ରାଜ୍ୟ

ପୁଣି ଅଲୋଡା ନବଜାତ ଶିଶୁକନ୍ୟା, ଉଦ୍ଧାର ସହ ଚିକିତ୍ସା ଜାରି

ନୀଳଗିରି, ୫।୧୧(ପ୍ରଶାନ୍ତ କୁମାର ବିଶ୍ବାଳ/ ମାନସ ବିଶ୍ୱାଳ):- ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା। ଏଭଳି ଅଭାବନୀୟ ଘଟଣା ନୀଳଗିରି ଏନଏସି ଅଞ୍ଚଳରେ ଦେଖିବାକୁ ମିଳିଛି। ରବିବାର ଭୋର୍‌ ୪ଟା ୫୦ ସମୟରେ ନୀଳଗିରି ଏନ.ଏ.ସିର ୬ ନମ୍ବର୍‌ ୱାର୍ଡ...

ୟୁବିଆଇ ପକ୍ଷରୁ ୱାକାଥନ୍‌

ଭୁବନେଶ୍ୱର,୫।୧୧: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଏକ ମେଗା ୱାକାଥନ୍‌ର ଆୟୋଜନ କରାଯାଇଥିଲା। ଏଥିରେ ୟୁବିଆଇ କ୍ଷେତ୍ରୀୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ବ୍ରହ୍ମପୁର ସହର ଓ ଉପକଣ୍ଠରେ ଥିବା ଶାଖା...

ଚମକ ହରାଇଛି ବାଣ ବଜାର

ବ୍ରହ୍ମପୁର,୫ା୧୧(ସୁବାସ ଚନ୍ଦ୍ର ପାଢ଼ୀ)ଦିନ ଥିଲା ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ ପେଣ୍ଠସ୍ଥଳ ବ୍ରହ୍ମପୁରରେ ବାଲୁଙ୍କେଶ୍ୱର ବାଣ ବଜାର ରହିଥିଲା। ଦୀପାବଳି ଆସିବାର ପ୍ରାୟ ମାସକ ପୂର୍ବରୁ ଏହି ବଜାର ଚଳଚଞ୍ଚଳ ହୋଇ ଉଠୁଥିଲା। ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ ଜିଲାଗୁଡିକରୁ ବ୍ୟବସାୟୀମାନେ...

ମହିଳାଙ୍କୁ ଖାଇଗଲା ବାଘ

ନୂଆପଡ଼ା,୫ା୧୧(ମକାରୁ ବେମାଲ) ନୂଆପଡ଼ା ଜିଲା ସଦର ରେଞ୍ଜ୍‌ ଧରମବନ୍ଧା ଥାନା ସିଲିଆରିବାହାରା ଗଁାରେ ଶନିବାର ଜଣେ ମହିଳାଙ୍କୁ ମାରି ଖାଇଛି କଲରାପତରିଆ ବାଘ। ମୃତା ହେଲେ ସିଲିଆରିବାହାରା ଗଁାର ପୂର୍ବତନ ୱାର୍ଡମେମ୍ବର ରାମେଶ୍ବରୀ ମାଝି (୫୦)। ସେହିପରି ଏହି ଗଁାଠାରୁ...

ଦୁର୍ଦ୍ଦଶାରେ ଦିବ୍ୟାଙ୍ଗ ସୁରେଶଙ୍କ ପରିବାର

କାଏମା,୫ା୧୧(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତର ଭିନ୍ନକ୍ଷମ ସୁରେଶ ମଳିକଙ୍କ ପରିବାର ଦୁଃଖଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ୪୦ ବର୍ଷୀୟ ସୁରେଶଙ୍କ ପରିବାର କହିଲେ ବାପା, ମା’, ସ୍ତ୍ରୀ ଓ ପୁଅଙ୍କୁ ମିଶାଇ ୫ ଜଣ। ସେ ଜନ୍ମରୁ ଭିନ୍ନକ୍ଷମ।...

ଅଦିନିଆ ବର୍ଷା, ବିଳମ୍ବିତ ହେବ ବାଦାମଚାଷ

ରସୁଲପୁର,୫ା୧୧(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ ଅଦିନିଆ ବର୍ଷା ହୋଇଛି। ରବି ଋତୁରେ ଅଣଧାନ ଫସଲ ପାଇଁ ବର୍ଷା ଉପଯୋଗୀ ବୋଲି କୁହାଯାଉଛି। ହେଲେ ଅଧିକ ବର୍ଷା ବର୍ଷିଲେ ପରିବା ଚାଷକୁ କ୍ଷତି ପହଞ୍ଚାଇବା ସହ...

ବ୍ରାଉନ୍‌ସୁଗାର କବଳରେ ଯୁବଗୋଷ୍ଠୀ

ଜଗତ୍‌ସିଂହପୁର, ୫ା୧୧ (ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ଜିଲାରେ ବ୍ରାଉନସୁଗାର ର଼୍ୟାକେଟ୍‌ ସକ୍ରିୟ ରହିଛି। ଏଥିଯୋଗୁ ବିଶେଷକରି ଯୁବଗୋଷ୍ଠୀ ପ୍ରଭାବିତ ହେଉଛନ୍ତି। ଏହାର ଉଦାହରଣ ଶନିବାର କୁଜଙ୍ଗ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ଥାନା ଅନ୍ତର୍ଗତ ହସିନା ପ୍ରାଥମିକ ବିଦ୍ୟାଳୟ...

ଆଇଓସିଏଲ୍‌ ପାଇପ୍‌ ଲାଇନ୍‌ରେ ଫାଟ

ଆଳି,୫ା୧୧(ବନମାଳୀ ସେନାପତି) ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ଯାଇଥିବା ଆଇଓସିଏଲ୍‌ର ପାଇପ୍‌ ଲାଇନରେ ଫାଟ ସୃଷ୍ଟି ହେବା ଯୋଗୁ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଭେଡାଠାରେ ହଜାର ହଜାର ଲିଟର ଡିଜେଲ ମାଟିରେ ଭାସୁଛି। କମ୍ପାନୀ...

ଚିନିକଳର ସମ୍ପତ୍ତି ନିଲାମ ନେଇ ଉଠିଲା ପ୍ରଶ୍ନ

ନୟାଗଡ଼,୫।୧୦(ଲୋକନାଥ ମିଶ୍ର)ନୟାଗଡ଼ର ପାଣିପୋଇଲାସ୍ଥିତ ଚିନିକଳ କୋର୍ଟର ଅଡୁଆ ସୂତାରେ ଛନ୍ଦି ହୋଇ ପଡିଛି । କୋର୍ଟରେ ୮୪୦ କୋଟି ଟଙ୍କାର ମାମଲା ଚାଲିଥିବାବେଳେ ଏହାର ନିଲାମ ହୋଇ ପାରିବନି ବୋଲି କୁହାଯାଉଛି । ତେବେ ଋଣ ଟଙ୍କା ଫେରି ପାଇବାକୁ...

ଧରିତ୍ରୀର ୫୦ତମ ଜନ୍ମ ଦିବସ ସମାରୋହ

ଭୁବନେଶ୍ୱର,୪ା୧୧: ଧରିତ୍ରୀ ମୁଖ୍ୟ କାର୍ଯ୍ୟାଳୟରେ ଦୈନିକ ଓଡ଼ିଆ ଖବରକାଗଜ ଧରିତ୍ରୀର ୫୦ତମ ଜନ୍ମ ଦିବସ ସମାରୋହ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ...

ଏସ୍‌. ସୁଶ୍ରୀ ମୟୂରଭଞ୍ଜ ଏସ୍‌ପି, ନବରଙ୍ଗପୁରର ରୋହିତ ବର୍ମା

ଭୁବନେଶ୍ୱର,୪ା୧୧(ଅନିଲ ଦାସ): ରାଜ୍ୟ ସରକାର ଆଇପିଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ଶନିବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମୟୂରଭଞ୍ଜ ଏସ୍‌ପି ତଥା ୨୦୧୧ ବ୍ୟାଚ୍‌ର ଆଇପିଏସ୍‌...

୨୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର,୪/୧୧: ନଭେମ୍ବର ୨୧ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବିଧାନସଭା ପରିଚାଳନା ପାଇଁ ବାଚସ୍ପତି ଖୁବ୍‌ଶୀଘ୍ର ସର୍ବଦଳୀୟ ବୈଠକ ଡକାଇ ପାରନ୍ତି ବୋଲି ସୂଚନାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri