ରାଜ୍ୟ

ସ୍ବର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା

ପୁରୀ ଅଫିସ, ୬।୩: ପୁରୀ ସ୍ବର୍ଗଦ୍ୱାରରେ ଅତି ଗରିବ ଶ୍ରେଣୀର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ ରହିଛି। ତେବେ ଏଠାରେ ହିତାଧିକାରୀ ଚୟନ ନେଇ ଉପଯୁକ୍ତ ପ୍ରକ୍ରିୟା ହେଉନହିଁ। ଫଳରେ ସ୍ବର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନା...

ଝାରସୁଗୁଡ଼ାରେ ହେବ ଏନ୍‌ସିସି ଏୟାର୍‌ ଓ୍ବିଙ୍ଗ୍‌ କେନ୍ଦ୍ର

ଝାରସୁଗୁଡ଼ା ଅଫିସ୍‌,୬ା୩: ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଏନ୍‌ସିସି ଏୟାର୍‌ ଓ୍ବିଙ୍ଗ କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି। ଏଥିପାଇଁ ଝାରସୁଗୁଡ଼ା ମାଳିମୁଣ୍ଡା ନିକଟରେ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ଝାରସୁଗୁଡ଼ାର ଦ୍ୱିତୀୟ ବାଟାଲିଅନ୍‌ କମାଣ୍ଡିଂ ଅଫିସର ମନୋଜ କୁମାର ପୁରୋହିତ...

ଏସ୍‌ଏଫ୍‌ଡିଆର୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୬।୩: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ପକ୍ଷରୁ ସଲିଡ୍‌ ଫୁଏଲ୍‌ ଡକ୍ଟେଡ୍‌ ରାମଜେଟ୍‌ (ଏସ୍‌ଏଫ୍‌ଡିଆର୍‌)ର ଶୁକ୍ରବାର ସଫଳ ପରୀକ୍ଷଣ କରାଯାଇଛି। ଏଥିରେ ସବସିଷ୍ଟମ୍‌, ବୁଷ୍ଟର ମୋଟର, ନୋଜଲ-ଲେସ୍‌ ମୋଟର କାର୍ଯ୍ୟ କରିଛି।...

ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୬।୩(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ମେ’ ୪ରୁ ଆରମ୍ଭ ହେବ। ଜୁନ୍‌ ୭ରେ ଦଶମ ପରୀକ୍ଷା ଓ ଜୁନ୍‌ ୧୪ରେ ଦ୍ୱାଦଶ ପରୀକ୍ଷା ସରିବ। କିନ୍ତୁ କେତେକ ପରୀକ୍ଷା ସୂଚୀରେ...

‘୫ ବର୍ଷରେ ଓଡ଼ିଶା ଦ୍ରୁତ ଅଭିବୃଦ୍ଧି କରିଛି’

ଭୁବନେଶ୍ୱର,୬।୩(ବ୍ୟୁରୋ): ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଗତ ୫ବର୍ଷ ଭିତରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ଆମ ଯୁବଗୋଷ୍ଠୀଙ୍କ ଆକାଂକ୍ଷା ପୂରଣ କରିବା ଓ ସେମାନଙ୍କୁ ସର୍ବଭାରତୀୟ ସ୍ତରରେ ନିଯୁକ୍ତି ଦେବା ହେଉଛି ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ...

ଲୋକ ହେଉଛନ୍ତି ମାଲିକ

ଭୁବନେଶ୍ୱର, ୬ା୩(ବ୍ୟୁରୋ): ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ। ଲୋକଙ୍କୁ ସଶକ୍ତ କରିବା ଏବଂ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ସେବା ଓ ସମ୍ମାନ ହେଉଛି ସରକାରଙ୍କର ମୂଳମନ୍ତ୍ର। ଏହି ଲକ୍ଷ୍ୟ...

ନୀରବତା ସନ୍ଦେହ ସୃଷ୍ଟି କରୁଛି

ତାଳଚେର,୬ା୩ (ନି.ପ୍ର.) ମାର୍ଚ୍ଚ ୩୧ ତାରିଖ ପରେ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ଚଳାଇବାକୁ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ଅନୁମତି ନାହିଁ। ଏ ଦିଗରେ ଏନ୍‌ଟିପିସି କର୍ତ୍ତୃପକ୍ଷ ଏଯାଏ ନୀରବ ରହିଥିବାରୁ ଏହି ପ୍ଲାଣ୍ଟ ବନ୍ଦ ହୋଇଯିବା...

ଶେଷ ହେଉନି ‘ପକ୍କା ଘର’ ସଂଘର୍ଷ

ବଇଣ୍ଡା,୬ା୩ – କାହାର ମାଟି କାନ୍ଥ ଭାଙ୍ଗିଯାଇଛି ତ ଆଉ କାହାର ଭଗ୍ନ ଚାଳ ଛପର କେଇଖଣ୍ଡ ବାଉଁଶ ଢିରାରେ ତିଷ୍ଠି ରହିଛି। ଏପରି ବିପଦସଙ୍କୁଳ ଅବସ୍ଥାରେ ପରିବାର ଧରି ରହୁଥିବା ଅନେକ ଅସହାୟ, ଗରିବ ଲୋକ ସରକାରଙ୍କ ପକ୍କା...

କୋଟିଏରେ ଗୋଟିଏ ‘କୋଟଗରା’

କାମାକ୍ଷାନଗର, ୬।୩ – ରଙ୍ଗବେରଙ୍ଗ ଫୁଲଗଛରେ ଶୋଭା ବଢ଼ାଉଛି ଗ୍ରାମୀଣ ପାର୍କ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ଅବସର ବିନୋଦନ ପାଇଁ ରହିଛି ଭଳିକି ଭଳି ଦୋଳି। ଖାଲି ଏତିକି ନୁହେଁ, ଗ୍ରାମ୍ୟ ପୋଖରୀରେ ବୋଟିଂ ସହିତ ମୁକ୍ତାକାଶ...

ଦଶାହ କାର୍ଯ୍ୟକୁ ଆସି ଭାସିଗଲେ ନଦୀରେ

ଚିତ୍ରକୋଣ୍ଡା,୬ା୩: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ସିଲେରୁ ନଦୀରେ ଭାସିଯାଇ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଶୈଳ ଠାକୁର। ଶୁକ୍ରବାର କଳାହାଣ୍ଡି ସାହିର ଜଣେ ପଡ଼ୋଶୀଙ୍କ ଦଶାହ କାର୍ଯ୍ୟରେ ଯୋଗଦେଇ ଶୈଳ ସିଲେରୁ ନଦୀର ଦୋରାଗୁଡ଼ା...

ସାଙ୍ଗ ହୋଇ ୨ଭାଇ ଯାଇଥିଲେ ଖେଳିବାକୁ, ଏକାଠି ନେଲେ ସମାଧି

କେନ୍ଦୁଝର, ୫ା୩(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଅର୍ଶଳା ଗ୍ରାମର ଦୁଇ ଭାଇ ଶୁକ୍ରବାର ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଖେଳୁଥିବା ବେଳେ ଅସାବଧାନତା ଯୋଗୁ ଉଭୟ ବୁଡ଼ି ଯାଇଥିତ୍ବା ସୂଚନା ମିଳିଛି। ମୃତକ ଦ୍ୱୟ ହେଲେ ଏମ୍‌.ଡି...

ମହାନଦୀ ସେତୁରୁ ଖସିପଡ଼ି ଶ୍ରମିକଙ୍କ ଜୀବନଗଲା

ପୁରୁଣାକଟକ,୫।୩: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଖରଶଙ୍କୁଲୋଇ ନିକଟ ମହାନଦୀରେ ନିର୍ମାଣାଧୀନ ସେତୁ ଉପରୁ ଖସିପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ଶ୍ରମିକ ସମିର ଘୋଷ(୨୫)। ସୂଚନା ମୁତାବକ, ଗୁରୁବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri