ରାଜ୍ୟ

ଆଜି ଭୋର୍‌ ୪ଟାରୁ ଗୋବିନ୍ଦ ସାହୁଙ୍କୁ ନେଇଗଲେ, ସକାଳ ୮ରେ କୋର୍ଟରେ କଲେ ହାଜର

ବଲାଙ୍ଗୀର ଅଫିସ,୨୫ା୧୦: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀର ପୋଲିସ ସୋମବାର ଭୋର୍‌ ୪ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏସ୍‌ପି ଅଫିସରୁ ବଙ୍ଗୋମୁଣ୍ଡା ନେଇଯାଇ ସକାଳ ୮ଟାରେ ଜେଏମ୍‌ଏଫସି କୋର୍ଟ ଜଜ୍‌ଙ୍କ ଆବାସରେ...

କୂଅରୁ ଉଦ୍ଧାର ପରେ ଛୁଆକୁ ନେଉନି ମା’ ହାତୀ

ଚମ୍ପୁଆ/ଯୋଡ଼ା,୨୪ା୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ ବସନ୍ତପୁର ପଞ୍ଚାୟତର ନେଧିଗୋଠରେ ଗତ ଶନିବାର କୂଅରେ ପଡ଼ିଯାଇଥିବା ହାତୀ ଛୁଆକୁ ବନ ବିଭାଗ ଜେସିବି ସହାୟତାରେ ୩ ଘଣ୍ଟା ପରିଶ୍ରମ କରି ଉଦ୍ଧାର କରିଥିଲା। ଦିନସାରା ବନ ବିଭାଗ ହାତୀ...

ଯୁବତୀଙ୍କୁ ଘରୁ ଡାକିନେଇ ବଳାତ୍କାର ପରେ ହତ୍ୟା

କେନ୍ଦୁଝର,୨୪ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଜଣେ ଶିଶୁ କନ୍ୟାଙ୍କ ଗଳିତ ମୃତଦେହ ଜବତ ହେବାର ଦିନକ ପରେ ପୁଣି ଜଣେ ଯୁବତୀଙ୍କୁ ଘରୁ ଡାକିନେଇ ହତ୍ୟା କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ରବିବାର ଏକ ପରିତ୍ୟକ୍ତ ସ୍ଥାନରୁ ହାତଗୋଡ଼ ବନ୍ଧା...

ଜଳିଗଲା କିରୋସିନି ବୋଝେଇ ଅଟୋ

ଭଦ୍ରକ ଅଫିସ, ୨୪।୧୦: ଭଦ୍ରକ ଜିଲା ଧାମନଗର-ଚୁଡ଼ାକୁଟି ରାସ୍ତାର ପଣ୍ଡୁବଜାର ଛକ ନିକଟରେ ରବିବାର ଏକ କିରୋସିନ ବୋଝେଇ ଅଟୋ (ନଂ. ଓଡି ୨୨ ଡି ୮୯୩୫) ଜଳିଯାଇଛି। ହେଲେ ଗାଡି ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ,...

ଟଙ୍କା ପାଇଁ ଭାରୋତ୍ତୋଳକ ସାଜିଲେ ଦିନମଜୁରିଆ

ମାଲକାନଗିରି,୨୪ା୧୦ (ଡି.ଏନ.ଏ.): ଦିନେ ରାଜ୍ୟ ତଥା ଜିଲା ପାଇଁ ଗୌରବ ଆଣିଥିବା ଯୁବକ ଆଜି ପାଲଟିଛନ୍ତି ଦିନ ମଜୁରିଆ । ଅର୍ଥାଭାବରୁ ତାଙ୍କ ପ୍ରତିଭା ଅନ୍ଧାରରେ ହଜିଯାଉଛି। ପ୍ରତିଭା ଥିବା ସତ୍ତ୍ୱେ ଅଭାବ ତାଙ୍କ ବାଟ ଓଗାଳିଛି। ସେ ପାଲଟି...

ଚାକିରିରୁ ବିଦା ହେଲେ କନେଷ୍ଟବଳ ପ୍ରସନ୍ନ

ଭୁବନେଶ୍ୱ,୨୪।୧୦(ବ୍ୟୁରୋ): ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ରବିବାର କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ପ୍ରସନ୍ନଙ୍କ ନାମରେ ୫ଟି ଫୌଜଦାରୀ ମାମଲା ରହିଛି। ଏପରି କି କୋଭିଡ୍‌ ନିମୟ ଉଲ୍ଲଂଘନ କରି ପାତ୍ରପଡ଼ାସ୍ଥିତ ସାଉଥ ସିଟି ବାରକୁ ବିଳମ୍ବିତ...

ରାଜଧାନୀରେ ଟମାଟୋ ଦର ଆକାଶଛୁଆଁ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): କାର୍ତ୍ତିକ ଆରମ୍ଭରୁ ପରିବା ଦର ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ପାଇଁ ଏହା କଷ୍ଟକର ହୋଇ ପଡ଼ିଛି। ଏପଟେ ଟମାଟୋ ମୂଲ୍ୟ କିଲୋ ପିଛା ୮୦ ଟଙ୍କା ଛୁଇଁଛି। ରାଜଧାନୀର ଖୁଚୁରା ବଜାରରେ ଟମାଟୋ କିଲୋଗ୍ରାମ ପିଛା ୮୦...

ସୋମବାରରୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ ଅଫଲାଇନ ପାଠପଢା

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ସୋମବାରଠାରୁ ଅଫଲାଇନରେ ଅଷ୍ଟମ ଶ୍ରେଣୀ ପଠାପଢ଼ା ଆରମ୍ଭ ହେବ। କ୍ଳାସ ରୁମ୍‌ରେ ପାଠ ପଢି଼ିବେ ଛାତ୍ରୀଛାତ୍ର। ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟ୍ୟାହ୍ନ ୧୨.୩୦ଟା ପର୍ଯ୍ୟନ୍ତ ଚାଲିବ ପାଠପଢା। ଉଭୟ ଅଫ୍‌ଲାଇନ ଏବଂ ଅନ୍‌ଲାଇନରେ ପଢିପାରିବେ ଛାତ୍ରୀଛାତ୍ର। ଯେଉଁ...

ବିନ୍ଦୁସାଗରରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ, ଇନଷ୍ଟାଗ୍ରାମରେ ଶେୟାର କରିଥିଲେ ଶେଷ କଥା

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜଧାନୀ ବିନ୍ଦୁସାଗରରୁ ରବିବାର ଜଣେ ଛାତ୍ରଙ୍କ ମୃତଦେହ ମଳିଛିି। ମୃତକ ଜଣକ ଇଞ୍ଜିନିୟରିଂ ଛାତ୍ର ତାଙ୍କ ନାମ ସାଇଶ୍ରୀ ଜ୍ୟୋତିପ୍ରକାଶ ବୋଲି ଜଣାପଡ଼ିଛି। ଜ୍ୟୋତିପ୍ରକାଶ ମାନସିକ ଦୁଶ୍ଚିନ୍ତାରେ ଥିବା ବେଳେ ଆତ୍ମହତ୍ୟା କରିଥିବା ସନ୍ଦେହ କାରଯାଉଛି । ଏମିତିକି...

ଶଙ୍ଖ ଧରିବେ ପ୍ରଦୀପ ମାଝି, ଚର୍ଚ୍ଚାରେ ପକାଇଲେ ପୂର୍ଣ୍ଣଚ୍ଛେଦ

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଦୁଇଦିନ ତଳୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସେ ଏହି ଇସ୍ତଫା ଦେଇଥିଲେ। ଦଳରେ ଜନସେବା ସୁଯୋଗର ଅଭାବ ଯୋଗୁ ସେ ଦୁଃଖ ଏବଂ...

ମହଙ୍ଗା ହୋଇପାରେ ଜମି,ଘର

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜ୍ୟ ସରକାର ଅସ୍ଥାବର ସମ୍ପତ୍ତିର ବେଞ୍ଚ ମାର୍କ ଭେଲ୍ୟୁ ବିଏମ୍‌ଭି ସଂଶୋଧନ କରିବାକୁ ଯାଉଛନ୍ତି। ଏହି ପଦକ୍ଷେପ ଦ୍ୱାରା ଜମି ଏବଂ ଘର ମହଙ୍ଗା ହୋଇପାରେ। ଏଥିପାଇଁ ବୋର୍ଡ ଅଫ ରେଭିନ୍ୟୁ ଆଇଜି ସବୁ ଜିଲାପାଳ ଏବଂ ଜିଲା...

ଭଙ୍ଗା କୁଡ଼ିଆରେ ଅସହାୟ ଅବସ୍ଥାରେ ଗୁରୁ

ମାଲକାନଗିରି,୨୪।୧୦(ଡି.ଏନ୍‌.ଏ.): ବୟସର ଅପରାହ୍ନରେ ପରିବାର ଲୋକଙ୍କ ସ୍ନେହ ଓ ସେବା ଲୋଡ଼ାହୁଏ। ଶେଷ ସମୟରେ ନିଜର ଲୋକେ ନ ପଚାରିଲେ ଜୀବନ ଜିଇଁବା କଷ୍ଟକର ହୋଇପଡ଼େ। ମାଲକାନଗିରି ପୌରାଞ୍ଚଳର ୧ନମ୍ବର ଓ୍ବାର୍ଡ ଅନ୍ତର୍ଗତ ମୁଣ୍ଡାଗୁଡ଼ାଠାରେ ଜଣେ ବୃଦ୍ଧ ଏଭଳି ଅସହାୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri