ବିଏମ୍ସି ଡେପୁଟି କମିଶନରଙ୍କ ନାଁରେ ଅଭିନେତ୍ରୀଙ୍କ ଅସଦାଚରଣ ଅଭିଯୋଗ
ଭୁବନେଶ୍ୱର,୩୧।୧(ବ୍ୟୁରୋ):ବିଏମ୍ସି ଦକ୍ଷିଣ-ପଶ୍ଚିମ ଜୋନ୍ ଡେପୁଟି କମିଶନର ଯୋଗେଶ୍ୱର ନାୟକଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ସେ ଘରେ ପଶି ଅସଦାଚରଣ ସହ ବ୍ଲାକମେଲ୍ କରୁଥିବା ନେଇ ଜଣେ ଅଭିନେତ୍ରୀ ଶ୍ରୀଲିଙ୍ଗରାଜ ଥାନାରେ ତାଙ୍କ ନାମରେ ଏତଲା ଦେଇଛନ୍ତି। ଅଭିଯୋଗ ଆଧାରରେ ପୋଲିସ…
ମହିଳାଙ୍କୁ ନିଯୁକ୍ତି ସୁଯୋଗ ଦେଇଛି କାଜୁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୧ା୧(ବ୍ୟୁରୋ):ଭାରତ ସରକାରଙ୍କ କୋଚିନ୍ସ୍ଥିତ କାଜୁ ଓ କୋକୋ ଉନ୍ନୟନ ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ କାଜୁ ସମ୍ପର୍କିତ ୨ ଦିନିଆ ଜାତୀୟ ସମ୍ମିଳନୀ ସୋମବାର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଉଦ୍ଘାଟିତ ହୋଇଛି। ଏହି…
ସ୍ନାତକରେ ପାଠ୍ୟକ୍ରମ ଭାବେ ସାମିଲ ହେବ ଏନ୍ସିସି
ଭୁବନେଶ୍ୱର, ୩୧।୧(ବ୍ୟୁରୋ):ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟରେ ଏନ୍ସିସିକୁ ସ୍ନାତକ(ୟୁଜି)ରେ ପାଠ୍ୟକ୍ରମ ଭାବେ ସାମିଲ କରାଯିବ। ୟୁଜିସିର ମଡେଲ ସିଲାବସ୍ ଆଧାରରେ ୟୁଜି ସ୍ତରରେ ଏନ୍ସିସିକୁ ଜେନେରାଲ ଇଲେକ୍ଟିଭ୍ କୋର୍ସ ଭାବେ ପଢ଼ାଯିବ। ଏ ନେଇ ସୋମବାର ଉଚ୍ଚଶିକ୍ଷା ବିଭାଗ…
ସରକାରୀ କର୍ମଚାରୀଙ୍କୁ ମିଳିବ ପଦୋନ୍ନତି
ଭୁବନେଶ୍ୱର,୩୧ା୧(ବ୍ୟୁରୋ):ପଦୋନ୍ନତି ଠିକ୍ ସମୟରେ ମିଳୁ ନ ଥିବାରୁ ଅନେକ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ପଦୋନ୍ନତି ପାଇଁ ବହୁ କର୍ମଚାରୀ ଅପେକ୍ଷା କରି ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଫେବୃୟାରୀ ୧ରୁ ୩ ତାରିଖ ପର୍ଯ୍ୟନ୍ତ ପଦୋନ୍ନତି…
ଚର୍ଚ୍ଚାରେ ହତ୍ୟାର କାରଣ
ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ୍, ୩୧ା୧:ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟାର କାରଣ ଏଯାବତ୍ ସ୍ପଷ୍ଟ ହୋଇ ନାହିଁ। କ୍ରାଇମ୍ବ୍ରାଞ୍ଚ ରବିବାରଠାରୁ ପହଞ୍ଚତ୍ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି। କ୍ରାଇମ୍ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା,…
‘ଭୁଲ ବୁଝାମଣା ସମାଧାନ ପରେ ଏବେ ଏକାଠି ରହିବୁ’
ଭୁବନେଶ୍ୱର,୩୦।୨(ବ୍ୟୁରୋ): ଶେଷର ସମାଧାନ ହୋଇଛି ଲୋକପ୍ରିୟ କଣ୍ଠଶୀଳ୍ପି ହ୍ୟୁମାନ୍ ସାଗରଙ୍କ ଘରୋଇ ବିବାଦ। ଉଭୟ ହ୍ୟୁମାନ୍ ଏବଂ ତାଙ୍କ ସ୍ତ୍ରୀ ଶ୍ରୀୟା ଏବେ ଏକାଠି ରହିବେ। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ସବୁ ମହଲରେ ଖୁସି ଦେଖାଦେଇଛି। ଏହାକୁ…
ମନ୍ତ୍ରୀଙ୍କୁ ମାରି ଚାକିରିରୁ ବିଦା ହେଲେ ଏଏସ୍ଆଇ ଗୋପାଳ
ଭୁବନେଶ୍ୱର,୩୦।୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଚନ୍ଦ୍ର ଦାସଙ୍କୁ ସୋମବାର ଚାକିରିରୁ ବିଦା କରାଯାଇଛି। ଝାରସୁଗୁଡ଼ା ଏସ୍ପି ଚାକିରିରୁ ତାଙ୍କୁ ବରଖାସ୍ତ କରିଛନ୍ତି। ତେବେ ଗୋପାଳଙ୍କୁ ରବିବାରଠାରୁ ଅଟକ ରଖାଯାଇଥିଲା। କ୍ରାଇମ୍ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୋମବାର…
ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ସର୍ବବୃହତ୍ ହକି ଫିଲ୍ଡ ଲୋଗୋ
ବ୍ରହ୍ମପୁର ଅଫିସ୍, ୩୦ା୧: ୱେଷ୍ଟ ଟୁ ହେଲ୍ଥ ଦକ୍ଷତାକୁ ନେଇ ବ୍ରହ୍ମପୁର ଆଇଟିଆଇ ପୁଣି ଏକ ରେକର୍ଡ ହାସଲ କରିଛି। ଆଇଟିଆଇ ବିଦ୍ୟାର୍ଥୀଙ୍କ ଦ୍ୱାରା ନିର୍ମିତ ବୃହତ୍ତମ ହକି ଫିଲ୍ଡ ଲୋଗୋ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି। ଏହି…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲା: ଗିରଫ ହେଲେ ଗୋପାଳ ଦାସ
ଝାରସୁଗୁଡା ଅଫିସ,୩୦।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସଙ୍କୁ ସୋମବାର ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଗୋପାଳଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି। ଘଟଣାସ୍ଥଳ ଯାଞ୍ଚ କରାଯାଇ ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କୁ…
ପଞ୍ଚଭୂତରେ ବିଲୀନ ହେଲେ ନବ କିଶୋର
ଝାରସୁଗୁଡ଼ା ଅଫିସ,୩୦।୧: ପଞ୍ଚଭୂତରେ ବିଲୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଝାରସୁଗୁଡ଼ା ଖେରୁଆଲ ଶ୍ମଶାନରେ ସ୍ବାସ୍ଥ୍ୟ ମନ୍ତ୍ରୀ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦାର ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ସନ୍ଧ୍ୟା ୫ଟାରେ ପୁଅ ବିଶାଳ ମୁଖାଗ୍ନି ଦେଇଥିଲେ।…
ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ
ଭବାନୀପାଟଣା,୩୦।୧(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ। ଗତ ୧୨ ତାରିଖରେ ଜଳ ବିଭାଜିକା ପ୍ରକଳ୍ପ ସହକାରୀ ନିର୍ଦ୍ଦେଶକ ତଥା ଆକାଉଣ୍ଟାଣ୍ଟ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭବାନୀପାଟଣା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସୋମବାର ପୁଣି ଜଣେ…
ମୋ ସ୍ବାମୀ ମନ୍ତ୍ରୀଙ୍କ ପିଏସ୍ଓ ନ ଥିଲେ: ଜୟନ୍ତୀ
ଭୁବନେଶ୍ବର,୩୦।୧(ବୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଗୁଳିକାଣ୍ଡ ଘଟଣାକୁ ନେଇ କ୍ରାଇବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଗୁଳିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଏଏସ୍ଆଇ ଏକାକୀ ଗୁଳି କରିଥିବା ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିରେ ଗୋପାଳ ଦାସଙ୍କ ସ୍ତ୍ରୀ ଜୟନ୍ତୀ ଦାସ…
Archives


