ଜନସାଧାରଣ ନୁହେଁ, ଶିଳ୍ପପତି ପାଇବେ ଲାଭ
ଅନୁଗୋଳ ଅଫିସ, ୬।୨ ଖୁବ୍ଶୀଘ୍ର ଦେଶରେ ସ୍କ୍ରାପେଜ୍ ନୀତି ଲାଗୁ ହେବ। ଏହାଦ୍ୱାରା ୧୫ ବର୍ଷର ବ୍ୟବସାୟିକ ଓ ୨୦ ବର୍ଷର ଘରୋଇ ଗାଡ଼ିକୁ ରାସ୍ତାରୁ ହଟାଇ ଦିଆଯିବ। ଫଳରେ ପ୍ରଦୂଷଣରୁ ପରିବେଶକୁ ସୁରକ୍ଷା ଦିଆଯିବା ସହ ଇନ୍ଧନ ଶକ୍ତିର...
ଫୋନ୍ କଲ୍ରେ ବିଡିଓଙ୍କ ପରିଚୟ ଦେଇ ଲୁଟିନେଲେ ୩୭ହଜାର
ଗୁଡାରି,୬ା୨: ମୁଁ ଗୁଡାରି ବିଡିଓ କହୁଛି। ଆପଣଙ୍କ ବ୍ୟାଙ୍କ ଖାତାକୁ କରୋନାର ମାସ୍କ କିଣା ଏବଂ ସାନିଟାଇଜର ବାବଦକୁ ଟଙ୍କା ଯିବ। ଶୀଘ୍ର ଏଟିଏମ୍ କାର୍ଡ ନମ୍ବର, ସିଭିଭି ନମ୍ବର ଏବଂ ଏକ୍ସପାଏରି ଡେଟ୍ କୁହନ୍ତୁ। ରାୟଗଡ଼ା ଜିଲା ଗୁଡାରି...
ସୁସ୍ଥ ହେଲେ ୧୨୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର, ୫ା୨- ଓଡ଼ିଶାରେ ଶୁକ୍ରବାର ୧୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୭୩୩ରେ ପହଞ୍ଚିଛି। କଟକ ଜିଲରୁ ସର୍ବାଧିକ ୨୫, ଖୋର୍ଦ୍ଧାରୁ ୧୭, ସୁନ୍ଦରଗଡ଼ରୁ ୧୫, ସମ୍ବଲପରରୁ...
ବଡ଼ଧରଣର ମାଓବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କଲା ପୋଲିସ
କୋରାପୁଟ, ୫ା୨: କୋରାପୁଟ ଜିଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବୋରିଗି ଅଞ୍ଚଳରୁ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀକୁ ପୋଲିସ ଜବତ କରିଛି। ଶୁକ୍ରବାର ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍ପି ବରୁଣ...
‘ଟିକା ନ ନେଲେ ଭୁଲିଯାଅ ଦରମା ’
କଟକ, ୫ା୨- ପଞ୍ଜୀକରଣ କରି ଟିକା ନ ନେଲେ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦରମା ମିଳିବ ନାହିଁ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ। ରାଜ୍ୟରେ ଟିକାକରଣରେ ପଛରେ ରହିଛି କଟକ ଜିଲା।...
ନାବାଳିକାଙ୍କୁ ଅଶ୍ଳିଳ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇ ଯୁବକ ଗିରଫ
ଭବାନୀପାଟଣା,୫।୨: ଭବାନୀପାଟଣାର ସହରର ଜଣେ ନାବାଳିକାଙ୍କୁ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅନ୍ତର୍ଗତ ପୋଇବାଡି ଗ୍ରାମର ଜିତେନ୍ଦ୍ର ବେହେରା(୨୬) ହ୍ବାଟସ ଆପ୍ରେ ବ୍ଲାକମେଲିଂ କରି ଗିରଫ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ହ୍ବାଟସ ଆପ୍ରେ ବନ୍ଧୁତା ପରେ ମୋବାଇଲରେ ନିୟମିତ ଚାଟିଂ...
ଆଜି ଭୁବନେଶ୍ୱରରୁ ୬ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ
ଭୁବନେଶ୍ୱର,୫।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩ ଜଣ ରହିଥିବା ବେଳେ ଲୋକାଲ କେସ୍ ୩ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ...
ଆଜି ରାଜ୍ୟରୁ ୯୭ କରୋନା ପଜିଟିଭ୍ ଚିହ୍ନଟ, ୩୩୫୪୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୫।୨(ବ୍ୟୁରୋ): ଶୁକ୍ରବାର ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ୯୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୪୬୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ...
ବିରଜା କ୍ଷେତ୍ରକୁ ନୂତନ ରେଳପଥ ସଂଯୋଗ ଆଶା ମଉଳିଲା
ଯାଜପୁର ଅଫିସ,୫।୨: ଚଳିତ ରେଳ ବଜେଟ ଯାଜପୁର ଜିଲା ପାଇଁ ନିରାଶଜନକ ହୋଇଛି । ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେଉଁଝରରୋଡ ଷ୍ଟେଶନଠାରୁ ଧାମରା ପର୍ଯ୍ୟନ୍ତ ଭାୟା ବିରଜାକ୍ଷେତ୍ର ପ୍ରସ୍ତାବିତ ନୂତନ ରେଳଲାଇନ ସଂଯୋଗ ପାଇଁ ଦୀର୍ଘବର୍ଷର ଦାବି ଚଳିତ ବଜେଟରେ...
୧୪୪ରେ ପହଞ୍ଚିଲା ପୋଷ୍ୟ ବିଦ୍ୟାଳୟ
ଭୁବନେଶ୍ୱର, ୪ା୨(ବ୍ୟୁରୋ): ‘ମୋ ସ୍କୁଲ ଅଭିଯାନ’ ଅଧୀନରେ ଆରମ୍ଭ ହୋଇଥିବା ‘ସ୍କୁଲ ଆଡ୍ପଶନ କାର୍ଯ୍ୟକ୍ରମ’କୁ ସମଗ୍ର ରାଜ୍ୟରୁ ବିପୁଳ ସମର୍ଥନ ମିଳିଛି। ରାଜ୍ୟର ବହୁ ବିଶିଷ୍ଟ ଏବଂ ଜଣାଶୁଣା ବ୍ୟକ୍ତିଙ୍କ ସହ ବିଭିନ୍ନ ବର୍ଗର ଜନସାଧାରଣ ଏଥିରେ ସାମିଲ ହୋଇଛନ୍ତି।...
ବିଦେଶକୁ ଲମ୍ବିଛି ନୀଳରକ୍ତ କଙ୍କଡ଼ା ର଼୍ୟାକେଟ୍
ମହାକାଳପଡ଼ା,୫।୨(ଡି.ଏନ୍.ଏ.): ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ବିରଳ ପ୍ରଜାତିର ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ବହୁଳ ମାତ୍ରାରେ ଦେଖାଯାଇଥାନ୍ତି। ବଙ୍ଗୋପସାଗରର ଓଡ଼ିଶା ଉପକୂଳ ସନ୍ତସନ୍ତିଆ ହେନ୍ତାଳ ଜଙ୍ଗଲ ଓ ବାଲିଚରରେ ମଧ୍ୟ ଏମାନେ ଦେଖିବାକୁ ମିଳିଥାନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା...
ବୈତରଣୀ ସେତୁ ପ୍ରତି ବିପଦ
ଯାଜପୁର ଅଫିସ/କୋରେଇ(ସ୍ବ.ପ୍ର.),୫।୨: ଯାଜପୁର, କେନ୍ଦୁଝର ଓ ଭଦ୍ରକ ଜିଲାର ସୀମାରେଖା ଭାବେ ବୈତରଣୀ ନଦୀ ପରିଚିତ। ଏହି ୩ ଜିଲା ମଧ୍ୟରେ ଗମନାଗମନ ଓ ଯୋଗାଯୋଗର ଏକମାତ୍ର ମାଧ୍ୟମ ହୋଇଛି ବୈତରଣୀ ସେତୁ। ବହୁ ଦାବି ପରେ ମୁଖ୍ୟମନ୍ତ୍ରୀ ୨୦୧୩ରେ...
Archives


