ବାପାଙ୍କ ଏଟିଏମ୍ କାର୍ଡ ଆଣିବାକୁ ଯାଇ ଫେରିଲେନି ୩ ଭାଇ: ସୁଡଙ୍ଗରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ
ଆର୍.ଉଦୟଗିରି,୨୩।୫: ଗଜପତି ଜିଲା ଅନ୍ତର୍ଗତ ଅଡବା ଥାନାର ବିରିକୋଟ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ଥିବା ସୁଡଙ୍ଗ ଭିତରକୁ ଯାଇ ୩ ଭାଇଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବିକ୍ରୀ ମାଝୀ, ସଞ୍ଜୀବ ମାଝୀ...
ବାତ୍ୟା ‘ଅମ୍ଫନ୍’ରେ ୧୫୧ କିମି ରାସ୍ତା ନଷ୍ଟ: ତୁରନ୍ତ ମରାମତି ପାଇଁ ଆବଶ୍ୟକ ୩ କୋଟି ୮୮ ଲକ୍ଷ
ଭୁବନେଶ୍ୱର,୨୩।୫(ବ୍ୟୁରୋ): ବାତ୍ୟା ଅମ୍ଫନ୍ ଓ ବର୍ଷା ଯୋଗୁ ହୋଇଥିବା ରାସ୍ତା କ୍ଷୟକ୍ଷତି ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ୧୫୧ କିମି ରାସ୍ତା ନଷ୍ଟ ହୋଇଛି। ଏ ନେଇ ଗ୍ରାମ୍ୟ ଉନ୍ନୟନ ଯୁଗ୍ନ ସଚିବଙ୍କୁ ସର୍ବୋଚ୍ଚ...
ସ୍ନାନଯାତ୍ରା ପୂର୍ବରୁ ଗରାବଡ଼ୁ ସେବକଙ୍କର ହେବ କରୋନା ଟେଷ୍ଟ:୩ ତାରିଖ ସୁଦ୍ଧା ଆସିବ ରିପୋର୍ଟ
ପୁରୀ ଅଫିସ, ୨୩।୫: ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ମହାମାରୀ କରୋନାର ବିଭୀଷିକା ମଧ୍ୟରେ କିପରି ଠାକୁରଙ୍କ ନୀତିକାନ୍ତି ଶୃଙ୍ଖଳିତ ହେବ ସେ ନେଇ ବିଭିନ୍ନ ପର୍ଯ୍ୟାୟକ୍ରମେ ଆଲୋଚନା...
ଥାନା ଭିତରେ ଥାର୍ଡ ଡିଗ୍ରୀ ପଡ଼ିଲା ମହଙ୍ଗା: ପାଟଣା ଥାନା ଆଇଆଇସିଙ୍କୁ ନିଲମ୍ବନ କଲେ ଡିଜି
ଭୁବନେଶ୍ୱର(ବ୍ୟୁରୋ)/ ପାଟଣା(ସ୍ବ.ପ୍ର.),୨୩।୫: କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ନିଲମ୍ବିତ ହୋଇଛନ୍ତି। ଥାନା ଭିତରେ ଜଣେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ କରୁଥିବାର ଭିଡିଓ ଭାଇରାଲ ହେବା ପରେ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କରାଯାଇଛି। ଏ ନେଇ ଜିଡିପି କାର୍ଯ୍ୟାଳୟ...
୨୬ ଜିଲାକୁ ମାଡ଼ିଲାଣି କରୋନା: ଗଞ୍ଜାମରେ ୩୪୧ ସଂକ୍ରମିତ ଚିହ୍ନଟ; ଜାଣନ୍ତୁ କେଉଁ ଜିଲାରେ କେତେ
ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ଆଉ ୮୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି। ସେଥିରୁ ୮୨୬ ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୩୬ଜଣ...
ମଧୁ ଆପ୍ରେ ପାଠ ପଢୁଛନ୍ତି ୧ଲକ୍ଷ ୧ହଜାର ସ୍କୁଲ ପିଲା: ଟୁଇଟ୍କରି ସୂଚନା ଦେଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର, ୨୩।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ପିଲାମାନଙ୍କ ପାଠପଢ଼ା ନିମନ୍ତେ ଗତବର୍ଷ ଠାରୁ ମଧୁ ଆପ୍ ଆରମ୍ଭ ହୋଇଛି। ଏହାକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ଗଞ୍ଜାମ ଜିଲାର ହାଇସ୍କୁଲ ଶିକ୍ଷକଙ୍କ...
CORONAVIRUS UPDATE: ନବରଙ୍ଗପୁର, ଗଜପତି ଜିଲାକୁ ଛୁଇଁଲା କରୋନା
ଭୁବନେଶ୍ୱର, ୨୩।୫(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନବରଙ୍ଗପୁର ଜିଲାର ଜଣେ ଓ ଗଜପତି ଜିଲାର ୪ ଆକ୍ରାନ୍ତ ରହିଛନ୍ତି। ଏହା ସହିତ ଉଭୟ ନବରଙ୍ଗପୁର ଓ ଗଜପତି ଜିଲାକୁ ପ୍ରଥମ...
CORONAVIRUS UPDATE: ୨୬ ଜିଲାକୁ ଛୁଇଁଲା କରୋନା
ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୬ ଜିଲାରେ କରୋନା କାୟା ବିସ୍ତାର କରିସାରିଲାଣି। କିଛି ଦିନ ତଳେ ଏହି ତାଲିକାରେ ମାଲକାନଗିରି ଜିଲା ଯୋଡ଼ି ହୋଇଥିଲା। ଶନିବାର ଆଉ...
ଗଞ୍ଜାମ ଷ୍ଟେସନ ଅଞ୍ଚଳରୁ ଚୋରି, ଥାନାରେ ଏତଲା
ଗଞ୍ଜାମ,୨୩।୫(ଡି.ଏନ୍.ଏ.): ଗଞ୍ଜାମ ଷ୍ଟେସନ ରୋଡରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛିବ। ଏନେଇ ଶନିବାର ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାଇ ଷ୍ଟେସନ ରୋଡ଼ଠାରେ ଦୀର୍ଘ ବର୍ଷ ହେବ ସୁଶାନ୍ତ ସେଠୀ...
କରୋନା ଆକ୍ରାନ୍ତରେ ଅର୍ଦ୍ଧଶତକ ଟପିଲା ପୁରୀ ଜିଲା
ପୁରୀ ଅଫିସ, ୧୩।୫: ପୁରୀ ଜିଲାରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ପୁଣି ୧୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଫଳରେ...
CORONAVIRUS UPDATE: ରାଜ୍ୟରେ ଆଉ ୮୦ କରୋନା ପଜିଟିଭ୍ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି
ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଶନିବାର ସକାଳେ ରାଜ୍ୟରେ ଆଉ ୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି...
ଝାରସୁଗୁଡାରେ ୨ ନୂଆ କରୋନା ପଜିଟିଭ୍ ଚିହ୍ନଟ: ୫ ବର୍ଷର ଶିଶୁ ସଂସ୍ପର୍ଶରେ ଆସି ବର୍ଷକର ଶିଶୁ କନ୍ୟା ଆକ୍ରାନ୍ତ
ଝାରସୁଗୁଡା ଅଫିସ,୨୩।୫: ଝାରସୁଗୁଡା ଜିଲାରେ ଶନିବାର ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବର୍ଷକର ଶିୁଶୁ ହୋଇଥିବା ବେଳେ ଅନ୍ୟ ଜଣକ ୪୦ବର୍ଷୀୟ ବ୍ୟକ୍ତି। ଏନେଇ ଜିଲାପାଳ ସରୋଜ କୁମାର...
Archives


