ରାଜ୍ୟ

ମିଳିଲାନି ଲିଖିତ ପ୍ରତିଶ୍ରୁତି: ଆଜିଠୁ ବସ୍‌ ଧର୍ମଘଟ

ଭୁବନେଶ୍ୱର,୨୦ା୧୦ (ଅନିଲ ଦାସ):ରାଜ୍ୟ ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ମିଳିଲା ନାହିଁ। ଘରୋଇ ବସ୍‌ ମାଲିକ ସଂଘ ଡାକରାରେ ଶୁକ୍ରବାରଠାରୁ ସମଗ୍ର ରାଜ୍ୟରେ ବସ୍‌ ଧର୍ମଘଟ କରାଯିବ। ସରକାର ଲିଖିତ ପ୍ରତିଶ୍ରୁତି ନ ଦେବାରୁ ମାଲିକ ସଂଘ ବସ୍‌ ଧର୍ମଘଟ ନିଷ୍ପତ୍ତିରେ...

ଗଠନ ହେବ ୩ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ

ଭୁବନେଶ୍ୱର,୨୦ା୧୦(ଅନିଲ ଦାସ):ପୁରାତନ ଐତିହ୍ୟ, ସଂସ୍କୃତି, ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜି ତଥା ଗ୍ରନ୍ଥାଗାରଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ୩ଟି ନୂତନ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରିବେ। ସେଗୁଡ଼ିକ ହେଲା ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ, ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ସଂଗ୍ରହାଳୟ ନିର୍ଦ୍ଦେଶାଳୟ।...

ବାର୍‌ହା ଫାଶରେ ପଡ଼ି ମୃତ୍ୟୁ ପରେ ଶିକାରୀମାନେ ଲୁଚାଇ ଦେଇଥିଲେ ମୃତଦେହ

ସଇଁତଲା/ବଲାଙ୍ଗୀର/ଟିଟିଲଗଡ, ୧୯ା୧୦(ରାଖାଲ ପ୍ରସାଦ ଶତପଥି/ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ସଇଁତଳା ଥାନା ପୋଲିସ ନିଖୋଜ ଜବଦୁ ବଗର୍ତ୍ତୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିଛି। ଜଙ୍ଗଲ ଭିତରରେ ଶିକାରୀ ଲଗାଇଥିବା ବାର୍‌ହା ଫାଶରେ ପଡି ଜବଦୁଙ୍କ ମୃତ୍ୟୁ ଘଟିଥିବା...

ପ୍ରାଚୀନ କାଳରୁ ଗୌରବମୟ ସାମୁଦ୍ରିକ ପରମ୍ପରାର କେନ୍ଦ୍ରବିନ୍ଦୁ ଥିଲା ଓଡ଼ିଶା- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୧୯।୧୦: ପୁରାତନ କାଳରୁ ଓଡ଼ିଶା ଗୌରବମୟ ସାମୁଦ୍ରିକ ପରମ୍ପରାର କେନ୍ଦ୍ରବିନ୍ଦୁ ହୋଇ ରହିଥିଲା । ଆମେ ଆମର ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଦେବା ଦରକାର ବୋଲି ଗୁରୁବାର ମୁମ୍ବାଇ ଠାରେ ଅନୁଷ୍ଠିତ ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ର...

ପାଣି ଡେକ୍‌ଚିରେ ପଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ରେଢ଼ାଖୋଲ,୧୯ା୧୦(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ପାଣି ଡେକ୍‌ଚିରେ ପଡ଼ି ୨ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନ ମୁତାବକ, ରେଢ଼ାଖୋଲ ସହର ଦେହୁରିସାହିର ବିବେକା ବେଉରାଙ୍କ ୨ବର୍ଷର ଶିଶୁକନ୍ୟା...

କୋଟଗଡ଼ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ: ଜାଣନ୍ତୁ କିଭଳି ହୁଏ ଗଣନା

ବାଲିଗୁଡ଼ା,୧୯।୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ କୋଟଗଡ଼ ଅଭୟାରଣ୍ୟରେ ବାଘ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଅକ୍ଟୋବର ୧୫ରୁ ବାଘ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କୋଟଗଡ଼ ବନାଞ୍ଚଳ ରେଞ୍ଜର ରମାକାନ୍ତ କହଁରଙ୍କ ନେତୃତ୍ୱରେ...

ଶୁକ୍ରବାରଠାରୁ ବସ୍ ଧର୍ମଘଟ, ପୂଜାରେ ଘରକୁ ଫେରିବାକୁ ହନ୍ତସନ୍ତ ହେବେ ଯାତ୍ରୀ

ଭୁବନେଶ୍ୱର,୧୯।୧୦: ପୂର୍ବ ଘୋଷଣା ଆନୁଯାୟୀ ନିଜ ଜିଦରେ ଅଟଳ ବସ୍ ମାଲିକ ସଂଘ। ଆସନ୍ତାକାଲି ଅର୍ଥାତ ଶୁକ୍ରବାରଠାରୁ ଧର୍ମଘଟ କରିବାକୁ ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଗୁରୁବାର ପୂର୍ବାହ୍ନରେ ଘରୋଇ ବସ୍ ମାଲିକ ସଂଘ...

ପୋକ୍ସୋ କୋର୍ଟର ଐତିହାସିକ ରାୟ: ନାବାଳିକା ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ

ସୁନ୍ଦରଗଡ଼,୧୯।୧୦(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଟାଉନ୍‌ ଥାନା ଅଞ୍ଚଳରେ ଗତ ୨୦୧୬ ଅକ୍ଟୋବରରେ ଘଟିଥିବା ୪ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ବଳାତ୍କାର ଏବଂ ହତ୍ୟା ମାମଲାର ଗୁରୁବାର ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ପୋକ୍ସୋ କୋର୍ଟ ଜଜ୍‌ ତଥା...

ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୧୦(ଅସମାପିକା ସାହୁ): ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ,...

ଟୋଲ୍‌ପ୍ଲାଜାରେ ଫାଙ୍କା ଗୁଳି ଚାଳନା, ଧରାପଡ଼ିଲେ ୪

ପିପିଲି,୧୯ା୧୦(ଦୁର୍ଗାମାଧବ ମିଶ୍ର): ପୁରୀ-ଭୁବନେଶ୍ବର ୩୧୭ ନମ୍ବର ଜାତୀୟ ରାଜପଥରେ ପିପିଲି ନିକଟରେ ଅବସ୍ଥିତ ଟୋଲ୍‌ ପ୍ଲାଜାରେ ଆଜି ଗୁରୁବାର ଭୋର୍‌ରୁ ପଇସା ନେଣଦେଣକୁ ନେଇ ଫାଙ୍କା ଗୁଳି ଚାଳନା ହୋଇଛି। ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ଗୋଟିଏ କାର୍‌ରେ...

ଚିନ୍ତା ବଢ଼ାଇଲେଣି ଚକଡ଼ା, ଗଣ୍ଠି ପୋକ

ଚମ୍ପୁଆ,୧୯ା୧୦(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ କୃଷି ଜିଲା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଚକଡ଼ା ଓ ଗଣ୍ଠି ପୋକ ଚାଷୀଙ୍କ ଚିନ୍ତାର କାରଣ ସାଜିଛି। ଦିନକୁ ଦିନ ଏହି ରୋଗ ଧାନକ୍ଷେତକୁ ଉଜାଡ଼ି ଦେଉଥିବା ବେଳେ ରୋଗ ପ୍ରତିରୋଧକ ପାଇଁ କୃଷି...

ଜିଲାରେ ନାହିଁ ଟ୍ରମା କେୟାର ସେଣ୍ଟର

କେନ୍ଦୁଝର,୧୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଡାକ୍ତରଖାନାରେ ଟ୍ରମା କେୟାର ସେଣ୍ଟର ନାହିଁ। ଫଳରେ ଜିଲାରେ ପ୍ରାୟ ପ୍ରତ୍ୟେକ ଦିନ ଦୁର୍ଘଟଣାଜନିତ ଜୀବନହାନି ହେଉଛି। ବହୁ ଲୋକ ଆହତ ହୋଇ ବିକଳାଙ୍ଗ ହେଉଛନ୍ତି। ଦୁର୍ଘଟଣା ପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri