାରୀମାନଙ୍କୁ ଫେରିବାକୁ ପଡ଼ିଛି। ସୋମବାର ଏଭଳି ଏକ ଘଟଣା ଘଟିଛି ଲକ୍ଷ୍ମୀସାଗର ଅଞ୍ଚଳରେ। ସୂଚନାନୁଯାୟୀ, ଲକ୍ଷ୍ମୀସାଗର ହାଇସ୍କୁଲ ପାର୍ଶ୍ୱରେ ଦୀର୍ଘ ବର୍ଷ ଧରି ୨୦ରୁ ଊର୍ଦ୍ଧ୍ୱ...
ଦୁର୍ନୀତି କରିବା ପଡିଲା ମହଙ୍ଗା: ଜଣେ ବିଡିଓ, ୨ ସରପଞ୍ଚ ନିଲମ୍ବିତ
ଭୁବନେଶ୍ୱର, ୨।୧୨: ପିଏମ୍ଏୱାଇ ସମ୍ପର୍କରେ ଜାରି ମାର୍ଗଦର୍ଶିକା ପାଳନ ନ କରିବା ଏବଂ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଜଣେ ବିଡିଓ ଏବଂ ୨ ଜଣ ସରପଞ୍ଚଙ୍କୁ ରାcଜ୍ୟ ସରକାର ନିଲମ୍ବିତ କରାଯାଇଛି। ଏମାନେ ହେଲେ ବୌଦ୍ଧ ଜିଲା ହରଭଙ୍ଗା...
ଅଧ୍ୟାପିକା ଆତ୍ମହତ୍ୟା ମାମଲା: ଝାରପୋଖରିଆ ଆଇଆଇସି ନିଲମ୍ବିତ
ଭୁବନେଶ୍ୱର,୨।୧୨(ବ୍ୟୁରୋ): ମୟୁରଭଞ୍ଜ ଜିଲାରେ ବଳାତ୍କାରର ଶିକାର ହୋଇ ଜଣେ ଅଧ୍ୟାପିକା ପୋଲିସଠାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବା ଭଳି ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁ ଝାରପୋଖରିଆ ଆଇଆଇସିଙ୍କୁ ଶରତ ମହାଳିକଙ୍କୁ...
କୁନ୍ଦୁଲି ମାମଲା: କୋରାପୁଟରେ ପହଞ୍ଚିଲା ଏସଆଇଟି ଟିମ୍
କୋରାପୁଟ, ୨।୧୨(ସ୍ବ.ପ୍ର.): କୁନ୍ଦୁଲି ଗଣବଳାତ୍କାର ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏସଆଇଟି ଟିମ୍ ସୋମବାର କୋରାପୁଟ୍ରେ ପହଞ୍ଚିଛନ୍ତି। ଏହି ଟିମ୍ କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ପହଞ୍ଚି କୁନ୍ଦୁଲି ପୀଡିତାର ମା’ ଦୋମାଇ ସାତି, ଭାଇ ଲକ୍ଷ୍ମଣ ଖରା ଏବଂ ଖୁଡିଙ୍କ...
୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ
ଭୁବନେଶ୍ୱର, ୨।୧୨(ବ୍ୟୁରୋ): ପିଆଜ ଦରକୁ ନେଇ ସାରା ଦେଶରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସର୍ବକାଳୀନ ରେକର୍ଡ ଭଙ୍ଗ କରି ଅନେକ ରାଜ୍ୟରେ ପିଆଜ କିଲୋ ପ୍ରତି ୮୦ରୁ ୧୨୦ ଟଙ୍କାରେ ପହଞ୍ଚିଛି। ତେଣୁ ପିଆଜ ମୂଲ୍ୟ ବୃଦ୍ଧିକୁ ରୋକିବା...
Archives


