ମାଟି ଅତଡ଼ା ଧସି ୨ ମୃତ, ୨ ଗୁରୁତର
କୋରାପୁଟ/ନନ୍ଦପୁର,୨୯ା୩ (ସ୍ବ.ପ୍ର): ଘର ଲିପାପୋଛା ପାଇଁ ଆବଶ୍ୟକ ମାଟି ସଂଗ୍ରହ କରୁଥିବା ୪ ମହିଳାଙ୍କ ଉପରେ ଅତଡ଼ା ଧସିଯାଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। କୋରାପୁଟ ଜିଲା ନନ୍ଦପୁର ଥାନା ହିକମପୁଟ ନିକଟ ଲେଞ୍ଜିପୁଟ ନାଳ ନିକଟରେ…
ରାଜ୍ୟରେ ୧୦ ବର୍ଷରେ ୨୯ ବାଘ ଶିକାର
ଭୁବନେଶ୍ୱର,୨୯ା୩ (ବ୍ୟୁରୋ): ଓଡ଼ିଶାରେ ଗତ ୧୦ ବର୍ଷ ଅର୍ଥାତ୍ ୨୦୧୨-୧୩ରୁ ୨୦୨୧-୨୨ ଭିତରେ ୨୯ ବାଘଙ୍କୁ ଶିକାରୀ ମାରିଛନ୍ତି। ସେଥିମଧ୍ୟରେ ୩ଟି ମହାବଳ, ୨୬ଟି କଲରାପତରିଆ ବାଘ ରହିଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ମଙ୍ଗଳବାର ବିଧାନସଭାରେ ଏହି…
ପୁରୀରେ ଯାତ୍ରୀବାହୀ ଟ୍ରେନ୍ ଲାଇନ୍ଚ୍ୟୁତ
ପୁରୀ ଅଫିସ,୨୯ା୩: ପୁରୀ ରେଳ ଷ୍ଟେଶନ ନିକଟରେ ସୋମବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଗୁଣପୁର-ପୁରୀ ଏକ୍ସପ୍ରେସ ଟ୍ରେନଟି ସଂଟିଙ୍ଗ କରୁଥିବା ସମୟରେ ଦୁଇଟି ବଗି ଲାଇନ୍ଚ୍ୟୁତ ହୋଇଛି। ଅପରାହ୍ନ ପ୍ରାୟ ୨ଟା ୫୦ରେ ଗୁଣପୁର-ପୁରୀ ଏକ୍ସପ୍ରେସ ଟ୍ରେନ ନଂ. ୧୮୪୧୮ଟି…
ରାଜ୍ୟରେ ଏପ୍ରିଲ ୧ ଯାଏ ବର୍ଷା
ଭୁବନେଶ୍ୱର,୨୮।୩(ବ୍ୟୁରୋ): ୨୯ରୁ ଆଉ ଏକ ପଶ୍ଚିମାଝଡ। ଏହାର ପ୍ରଭାବରେ ରାଜ୍ୟରେ ୩୦ମାର୍ଚ୍ଚରୁ ୧ ଏପ୍ରିଲ ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ତେବେ ମାର୍ଚ୍ଚ ୩୧ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ମଧ୍ୟମ ଧାରଣ ବର୍ଷା ସହ କଟକ,…
ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା: ମିଶନ ଶକ୍ତି ସଚିବ କଲେ ଦର୍ଶନ
ପୁରୁଷୋତ୍ତମପୁର,୨୮।୩(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇ ପାହାଡ଼ ଚତୁଃପାର୍ଶ୍ୱ ଲୋକାରଣ୍ୟ ହୋଇପଡିଛି। ଏହି ପାଳିରେ ରାତି ସାଢେ ୧୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ…
କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, ୨୮ା୩(ବ୍ୟୁରୋ):ଖରିଫ ବିପଣନ ବର୍ଷ ୨୦୨୨-୨୩ରେ ଓଡ଼ିଶାରେ ୨୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ରହିଯିବ। ଏହି ବଳକା ଚାଉଳ କେନ୍ଦ୍ର ସରକାର ନ ଉଠାଇଲେ ଆଗାମୀ ଋତୁରେ ଧାନ ସଂଗ୍ରହ କାର୍ଯ୍ୟ ଗଭୀର ଭାବେ ବାଧାପ୍ରାପ୍ତ ହେବ। ରାଜ୍ୟର…
ରାଜ୍ୟରେ ୧୮,୨୬୮ଜଣଙ୍କୁ ମିଳିଛି ବନ୍ଧୁକ ଲାଇସେନ୍ସ
ଭୁବନେଶ୍ୱର,୨୮ା୩(ବ୍ୟୁରୋ):ରାଜ୍ୟରେ ୧୮,୨୬୮ଜଣଙ୍କୁ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଛି। ବ୍ୟକ୍ତିଗତ ସୁରକ୍ଷା, ବ୍ୟାଙ୍କ ସମ୍ପତ୍ତି ସୁରକ୍ଷା, କ୍ରୀଡ଼ା ଓ ଟାର୍ଗେଟ ଅଭ୍ୟାସ ନିମନ୍ତେ ଜିଲା ଏସ୍ପିଙ୍କ ରିପୋର୍ଟ ଆଧାରରେ ଜିଲାପାଳମାନେ ଏହି ବନ୍ଧୁକ ଲାଇସେନ୍ସ ଦେଇଛନ୍ତି। କଂଗ୍ରେସ ସଭ୍ୟ ତାରପ୍ରସାଦ ବାହିନୀପତିଙ୍କ ଏକ…
କରୋନା ପାଇଁ ପୁଣି ବାଜିଲା ସତର୍କ ଘଣ୍ଟି
ଭୁବନେଶ୍ୱର, ୨୮।୩ (ବ୍ୟୁରୋ): କିଛି ଦିନର ବ୍ୟବଧାନ ପରେ ସମଗ୍ର ଦେଶରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବଢିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ଏବେଠାରୁ ସତର୍କ ରହିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଏଥିସହ ବେଡ୍ ଓ…
୫ ସ୍ଥାନରେ ଭାଜପାକୁ ଟାର୍ଗେଟ କରିବ କଂଗ୍ରେସ
ଭୁବନେଶ୍ବର, ୨୮ା୩(ବ୍ୟୁରୋ):କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ଲୋକ ସଭାରେ ରଦ୍ଦ ହେବା ପରେ ସାରା ଦେଶରେ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ଏବେ ଓଡ଼ିଶାରେ ମଧ୍ୟ ତୀବ୍ର ପ୍ରତିବାଦ ଦେଖିବାକୁ ମିଳୁଛି। ଦୁଇ ଦିନ…
ସାଙ୍ଗ ଗାଡ଼ିରେ ଅପରାଧ
ଭୁବନେଶ୍ୱର,୨୮।୩(ବ୍ୟୁରୋ):ସାଙ୍ଗକୁ ଗାଡି ଦେଉଥିଲେ ହୋଇଯାଅ ସାବଧାନ। ନ ହେଲେ ଆପଣଙ୍କ ଗାଡିକୁ ବି ଜବତ କରିପାରେ ପୋଲିସ। କାରଣ କେହି ବି ଆପଣଙ୍କ ଗାଡିକୁ ଆପରାଧିକ କାର୍ଯ୍ୟରେ ବ୍ୟବହାର କରିପାରେ। ସାଙ୍ଗଠାରୁ ଗାଡ଼ି ମାଗିଆଣି ରାଜଧାନୀରେ ଲୁଟ୍ପାଟ କରୁଥିବା ଜଣେ ଚତୁର…
ଷ୍ଟାଟସ୍ ରିପୋର୍ଟ ଦାଖଲ ଲାଗି ୩ ମାସ ସମୟ ମାଗିଲା କେନ୍ଦ୍ର
ନୂଆଦିଲ୍ଲୀ, ୨୮ା୩:ପୋଲାଭରମ ଜଳସେଚନ ପ୍ରକଳ୍ପକୁ ନେଇ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ବୈଠକ ଡକାଯାଇଥିଲା। ଏହାର ଷ୍ଟାଟସ୍ ରିପୋର୍ଟ ଦାଖଲ ଲାଗି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ୩ ମାସ ସମୟ ମାଗିଛନ୍ତି। ଜଷ୍ଟିସ୍…
ରୂପାନ୍ତରିତ ହେବ ୧୦ ହଜାର ପ୍ରାଥମିକ ବିଦ୍ୟାଳୟ
ଭୁବନେଶ୍ୱର,୨୮।୩(ବ୍ୟୁରୋ):‘ମୋ ସ୍କୁଲ’ର ଦଶମ ପରିଚାଳନା ପରିଷଦ ବୈଠକ ମୋ ସ୍କୁଲ୍ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ବିଦ୍ୟାଳୟଗୁିକର ସଫଳ ରୂପାନ୍ତରୀକରଣ ପରେ ଏବେ ୧୦ହଜାର ପ୍ରାଥମିକ ବିଦ୍ୟାଳୟର ନବୀକରଣ କରିବାକୁ ନିଷ୍ପତ୍ତି ନିିଆଯାଇଛି। ସ୍ଥାନୀୟ କର୍ପୋରେଟ୍…
Archives


