ତାମ୍ପରା ହ୍ରଦ ବୁଲି ଦେଖିଲେ ଉପମୁଖ୍ୟମନ୍ତ୍ରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ…

ଛତ୍ରପୁର,୨୫।୪(ଦିଲ୍ଲୀପ ସାମଲ): ଦୁଇ ଦିନିଆ ଗଞ୍ଜାମ ଜିଲା ଗ୍ରସ୍ତରେ ଆସିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ଛତ୍ରପୁର ନିକଟ ତାମ୍ପରା ହ୍ରଦ ପରିଦର୍ଶନ କରିଥିଲେ । ତାମ୍ପରାର ପୁନଃରୁଦ୍ଧାର, ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ନିମନ୍ତେ ନୂତନ ପୁଞ୍ଜିନିବେଶକାରୀମାନଙ୍କୁ ନିମନ୍ତ୍ରଣ କରିବା, ପରିବେଶ ସୁରକ୍ଷା ଓ ସ୍ଥାନୀୟ ଅଞ୍ଚଳର ବିକାଶକୁ ଆହୁରି ତ୍ବରାନ୍ବିତ କରିବା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ବିଷୟରେ ବିଧାୟକ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।

କମିଶନର ତଥା ଓଡ଼ିଶା ପର୍ଯ୍ୟଟନ ବିଭାଗ (ଓଡ଼ିଶା )ବଳବନ୍ତ ସିଂହ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନ, ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଆକବରମ ସସ୍ୟା ରେଡ୍ଡୀ, ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ, ଜିଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଜନକ କୁମାର ତରାଇ, ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାମଜୀତ ସାହୁ, ପୋଗ୍ରାମ କୋଡିନେଟର ବାଣୀ ସୁକାନ୍ତ ଵେବର୍ତ୍ତା ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

AAP ଛାଡିଲେ ୭ ଏମପି, କଂଗ୍ରେସ କହିଲା-‘ମୋଦିଙ୍କ ଓ୍ବାଶିଂ ମେଶିନ ପୁଣି ସକ୍ରିୟ ହୋଇଗଲାଣି’

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟିର ସାତ ଜଣ ଏମପି ରାଘବ ଚଢା ଏବଂ ସନ୍ଦୀପ ପାଠକଙ୍କ ସମେତ ୭ଜଣ ଦଳ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି। ଏମାନଙ୍କ ମଧ୍ୟରୁ…

କବାଡି ଗୋଦାମରେ ଭୟଙ୍କର ନିଆଁ, ୪ ଜୀବନ୍ତ ଦଗ୍ଧ

ଜୟପୁର,୨୫।୪: କୋଟପୁଟଲି-ବେହରର ଜିଲାର ନିମ୍ରାଣା ଅଞ୍ଚଳରେ ଥିବା ଏକ କବାଡି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏହି ଦୁଃଖଦ ଘଟଣା ଯୋଗୁଁ ଦୁଇ ନାବାଳିକା ଝିଅ…

ଭାଜପା ଯାଉ ଯାଉ AAP କୁ ଆଟାକ୍‌ କଲେ ଚଢା, ଖୋଲାଖୋଲି କହିଦେଲେ…

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟି (AAP) ରୁ ଅଲଗା ହେବା ପରେ ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଥିବା ରାଜ୍ୟ ସଭା ଏମପି ରାଘବ…

‘ଇରାନ-ଆମେରିକା ଶାନ୍ତି ବାର୍ତ୍ତା ପାକିସ୍ତାନରେ କାହିଁକିି?’ଲୋମ ଟାଙ୍କୁରା କଥା କହିଲେ ଇମ୍ରାନଙ୍କ ପୁଅ!

ଇସଲାମାବାଦ,୨୫।୪: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୁଅ ସୁଲେମାନ ଖାନ ଦେଶର ନେତୃତ୍ୱ ଉପରେ ଏକ ଗଭୀର ଗଣତାନ୍ତ୍ରିକ ସଙ୍କଟକୁ ଲୁଚାଇବାକୁ ଚେଷ୍ଟା…

କେଉଁ ଦେଶର ଲୋକ ଅଧିକ ଦେଖନ୍ତି ପର୍ଣ୍ଣ? ଲିଷ୍ଟରେ ଭାରତର ସ୍ଥାନ…

ନୂଆଦିଲ୍ଲୀ,୨୫।୪: ବିହାରର ପୂର୍ଣ୍ଣିଆର ସ୍ୱାାଧୀନ ଏମପି ପପ୍ପୁ ଯାଦବ ଏକ ଏପରି ବୟାନ ଦେଇଛନ୍ତି ଯାହା ସମଗ୍ର ଦେଶରେ ରାଜନୈତିକ ପରିବେଶକୁ ଉଷ୍ମ କରିଦେଇଛି। ମହିଳାଙ୍କ ପାଇଁ…

ଗୋଟିଏ କି ଦୁଇଟା ନୁହେଁ ଝିଅଙ୍କ ନାଁରେ ଏତେ ଯୋଜନା ଚଳାଉଛନ୍ତି ସରକାର, ଜାଣନ୍ତୁ କେମିତି ମିଳିବ ଫାଇଦା

ନୂଆଦିଲ୍ଲୀ,୨୫।୪: ଭାରତରେ, କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାଗୁଡ଼ିକର ଉଦ୍ଦେଶ୍ୟ କେବଳ ଆର୍ଥିକ…

ପେଟ୍ରୋଲ ଟାଙ୍କିରେ ତେଲ ପକାଇ ଚମ୍ପଟ ମାରିଥିଲେ ଦୁଇ ଅଭିଯୁକ୍ତ, କୋର୍ଟରେ ହେଲେ ହାଜର, ଗାଡ଼ି ନମ୍ବର ପ୍ଲେଟ୍‌ ବାରମ୍ବାର ବଦଳାଇ କରୁଥିଲେ…

ହାଟଡିହୀ/ଛେନାପଦୀ/ଆନନ୍ଦପୁର,୨୫ା୪(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ହାଟଡିହୀଠାରେ ଥିବା ପେଟ୍ରୋଲ ଟାଙ୍କିରୁ ପ୍ରାୟ ୧୫ ହଜାର ଟଙ୍କାର ପେଟ୍ରୋଲ ନେଇ…

ରାଘବ ଚଢା ନା ସନ୍ଦୀପ ପାଠକ… କିଏ AAP ଛାଡିବା ପରେ କେଜରିଓ୍ବାଲଙ୍କୁ ଲାଗିଲା ବଡ଼ ଝଟକା? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୪: ସାତ ଜଣ ରାଜ୍ୟ ସଭା ଏମପିଙ୍କ ଏକକାଳୀନ ବିଦାୟ ସହିତ ଆମ ଆଦମୀ ପାର୍ଟି (AAP) ଏକ ବଡ଼ ଧକ୍କା ପାଇଛି; ତଥାପି, ଦଳ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri