ରାଜ୍ୟ

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା: ଶର୍ମିଷ୍ଠାଙ୍କୁ ଧରିବା ପାଇଁ ୩ ଟିମ୍‌ ଗଠନ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା ୩ଟି ଟିମ୍‌ ଗଠନ କରିଛନ୍ତି। ଦୁଇଟି ଟିମ୍‌ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ବେଳେ…

ଖରସ୍ରୋତାରେ ୬ ଯୁବକ ବୁଡ଼ିଯିବା ଘଟଣା: ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ

ଯାଜପୁର ଅଫିସ,୧୯ା୩: ଯାଜପୁର ଥାନା ଅନ୍ତର୍ଗତ ବଡ଼ସୁଆର ଗ୍ରାମର ମଙ୍ଗଳା ମନ୍ଦିର ନିକଟ ଖରସ୍ରୋତାକୁ ହୋଲି ଖେଳି ସାରି ଗାଧୋଇ ଯାଇଥିବା ୬ ଯୁବକ ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଶନିବାର ଅପରାହ୍ନ ସୁଦ୍ଧା ଓଡ୍ରାଫ ଟିମ୍‌, ଦମକଳ ବାହିନୀ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୮୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୭,୩୫୭ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ନିମାପଡ଼ା,୧୯ା୩(ଡି.ଏନ୍‌.ଏ.): ପୁରୀ ଜିଲା କଣାସ ବ୍ଲକ ଗଡ଼ିଶାଗଦା ଥାନା ଜାଗୁଳାଇ ପଦର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଡ଼ାଇ ଗୋଡ଼ାଇ ଗାଁ ଦାଣ୍ଡରେ ଫାର୍ସାରେ ମୁଣ୍ଡକୁ ହାଣିଛନ୍ତି ଗୋଟିଏ ଗୋଷ୍ଠୀର ଲୋକ। ଫଳରେ ଏହି ଗୋଷ୍ଠୀ ସଂଘର୍ଷରେ ୩ ଗୁରୁତର ହୋଇଛନ୍ତି।…

ଗ୍ୟାସ ଟାଙ୍କି ଫାଟି ଜଳିଗଲା ୩ ପରିବାରର ୬ ବଖରା

ଭଦ୍ରକ ଅଫିସ,୧୯ା୩: ଜିଲା ମୁଖ୍ୟ ଡାକ୍ତରଖାନା ଛକ ନିକଟରେ ଥିବା ୩ ପରିବାରରେ ନିଆଁ ଲାଗି ୬ ବଖରା ଜଳିଯାଇଛି । ଗ୍ୟାସ ଟାଙ୍କି ଫାଟିବାରୁ ନିଆଁ ପାଖରେ ଥିବା ଦୋକାନରେ ପଡ଼ି ଲାଗିଯାଇଥିଲା। ଘର ଭିତରେ ୩ ଗ୍ୟାସ ଟାଙ୍କିରୁ…

ଛକ ଛକରେ ଜଗିଛି ପୋଲିସ, କଟକଣା ଭାଙ୍ଗିଲେ….

ଭୁବନେଶ୍ୱର,୧୯।୩(ବ୍ୟୁରୋ): ହୋଲି ପାଇଁ ଭୁବନେଶ୍ୱରରେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ସହରରେ ୩୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସହରର ପ୍ରମୁଖ ୨୦ଟି ଛକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୨୦ଟି ମୋବାଇଲ ପାଟ୍ରୋଲିଂ ଭ୍ୟାନ…

ହୋଲିରେ ଗଡ଼ିଲା ମୁଣ୍ଡ

ପୋଲସରା,୧୯।୩: ହୋଲିରେ ରକ୍ତ ରଞ୍ଜିତ ହେଲା ଗାଁ ଦାଣ୍ଡ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ବନ୍ଥପଲ୍ଲୀ ପଞ୍ଚାୟତ ମୁକ୍ତାମାଳଦେଇପୁର ଶାସନ ଗ୍ରାମରେ। ପୂର୍ବ ଶତ୍ରୁତାକୁ ନେଇ ମୁକ୍ତାମାଳଦେଇପୁର ଶାସନ ଗ୍ରାମର ଅମିତ ଆଚାର୍ଯ୍ୟଙ୍କୁ…

ରାଜ୍ୟବାସୀଙ୍କୁ ରଙ୍ଗର ପର୍ବ ହୋଲି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଆଜି ରଙ୍ଗର ପର୍ବ ହୋଲି । ପ୍ରେମ, ଭାଇଚାରାର ପର୍ବ ହୋଲିରେ ଛୋଟରୁ ବଡ ସମସ୍ତେ ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଅବିର ଲଗାଇ ଶୁଭେଚ୍ଛା ଜଣାଉଛନ୍ତି। ଏହି ଆନନ୍ଦର ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨ କରୋନା ପଜିଟିଭ୍‌

ଭୁବନେଶ୍ୱର,୧୯।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୭୨ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୧୫ ଜଣ ପିଲା ଅଛନ୍ତି। ସେହିପରି ୪୨ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୩୦ଜଣ ଲୋକାଲ କେସ ରହିଛି। ଏନେଇ ରାଜ୍ୟ ସୂଚନା ଓ…

୨୫ରୁ ବିଧାନସଭା, ୨ ଦିନ ହେବ କୋଭିଡ ଟେଷ୍ଟ୍‌

ଭୁବନେଶ୍ୱର,୧୯।୩(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ଆସନ୍ତା ୨୫ରୁ କଟକଣା ମଧ୍ୟରେ ଆରମ୍ଭ ହେବ । ଏହା ପୂର୍ବରୁ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ କୋଭିଡ ଟେଷ୍ଟ କରାଯିବ। ୨୩ ଓ ୨୪ ଦୁଇଦିନ ଧରି ବିଧାନସଭାରେ ବିଧାୟକ, କର୍ମଚାରୀ, ସାମ୍ବାଦିକଙ୍କ କୋଭିଡ଼…

ଆଜି ଆଉ ଜଣଙ୍କର ମୃତଦେହ ଜବତ

ଯାଜପୁର ଅଫିସ, ୧୯।୩: ଯାଜପୁର ଟାଉନ୍‌ ଥାନା ବଡ଼ସୁଆର ନିକଟରେ ଖରସ୍ରୋତାରେ ବୁଡିଯିବା ଘଟଣାରେ ଆଜି ଆଉ ଜଣଙ୍କର ମୃତଦେହ ଜବତ କରାଯାଇଛି। ଏହାକୁ ମିଶାଇ ଏଯାବତ୍‌ ୩ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ୨ ଜଣଙ୍କର ମୃତଦେହ ମିଳିଥିଲା। ନିଖୋଜ…

ପରସ୍ପରକୁ ରଙ୍ଗ ବୋଳି ଜଣାଉଛନ୍ତି ଶୁଭେଚ୍ଛା

ଭୁବନେଶ୍ୱର,୧୯।୩(ବ୍ୟୁରୋ):ଆଜି ହେଉଛି ରଙ୍ଗ ଏବଂ ଭାଇଚାରାର ପର୍ବ ହୋଲି। ସବୁଆଡେ ଏହି ପର୍ବକୁ ବେଶ୍‌ ଖୁସି,ଆନନ୍ଦର ସହ ପାଳନ କରନ୍ତି। ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଜଣାଉଛନ୍ତି। ସମସ୍ତ ରାଗ, ଅଭିମାନ ଭୁଲି ରଙ୍ଗରେ ରଙ୍ଗୀନ୍‌ ହୋଇଯିବାର ଦିନ ଆଜି। ଆଜି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri