ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର,୨୧।୯: ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଗୁରୁବାର ବାଚସ୍ପତି ପଦ ପାଇଁ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନପଦ ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ପ୍ରମିଳାଙ୍କ ପ୍ରାର୍ଥିପତ୍ରରେ…
ହ୍ବିପ୍ ଜାରି କଲା ବିଜେଡି
ଭୁବନେଶ୍ୱର,୨୧।୯: ଐତିହାସିକ ମହିଳା ସଂରକ୍ଷଣ ବିଲ ଲୋକସଭାରେ ପାସ୍ ହେବା ପରେ ଆଜି ରାଜ୍ୟ ସଭାରେ ଉପସ୍ଥାପିତ ହୋଇଛି। ଏବେ ବିଲ୍କୁ ନେଇ ରାଜ୍ୟ ସଭାରେ ଆଲୋଚନା ଚାଲିଛି। ତେବେ ବିଲକୁ ସମର୍ଥନ କରିବା ପାଇଁ ବିଜେଡି ନିଜ ରାଜ୍ୟ ସଭା…
ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର,୨୧।୯: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଗୁରୁବାର ମନ୍ତ୍ରୀ ପଦରୁ ଇସ୍ତାଫା ଦେଇଛନ୍ତି। ବିଜେଡି ପକ୍ଷରୁ ବୁଧବାର ବାଚସ୍ପତି ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି। ନାମାଙ୍କନପତ୍ର ଦାଖଲ ପୂର୍ବରୁ…
ନାମଫଳକରେ ବରପୁତ୍ରଙ୍କ ସମ୍ପର୍କରେ ଲେଖାଯାଉ
ବରପୁତ୍ରଙ୍କୁ ସମ୍ମାନ ଦେବା ସହ ସ୍ମୃତିକୁ ଚିରକାଳ ଜୀବନ୍ତ ରଖିବା ଓ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବିଭିନ୍ନ ସ୍ଥାନରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। ରାଜଧାନୀରେ ସରକାରୀ ସ୍ତରରେ ୭୨ ଓ ବେସରକାରୀ ସ୍ତରରେ ୨୦ରୁ ଊର୍ଦ୍ଧ୍ୱ ପ୍ରତିମୂର୍ତ୍ତି ରହିଛି। ହେଲେ…
କଳାହାଣ୍ଡିରେ ବଢୁଛି ଦାଦନ ଦୁଃଖ, ୪ ମାସରେ ଫେରିଲାଣି ୧୨ ଜଣଙ୍କ ମୃତଦେହ
ଭବାନୀପାଟଣା,୨୧।୯(ଉତ୍ତମ କୁମାର ଦାଶ): ଦାଦନକୁ ରୋକିବା ଓ ଶ୍ରମିକଙ୍କ ପାଇଁ ସରକାର ଅନେକ ଯୋଜନା ତିଆରି କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ପରେ କଳାହାଣ୍ଡି ଜିଲାରେ କମି ପାରୁନି ଦାଦନ ଦୁଃଖ। ଲୋକେ ଦାଦନ ଯାଇ ଶବ…
ବାହ୍ୟ ଜଗତରୁ ବିଚ୍ଛିନ୍ନ ଗୁଞ୍ଜରାମପଞ୍ଜରା ଗାଁ, ୩ ଜିଲାକୁ ଯାତାୟତ ବନ୍ଦ
ରାୟଗଡ଼ା, ୨୧।୯(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନ ଶୁଣିଲାନି କି କୌଣସି ପଦକ୍ଷେପ ନେଲା ନାହିଁ। ଶେଷରେ ନିଜ ପାଖରେ ଥିବା ଟଙ୍କା ଓ ସ୍ତ୍ରୀଙ୍କ ସୁନାଗହଣା ବିକ୍ରି କରି ଜଣେ ଯୁବକ ନାଳ ଉପରେ ଗତବର୍ଷ କାଠ ପୋଲ ନିର୍ମାଣ କରିଥିଲେ।…
ୟୁସିସିସିର ନୂତନ କର୍ମକର୍ତ୍ତା ଚୟନକୁ ନେଇ ବିବାଦ
ଭୁବନେଶ୍ୱର,୨୧।୯(ଶର୍ମିଷ୍ଠା ପାଣିଗ୍ରାହୀ)ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ(ୟୁସିସିସି)କୁ ନେଇ ପ୍ରଯୋଜକଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାରେ ନଁା ନେଉନି। ୟୁସିସି ନୂଆ କର୍ମକର୍ତ୍ତା ପାଇଥିବା ଗୋଟିଏ ଗୋଷ୍ଠୀ ବୁଧବାର ଖବରଦାତା ସମ୍ମିଳନୀ କରି ସ୍ପଷ୍ଟ କରିଥିବାବେଳେ ଅପରଗୋଷ୍ଠୀ ଏହାକୁ ବିରୋଧ…
ତିଆରି ଚାଲିଛି ଦକ୍ଷିଣ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ରେଳକୋଚ୍ ରେଷ୍ଟୁରାଣ୍ଟ, ଦେଖିବାକୁ ମିଳିବ ଡଙ୍ଗରିଆଙ୍କ କଳାକୃତି
ରାୟଗଡ଼ା,୨୧।୯ (ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ାରେ ନୂତନ ରେଳ ଡିଭିଜନ କାର୍ଯ୍ୟ ଆରମ୍ଭ ହେବା ପରଠୁ ରାୟଗଡ଼ା ରେଳ ଷ୍ଟେଶନ ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। କିଛି ମାସ ହେବ ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରେଳ ବିଭାଗ ପକ୍ଷରୁ ଏକ…
ଯୁକ୍ତ୨ରେ ଖାଲି ପଡ଼ିଛି ଲକ୍ଷେ ସିଟ୍
ଭୁବନେଶ୍ୱର, ୨୧।୯(ଅସମାପିକା ସାହୁ): ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା ଶେଷ ହୋଇଛି। ହେଲେ ଏବେ ବି ୧ଲକ୍ଷରୁ ଊର୍ଦ୍ଧ୍ୱ ସିଟ୍ ଖାଲି ପଡ଼ିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ୧,୪୦,୨୫୭ଟି ସିଟ୍ ଖାଲି ପଡ଼ିଥିଲା।…
ମୋ’ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିଥିବାରୁ ମୁଁ କୃତଜ୍ଞ: ପ୍ରମିଳା
ଭୁବନେଶ୍ୱର,୨୦ା୯(ଅନିଲ ଦାସ): ବିଜେଡିର ବରିଷ୍ଠ ନେତ୍ରୀ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବାଚସ୍ପତି ପ୍ରାର୍ଥୀ ହୋଇଛନ୍ତ। ଏ ନେଇ ବିଜେଡି ପକ୍ଷରୁ ବୁଧବାର ତାଙ୍କ ନାମ ଘୋଷଣା କରାଯାଇଛି। ସେ ମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇ…
ତେଲେଙ୍ଗାନା ରାଜ୍ୟ ସମବାୟ ଆପେକ୍ସ ବ୍ୟାଙ୍କ ପରିଦର୍ଶନ କଲେ ସମବାୟ ମନ୍ତ୍ରୀ
ଭୁବନେଶ୍ୱର,୨୦ା୯(ଅସମାପିକା ସାହୁ): ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହାଇଦ୍ରାବାଦ ଗସ୍ତରେ ଥିବା ବେଳେ ମଙ୍ଗଳବାର ତେଲେଙ୍ଗାନା ରାଜ୍ୟ ସମବାୟ ଶୀର୍ଷ (ଆପେକ୍ସ) ବ୍ୟାଙ୍କ ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକଙ୍କୁ ବ୍ୟାଙ୍କର ସଭାପତି କୋନ୍ଦୁରୁ ରବିନ୍ଦ୍ର ରାଓ ଓ ପରିଚାଳନା…
୪୪ ଲକ୍ଷ ୫୬ ହଜାର ଚାଷୀଙ୍କ ଆକାଉଣ୍ଟକୁ ଗଲା ୯୦୦ କୋଟି ଟଙ୍କାର କାଳିଆ ସହାୟତା
ଭୁବନେଶ୍ୱର,୨୦ା୯(ଅସମାପିକା ସାହୁ): ନୂଆଖାଇ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି ଫସଲ…
Archives


