ଏମ୍ଏସ୍ପି ବନ୍ଦ ପ୍ରଶ୍ନ ଉଠୁନି: ଧର୍ମେନ୍ଦ୍ର
ଭୁବନେଶ୍ୱର,୪।୧୦(ବ୍ୟୁରୋ): କେନ୍ଦ୍ରରେ ଏନ୍ଡିଏ ସରକାର ଥିବା ପର୍ଯ୍ୟନ୍ତ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବନ୍ଦ ହେବା ପ୍ରଶ୍ନ ଉଠୁନାହିଁ। ଏନେଇ ଅପପ୍ରଚାର ହେଉଛି, ଏହା ସମ୍ପୂର୍ଣ୍ଣ ମିଥ୍ୟା। ଓଡ଼ିଶା ଓ ଭାରତରେ ଏମଏସ୍ପି ବ୍ୟବସ୍ଥା ପୂର୍ବପରି ଅପରିବର୍ତ୍ତିତ ରହିବ। ମୋଦି ସରକାରରେ ଆସିଥିବା…
ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରନାହିଁ: ଗଣମାଧ୍ୟମକୁ ବାଚସ୍ପତିଙ୍କ ତାଗିଦ୍
ଭୁବନେଶ୍ୱର,୪।୧୦(ବ୍ୟୁରୋ): ବିଧାନସଭାରେ ବିଧାୟକମାନେ ଉଠାଉଥିବା ପ୍ରସଙ୍ଗ ଏବଂ ସେମାନଙ୍କ କଥାକୁ ଗଣମାଧ୍ୟମରେ ବିଭ୍ରାନ୍ତିକର କରି ପ୍ରକାଶ ନ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ବିଧାନସଭା ମୌସୁମୀ ଅଧିବେଶନର ୪ର୍ଥ ଦିବସରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର…
ସିଭିଲ୍ ସର୍ଭିସ ପରୀକ୍ଷାର୍ଥୀଙ୍କୁ ସେବା ଯୋଗାଇବ ‘ମୋ ବସ୍’
ଭୁବନେଶ୍ୱର, ୪।୧୦(ବ୍ୟୁରୋ): ୟୁପିଏସ୍ସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସେସ୍ ପରୀକ୍ଷାର ପ୍ରିଲିମ ରବିବାର ଅନୁଷ୍ଠିତ ହେବ। ବର୍ତ୍ତମାନ ସୁଦ୍ଧା କରୋନା ମହାମାରୀ ଯୋଗୁ ଯାତାୟାତ ସ୍ଥିତି ସ୍ବାଭାବିକ ହୋଇପାରିନି। ତେଣୁ ଛାତ୍ରୀଛାତ୍ରମାନେ ପରୀକ୍ଷା କେନ୍ଦ୍ରକୁ ସୁବିଧାରେ ଯିବା ପାଇଁ କଟକ ଓ…
ଫାଭିପିରାଭିର୍ ପାଇଁ ଏସ୍ଓପି
ଭୁବନେଶ୍ୱର,୪।୧୦(ବ୍ୟୁରୋ): ରାଜ୍ୟରେ କୋଭିଡ୍ ମହାମାରୀ ରୂପ ଧାରଣ କରିଛି। ଆଂଶିକ ଲକ୍ଷଣ ଥିବା ଅଧିକାଂଶ ସଂକ୍ରମିତଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ଅନୁମତି ଦିଆଯାଇଛି। ତେବେ ଏହି ରୋଗୀମାନଙ୍କୁ ରୋଗ ପ୍ରତିରୋଧ ପାଇଁ ଫାଭିପିରାଭିର୍ ଟାବ୍ଲେଟ ଖାଇବାକୁ ସ୍ବାସ୍ଥ୍ୟ ଓ ପରିବାର…
ଯାଞ୍ଚ ହେବ କୋଭିଡ୍ ହସ୍ପିଟାଲ ସ୍ଥିତି
ଭୁବନେଶ୍ୱର, ୪।୧୦(ବ୍ୟୁରୋ): ରାଜ୍ୟରେ କୋଭିଡ୍ ପରିଚାଳନାରେ ଅବ୍ୟବସ୍ଥା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଧାନସଭାରେ କୋଭିଡ୍ ପରିଚାଳନା ଅବ୍ୟବସ୍ଥା ପ୍ରସଙ୍ଗ ବାରମ୍ବାର ଉଠିବା ପରେ ଶନିବାର ଏନେଇ ବାଚସ୍ପତି ରୁଲିଂ ଦେଇଛନ୍ତି। ଏଣିକି କୋଭିଡ୍ ହସ୍ପିଟାଲଗୁଡ଼ିକର…
ବିଧାନସଭାରେ ହାଥ୍ରସ ଝଡ଼
ଭୁବନେଶ୍ୱର,୪।୧୦(ବ୍ୟୁରୋ): ଉତ୍ତରପ୍ରଦେଶ ହାଥ୍ରସ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ବିଧାନସଭା ହୁଲସ୍ଥୂଲ। ଶନିବାର କଂଗ୍ରେସ ସଭ୍ୟମାନେ ଏହି ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହୋ ହଲ୍ଲା କରିଛନ୍ତି । ଏଥିସହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାଡ଼ ମରାଯିବା ଓ…
ଲଘୁଚାପ: ୭ ଯାଏ ବର୍ଷା
ଭୁବନେଶ୍ୱର,୪।୧୦(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏଥିସହିତ ଛତିଶଗଡ଼ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଶନିବାର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା…
ଲକ୍ଡାଉନର ସଦୁପଯୋଗ କରି ଚର୍ଚ୍ଚାରେ ସୁଧନ୍ୟା
ଭୁବନେଶ୍ୱର, ୪।୧୦(ବ୍ୟୁରୋ): କରୋନା ପାଇଁ ସାରା ଦେଶରେ ଦୀର୍ଘଦିନ ଧରି ଲକ୍ଡାଉନ୍ ଜାରି ରହିଥିଲା। ସ୍କୁଲ୍, କଲେଜଠାରୁ ଆରମ୍ଭ କରି କଳକାରଖାନା ସବୁକିଛି ବନ୍ଦ ହୋଇଯାଇଥିଲା। ଛାତ୍ରୀଛାତ୍ରମାନେ ପାଠପଢ଼ା ଛାଡ଼ି ଘରେ ରହିବାରୁ ବହୁ ମୂଲ୍ୟବାନ ସମୟ ନଷ୍ଟ ହୋଇଥିଲା। ହେଲେ…
ଆଜିଠୁ ଖୋଲିଲା ନନ୍ଦନକାନନ, କରୋନା କଟକଣା ମାନିବାକୁ ପର୍ଯ୍ୟଟକ ବାଧ୍ୟ
ଭୁବନେଶ୍ୱର,୪ା୧୦(ବ୍ୟୁରୋ): ଦୀର୍ଘ ୬ରୁ ୭ ମାସ ଧରି ବନ୍ଦ ରହିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରବିବାର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ନନ୍ଦନକାନନ ପରିସରରେ କରୋନା କଟକଣା ପାଳନ କରାଯାଇଛି। ବିନା ମାସ୍କରେ ପ୍ରାଣୀ ଉଦ୍ୟାନ ମଧ୍ୟକୁ ପ୍ରବେଶ ନିଷେଧ ବୋଲି ନନ୍ଦନକାନନ…
ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪ା୧୦(ବ୍ୟୁରୋ): ଭେଟେରାନ ନେତା, ପୂର୍ବତନ ମନ୍ତ୍ରୀ ତଥା ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ ମହାରଥୀଙ୍କୁ ବିଜୁ ଜନତା ଦଳର ଜଣେ ପ୍ରତିଷ୍ଠିତ ତଥା ବିଜୁ…
ଆଜି ରାଜ୍ୟରୁ ଆଉ ୧୫ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୦୦ ଟପିଲା
ଭୁବନେଶ୍ୱର,୪ା୧୦(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୫ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୦୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଏବଂ କଟକ…
CORONAVIRUS UPDATE: ରାଜ୍ୟରେ ଆଜି ୩୩୨୬ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୧୩କୁ ବୃଦ୍ଧି
ଭୁବନେଶ୍ୱର,୪ା୧୦(ବ୍ୟୁରୋ): ରବିବାର ମୋଟ୍ ୩୦ ଜିଲାରୁ ୩୩୨୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୨,୭୧୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ର ୧୯୪୫ ଜଣ…
Archives


