ଟ୍ରେନ୍ ଦୁର୍ଘଟଣାରେ ଚାଲିଗଲେ ହାସ୍ୟ ଅଭିନେତା ଗୁଡୁଙ୍କ ମା’
ଭୁବନେଶ୍ୱର,୩୦ା୯(ବ୍ୟୁରୋ): ଗୁରୁବାର ଏକ ଟ୍ରେନ୍ ଦୁର୍ଘଟଣାରେ ହାସ୍ୟ ଅଭିନେତା ଗୁଡୁଙ୍କ ମା’ଙ୍କର ଦେହାନ୍ତ ହୋଇଛି। ଯାଜପୁର ଜିଲା ଯଖପୁରା ରେଳ ଷ୍ଟେଶନରେ ଟ୍ରେନ୍ ଚଢୁଥିବା ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ଟ୍ରେନ୍ ଲାଇନ୍ ତଳକୁ ଖସି...
ହତ୍ୟାକାରୀଙ୍କ ପତ୍ତା ପାଉନି କମିଶନରେଟ୍ ପୋଲିସ
ଭୁବନେଶ୍ୱର, ୩୦।୯(ବ୍ୟୁରୋ): ରାଜଧାନୀରେ ଘଟିଥିବା ଏକାଧିକ ହତ୍ୟା ଘଟଣା ଉପରୁ କମିଶନରେଟ ପୋଲିସ ପରଦା ଉଠାଇ ପାରୁନାହିଁ। ହତ୍ୟା ଅଭିଯୁକ୍ତମାନେ ଫେରାର ହୋଇ ବୁଲୁଥିବାବେଳେ ପୋଲିସ ସେମାନଙ୍କୁ ଧରିବାରେ ବିଫଳ ହୋଇଛି। ବିଭିନ୍ନ ହତ୍ୟା ମାମଲାରେ ତଦନ୍ତକାରୀ ଅଫିସର ଓ...
ମଧୁବାବୁ ଓଡ଼ିଆ ଜାତିର ଇତିହାସରେ ସ୍ମରଣୀୟ ରହିବେ
ଭୁବନେଶ୍ୱର, ୩୦।୯(ବ୍ୟୁରୋ): ତତ୍କାଳୀନ ନେତୃବର୍ଗଙ୍କ ମଧ୍ୟରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଭାବନା ଆସି ନ ଥିବାବେଳେ ଉତ୍କଳ ଗୌରବ ମଧୁସୂଦନ ଭାଷାଭିତ୍ତିକ ରାଜ୍ୟ ଗଠନର ଆଭିମୁଖ୍ୟ ଗ୍ରହଣ କରି ଇତିହାସ ସୃଷ୍ଟି କରିଥିଲେ। ଓଡ଼ିଆ ଜାତୀୟତା ଓ ସ୍ବାଭିମାନର...
ପିପିଲି ଉପନିର୍ବାଚନ: ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ୨୪.୭୬% ମତଦାନ
ପୁରୀ ଅଫିସ,୩୦ା୯: ଆଜି ଅନୁଷ୍ଠିତ ହେଉଛି ପିପିଲି ଉପନିର୍ବାଚନ। ଏନେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପିପିଲିବାସୀ। ବିଭିନ୍ନ ବୁଥ୍ରେ ସକାଳୁ ମତଦାନ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ତଥା କୋଭିଡ୍ କଟକଣା ମଧ୍ୟରେ ଭୋଟରମାନେ ସେମାନଙ୍କର ମତଦାନ ସାବ୍ୟସ୍ତ...
ଓଡ଼ିଶା ହାଇକୋର୍ଟର ୪ ନୂଆ ବିଚାରପତି
କଟକ ଅଫିସ,୩୦।୯: ଓଡ଼ିଶା ହାଇକୋର୍ଟରେ ୪ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରେ ବାର୍ ଆସୋସିଏଶନ୍ରୁ ୨ଜଣ ଥିବା ବେଳେ ୨ ଜୁଡିସିଆଲ ଅଫିସର ଅଛନ୍ତି। ତେବେ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର, ମୃଗାଙ୍କ ଶେଖର ସାହୁ, ଜୁଡିସିଆଲ...
ଜାତୀୟ ଟିଭି ଚ୍ୟାନେଲରେ ପ୍ରସାରିତ ହେବ ନଟିଆ କମେଡି
ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଭାରତର ପ୍ରମୁଖ ମନୋରଞ୍ଜନ ଭିତ୍ତିକ ଚ୍ୟାନେଲ ‘ଦି କ୍ୟୁ ଟିଭି’ ନଟିଆ କମେଡିକୁ ନିଜ ଚ୍ୟାନେଲରେ ପ୍ରସାରିତ କରିବା ପାଇଁ ଉତ୍କଳ କାର୍ଟୁନ ସହ ଚୁକ୍ତି କରିଛି। ଏହି ଚୁକ୍ତିନାମା ଅନୁସାରେ ନଟିଆ କମେଡିର ସମସ୍ତ ଅଧ୍ୟାୟ...
ଜିଆଇ ଟ୍ୟାଗ୍ ଦୌଡ଼ରେ କୁଚିଣ୍ଡା ଲଙ୍କା
ସମ୍ବଲପୁର, ୩୦।୯(ବ୍ୟୁରେ): ସମ୍ବଲପୁର ଜିଲା କୁଚିଣ୍ଡା ଲଙ୍କା ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେଶନ) ଟ୍ୟାଗ୍ ଦୌଡ଼ରେ ରହିଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରେଢ଼ାଖୋଲ ଏନ୍ଏସିରେ ଏକ୍ଜିକ୍ୟୁଟିଭ୍ ଅଫିସର ଥିବା ଆଇଏଏସ୍ (ଶିକ୍ଷାନବିସ) ଆଶୁତୋଷ କୁଲକର୍ନି ନିଜସ୍ବ...
ଆଜି କରୋନା ନେଲା ୬ ଜୀବନ
ଭୁବନେଶ୍ୱର,୩୦।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୧୯୮ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...
ସରକାରଙ୍କ ନିଷ୍ପତ୍ତି କାଏମ କଲେ ହାଇକୋର୍ଟ
କଟକ ଅଫିସ ,୩୦।୯ : ଲଟେରି ଜରିଆରେ ମଦ ଦୋକାନ ଲାଇସେନ୍ସ ସମ୍ପର୍କିତ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଗତ ସମସ୍ତ ଆବେଦନଗୁଡ଼ିକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଫଳରେ ସରକାରଙ୍କ ନିଷ୍ପତ୍ତି କାଏମ ରହିଛି। ମୁଖ୍ୟବିଚାରପତି ଏସ୍.ମୁରଲୀଧର...
ବନ ବିଭାଗ ଚୁପ୍, ଆଢୁଆଳରେ ଅଧିକାରୀ
ଭୁବନେଶ୍ୱର, ୩୦।୯(ବ୍ୟୁରୋ): ମହାନଦୀର କଟକ ମୁଣ୍ଡଳି ବ୍ରିଜ ତଳେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ ବୋଟ୍ ଓଲଟି ଦୁଇଜଣଙ୍କ ଜୀବନ ଗଲା। ଏଥିସହ ଉକ୍ତ ହାତୀର ବି ମୃତ୍ୟୁ ହେଲା। କାହା ପାଇଁ ଏତେବଡ଼ ଘଟଣା ଘଟିଲା...
ପିପିଲି ଉପନିର୍ବାଚନ: ଭୋଟଗ୍ରହଣ ଆରମ୍ଭ, ଇଭିଏମ୍ ତ୍ରୁଟି ଅଭିଯୋଗ
ଭୁବନେଶ୍ୱର/ପୁରୀ ଅଫିସ୍,୩୦।୯: ବହୁଚର୍ଚ୍ଚିତ ପିପିଲି ଉପନିର୍ବାଚନ ପାଇଁ ଗୁରୁବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। କୋଭିଡ ଗାଇଡ୍ଇନ ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସା ୬ଟାରେ ଶେଷ ହେବ। ଭୋଟରମାନେ ବିଭିନ୍ନ ବୁଥ୍ରେ ସେମାନଙ୍କ ମତ...
ଆଜି ରାଜ୍ୟରେ ୬୦୨ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୩୦।୯(ବ୍ୟୁରୋ):: ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୯୬ ଜଣ ଅଛନ୍ତି। ଏହି ୬୦୨ ଜଣଙ୍କ ମଧ୍ୟରୁ ୩୫୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି...
Archives


