ରାଜ୍ୟ

ବିଶ୍ୱସ୍ତରର ହେବ ଭିତରକନିକା: କେନ୍ଦ୍ର ମନ୍ତ୍ରୀ ଦେଲେ ସଂକେତ

କେନ୍ଦ୍ରାପଡ଼ା ଅଫିସ/ରାଜନଗର/ପଟ୍ଟାମୁଣ୍ଡାଇ,୨୪ା୧: ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲାରେ ମେଡିକାଲ କଲେଜ ପାଇଁ ଭିତ୍ତିଭୂମି ଯୋଗାଇ ଦେଲେ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେବେ। କେନ୍ଦ୍ର ସରକାର ନଦୀଭିତ୍ତିକ ବନ୍ଦର ଓ ଉପକୂଳ ରାଜପଥକୁ ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ଶିଳ୍ପବିହୀନ ଜିଲାରୁ...

୯ ଜିଲାକୁ ଘନ କୁହୁଡ଼ି ୱାର୍ଣ୍ଣିଂ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟରେ ଘନକୁହୁଡ଼ି ଲାଗି ଏସ୍‌ଆରସିଙ୍କ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛିି। ରବିବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ୯ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲାଗୁଡ଼ିକ ମଧ୍ୟରେ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼ ଖୋର୍ଦ୍ଧା, ପୁରୀ,...

ହାଣ୍ଡିଖାଲ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେଶନ: ମାଓବାଦୀ କ୍ୟାମ୍ପ ଠାବ

ଚିତ୍ରକୋଣ୍ଡା,୨୪।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଅନ୍ତର୍ଗତ ପଣସପୁଟ ପଞ୍ଚାୟତ ଗୋରାସେତୁ ନିକଟ ହାଣ୍ଡିଖାଲ ଜଙ୍ଗଲରେ ରବିବାର ବିଏସ୍‌ଏଫ ଯବାନ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ସେତିକିବେଳେ ଯବାନମାନେ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି। ସେଠାରୁ...

ସହଜ ହେବ ଜଗା ଦର୍ଶନ: ହଟିବ ଆଉ ଏକ ବାଧା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ମହାପ୍ରଭୁଙ୍କ ଦର୍ଶନରୁ ଆଉ ଏକ ବାଧାକୁ ହଟାଯିବ। ସେଠାରେ ଲଗାଯାଇଥିବା ବ୍ୟାରିକେଡକୁ ସୋମବାରଠାରୁ ହଟାଯିବା ନେଇ ପୁରୀ ଏସ୍‌ପି କନଓ୍ବର ବିଶାଲ ସିଂହ ରବିବାର ସୂଚନା ଦେଇଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ଜଗନ୍ନାଥବଲ୍ଲଭଠାରୁ ମରିଚିକୋଟ ପର୍ଯ୍ୟନ୍ତ ଯେଉଁ ବ୍ୟାରିକେଡ...

ଜନସାଧାରଣଙ୍କୁ ପରେଡସ୍ଥଳ ମନା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରେଡ ସ୍ଥଳ ଗାନ୍ଧୀମାର୍ଗରେ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଏହାବ୍ୟତୀତ କାଉଣ୍ଟର ଟେରରିଷ୍ଟ ସ୍କ୍ବାଡ୍‌ (ସିଟିଏସ୍‌), ସ୍ପେଶାଲ ଟାକ୍ଟିକାଲ...

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର,୨୪।୧(ଡି.ଏନ୍‌.ଏ.) : କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିଲା। ତେବେ ଏହା ଆଜି ସକାଳେ ଖୋଲିଛି। ପ୍ରଥମେ ଭିତରକନିକାକୁ ପ୍ରବେଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଉଦ୍ୟାନ ଖୋଲିଥିଲେ ମଧ୍ୟ ପ୍ରବେଶ ସମୟରେ...

ପାର୍ଟଟାଇମ ଚାକିରି ନାଁରେ ଆସୁଛି ଏସ୍‌ଏମ୍‌ଏସ୍‌: ଜାଲରେ ଫସୁଛନ୍ତି ଶିକ୍ଷିତ ବେକାରି

ଭୁବନେଶ୍ୱର,୨୪।୧(ବ୍ୟୁରୋ): ସାରା ଦେଶରେ ଅନଲାଇନ ଠକେଇ ମୁଣ୍ଡ ବ୍ୟଥା ପାଲଟିଛି। ସାଇବର ଠକ ଘରେ ବସି ନୂଆ ନୂଆ ତରିକାରେ ଲୋକଙ୍କୁ ଠକୁଛନ୍ତି। ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସହ ଜଡିତ ଥିବା ଲୋକେ ସଚେତନତା ଅଭାବରୁ ଖୁବ ସହଜରେ ଏମିତିକା...

ଘରେ ବସି କିଣିହେବ ଆଦିବାସୀ ସାମଗ୍ରୀ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଆସନ୍ତା ୨୬ ତାରିଖଠାରୁ ୟୁନିଟ୍‌-୧ସ୍ଥିତ ଆଦିବାସୀ ପଡ଼ିଆରେ ହେବାକୁ ଥିବା ଆଦିବାସୀ ମେଳା-୨୦୨୧ ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ଆଦିବାସୀ ପଡ଼ିଆଠାରେ ଅନୁଷ୍ଠିିତ ହୋଇଯାଇଛି। ବୈଠକରେ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶିକା (ଏସ୍‌ଟି) ଗୁହା ପୁନମ...

ଆଜି ରାଜ୍ୟରୁ ୧୫୦ ପଜିଟିଭ୍‌ ଚିହ୍ନଟ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ରବିବାର ରାଜ୍ୟରେ ୧୫୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୩୦୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୮୯ ଜଣ...

ଭିତ୍ତିଭୂମି ନାହିଁ,ଚାଷ ଛାଡ଼ୁଛନ୍ତି ଚାଷୀ

କେନ୍ଦ୍ରାପଡ଼ା ଅଫିସ,୨୪।୧: କେନ୍ଦ୍ରାପଡ଼ା ଜିଲା ସର୍ଭେ ରିପୋର୍ଟ ଅନୁଯାୟୀ ମଧ୍ୟମ ଓ ବୃହତ୍‌ ଶିଳ୍ପ ସଂଖ୍ୟା ଶୂନ । ଜିଲାର ଅର୍ଥନୀତି ୭୯ ପ୍ରତିଶତ ଚାଷ ଦ୍ୱାରା ପରିଚାଳିତ । ଜିଲାରେ ୭ ନଦୀ ଓ ୨୭ ଶାଖା ନାଳ...

ଛଉ ମୋହରେ ବିଦେଶୀ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଓଡ଼ିଶାର ଲୋକନୃତ୍ୟ ମୋହରେ ପଡ଼ିଛନ୍ତି ବିଦେଶୀ। ମୟୂରଭଞ୍ଜର ପ୍ରସିଦ୍ଧ ଛଉନୃତ୍ୟ ରାଜ୍ୟ ଓ ରାଜ୍ୟ ବାହାରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଓଡ଼ିଶୀ ନୃତ୍ୟ ପରେ ଏବେ ଛଉନୃତ୍ୟ ପ୍ରେମରେ ପଡ଼ିଛନ୍ତି ବିଦେଶୀ। ସେଭଳି ଜଣେ ବିଦେଶୀ ହେଲେ...

ତୁରନ୍ତ ଟ୍ରେନ ଚଳାଇବାକୁ ଏମ୍‌ପି ଚନ୍ଦ୍ରାଣୀଙ୍କ ଦାବି

କେନ୍ଦୁଝର, ୨୪।୧(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାରେ ପୁରୀ -ବଡ଼ବିଲ ଇଣ୍ଟରସିଟି ଏକ୍ସପ୍ରେସ ଚଳାଚଳ ପାଇଁ ଏମ୍‌ପି ଚନ୍ଦ୍ରାଣୀ ମୂର୍ମୁ କେନ୍ଦ୍ର ରେଳମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି। କରୋନା ମହାମାରୀ ପାଇଁ ଏହି ଟ୍ରେନ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଥିଲା। ଏବେ ଜୀବନ ଯାତ୍ରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri