ମେ ୫ ତାରିଖ ପର୍ଯ୍ୟନ୍ତ ତାତିରୁ ଆଶ୍ୱସ୍ତି
ଭୁବନେଶ୍ୱର, ୨୫।୪: ଖରା ତାତିରୁ ମିଳବ ଆଶ୍ୱସ୍ତି । ମେ ୫ ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରା ବଢ଼ିବନି । ବଙ୍ଗୋପସାଗର ସଂଲଗ୍ନ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସମୁଦ୍ର ଆଡ଼ୁ ଜଳକଣାପୂର୍ଣ୍ଣ ପବନ ପ୍ରବାହିତ ହୋଇଥିବାରୁ ତାପମାତ୍ରା ବୃଦ୍ଧି…
ପିସିସି କମିଟି ଘୋଷଣା ପରେ ଅସନ୍ତୋଷ ପ୍ରକାଶ କଲେ ବିଧାୟକ ତାରା ପ୍ରସାଦ ବାହିନୀପତି
ଭୁବନେଶ୍ବର ୨୫।୪: ପିସିସି କମିଟି ଘୋଷଣା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି । ବାହିନୀପତି କହିଛନ୍ତି, ମୋତେ କି ମୋ ପରିବାର କାହାକୁ ପଦ ପଦବୀର ଆବଶ୍ୟକତା ନାହିଁ । କାହା ଦୟାରେ କ’ଣ…
ଓଡ଼ିଶାରେ ୧୨ ଦିନ ରହିଥିଲେ ଗ୍ୟାଙ୍ଗଷ୍ଟର ଗଡ୍ଡୁ ମୁସଲିମ!
ଭୁବନେଶ୍ୱର,୨୫।୪(ବ୍ୟୁରୋ): ଓଡ଼ିଶାର ଗ୍ୟାଙ୍ଗଷ୍ଟର ଗଡ୍ଡୁ ମୁସଲିମ୍ ୧୨ ଦିନ ରହିଥିଲେ। ଏପ୍ରିଲ୍ ୨ରୁ ୧୩ ତାରିଖ ପର୍ଯ୍ୟନ୍ତ ରହିଥିବା ନେଇ ଯାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଗଡ୍ଡୁ ମୁସଲିମ ୧୨ ଦିନ ଓଡ଼ିଶାରେ ରହିଥିଲେ। ପରେ ସେଠାରୁ…
ବିଜେବି କଲେଜ ଗଣ୍ଡୋଗୋଳ ଘଟଣା: ପୁଣି ୪ ଅଣଛାତ୍ରଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ବର,୨୫।୪(ବ୍ୟୁରୋ): ବିଜେବି କଲେଜରେ କ୍ରିକେଟ୍ ଖେଳକୁ ନେଇ ହୋଇଥିବା ଗଣ୍ଡଗୋଳ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଙ୍ଗଳବାର ୪ ଜଣ ଅଣଛାତ୍ରଙ୍କୁ ପୋଲିସ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ସୂଚନାଯୋଗ୍ୟ,…
କାନ୍ଥ ଚିତ୍ରାଙ୍କନରେ ସୀମିତ ୫-ଟି ବିଦ୍ୟାଳୟ
ମାଲକାନଗିରି,୨୫ା୪ (ଡି.ଏନ୍.ଏ.): ମାଲକାନଗିରି ଜିଲାରେ ୭୦ରୁ ଊର୍ଦ୍ଧ୍ୱ ଉଚ୍ଚ ବିଦ୍ୟାଳୟ ୫-ଟିରେ ରୂପାନ୍ତର ହୋଇଛନ୍ତି। ଏଥିପାଇଁ ଆସୁଥିବା ଅନୁଦାନରେ ବିଦ୍ୟାଳୟରେ ଭିତ୍ତିଭୂମି, ପାଠାଗାର, କମ୍ପ୍ୟୁଟର,ଶିକ୍ଷା, ସ୍ମାର୍ଟ କ୍ଲାସ୍, ଚିତବିନୋଦନ, କ୍ରୀଡା, ପାନୀୟ ଜଳ, ପରିମଳ, ସୁନ୍ଦର ବଗିଚା, ଶିଶୁ ଉଦ୍ୟାନ, ବିଦ୍ୟାଳୟ…
ରୋଗୀଙ୍କୁ ନେଇ ଯାଉଥିବା ବେଳେ ଫାଟିଲା ୧୦୮ ଆମ୍ବୁଲାନ୍ସ ଚକା
ନୀଳଗିରି, ୨୫।୪(ସ୍ବ.ପ୍ର): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବରହମପୁର ମେଡିକାଲରୁ ରୋଗୀ ନେଇ ଯାଉଥିବା ବେଳେ ଅଧାବାଟରେ ୧୦୮ ଆମ୍ବୁଲାନ୍ସ ଚକା ଫାଟିଯାଇଛି। ହେଲେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ରୋଗୀ ଏବଂ ଆମ୍ବୁଲାନ୍ସ କର୍ମଚାରୀ। ମିଳିଥିବା…
ଅନୈତିକ ସମ୍ପର୍କ: ଯୁବକଙ୍କୁ ପିଟିପିଟି ମାରିଦେଲେ ବାପ-ପୁଅ
ମୋରଡା,୨୫।୪(ଡି.ଏନ୍.ଏ.): ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟିପିଟି ମାରିଦେବା ଚର୍ଚ୍ଚାର ବିଷୟ ହୋଇଛି। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ବେତନଟୀ ଥାନା ଅଧୀନ ଭାଲିଆଡିହା ପଞ୍ଚାୟତର କେନ୍ଦୁଛାଟିଆ ଗ୍ରାମରେ । ମିଳିଥିବା…
ପୂର୍ବାପେକ୍ଷା ଚାଷୀଙ୍କ ଆୟ କମିଛି: କଂଗ୍ରେସ
ଭୁବନେଶ୍ବର, ୨୫ା୪(ବ୍ୟୁରୋ) : ଓଡ଼ିଶା ସରକାର କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ବହୁ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି ୨୦୧୨-୧୩ରେ ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରକାଶ କରି କହିଥିଲେ, ସାରା ଭାରତ ବର୍ଷରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି କୃଷକଙ୍କ ଆୟକୁ…
ପଳାଶୁଣୀ ବସ୍ଷ୍ଟାଣ୍ଡ୍ରେ ନାହିଁ ଶୌଚାଳୟ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର, ୨୫।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ୧ନମ୍ବର ସ୍ମାର୍ଟସିଟିରେ ପରିଣତ କରିବା ସହ ସହରକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ବିଏମ୍ସି ସର୍ବଦା ଚେଷ୍ଟା କରି ଆସୁଥିବା ପ୍ରଚାର କରୁଛି। କେଉଁଠି ଅଳିଆ ଉଠାଇ ତ ଆଉ…
ନୂଆ ରୂପ ପାଇବ ଫିଶେରି, ସ୍ପ୍ରିଙ୍ଗ ଟ୍ୟାଙ୍କ୍
ଭୁବନେଶ୍ୱର, ୨୫।୪ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଏକାମ୍ର ହଲରେ ‘ଆମ ପୋଖରୀ’ ସମ୍ପର୍କିତ ଏକ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେୟର ସୁଲୋଚନା ଦାସ ଅଧ୍ୟକ୍ଷତା କରି ‘ଜଳାଶୟ ଆମ ଐତିହ୍ୟର ଅଙ୍ଗ, ଏହାର…
ଫୋନ୍ରେ କଥା ହୋଇ ୭ ମହଲାରୁ ଡେଇଁଥିଲେ ମାନସ
ଭୁବନେଶ୍ୱର,୨୫।୪ (ବ୍ୟୁରୋ): ଖାରବେଳନଗର ଥାନା ଅନ୍ତର୍ଗତ ମାଷ୍ଟରକ୍ୟାଣ୍ଟିନସ୍ଥିତ ଚନ୍ଦ୍ରମା ଆପାର୍ଟମେଣ୍ଟରୁ ଖସି ଆଇନ ଛାତ୍ର ଅନିରାଜ ମାନସ ଟୁଡୁଙ୍କ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ ଆପାର୍ଟମେଣ୍ଟର ସିସିଟିଭି ଫୁଟେଜ ପାଇବା ପରେ ତଦନ୍ତର ମୋଡ଼ ବଦଳିଛି। ବିବାର…
ଜିଲାପାଳ, ଏସ୍ପିଙ୍କୁ ଜବାବ ମାଗିଲେ ଓଏଚ୍ଆର୍ସି
କଟକ ଅଫିସ,୨୫ା୪: ସମ୍ବଲପୁରରେ ହନୁମାନ ଜୟନ୍ତୀବେଳେ ସଂଘଟିତ ଗୋଷ୍ଠୀ ସଂଘର୍ଷ ମାମଲାରେ ଜିଲାପାଳ ଏବଂ ଏସ୍ପି ଜବାବ ଦାଖଲ କରିବାକୁ ସୋମବାର ଓଡ଼ିଶା ମାନବ ଅଧିକାର କମିଶନ୍ (ଓଏଚ୍ଆର୍ସି) ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଆବେଦନ ଆଧାରରେ ସମ୍ବଲପୁର ସହରରେ ଇଣ୍ଟରନେଟ୍ ସଂଯୋଗ…
Archives


