ରାଜ୍ୟ

୧୨ରୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁ ସ୍ପାଇସ୍‌ ଜେଟ୍‌ ଉଡ଼ାଣ

ଭୁବନେଶ୍ୱର/ଲଖନପୁର,୩ା୧(ବ୍ୟୁରୋ/ଡି.ଏନ.ଏ.): ଜାନୁୟାରୀ ୧୨ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ସ୍ପାଇସ୍‌ ଜେଟ୍‌ ଉଡ଼ାଣ ଆରମ୍ଭ କରିବ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଟୁଇଟର ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି। ଏହା ପଶ୍ଚିମ ଓଡ଼ିଶାର…

ଅପରାଜିତା ଶ୍ରେଷ୍ଠ ସାଂସଦ

ଭୁବନେଶ୍ୱର,୩ା୧(ବ୍ୟୁରୋ): ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀଙ୍କୁ ୨୦୨୦ ବର୍ଷ ପାଇଁ ଦେଶରେ ଶ୍ରେଷ୍ଠ ସାଂସଦ(ବେଷ୍ଟ ପାର୍ଲାମେଣ୍ଟାରିଆନ) ମାନ୍ୟତା ମିଳିଛି। ଏସିଆ ପୋଷ୍ଟ ଓ ଫେମେ ଇଣ୍ଡିଆ ପକ୍ଷରୁ ଏମପିମାନଙ୍କର ସଂସଦରେ ଉପସ୍ଥାନ, ବିତର୍କରେ ଭାଗ ନେବା କାର୍ଯ୍ୟଶୈଳୀ, ଲୋକପ୍ରିୟତା ଆଦିକୁ ନେଇ…

ଦୁଇଦିନ ପ୍ରବଳ କୁହୁଡ଼ି: ୟେଲୋ ଓ୍ବାର୍ନିଂ ଜାରିକଲା ପାଣିପାଗ ବିଭାଗ

ଭୁବନେଶ୍ୱର,୩ା୧(ବ୍ୟୁରୋ): ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ କୁହୁଡ଼ି ହେବାର ସମ୍ଭାବନା ରହିଛି। ରବିବାର ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଏବଂ କନ୍ଧମାଳ ଜିଲାରେ ପ୍ରବଳ କୁହୁଡି ହେବ। ସେହିପରି ସୋମବାର ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଏବଂ କନ୍ଧମାଳ…

ପର୍ଯ୍ୟଟନସ୍ଥଳୀ: ଆପ୍‌ଖୋଲ

ବରଗଡ଼ ଜିଲାର ଡେବ୍ରିଗଡ଼ ଅଭୟାରଣ୍ୟ। ଏଠାରେ ରହିଥିବା ଖୋଲ (ପାହାଡ଼ ମଝିରେ ଫାଙ୍କ) ରେ ସର୍ବଦା ପାଣି ଜମି ରୁହେ। ଲୋକେ ତାକୁ କୁହନ୍ତି ଆପ୍‌ଖୋଲ। ସେଠାରେ ୩ଟି ବଡ଼ ଝରଣା ରହିଛି। ଏହା ଉପରକୁ ରହିଛି ଆଉ ଏକ ଝରଣା।…

୧୨ରେ ରଥକାଠ ପାଇଁ ଗଛକଟା ଅନୁକୂଳ

ଦଶପଲ୍ଲା,୩ା୧(ଡି.ଏନ୍‌.ଏ.): ପୁରୀରେ ଶ୍ରୀଜୀଉମାନଙ୍କ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ନୟାଗଡ ଜିଲା ଦଶପଲ୍ଲା ବନାଞ୍ଚଳରୁ ଯୋଗାଇ ଦିଆଯିବାର ବିଧି ରହିଛି। ସେଥିପାଇଁ ଶ୍ରୀମନ୍ଦିର ପଞ୍ଜିକାରଙ୍କ ଗଣନା ଆଧାରରେ ଦିନ, ବାର, ସମୟ ସ୍ଥିର ହେବା ପରେ ପ୍ରସ୍ତୁତି ଆରମ୍ଭ ହୁଏ।…

ଦଶମ ବୋର୍ଡ: ପ୍ରତି ବିଷୟରେ ୮୦ ମାର୍କର ହେବ ପରୀକ୍ଷା

ଭୁବନେଶ୍ୱର,୩।୧(ବ୍ୟୁରୋ): ମହାମାରୀ କରୋନା ଯୋଗୁ ଗତ ବର୍ଷ ମାର୍ଚ୍ଚରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ଏବେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ରାଜ୍ୟ ସରକାର ସ୍କୁଲଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନେବା ସହ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା କରିଛନ୍ତି। ଏହି…

ବର୍ଷ ଆରମ୍ଭରୁ ଡବଲ୍‌ ମର୍ଡର: ମାହାଙ୍ଗାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ସହଯୋଗୀଙ୍କୁ ହତ୍ୟା

ନିଶ୍ଚିନ୍ତକୋଇଲି,୨ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧୀନ ନୂର୍ତ୍ତାଙ୍ଗସ୍ଥିତ ଜଅଁକୋଠି ନିକଟରେ ଶନିବାର ରାତିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ(୬୨) ଓ ସହଯୋଗୀ ଦିବ୍ୟସିଂହ ବରାଳ(୭୦)ଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ଏଥିରେ ଉଭୟଙ୍କ ମୃତ୍ୟୁ ଘଟିଛି। ରାତିରେ ଉଭୟେ…

ନୂଆ ୟୁନିଫର୍ମରେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର,୨।୧(ବ୍ୟୁରୋ): ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇଛି ନୂଆ ୟୁନିଫର୍ମ। ପୂର୍ବରୁ ଅଗ୍ନିଶମ କର୍ମଚାରୀ ବ୍ୟବହାର କରୁଥିବା ୟୁନିଫର୍ମରେ ନିଆଁ ଲାଗିଯାଉଥିଲା। ହେଲେ ନୂଆ ପୋଷାକରେ ରହିଛି ସ୍ବତନ୍ତ୍ର ଅଗ୍ନି ପ୍ରତିରୋଧକ । ଏହା ୮୦୦ ଡିଗ୍ରୀ…

ରାଜ୍ୟରେ ସୁସ୍ଥ ହେଲେ ୨୩୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୧- ରାଜ୍ୟରେ ଶନିବାର ୨୩୨ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୯୬୫ରେ ପହଞ୍ଚିଛି। ଅନୁଗୁଳୁ ଜିଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୩୨ ଜଣ। ସେହିଭଳି ବଲାଙ୍ଗିରରୁ ୨୬, କଟକରୁ…

ଭୁଞ୍ଜିଆ ସମ୍ପ୍ରଦାୟର ଭିନ୍ନ ପରମ୍ପରା: ଲାଲ୍‌ ବଙ୍ଗଳା ଛୁଇଁବା ମନା

ତରବୋଡ଼/ନୂଆପଡା ଅଫିସ୍‌,୨।୧(ଡି.ଏନ.ଏ.): ଲାଲ୍‌ ବଙ୍ଗଳାକୁ ଛୁଇଁଲେ ଅପବିତ୍ର ହୋଇଥାଏ। ତେଣୁ ଏହାକୁ ଜାଳି ଦିଆଯାଏ। ଗୃହକର୍ତ୍ତା ପରମ୍ପରା ଅନୁସାରେ ଜାତି, ବନ୍ଧୁଙ୍କୁ ଡାକି ଜାତି ହୁଅନ୍ତି ଓ ଭୋଜିଭାତ ଦିଅନ୍ତି। ଏଭଳି ଏକ ଭିନ୍ନ ପରମ୍ପରା ଚଳିଆସୁଛି ଆଦିବାସୀ ଭୁଞ୍ଜିଆ ସମ୍ପ୍ରଦାୟରେ।…

ଭଦ୍ରକରୁ ବରଗଡ଼କୁ ଧାନ ଚାଲାଣ : ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ବରଗଡ଼ ଅଫିସ୍‌/ଅତାବିରା,୨।୧: ଗତ କିଛିଦିନ ତଳେ ଭଦ୍ରକରୁ ଆସୁଥିବା ଏକ ଧାନ ବୋଝେଇ ଟ୍ରକ୍‌ ବରଗଡ଼ ସହର ଉପକଣ୍ଠ ହଳଦୀପାଲି ଛକରେ ଧରାପଡ଼ିଥିଲା। ଅନୁରୂପ ଭାବେ ଗୁରୁବାର ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲି କ୍ୟାମ୍ପରେ ଭଦ୍ରକରୁ ଆସିଥିବା ଏକ…

ଆଜି ରାଜଧାନୀରୁ ୯ ନୂଆ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୧୮

ଭୁବନେଶ୍ୱର,୨ା୧(ବ୍ୟୁରୋ): ରାଜଧାନୀରୁ ଶନିବାର ୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। କ୍ୱାରାଣ୍ଟାଇନରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ୭ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri