ରାଜ୍ୟ

ବିଷ ଦେଇ ୭ କୁକୁରଙ୍କୁ ହତ୍ୟା

ଭୁବନେଶ୍ୱର,୧୯।୧(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଅମାନୁଷିକତାର ଚିତ୍ର ସାମ୍ନାକୁ ଆସିଛି। ଖାଦ୍ୟରେ ବିଷ ଦେଇ ୭ କୁକୁରକୁ ହତ୍ୟା କରାଯାଇଛି। ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବାନପୁରରେ ଏଭଳି ନୃଶଂସ ଘଟଣା ଘଟିଥିବାବେଳେ ପଶୁପ୍ରେମୀ ଏହାକୁ ନିନ୍ଦା କରିବା ସହ ଥାନାରେ ଅଭିଯୋଗ…

ମାତୃଭାଷା ଦିବସ ସହ ପାଳନ ହେବ ଓଡ଼ିଆ ଭାଷା ସପ୍ତାହ, ପୁରାତନ ବିଦ୍ୟାଳୟକୁ ମିଳିବ ଐତିହ୍ୟ ମାନ୍ୟତା

ଭୁବନେଶ୍ୱର,୧୯ା୧: ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ୨୦୨୪ ଫେବ୍ରୁଆରି ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି 5-T ଓ ନବୀନ…

ମାଟ୍ରିମୋନିରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ଫସାଉଥିଲେ:

ଭୁବନେଶ୍ୱର,୧୯।୧(ସତ୍ୟଜିତ୍‌ ରାଉତ): ଶିକ୍ଷାଗତ ଯୋଗ୍ୟତା ନବମ ଫେଲ୍‌, ହେଲେ କାମ ଥିଲା ଅତି ଚତୁର। ମାଟ୍ରିମୋନି ଆପ୍‌ରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍‌ରେ ଦେଇଥିଲେ ସୁନ୍ଦରୀ ଯୁବତୀଙ୍କ ଫଟୋ। ବିବାହ ପାଇଁ କନ୍ୟା ଖୋଜୁଥିବା ଯୁବକଙ୍କ ସହ ଚାଟ୍‌ କରି…

ରାତିରେ ବୁଲିହେବ ଭରତପୁର ଜଙ୍ଗଲ

ଭୁବନେଶ୍ୱର, ୧୯।୧(ଅସମାପିକା ସାହୁ) : ଚନ୍ଦକାରେ ଆରମ୍ଭ ହେବ ‘ନକ୍‌ଚରାଲ ଟ୍ରେଲ୍‌’। ରାତିରେ ଜଙ୍ଗଲ ବୁଲିବାର ମଜା ନେବେ ଲୋକେ। ଚନ୍ଦକା ବନଖଣ୍ଡ ଅଧୀନ ଭରତପୁର ଜଙ୍ଗଲରେ ରାତିରେ ସଫାରୀ ଚାଲିବ। ଏହା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ। ପୂର୍ବରୁ…

ବାରବାଟୀ-କଟକ ନିର୍ବାଚନୀ ମାମଲା ଶେଷ ହେଲା ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନ: ୨୫ରେ ପରବର୍ତ୍ତୀ ଶୁଣାଣି 

କଟକ,୧୯ା୧(କାର୍ତ୍ତିକ ସାହୁ): ବାରବାଟୀ-କଟକ ନିର୍ବାଚନୀ ମାମଲାରେ ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନା ଶେଷ ହୋଇଛି। ଆବେଦନକାରୀ ତଥା ମାମଲାର ପ୍ରଥମ ପକ୍ଷ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଶୁକ୍ରବାର ଶେଷ ହୋଇଛି। ସାମନ୍ତରାୟଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଗତ ୨…

୨୧ରେ କୌଶଳ ମହୋତ୍ସବ: ଭାଗନେବେ ୨୦ରୁ ଅଧିକ ଆଇଟି କମ୍ପାନୀ, ୫୦ରୁ ଊର୍ଦ୍ଧ୍ୱ ନିଯୁକ୍ତିଦାତା

ସମ୍ବଲପୁର,୧୯ା୧(ପ୍ରମୋଦ ବହିଦାର): ସମ୍ବଲପୁରର ଶିକ୍ଷିତ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ଲକ୍ଷ୍ୟରେ ଆସନ୍ତା ୨୧ରେ କୌଶଳ ମହୋତ୍ସବ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅନ୍ତର୍ଗତ ଜାତୀୟ ଦକ୍ଷତା ବିକାଶ ନିଗମ(ଏନ୍‌ଏସ୍‌ଡିସି) ପକ୍ଷରୁ ସ୍ଥାନୀୟ…

ଖଲ୍ଲିକୋଟରେ ଡବଲ ମର୍ଡର: ଦାଦାଙ୍କ ସହ ଭାଉଜଙ୍କୁ ହାଣିଦେଲେ

ଖଲ୍ଲିକୋଟ,୧୯।୧(ପ୍ରଶାନ୍ତ କୁମାର ମିଶ୍ର): ଦାଦାଙ୍କ ସହ ଭାଉଜଙ୍କୁ ହାଣିଦେଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖଲ୍ଲିକୋଟ ଥାନା ସାକିରି ଗ୍ରାମରେ। ଜମିବାଡି ବିବାଦକୁ କେନ୍ଦ୍ରକରି ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ମାରଣାସ୍ତ୍ରରେ ଉଭୟଙ୍କୁ ହତ୍ୟାକରାଯାଇଛି। ଖବର ପାଇ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତ୍‌ ପ୍ରଭା ଜେନା ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡିଛନ୍ତି। ଉକ୍ତ କଲେଜର ସହକାରୀ ଲାଇବ୍ରାରିୟନ ଧିରଜ ବଡ଼ଜେନାଙ୍କ ସ୍ତ୍ରୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ…

ଶିମିଳିପାଳ ଅଭୟାରଣ୍ୟରେ କମିଲା କୁମ୍ଭୀର ସଂଖ୍ୟା

ବାରିପଦା,୧୯ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ତୁଳନାରେ ୪ଟି କୁମ୍ଭୀର କମ୍‌ ଥିବା ଗଣନା ରିପୋର୍ଟରୁ ଜଣାପଡ଼ିଛି । ଶିମିଳିପାଳ ଅଭୟାରଣ୍ୟ ଓ ଏହାର ପାଦଦେଶରେ ଥିବା ବିଭିନ୍ନ…

ୟୁଜିସି ନିୟମ ପାଳନ କରିବାରେ ବିଫଳ ଓଡ଼ିଶାର ୧୧ଟି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୧୯ା୧: ଓଡିଶାର ପ୍ରାୟ ୧୧ ଟି ସରକାରୀ ବିଶ୍ୱବିଦ୍ୟାଳୟ ୟୁଜିସି (ରେଡ୍ରେସାଲ୍ ଅଫ୍ ଷ୍ଟୁଡେଣ୍ଟସ୍ ଅଫ୍ ରେଗୁଲେସନ୍) ନିୟମାବଳୀ ଅନୁଯାୟୀ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ଅମ୍ବୁଡ୍ସମ୍ୟାନ ନିଯୁକ୍ତ କରିନାହାଁନ୍ତି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ବାରମ୍ବାର ନିର୍ଦେଶ ପରେ…

ଓଡ଼ିଶାରୁ ଚଳିତ ଖରିଫ୍‌‌ ଋତୁରେ ଅଧିକ ୧୦ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ଚାଉଳ କିଣିବେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୯ା୧: ଚଳିତ ଖରିଫ୍‌‌ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ଉଷୁନା ଚାଉଳ ଏଫ.ସି.ଆଇ ଜରିଆରେ କେନ୍ଦ୍ର ସରକାର କିଣିବେ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି। କେନ୍ଦ୍ର ଶିକ୍ଷା,…

୨୨ରେ ଅଧାଛୁଟି: ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୯ା୧(ଅନିଲ ଦାସ): ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି। ଅପରାହ୍ନ ୨ଟା ୩୦ ମିନିଟ ଯାଏ ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?