ରାଜ୍ୟ

ଆନ୍ଦୋଳନକାରୀ-ପୋଲିସ ଧସ୍ତାଧସ୍ତି

ଅନୁଗୋଳ ଅଫିସ୍‌, ୧୭।୭ ଅଳିଆ ପକାକୁ ନେଇ ପୁଣି ଉତ୍ତେଜନା ଦେଖାଦେଇଛି। ବିରୋଧ କରୁଥିବା ପଞ୍ଚମହଲା ବେଣିବଣିଆ ସାହି ମହିଳାମାନଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି। ବୁଝାଶୁଝା ଉଦ୍ୟମ ବିଫଳ ହୋଇଥିବାରୁ ଅନୁଗୋଳ ପୌରପାଳିକା ପକ୍ଷରୁ ଅଳିଆ ପକାଯିବା କାର୍ଯ୍ୟ ବନ୍ଦ…

ମାତ୍ର ୨୦ ପ୍ରତିଶତଙ୍କୁ ଅନ୍‌ଲାଇନ୍‌ ଶିକ୍ଷା

ଅନୁଗୋଳ ଅଫିସ, ୧୭।୭ – ମହାମାରୀ କରୋନା ଯୋଗୁ ସ୍କୁଲରେ ପଡ଼ିଛି ତାଲା। ୪ ମାସ ହେଲା ଘରେ ବସିଛନ୍ତି ଛାତ୍ରୀଛାତ୍ର। ଏପରି ସ୍ଥିତିରେ ନୂଆ ଶିକ୍ଷାବର୍ଷ ଆରମ୍ଭରୁ ପ୍ରଭାବିତ ହୋଇଥିବା ପାଠପଢ଼ାକୁ ଆଗେଇ ନେବା ପାଇଁ ସରକାରଙ୍କ ପକ୍ଷରୁ ଅନ୍‌ଲାଇନ୍‌ରେ…

୧୪ ଦିନ ପାଇଁ ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ବନ୍ଦ

ଭଦ୍ରକ ଅଫିସ, ୧୬ା୭- ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ଆଗାମୀ ୧୪ ଦିନ ପାଇଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। କରୋନା ସଂକ୍ରମଣ ବଢ଼ୁଥିବା କାରଣରୁ ପୌରପାଳିକା ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ୧୪ ଦିନ ମଧ୍ୟରେ କାର୍ଯ୍ୟାଳୟ ସାନିଟାଇଜେଶନ୍‌…

ପ୍ରେମ ପରେ ପ୍ରତାରଣା ପଡ଼ିଲା ମହଙ୍ଗା: ବନ୍ଧା ହେଲେ ଅଭିଯୁକ୍ତ ପ୍ରେମିକ

ରୂପ୍‌ସା, ୧୬।୭(ଡି.ଏନ.ଏ.)-ଦିଲ୍ଲୀରେ ଜଣେ ଯୁବତୀଙ୍କୁ ପ୍ରେମ ପରେ ପ୍ରତାରଣା ଘଟଣା ଓଡ଼ିଆ ଯୁବକଙ୍କ ପାଇଁ ମହଙ୍ଗା ପଡିଛି। ଶେଷରେ ଅଭିଯୁକ୍ତ ପ୍ରେମିକଙ୍କୁ ପୋଲିସ ଗିରଫ କରିଛି। ବିବାହ ଲାଗି ପ୍ରେମିକା ଅଡିବସିଥିଲେ ମଧ୍ୟ ପ୍ରେମିକଙ୍କ ପରିବାରବର୍ଗ ଅସ୍ବୀକାର କରିବାରୁ ପୋଲିସ ବାଧ୍ୟ…

ଶୁକ୍ରବାରରୁ ୪ ଜିଲା, ୧ ମହାନଗର ନିଗମ ଲକ୍‌ଡାଉନ

ଭୁବନେଶ୍ୱର,୧୬।୭(ବ୍ୟୁରୋ)-ଶୁକ୍ରବାରଠାରୁ ୪ ଜିଲା ଓ ରାଉରକେଲା ମହାନଗର ନିଗମରେ ଜୁଲାଇ ୩୧ ଯାଏ ଲକ୍‌ଡାଉନ ଜାରି ହୋଇଛି। ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲାରେ ଏହି ଲକଡାଉନ ଘୋଷଣା ହୋଇଛି। ଶୁକ୍ରବାର ରାତି ୯ଟାରୁ ଏହି କଟକଣା ଲାଗୁ ହେବ…

ଜିଲାପାଳଙ୍କ ନିୟମ ନ ମାନି ଘରକୁ ପଳାଇଥିଲେ: ବିଇଓଙ୍କୁ ସଙ୍ଗରୋଧରେ ରଖିଲେ ତହସିଲଦାର

ଦାରିଙ୍ଗବାଡି,୧୬।୭(ଡି.ଏନ୍‌.ଏ.)-ଜିଲା ପ୍ରଶାସନର ନିୟମ ନ ମାନି ଘରକୁ ପଳାଇବା ମହଙ୍ଗା ପଡିଛି ଜଣେ ଶିକ୍ଷା ବିଭାଗ ଅଧିକାରୀଙ୍କୁ। ସୀମା ସିଲ୍‌ ସତ୍ତ୍ୱେ ଗଳାବାଟ ଦେଇ ଘରକୁ ପଳାଇଥିଲେ। ଫେରିବାବେଳେ ଧରାପଡିବାରୁ ସମ୍ପୃକ୍ତ ଅଧିକାରୀ ଓ ସହଯୋଗୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିଛନ୍ତି ତହସିଲଦାର।…

ସୁନାର ମାସ୍କ ପିନ୍ଧି ଚର୍ଚ୍ଚାରେ କଟକର ଏହି ବ୍ୟବସାୟୀ

କଟକ ଅଫିସ,୧୬ା୭: କରୋନା ମହାମାରୀ ଆରମ୍ଭ ହେବା ସମୟରେ ନିଜର ସୁରକ୍ଷା ପାଇଁ ଲୋକେ ମୁହଁରେ ଯେଉଁ ମାସ୍କ ପିନ୍ଧୁଥିଲେ, ତାହା ଏବେ ଫ୍ୟାଶନର ରୂପ ନେଲାଣି। ବଜାରରେ ଏବେ ଅନେକ ଅଭିନବ  ଓ ଆକର୍ଷଣୀୟ ରୂପର ମାସ୍କ ମିଳୁଛି। କିନ୍ତୁ…

୨୦ରୁ ରାଜ୍ୟରେ ଟେଲି ମେଡିସିନ୍‌ ସେବା

ଭୁବନେଶ୍ୱର,୧୬।୭(ବ୍ୟୁରୋ)-ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଟେଲି ମେଡିସିନ ସେବା। ରାଜ୍ୟରେ କରୋନା କଟକଣା ପରିସ୍ଥିତି ଯୋଗୁ ସାଧାରଣ ରୋଗୀଟିଏ ହସ୍ପିଟାଲ ଯିବା ସମ୍ଭବ ହୋଇପାରୁ ନାହିଁ। ପ୍ରତିକାର ସ୍ବରୂପ ରାଜ୍ୟ ସରକାର ଟେଲି ମେଡିସିନ୍‌ ସେବା ଆରମ୍ଭ କରିବାକୁ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୧ କରୋନା ଆକ୍ରାନ୍ତ: କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୬।୭(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁର ଜିଲାରୁ ସର୍ବାଧିକ ୯୮ ଜଣ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୮୪, ସୁନ୍ଦରଗଡରୁ ୪୬, ଗଜପତିରୁ ୩୬, ଝାରସୁଗୁଡାରୁ ୩୦, କେନ୍ଦୁଝର, ମାଲକାନଗିରି, ଜଗତସିଂହପୁରରୁ ୧୭ ଜଣ ଲେଖାଏଁ ସୁସ୍ଥ…

ପାରିବାରିକ କଳହର କରୁଣ ପରିଣତି : ଦୁଇ ଝିଅଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ପବିତ୍ରନଗର,୧୬।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ଶିଲିଂ ଗ୍ରାମରେ ଗୁରୁବାର ସକାଳେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୁନନ୍ଦ ପ୍ରଧାନ(୫୫)ଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ସ୍ତ୍ରୀ ଭାରତୀ ପ୍ରଧାନ ଏହି ହତ୍ୟା…

‘କଭି ଅଲବିଦା ନା କେହେନା’

ଭୁବନେଶ୍ୱର,୧୬।୭(ବ୍ୟୁରୋ): ସୁନ୍ଦରଗଡ଼ ଏସ୍‌ପି ଭାବେ ବଦଳି ହୋଇଛନ୍ତି ଟ୍ରାଫିକ୍‌ ଡିସିପି ସାଗରିକା ନାଥ। ତାଙ୍କୁ ପୋଲିସ ସେବା ଭବନରେ ଗୁରୁବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଅପରାହ୍ନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସାଗରିକା ସହଯୋଗ ପାଇଁ ପୋଲିସ ଅଧିକାରୀ, ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି।…

ଭୁବନେଶ୍ୱର @ ୯୧୯: ଆଜି ଚିହ୍ନଟ ହେଲେ ୬୦ ନୂଆ କରୋନା ଆକ୍ରାନ୍ତ; ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ନୂଆ ୬୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ୪୦ ଜଣ ଥିବା ବେଳେ ୨୦ ଲୋକାଲ କେସ୍‌ ରହିଛି। ସେହିଭଳି ୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri