ରାଜ୍ୟ

ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ

ବାରିପଦା,୧୨ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନରୁ ଦୁଇ ଶିକାରୀଙ୍କୁ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ (ଏସ୍‌ଟିପିଏଫ୍‌) ଗିରଫ କରିଛନ୍ତି। ଗିରଫ ଦୁଇଜଣ ହେଲେ କପ୍ତିପଦା ଥାନା ଅଧୀନ ପଥରଖଣି ଗ୍ରାମର ଅନ୍ତର୍ଯ୍ୟାମୀ ନାୟକ(୩୭) ଓ ଉଦଳା…

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ତାଳଚେର ଟ୍ରାଫିକ ଇନସ୍ପେକ୍ଟର, ନଗଦ ୨୪ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର, ୧ ୨।୧: ପୁଣି ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉଜଣେ ସରକାରୀ ଅଧିକାରୀ। ଶୁକ୍ରବାର ତାଳଚେରର ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରା କାର୍‌ରେ ତାଳଚେରରୁ ଅସ୍ତରଙ୍ଗ ଯିବା ବେଳେ ବାଲିଅନ୍ତା ନିକଟରେ ନଗଦ ୧୧ ଲକ୍ଷ ଟଙ୍କା ସହ ଧରିଛି…

ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ ସୁର ରାଉତରାୟଙ୍କ ପୁଅ ମନ୍ମଥ

ଭୁବନେଶ୍ୱର,୧୨ା୧: କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପରେ ତାଙ୍କ ସାନପୁଅ ମନ୍ମଥ ରାଉତରାୟ ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ସୁର ଶୁକ୍ରବାର ଘୋଷଣା କରିଛନ୍ତି। ସୁର ଗଣମାଧ୍ୟମ ଆଗରେ ଏକଥା ସ୍ପଷ୍ଟ କରିଛନ୍ତି। ସୁର କହିଛନ୍ତି,…

କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ଆଶାୟୀ ଅଧିକ, ଅସ୍ତରଙ୍ଗରେ ବହିଲାଣି ରାଜନୈତିକ ହାଓ୍ବା

ପୁରୀ, ୧ ୨।୧ (ପ୍ରଦୀପ୍ତ ଦୀକ୍ଷିତ): ପୁରୀ ଜିଲା କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ଚଳଚଞ୍ଚଳ ହେଲାଣି। ବିଜେଡି, କଂଗ୍ରେସ ଓ ଭାଜପା ୩ ପ୍ରମୁଖ ଦଳ ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ପ୍ରସ୍ତୁତ। ବିଜେଡି ଓ ଭାଜପା ଶିବିରରେ…

ଜୟନାରାୟଣଙ୍କୁ ନେଇ ବିଜେଡି-ଭାଜପା ମୁହାଁମୁହିଁ

ସମ୍ବଲପୁର,୧୨।୧(ଭବାନୀ ଶଙ୍କର ଭୋଇ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ନେଇ ଗୁରୁବାର ସମ୍ବଲପୁର ବିଜେଡି ଜିଲା ସଭାପତି ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ଭାଜପା ନେତାଙ୍କ ମଧ୍ୟରେ କାଦୁଅଫିଙ୍ଗା ଦେଖିବାକୁ ମିଳିଛି। ସକାଳେ ପୂଜାରୀ ନିଜ ବାସଭବନରେ ଖବରଦାତା…

ସରକାରୀ ସ୍କୁଲରେ ପଢ଼ି ମଧ୍ୟ ଶୀର୍ଷକୁ ଯାଇ ହେବ:ପାଣ୍ଡିଆନ

ଭୁବନେଶ୍ୱର(ଅନିଲ ଦାସ)/ବଲାଙ୍ଗୀର(ବୀରେନ୍ଦ୍ର କୁମାର ଝାଙ୍କର),୧୨।୧: ସରକାରୀ ସ୍କୁଲରେ ପାଠପଢ଼ି ମଧ୍ୟ ଭଲ କ୍ୟାରିୟର କରିହେବ ଏବଂ ଶୀର୍ଷକୁ ଯାଇ ହେବ। ଏହି ବାର୍ତ୍ତା ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗୁରୁବାର ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ…

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢିବା କହି ମହିଳାଙ୍କୁ ଲବଙ୍ଗ ଦେଇ ଲୁଟୁଥିଲେ ଜ୍ୟୋତିଷ

ଭୁବନେଶ୍ୱର, ୧୨।୧: ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଗୁରୁବାର ଦିନ ଜଣେ ଜ୍ୟୋତିଷଙ୍କୁ ଗିରଫ କରିଛି କମିସନରେଟ ପୋଲିସ। ଅଭିଯୁକ୍ତଙ୍କ ନାମ ନୀଳାମ୍ବର ପାଣି ବୋଲି ଜଣାପଡିଛି। ରିପୋର୍ଟ ଅନୁଯାୟୀ, ନୀଳାମ୍ବର ଲୋକଙ୍କର ବୈବାହିକ ଏବଂ ଆର୍ଥିକ ପର୍ଯ୍ୟନ୍ତ ସମସ୍ୟାର ସମାଧାନ…

Video: କହିଲେ କରାଇଦେବେ ଚାକିରୀ, ଠକିନେଲେ ୯ ଲକ୍ଷ ଟଙ୍କା

ଭୁବନେଶ୍ୱର, ୧୨।୧: ପୁଣି ରାଜଧାନୀରେ ଚାକିରୀ ନାଁରେ ଠକେଇ ଅଭିଯୋଗ। ଚାକିରୀ କରେଇ ଦେବାକୁ କହି ଯୁବକଙ୍କଠାରୁ ଠକିନେଲେ 9 ଲକ୍ଷ ଟଙ୍କା। ସାଇବର ଥାନାରେ ଅଭିଯୋଗ ଦେଲେ ଯୁବକ। ବର୍ତ୍ତମାନ ସମୟରେ ଚାକିରୀ ଖଣ୍ଡିଏ ପାଇବା ପାଇଁ କାଇଁ କେତେ…

Video: ସାବଧାନ ମାତିଛନ୍ତି ସାଇବର ଠକ, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ ?

ଭୁବନେଶ୍ୱର, ୧୨।୧: ବର୍ତ୍ତମାନ ସମୟରେ ସାଇବର ଠକ୍ ଏତେ ଚତୁର ହୋଇଯାଇଛନ୍ତି ଯେ ସେମାନେ କିଛି ସେକେଣ୍ଡରେ ବ୍ୟାଙ୍କ ଆକାଉଣ୍ଟରୁ ପୁରା ଟଙ୍କା ଲୁଟି ନେଉଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଉପାୟରେ ଲୋକଙ୍କୁ ଠକେଇ କରିଥାନ୍ତି ସାଇବର ଠକ।…

ତ୍ୱରିତ ଶୁଣାଣି ସମ୍ପର୍କରେ ଜଣାଅ: ହାଇକୋର୍ଟ, ଏମ୍‌ପି, ବିଧାୟକଙ୍କ ବିରୋଧରେ ଆପରାଧିକ ମାମଲା

କଟକ,୧୨।୧(କାର୍ତ୍ତିକ ସାହୁ): ରାଜ୍ୟରେ ଏମ୍‌ପି ଏବଂ ବିଧାୟକଙ୍କ ବିରୋଧରେ ଥିବା ଆପରାଧିକ ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ…

ବଢୁଛି କଳାହୀରାର କଳାବଜାର

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୧୨ା୧: କଳାହୀରା ଭାବେ ପରିଚିତ କୋଇଲାର କଳାବଜାର ତାଳଚେରଠାରୁ ଯାଜପୁର ଜିଲା ପର୍ଯ୍ୟନ୍ତ ଲମ୍ବିଛି। ଗତ କିଛି ଦିନ ହେଲା ଜିଲାର ପାଣିକୋଇଲି ଓ କୋରେଇ ଥାନା ଅଞ୍ଚଳରେ ଚୋରା କୋଇଲାର ଡିପୋ ଓ ଚୋରା ଚାଲାଣ କାରବାର…

ଓଡ଼ିଶା ୪ର୍ଥ ସ୍ବଚ୍ଛ ରାଜ୍ୟ

ଭୁବନେଶ୍ୱର, ୧୨।୧(ବନ୍ଦନା ସେଠୀ): ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ର ଫଳାଫଳ ଗୁରୁବାର ଘୋଷଣା କରାଯାଇଛି। ଚଳିତବର୍ଷ ପ୍ରଥମ ଥର ଲାଗି ୨ଟି ରାଜ୍ୟକୁ ପ୍ରଥମ ପୁରସ୍କାର ମିଳିଥିବାବେଳେ ଉଭୟ ୯୩୪୮.୩୯ ସ୍କୋର ପାଇଛନ୍ତି। ମଧ୍ୟପ୍ରଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?