ରାଜ୍ୟ

୨୩ ଦେଶୀ ବନ୍ଧୁକ ଜବତ

ବାରିପଦା,୧୯ା୧(ନୀଳାଦ୍ରି ବିହାରୀ ଦଣ୍ଡାପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଅଞ୍ଚଳରୁ ୨୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। ତୃତୀୟ ପର୍ଯ୍ୟାୟରେ ଜିଲା ପୋଲିସ ନଭେମ୍ବର ଓ ଡିସେମ୍ବରରେ ସର୍ଚ୍ଚ ଅପରେଶନ କରି ଉକ୍ତ ବନ୍ଧୁକ ଜବତ କରିଛି। ଏନେଇ ବାରିପଦାସ୍ଥିତ…

ଏଏସ୍‌ଓ ମାମଲା: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ଭୁବନେଶ୍ୱର,୧୯ା୧: ଏଏସ୍‌ଓ ଚୟନରେ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଛନ୍ତି। ରାଜ୍ୟ ସରକାର, ଓପିଏସ୍‌ସି ସହ ଅନ୍ୟ ପ୍ରତିପକ୍ଷଙ୍କୁ ସାମିଲ କରି ନୋଟିସ୍‌ କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ରଜତ ମିଶ୍ରଙ୍କ ଏସ୍‌ଏଲ୍‌ପିକୁ ଗ୍ରହଣ କରି ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ…

ଏସ୍‌ସିବିରେ ପ୍ରଥମ ହାପଲୋ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ଜୀବନ ଗଲା

କଟକ,୧୯ା୧: ଏସ୍‌ସିବି ମେଡିକାଲରେ ପ୍ରଥମ ହାପଲୋ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କର ଶୁକ୍ରବାର ଭୋର୍‌ରୁ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୯ ତାରିଖରେ ଖୋର୍ଦ୍ଧା ଜିଲା ବାଘମାରୀ ଅଞ୍ଚଳର ଶୁଭ୍ରାଂଶୁ ସାହୁ ନାମକ ଜଣେ ରୋଗୀଙ୍କର ଏସ୍‌ସିବିରେ ପ୍ରଥମ…

ଫେବୃଆରୀ ୫ରୁ ବିଧାନସଭା

ଭୁବନେଶ୍ୱର,୧୯ା୧: ଫେବୃଆରୀ ୫ରୁ ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ୫ରୁ ୧୩ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ଅଧିବେଶନରେ କାମଚଳା ବଜେଟ୍‌ ଆଗତ କରାଯିବ। ୫ରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ୮ରେ ବଜେଟ୍‌ ଉପସ୍ଥାପନ କରାଯିବ।

ଆଶାକର୍ମୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଅନୁଗୋଳ,୧୯ା୧(ଅମିତ କୁମାର ସାମଲ): ଗର୍ଭବତୀ ମହିଳାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଫେରୁଥିବା ବେଳେ ଦୁର୍ଘଟଣାରେ ଶୁକ୍ରବାର ଜଣେ ଆଶାକର୍ମୀଙ୍କର ମୃତ୍ୟୁ ହାଇଛି। ସ୍କୁଟିରେ ଥିବା ଆଶାକର୍ମୀଙ୍କୁ ଟ୍ରକ୍‌ ଚାପି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାନୁସାରେ, ଅନୁଗୋଳ…

ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍‌

ସୁନ୍ଦରଗଡ଼,୧୯ା୧: ସୁନ୍ଦରଗଡ଼ର ଜଣେ କୋଇଲା ବ୍ୟବସାୟୀଙ୍କ ଘରେ ଶୁକ୍ରବାର ରେଡ୍‌ ଚାଲିଛି। ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଏହି ରେଡ୍‌ ଚାଲିଛି। ଏକକାଳୀନ ସୁନ୍ଦରଗଡ଼, ରାଉରକେଲା ଏବଂ ବରଗଡ଼ରେ ଚଢ଼ାଉ ଚାଲିଛି। ଏହା ବ୍ୟତୀତ ଘର ଅଫିସ ଏବଂ ଫ୍ୟାକ୍ଟ୍ରିରେ ମଧ୍ୟ…

ବାଇକ୍‌-ସ୍କୁଟି ମୁହାଁମୁହିଁ: ଚାଲିଗଲା ୫ ଜୀବନ, ଜଣେ ଗୁରୁତର

ଗଞ୍ଜାମ,୧୯ା୧: ଗଞ୍ଜାମ ଜିଲା ସୋରଡ଼ା ଥାନା ନିକଟ କେଶରୀପାଟଣା ଗାଁ ଡ୍ରାପ୍‌ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ…

ପ୍ରଶାନ୍ତ ହେଲେ ସୁହାଇବ, ଅମରେନ୍ଦ୍ର ଅଡ଼ୁଆ

ଜଗତ୍‌ସିଂହପୁର,୧୯ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ଆବହାଓ୍ବା ବେଶ୍‌ ପରିଲକ୍ଷିତ ହେଲାଣି। ବିଶେଷକରି ବିଜେଡି ରାଜନୀତି ବିଭିନ୍ନ ପ୍ରକାର ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏହି ଆସନରୁ ଗତ ନିର୍ବାଚନରେ ବିଜେଡି ଟିକେଟ୍‌ ପାଇ ବିଧାୟକ ହୋଇଥିବା ପ୍ରଶାନ୍ତ ମୁଦୁଲିଙ୍କୁ…

ସ୍ଥାପତ୍ୟ ଆଲୋକରେ ଝଲସୁଛି ନେତାଜୀ ସଂଗ୍ରହାଳୟ

କଟକ,୧୯ା୧(ଶିଳ୍ପା ପ୍ରିୟଦର୍ଶିନୀ): ଆସନ୍ତା ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରାଯିବ। ଏଥିପାଇଁ ଚଳଚଳଞ୍ଚଳ ହୋଇଛି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟ। ଚଳିତବର୍ଷ ପ୍ରଥମ ଥର ୬୪ ଲକ୍ଷ ଟଙ୍କା ବ୍ୟୟରେ ସଂଗ୍ରହାଳୟକୁ ସ୍ଥାପତ୍ୟ ଆଲୋକୀକରଣ(ଆର୍କିଟେକ୍‌ଚରାଲ…

ଏପ୍ରିଲ ୩୦ ସୁଦ୍ଧା ସରିବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି

କଟକ,୧୯ା୧ (କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଶେଷ ହେବ ବୋଲି ଆମିକସ୍‌କ୍ୟୁରି ହାଇକୋର୍ଟରେ ଗୁରୁବାର ରିପୋର୍ଟ ଦାଖଲ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିଯୁକ୍ତ ଆମିକସ୍‌କ୍ୟୁରି ନାଟମଣ୍ଡପ ମରାମତି କାର୍ଯ୍ୟ ଅନୁଧ୍ୟାନର ରିପୋର୍ଟ…

କମୁଛି ତାପମାତ୍ରା, ବନ୍ୟପ୍ରାଣୀ ପ୍ରଭାବିତ

ଭୁବନେଶ୍ୱର,୧୯।୧(ଅସମାପିକା ସାହୁ): ଚଳିତ ମାସରେ ଶିମିଳିପାଳ ଅଭୟାରଣ୍ୟର ବାର୍‌ହା କାମୁଡ଼ା ଅଞ୍ଚଳରେ ଦୁଇଥର ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସକୁ ଖସିଛି। କିଛିଦିନ ହେଲା ବ୍ୟାଘ୍ର ପ୍ରକଳ୍ପର ଅନ୍ୟାନ୍ୟ କିଛି ଅଞ୍ଚଳରେ ୨-୩ ଡିଗ୍ରୀ ତାପମାତ୍ରା ଲାଗି ରହିଛି। ଏହା ଜଳବାୟୁ ପରିବର୍ତ୍ତନର…

୨୦ରେ ରାଜ୍ୟର ସମସ୍ତ ଉଠାଦୋକାନ, ଭେଣ୍ଡିଂଜୋନ୍‌ ବନ୍ଦ

ଭୁବନେଶ୍ୱର, ୧୯।୧ (ବନ୍ଦନା ସେଠୀ): ଆସନ୍ତା ୨୦ ତାରିଖରେ ରାଜ୍ୟର ସମସ୍ତ ଉଠାଦୋକାନ ଏବଂ ଭେଣ୍ଡିଂଜୋନ୍‌ ବନ୍ଦ ରହିବ। ପ୍ରତିବର୍ଷ ଜାନୁଆରୀ ୨୦କୁ ଦେଶରେ ଜାତୀୟ ଉଠାଦୋକାନୀ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତବର୍ଷ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?