ମଥୁରାରୁ ଚାଲିଥିଲା ଠକେଇ କାରବାର
ପୁରୀ ଅଫିସ,୮ା୨: ସାଇବର ଠକେଇକୁ ନେଇ ଏବେ ଆକ୍ସନ ମୁଡ୍ରେ ପୁରୀ ପୋଲିସ। ଲୋକଙ୍କୁ ସଚେତନ କରାଇବା ସହ ସାଇବର ଠକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିଥିବା ପୁରୀ ନୀଳାଚଳ ଭକ୍ତନିବାସ ନାମରେ ଫେକ୍ ଓ୍ବେବ୍ସାଇଟ୍…
୧୦ରୁ ଧଉଳି-କଳିଙ୍ଗ ମହୋତ୍ସବ
ଭୁବନେଶ୍ୱର,୮।୨ (ବ୍ୟୁରୋ): ବିଶ୍ୱ ପ୍ରସିଦ୍ଧ ଧଉଳି ପାହାଡ଼ର ପାଦଦେଶରେ ଫେବୃୟାରୀ ୧୦ରୁ ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ ହେବ। ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ…
ଜିଏସ୍ଟି ଚଢ଼ାଉ, ୧୭.୮୧ ଲକ୍ଷ ଟଙ୍କା ଜବତ
କଟକ ଅଫିସ,୮ା୨: ସରକାରଙ୍କୁ ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ଫାଙ୍କି ବ୍ୟବସାୟ କରିବା ଅଭିଯୋଗରେ ଜିଏସ୍ଟି ବିଭାଗ ପକ୍ଷରୁ ମଙ୍ଗଳବାର କଟକର ଜଣେ ବ୍ୟବସାୟୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ସମେତ ୪ଟି ଜାଗାରେ ଚଢ଼ାଉ କରାଯାଇଛି। ଚଢ଼ାଉବେଳେ ୧୭ ଲକ୍ଷ ୮୧…
ଫୁଡ୍ ସବ୍ସିଡି: କେନ୍ଦ୍ର ଉପରେ ୧୪,୨୪୯.୦୭ କୋଟି ବାକି
ଭୁବନେଶ୍ୱର,୮ା୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଉପରେ ପ୍ରାୟ ୧୪,୨୪୯.୦୭ କୋଟି ଟଙ୍କା ଫୁଡ୍ ସବ୍ସିଡି ବାବଦ ଅର୍ଥ ବକେୟା ପଡ଼ିରହିଛି। ସେଥିରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ୩ ମାସର ବକେୟା ୫,୨୭.୩୬ କୋଟି ଟଙ୍କା ବକେୟା ରହିଥିବା ବେଳେ ଚତୁର୍ଥ ତ୍ରୈମାସିକ…
ରାଜ୍ୟରେ ବଢ଼ୁଛି ସର୍ପଦଂଶନ ମୃତ୍ୟୁ
ଭୁବନେଶ୍ୱର, ୮।୨(ବ୍ୟୁରୋ): ରାଜ୍ୟରେ ସର୍ପଦଂଶନଜନିତ ମୃତ୍ୟୁସଂଖ୍ୟାରେ ରୋକ ଲାଗିପାରୁନାହିଁ। ୨୦୧୫ ମସିହାରେ ରାଜ୍ୟରେ ୫୨୨ଜଣ ଲୋକଙ୍କର ସାପକାମୁଡ଼ାରେ ମୃତ୍ୟୁ ଘଟିଥିବା ପଞ୍ଜୀକୃତ ହୋଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ବୃଦ୍ଧିପାଇ ୧,୧୫୯ରେ ପହଞ୍ଚତ୍ଥିବା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡମା)…
ଜେଇଇ ମେନ୍ ସେସନ-୧ ପରୀକ୍ଷାଫଳ ପ୍ରକାଶ
ଭୁବନେଶ୍ୱର, ୮ା୨(ବ୍ୟୁରୋ): ଆଇଆଇଟି ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ କରାଯାଇଥିବା ଜେଇଇ ମେନ୍ ସେସନ-୧ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ୮.୬ଲକ୍ଷ ଛାତ୍ରୀଛାତ୍ର ପେପର୍-୧ ଏବଂ ୦.୪୬…
ଓପିଏସ୍ସି ପକ୍ଷରୁ ୫୭ ସିଭିଲ୍ ଜଜ୍ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ସମସ୍ତ ସୂଚନା…
କଟକ ଅଫିସ,୭ା୨: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍) ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇନ ବିଭାଗ ଅଧୀନରେ ଓଡ଼ିଶା ଓଜେଏସ୍ ୨୦୨୨ରେ ସିଭିଲ୍ ଜଜ୍ଙ୍କ ପାଇଁ ୫୭ଟି ପଦବୀ ପୂରଣ ହେବ। ସେଥିମଧ୍ୟରୁ…
ରାଷ୍ଟ୍ରପତିଙ୍କ କଟକ ଗସ୍ତ ପ୍ରସଙ୍ଗ: ଆବଶ୍ୟକ ଗାଡ଼ି ନ ଆସିବାରୁ ଗିରଫ ପରଓ୍ବାନା ଜାରି କଲେ ଜିଲାପାଳ
କଟକ ଅଫିସ,୭।୧: ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଥର ଲାଗି ଓଡ଼ିଶା ଗସ୍ତରେ ଆସୁଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ୧୧ ତାରିଖରେ…
ଦିଲ୍ଲୀ ଗଲେ ପିଣ୍ଟୁ: କରାଯିବ ଲିଭର୍ ଟ୍ରାନ୍ସପ୍ଲାଣ୍ଟ
ଭୁବନେଶ୍ୱର,୭।୨(ବ୍ୟୁରୋ): ଦିଲ୍ଲୀ ଗଲେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ। ଗୁରୁତର ଲିଭର ସିରୋସିସ୍ ଜନିତ ରୋଗରେ ପୀଡ଼ିତ ଥିବା ପିଣ୍ଟୁଙ୍କୁ ଅଧିକ ଚିକିତ୍ସା ଲାଗି ଦିଲ୍ଲୀ ନିଆଯାଇଛି। ମଙ୍ଗଳବାର ସକାଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଯାଇଛନ୍ତି। ସେଠାରେ ଇନ୍ଷ୍ଟିଚ୍ୟୁଟ୍…
କ୍ରାଇମ୍ ସ୍ପଟରୁ ଡେମୋ ଦେଖାଇଲେ ଗୋପାଳ
ବ୍ରଜରାଜନଗର,୭।୨(ଡି.ଏନ୍.ଏ.): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ପୋଲିସ ମଙ୍ଗଳବାର ସିନ୍ ରିକ୍ରିଏଶନ୍ କରିଛି। ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମ୍ ସ୍ପଟକୁ ନିଆଯାଇ ସେଠାରେ ଡେମୋ ଦେଖାଯାଇଛି। କିପରି ଏତେ ଲୋକଙ୍କ ମଧ୍ୟରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ପୋଲିସ…
ଅର୍ଚ୍ଚନା ନାଗ ମାମଲା: ଖଗେଶ୍ୱରଙ୍କ ଜାମିନ ଆବେଦନ ଖାରଜ
ଭୁବନେଶ୍ୱର,୭।୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମଲାରେ ଜଡିତ ଥିବା ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ। ଜିଲା ଜଜ୍ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିବା ଜଣାପଡିଛି। ଖଗେଶ୍ୱର ଜାନୁୟାରୀ ୨୪ରେ ଜାମିନ ଆବେଦନ କରିଥିଲେ। ଅନ୍ୟପଟେ, ବ୍ଲାକ୍ମେଲର…
ରାଜ୍ୟରେ ବଢିବ ତାପମାତ୍ରା
ଭୁବନେଶ୍ୱର,୭।୨(ବ୍ୟୁରୋ): ରାଜ୍ୟରେ କମିବ ଶୀତ। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବ। ଏଥିସହ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଅନ୍ୟପଟେ, ଫେବୃୟାରୀରେ…
Archives


