ରାଜ୍ୟ

ନାବାଳକଙ୍କୁ ଛୁରାମାଡ କଲା ନାବାଳକ

ଖଲ୍ଲିକୋଟ,୩୦।୧(ପ୍ରଶାନ୍ତ କୁମାର ମିଶ୍ର) ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କୈରାଶି ଗ୍ରାମର ସାଗର ବନ୍ଧ ମାଛ ମାର୍କେଟ ନିକଟରେ ଜଣେ ନାବାଳକଙ୍କୁୁ ଛୁରୀରେ ଆକ୍ରମଣ ହୋଇଛିl ଏଥିରେ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ମୃତ ନାବାଳକଙ୍କ…

ଛତିଶଗଡରେ ମାଓବାଦୀଙ୍କ ବଡ ଆକ୍ରମଣ: ୩ ଯବାନ ଶହୀଦ, ୧୪ ଆହତ

ମାଲକାନଗିରି,୩୦।୧: ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ। ଛତିଶଗଡର ବିଜାପୁର-ସୁକମା ସୀମାରେ ମାଓଙ୍କ ଆକ୍ରମଣରେ ୩ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣରେ ୧୪ ଯବାନ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡା ଓ ଅଲୀଗୁଡା ନିକଟରେ ମାଓଙ୍କର ଉପସ୍ଥିତି ନେଇ…

ବାଉଁଶ ବୁଦା ମୂଳରୁ ୫୦୦କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବତ,ଜଣେ ଗିରଫ

କୋରୁକୋଣ୍ଡା,୩୦।୧(ଅବିନାଶ ବେହେରା)ବାଉଁଶ ବୁଦା ମୂଳରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମାଲକାନଗିରି ଜିଲା କାଲିମେଳା ପୋଲିସ ସୋମବାର ବିଳମ୍ବିତ ରାତିରେ କାଲିମେଳା ଠାରୁ ପ୍ରାୟ ୪୦କିଲୋ ମିଟର ଦୂର ଆନ୍ଧ୍ର ଓଡିଶା ସୀମାନ୍ତ ବୁଲାଲୁର…

‘ଗୋଟିଏ ପୁଅ ଥିବା ବ୍ୟକ୍ତି ଦୁଇଗୋଟି ପୁଅ ଥିବା ବ୍ୟକ୍ତିଙ୍କ ଠୁ ଲୁଗା ନେଇ ପୂଜାକଲେ ହୁଏ ସନ୍ତାନଙ୍କମଙ୍ଗଳ’, ଗୁଜବକୁ ନେଇ ତାରାତାରିଣୀ ପିଠ ଲୋକାରଣ୍ୟ

ପୁରୁଷୋତ୍ତମପୁର,୩୧।୧(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠକୁ ନେଇ ବହୁ କିମ୍ବଦନ୍ତି ଓ ଲୋକକଥା ପୁରାଣରେ ବର୍ଣ୍ଣିତ ରହିଛି। ଦେଶରେ ଥିବା ଚାରିଗୋଟି ଆଦିଶକ୍ତିପୀଠ ମଧ୍ୟରୁ ଏହି ପୀଠ ଅନ୍ୟତମ ା ପ୍ରତିବର୍ଷ ଚୈତ୍ର ମାସରେ ମା’ଙ୍କ…

ହୋଟେଲରୁ  ମିଳିଲା ସିଆରପିଏଫ୍‌ ଯବାନଙ୍କ ମୃତଦେହ 

ଭୁବନେଶ୍ୱର,୩୦।୧: ଭୁବନେଶ୍ୱର ଅଶୋକ ନଗରରେ ଥିବା ଏକ ହୋଟେଲରୁ ଜଣେ ସିଆରପିଏଫ୍‌ ଯବାନଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତକଙ୍କ ନାଁ ମୀର ସିଂହ (୪୨)। ତାଙ୍କଘର ରାଜସ୍ଥାନରେ। ସିଆରପିଏଫ ପକ୍ଷରୁ ତାଙ୍କୁ ଝାଡଖଣ୍ଡରେ ମୁତୟନ କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ…

ବଲାଙ୍ଗୀରରୁ ନିର୍ବାଚନ ଲଢ଼ିବେନି ନରସିଂହ ମିଶ୍ର

ଭୁବନେଶର,୩୦।୧: ବଲାଙ୍ଗୀର ନିର୍ବାଚନମଣ୍ଡଳୀରୁ ୨୦୨୪ ନର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ତାଙ୍କ ବଦଳରେ ତାଙ୍କ ପୁଅ ସୌମେନ୍ଦ୍ର ମିଶ୍ର ବିଧାନସଭା ନିର୍ବାଚନ ଲଢ଼ିବେ। ଏନେଇ ବଲାଙ୍ଗୀରରେ ହୋଇଥିବା କମିଟି ମିଟିଂରେ ଏହା ନିଷ୍ପତ୍ତିି ହୋଇଛି। ଏଆଇସିସିକୁ ଏହା…

ଆସନ୍ତା ୪ରେ ସର୍ବଦଳୀୟ ବୈଠକ

ଭୁବନେଶ୍ବର ୩୦।୧: ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ଆସନ୍ତା ୪ ତାରିଖ ସନ୍ଧ୍ୟା ୬ଟା ୩୦ମିନିଟ୍‌ରେ ଏହି ସର୍ବଦଳୀୟ ବୈଠକ ବସିବ । ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ବୈଠକ ବସିବ । ସେହିଭଳି…

ସୁନାପୁର ବେଳାଭୂମିକୁ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ, ଟୁଇଟ୍‌ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩୦।୧(ଅସମାପିକା ସାହୁ ): ଗଞ୍ଜାମ ଜିଲାର ସୁନାପୁର ବେଳାଭୂମିକୁ ୨୦୨୩-୨୪ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ପୁରସ୍କାର ପାଇଁ ବିବେଚିତ କରାଯାଇଛି। ଏଫଇଇ ସଂସ୍ଥା ପକ୍ଷରୁ ଏ ନେଇ ସର୍ଭେ କରାଯାଇଥିଲା । ୭୭ ଟି ଦେଶର ବେଳାଭୂମିର ସ୍ଥିତି ଉପରେ ସର୍ଭେ…

ବରମୁଣ୍ଡା ନୂଆ ବସ୍‌ ଟର୍ମିନାଲ କାର୍ଯ୍ୟ ବୁଲି ଦେଖିଲେ ୫ଟି ଅଧ୍ୟକ୍ଷ

ଭୁବନେଶ୍ୱର,୩୦।୧: ବରମୁଣ୍ଡା ପୁରୁଣା ବସ୍‌ ଷ୍ଟାଣ୍ଡକୁ ଭଙ୍ଗାଯାଇ ନୂଆ ବସ୍‌ ଟର୍ମିନାଲ ଆରମ୍ଭ ହେଉଛି। ୧୫.୫ ଏକର ଜମିରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ବସ ଟର୍ମିନାଲ ହେଲେ ଯାତ୍ରୀଙ୍କ ପାଇଁ ସୁବିଧା ହେବ ବୋଲି କୁହାଯାଉଛି। ତେବେ ଏହାର…

ମୋ ସ୍କୁଲ୍‌ର ବିଶ୍ୱ ରେକର୍ଡ ଯୋଜନା

ଭୁବନେଶ୍ୱର, ୩୦।୧(ଅସମାପିକା ସାହୁ):ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୩ ରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମୋ ସ୍କୁଲ ଅଭିଯାନ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ମୋ ସ୍କୁଲ ଅଭିଯାନ ଏକ ବିଶ୍ୱ…

ଅଶ୍ୱିନୀଙ୍କ କ’ଣ ହେବ

ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆସନ୍ତା ଫେବୃଆରୀ ୨୭ରେ ରାଜ୍ୟ ସଭା ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ୨୯ ଜାନୁଆରୀରେ ତାରିଖ ଘୋଷଣା କରିଛନ୍ତି। ଓଡ଼ିଶାର ୩ ରାଜ୍ୟ ସଭା ସଦସ୍ୟ ବିଜେଡିର ଅମର ପଟ୍ଟନାୟକ ଓ…

ରାତି ଅଧରେ କବାଟ ବାଡେଇଲେ, ନଖୋଲିବାରୁ …

ଭୁବନେଶ୍ୱର,୨୯।୧(ସୂର୍ଯ୍ୟକାନ୍ତ ବେହେରା): ରାତି ଅଧରେ କବାଟ ବାଡେଇଲେ। ନ ଖୋଲିବାରୁ ଘର ଛାତ ଉପର ଦେଇ ଭିତରକୁ ପଶି ଜଣେ ଶ୍ରମିକଙ୍କୁ ନିସ୍ତୁକ ମାଡ ମାରିବା ସହ ଆସବାପତ୍ର ଫୋପାଡି ଭାଙ୍ଗିଦେଇଥିଲେ। ଏହି ଘଟଣାରେ ନୟାପଲ୍ଲୀ ଥାନା ପୋଲିସ ଆକ୍ରମଣକାରୀ ଯୁବକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?