ରାଜ୍ୟ

ଆଦ୍ୟାଶା ‘ମିସ୍‌ ଓଡ଼ିଶା’, ଜୟାନୀ ‘ଟିନ୍‌ ମିସ୍‌ ଓଡ଼ିଶା

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଓଡ଼ିଶା ଫ୍ୟାଶନ ଭିଲ୍ଲା ପକ୍ଷରୁ ‘କଳିଙ୍ଗ ରାଜକୁମାରୀ’ ରବିବାର ନିକୋପାର୍କ ନିକଟ ୯ ଷ୍ଟ୍ରିଟ୍‌ କନ୍‌ଭେନ୍‌ଶନ୍‌ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଆଦ୍ୟାଶା ପ୍ରିୟଦର୍ଶିନୀ ‘ଦି ମିସ୍‌ ଓଡ଼ିଶା’ ମୁକୁଟ ପିନ୍ଧିଥିବାବେଳେ ଅନନ୍ୟା ବିଶ୍ୱାଳ ରନର୍ସ ଅପ୍‌ ହୋଇଛନ୍ତି। ସେହିପରି ଜୟାନୀ…

୬୧ ହଜାର ମାମଲା, ୪୯ ହଜାରରୁ ଊର୍ଦ୍ଧ୍ୱ ଗିରଫ

ଭୁବନେଶ୍ୱର,୧୭।୪ (ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷରେ ଅବକାରୀ ବିଭାଗ ପକ୍ଷରୁ ୬୧ ହଜାରରୁ ଊର୍ଦ୍ଧ୍ୱ ମାମଲା ରୁଜୁ କରାଯାଇ ୪୯ରୁ ଊର୍ଦ୍ଧ୍ୱ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାମଲା ଓ ଗିରଫଦାରି ସଂଖ୍ୟା ପୂର୍ବବର୍ଷ ତୁଳନାରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ହୋଇଛି।…

ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ ଅଫିସ,୧୭ା୪: ସୋମବାର ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ସନ୍ଧ୍ୟା ୬ରୁ ରାତି ୧୦ ଯାଏ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ। ଦ୍ୱିତୀୟ ଭୋଗ ପରେ ପଇତା ଲାଗି ନୀତି ଯୋଗୁ ଦର୍ଶନ ବନ୍ଦ ରହିବବୋଲି ଶ୍ରୀମନ୍ଦିର…

ଖୋଲିଲା ସ୍କୁଲ, ଆସିଲେ ପିଲା

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଆଜିଠୁ ପୁଣି  ଖୋଲିଛି ସ୍କୁଲ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗତ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିଲା। ଆଜିଠୁ ସକାଳ ସାଢ଼େ ୬ରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାମାନେ…

୪୩ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଗତ କିଛିଦିନ ଧରି ରାଜ୍ୟରେ ପାରଦା ଉପରମୁହାଁ ରହିଛି। ପ୍ରବଳ ଗରମରେ ଆଉଟୁପାଉଟୁ ହେଉଛି ସାରା ଓଡ଼ିଶା। ରବିବାର ୯ ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବାବେଳେ ୪୩ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା।…

କାଜୁ ତୋଳିବାକୁ ନେଇ ୨ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ

ଛତିଆ,୧୬ା୪(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ କାଇମାଟିଆ ଏବଂ ଅଭୟପୁର ଗ୍ରାମ ମଧ୍ୟରେ କାଜୁ ମଞ୍ଜି ତୋଳିବାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷରୁ ୬ ଜଣ ଆହତ ହୋଇଛନ୍ତି। ଏନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି…

ପରକ୍ରିୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ହତ୍ୟା: ବନ୍ଧା ହେଲେ ୩ ଅଭିଯୁକ୍ତ

ସୋହେଲା,୧୬।୪(ଡି.ଏନ୍‌.ଏ): ବରଗଡ଼ ଜିଲା ସୋହେଲା ଥାନା ଅଧୀନ ବୁଡ଼ାମାଳ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଗ୍ରାମର ସାନନ୍ଦ ସା(୩୫)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ଟାଙ୍ଗିଆରେ ହାଣି ହତ୍ୟା ପରେ ବ୍ଲେଡରେ ଯୌନାଙ୍ଗ କାଟି ଦେଇଥିଲେ। ଏ ନେଇ ରବିବାର…

ସମ୍ବଲପୁରରେ କର୍ଫ୍ୟୁ କୋହଳ

ସମ୍ବଲପୁର ଅଫିସ,୧୬।୪: ସମ୍ବଲପୁରରେ ହନୁମାନ ଜୟନ୍ତୀରେ ହୋଇଥିବା ହିଂସାକାଣ୍ଡକୁ ନେଇ ସହରରେ ଶୁକ୍ରବାର ରାତି ୧୨ଟାରୁ କଫ୍ୟୁ ଲାଗୁ କରାଯାଇଥିଲା। ବର୍ତ୍ତମାନ ଏହାକୁ କୋହଳ କରାଯାଇଛି। ସୋମବାର ସକାଳ ୭ଟା ୩୦ରୁ ପୂର୍ବାହ୍ନ ୧୧.୩୦ ଏବଂ ଅପରାହ୍ନ ୩ଟା ୩୦ରୁ ୬ଟା…

ପୁଅବୋହୂର ଆକ୍ରମଣରେ ଚାଲିଗଲା ବୃଦ୍ଧା ମା’ଙ୍କ ଜୀବନ

ଦାରିଙ୍ଗବାଡ଼ି,୧୬।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଧୀନ ପାଙ୍ଗଲି ଗ୍ରାମରେ ପାରିବାରିକ କଳହକୁ ନେଇ ପୁଅବୋହୂର ଆକ୍ରମଣରେ ଜଣେ ବୃଦ୍ଧା ମା’ଙ୍କ ମୃତ୍ୟୁ ଘଟିଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ମୃତା ବୃଦ୍ଧା ହେଲେ ପାଡନକେତା ଗ୍ରାମର ପୁଷ୍ପାଞ୍ଜଳି ପରିଚ୍ଛା। ଏନେଇ…

ସମ୍ବଲପୁରରେ ଆଉ ୨ ଦିନ ସ୍କୁଲ ବନ୍ଦ

ସମ୍ବଲପୁର ଅଫିସ,୧୬।୪: ସମ୍ବଲପୁର ଜିଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଛୁଟି ଅବଧିକୁ ଆଉ ୨ ଦିନ ବଢାଇ ଦିଆଯାଇଛି। ସୋମବାର ଏବଂ ମଙ୍ଗଳବାର ୨ ଦିନ ବନ୍ଦ…

ଦିନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ୩ ସହର

ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ ଆଗାମୀ ୩ ଦିନ ମଧ୍ୟରେ ଦିନ ତାପମାତ୍ରା ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ଯାଏ ତଳକୁ ଖସିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ,…

ଅଙ୍ଗନଓ୍ବାଡି କେନ୍ଦ୍ରରେ ସକାଳ ୭ରୁ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତ ଏପ୍ରିଲ ୧୭ରୁ ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପାଠପଢ଼ା ସକାଳ ୭ଟାରୁ ଦିନ ୧୦ ପର୍ଯ୍ୟନ୍ତ ଚାଲିବ। ସ୍ଥଳ ବିଶେଷରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲାପାଳମାନେ ସେମାନଙ୍କ ଜିଲାର ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକର ସମୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri