ଝାଡ଼ଖଣ୍ଡୀ ହାତୀଙ୍କ ସହ ସେଲ୍ଫି ନେବାକୁ ଯାଇ ହଇରାଣ କରୁଛନ୍ତି ଯୁବକ, ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି
ବାରିପଦା ଅଫିସ,୪ା୧୨-ଝାଡଖଣ୍ଡୀ ହାତୀପଲକୁ ଦେଖିବା ବାହାନାରେ ଜଣେ ଯୁବକ ସେଲଫି ନେବାକୁ ଯାଇ ହାତୀ ଗୋଡାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓଟି ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ନଡପୁର ଗାଁ ପାଖ ଜଙ୍ଗଲରେ ଉତ୍ତୋଳନ...
ଆଜି ରାଜ୍ୟରେ ୩୭୭ କରୋନା ଆକ୍ରାନ୍ତ ଚିହ୍ନଟ, ୫ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର,୪ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ୩୭୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୩୯୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ...
ଲକ୍ଷ୍ୟଠାରୁ ଦୂରରେ ରୁଷା
ଭୁବନେଶ୍ୱର,୪।୧୨(ବ୍ୟୁରୋ): ରାଜ୍ୟରେ ଉଚ୍ଚଶିକ୍ଷାରେ ବିକାଶ ଲାଗି ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁଷା)ରୁ ପ୍ରଚୁର ଅର୍ଥ ଆସୁଛି। ପ୍ରତି ଆର୍ଥିକବର୍ଷରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ରୁଷା ପାଣ୍ଠିରୁ ଅନୁଦାନ ମିଳୁଛି। ହେଲେ...
ହୀରାକୁଦ ଜଳଭଣ୍ଡାରରେ କେଜ୍ କଲ୍ଚର ମାଛ ଚାଷ
ଭୁବନେଶ୍ୱର,୪।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍ଫରେନ୍ସ ଜରିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ୧୫ ଅନ୍ଲାଇନ ସେବା ଶୁଭାରମ୍ଭ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରି (କେଜ୍ କଲ୍ଚର) ମାଛ ଚାଷ...
ଟସର ଚାଷକୁ ପ୍ରୋତ୍ସାହନ
ଭୁବନେଶ୍ୱର,୪।୧୨(ବ୍ୟୁରୋ): କୋଭିଡ୍-୧୯ ସତ୍ତ୍ୱେ ରାଜ୍ୟ ସରକାର ବୁଣାକାର, ହସ୍ତଶିଳ୍ପୀ ଏବଂ ଚିତ୍ରକରମାନଙ୍କ ପାଇଁ ୧୧ ଲକ୍ଷ ମାନବ ଦିବସ ସୃଷ୍ଟି କରିପାରିଛନ୍ତି। ବୁଣାକାର, ହସ୍ତଶିଳ୍ପୀ ଓ ଚିତ୍ରକରମାନଙ୍କ ଉତ୍ପାଦିତ ୧୩୨.୨୯ କୋଟି ଟଙ୍କାର ସାମଗ୍ରୀ କ୍ରୟ କରାଯାଇଛି। ଗୁରୁବାର ମୁଖ୍ୟ...
‘ପରୀକୁ ବଳି ଦିଆଯାଇଥିବା ସନ୍ଦେହ’
ନୟାଗଡ଼ ଅଫିସ,୪ା୧୨:ଏସ୍ଆଇଟି (ସ୍ପେଶାଲ ଇନ୍ଭେଷ୍ଟିଗେଶନ୍ ଟିମ୍) ଦ୍ୱାରା ପରୀ ହତ୍ୟା ଘଟଣାର ତଦନ୍ତ ଚାଲୁରହିଛି। ଏପରିସ୍ଥଳେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ତଦନ୍ତ ପାଇଁ ଗୁରୁବାର ଯଦୁପୁରରେ ପହଞ୍ଚତ୍ଥିଲେ। ସେ ପରୀର ମୃତଦେହ ଉଦ୍ଧାର...
ମାର୍କେଟ କମ୍ପ୍ଲେକ୍ସ ନିର୍ମାଣକୁ ବିରୋଧ: ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ
ରିଆମାଳ,୪।୧୨(ଡି.ଏନ୍.ଏ.)-ଦେବଗଡ଼ ଜିଲା ରିଆମାଳ ବ୍ଲକ ସଦର ମହକୁମା ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହତାରେ ଥିବା ପୁରୁଣା ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ନୂତନ ଭାବେ ନିର୍ମାଣ କରାଯିବାକୁ ରିଆମାଳ ଗ୍ରାମବାସୀ ବିରୋଧ କରିଛନ୍ତି ା ଏ ନେଇ ସେମାନେ...
ଦେବଗଡ଼ରେ ଭିନ୍ନକ୍ଷମ ଦିବସ ପାଳିତ
ଦେବଗଡ଼,୪ା୧୨(ଡି.ଏନ୍.ଏ.)-ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ା ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅନୁମୋଦନକ୍ରମେ କାଳିପଥରର ସୁମିତ୍ରା ମାଝି ଓ ସଞ୍ଜୟ କୁମାର...
ବୌଦ୍ଧ ଜିଲାପାଳଙ୍କ ପୁରୁଣା କୋଠା ହେବ ସଂଗ୍ରହାଳୟ
ବୌଦ୍ଧ, ୪ା୧୨(ସ୍ବ.ପ୍ର.) ବୌଦ୍ଧ ଜିଲାପାଳଙ୍କ ପୁରୁଣା କୋଠା ସଂଗ୍ରହାଳୟ ହେବାକୁ ଯାଉଛି ା ଏଥିପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି ା ତଦନୁଯାୟୀ ପ୍ରାଥମିକ କାମ ଆରମ୍ଭ ହୋଇଯାଇଛି ା ଏହି ସଂଗ୍ରହାଳୟରେ ଜିଲାର ଏତିହ୍ୟ, କଳା, ସଂସ୍କୃତି ଓ...
ଆରପାରିରେ ଶିକ୍ଷାବିତ୍ ନୀଳାଚଳ ମିଶ୍ର
ବଲାଙ୍ଗୀର ଅଫିସ/ପାଟଣାଗଡ, ୪ା୧୨ (ଡି.ଏନ୍.ଏ.) ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ବିଶିଷ୍ଟ ସଂସ୍କୃତି ସଙ୍ଗଠକ ଡ. ନୀଳାଚଳ ମିଶ୍ର (୮୧)ଙ୍କ ଗୁରୁବାର ସକାଳେ ତାଙ୍କ ପାଟଣାଗଡସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କର ଦୁଇପୁଅ, ବୋହୂ, ୩ ଝିଅ, ଜ୍ୱାଇଁ, ନାତିନାତୁଣୀ...
ଆଦର୍ଶ ଗୁହାଳ ନିର୍ମାଣ ଶେଷକିସ୍ତି ଟଙ୍କା ମିଳିନି
ଦେଓଗାଁ, ୪ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅନ୍ତର୍ଗତ ଉପରଝର ଓ ଫଟାମୁଣ୍ଡା ଗାଁର ୭ ଜଣ ଆଦର୍ଶ ଗୁହାଳ ହିତାଧିକାରୀଙ୍କୁ ଶେଷକିସ୍ତି ଟଙ୍କା ମିଳିନି। ନିର୍ମାଣ ସରିବାର ୬ମାସ ପରେ ଟଙ୍କା ନ ମିଳିବାରୁ ଗୁରୁବାର...
ଉନ୍ମୋଚିତ ହେଲା କୋସଲୀ ଲଖିଁପୁରାନ
ବଲାଙ୍ଗୀର ଅଫିସ, ୪ା୧୨ କୋସଲୀ ଭାଷାରେ ଲିଖିତ ଯୁବକବି ଅକ୍ଷୟ ସରାଫଙ୍କ ଲିଖିତ ଲଖିଁପୁରାନ ବଲାଙ୍ଗୀର ଯାଦବ ଭବନଠାରେ ମାଣବସା ଗୁରୁବାର ଦିନ ଉନ୍ମୋଚିତ ହୋଇଯାଇଛି ା ମୁଖ୍ୟଅତିଥି ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ସମ୍ମାନିତ ଅତିଥି ଭାବେ କୋଶଲୀ...
Archives


