ମୋଟରସାଇକେଲ-ସ୍କୁଟି ମୁହାଁମୁହିଁ, ଚାଲିଗଲା ୩ ଜୀବନ
ବାରିପଦା,୨୯ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଗୁରୁବାର ବାରିପଦା-ଉଦଳା ରାଜ୍ୟ ରାଜପଥ ବାଲିଯୋଡ଼ା ନିକଟରେ ମୋଟରସାଇକେଲ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡ଼ିଆଲବନ୍ଧ ଗ୍ରାମର ଲକ୍ଷ୍ମଣ ସିଂ(୨୦) ଓ…
ବିଶୃଙ୍ଗଳିତ ଆଚରଣ ପଡିଲା ମହଙ୍ଗା; ବାଧ୍ୟତାମୂଳକ ଅବସର ନେଲେ ଭିସୁଟ ପ୍ରଫେସର
ସମ୍ବଲପୁର,୨୯।୨: ଭିସୁଟ ସହକାରୀ ପ୍ରଫେସର ଡକ୍ଟର ଶିବ ପ୍ରସାଦ ପାଣିଗ୍ରାହୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । କୂଳପତି ପ୍ରଫେସର ବଂଶୀଧର ମାଝୀଙ୍କ ନିର୍ଦ୍ଦେଶ କ୍ରମରେ ରେଜିଷ୍ଟାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆସୋସିଏଟ ପ୍ରଫେସର ଡକ୍ଟର ଶିବ ପ୍ରସାଦ ପାଣିଗ୍ରାହୀ…
ବରିଷ୍ଠ କିରାଣିଙ୍କୁ ଧରିଲା ଭିଜିଲାନ୍ସ, ଟଙ୍କା ନେଉଥିବାବେଳେ ରେଡ୍ ହ୍ୟାଣ୍ଡେଡ ଗିରଫ
ରାଉରକେଲା,୨୯।୨: ଭିଜିଲାନ୍ସ ଜାଲରେ ଇଏସଆଇ ମେଡିକାଲ ଡିସପେନସରୀ ବରିଷ୍ଠ କିରାଣି ଅଭିରାମ ସାହୁ। ଜେଲ୍ ରୋଡ୍ କିରାଣି ଧରାପଡିଛନ୍ତି। ବିଲ୍ ପାସ୍ କରିବାକୁ ୧୦ହଜାର ଟଙ୍କା ନେବାବଳେ ରେଡ୍ ହ୍ୟାଣ୍ଡେଡ ଧରା ପଡିଛନ୍ତି କିରାଣୀ ଅଭିରାମ। ସୂଚନାଥାଉ କି, ଗ୍ୟାସ ମେକାନିକ…
କେନ୍ଦୁଝରରେ ପହଞ୍ଚିଲେ ରାଷ୍ଟ୍ରପତି
କେନ୍ଦୁଝର,୨୯।୨: (ନରେଶ ଚନ୍ଦ୍ର ପଟ୍ଟନାୟକ) ଆଜି ଦିନିକିଆ ଗସ୍ତରେ କେନ୍ଦୁଝର ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରାଇସୁଆଁ ଏୟାର ଷ୍ଟ୍ରିପରେ ପହଞ୍ଚି ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାଶିକାକୁ ରାସ୍ତା ପଥରେ ଯାଇଛନ୍ତି। ସେଠାରେ ଜୁଆଙ୍ଗ…
ଆସିପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ୩ କି.ମି. ବୁହାହେଲେ ଗର୍ଭବତୀ
ଦଶମନ୍ତପୁର, ୨୯ା୨ (ଅରବିନ୍ଦ ନାୟକ ): କମୁନି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ବୁଲାନ୍ସ ନ ଆସିପାରିବାରୁ ଜଣେ ଗର୍ଭବତୀଙ୍କୁ ଗ୍ରାମବାସୀ ଷ୍ଟ୍ରେଚରରେ ବୋହି ଡାକ୍ତରଖାନା ଆଣିବା ପରି ଦୃଶ୍ୟ ବୁଧବାର ଦେଖିବାକୁ ମିଳିଛି କୋରାପୁଟ ଜିଲା…
ରଘୁରାମ ପ୍ରାର୍ଥୀ ହେଲେ ଜୟରାମ ହେବେ କଣ୍ଟା
କୋରାପୁଟ,୨୯ା୨(ଅମିତାଭ ବେହେରା): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୀତି ସେତେ ସରଗରମ ହେଉଛି । ଦଳୀୟ ଟିକେଟ ହାତେଇବା ପାଇଁ ବିଜେଡି ସମେତ କଂଗ୍ରେସ ଓ ଭାଜପା ଆଦି ୩ ପ୍ରମୁଖ ଦଳରେ ଆଶାୟୀଙ୍କ ସଂଖ୍ୟା…
ରାଜ୍ୟ ସରକାର, ବିଜେଡିକୁ ସ୍ପଷ୍ଟୀକରଣ ମାଗିଲେ ଇସି
ନୂଆଦିଲ୍ଲୀ,୨୯ା୨(ପି.ଟି.): ସରକାରୀ ବିଜ୍ଞାପନଗୁଡ଼ିକରେ ଦଳୀୟ ଚିହ୍ନ ‘ଶଙ୍ଖ’ ବ୍ୟବହାର ଉପରେ ନିର୍ବାଚନ କମିଶନ (ଇସି) ବୁଧବାର ଓଡ଼ିଶା ସରକାର ଏବଂ ଶାସକ ବିଜୁ ଜନତା ଦଳ (ବିଜେଡି)ଠାରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ମାର୍ଚ୍ଚ ୨ ସନ୍ଧ୍ୟା ସୁଦ୍ଧା ଏହାର ଜବାବ ଦାଖଲ ପାଇଁ…
୫ ଜିଲାକୁ ବର୍ଷା ଆର୍ଲଟ
ଭୁବନେଶ୍ୱର,୨୯।୨: ରାଜ୍ୟର ୫ ଜିଲାକୁ ବର୍ଷା ଆର୍ଲଟ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର , ରାୟଗଡା ଓ କୋରାପୁଟ ଜିଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହା ପରଠାରୁ ପାଗ…
୧ରେ ନବୀନ ନିବାସ ଘେରିବ କଂଗ୍ରେସ
ଭୁବନେଶ୍ୱର,୨୯।୨ (ସୁନିତ୍ ମିଶ୍ର): ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆସନ୍ତା ୧ ତାରିଖରେ ନବୀନ ନିବାସ ଘେରାଉ କରାଯିବ। ‘ନବୀନ ହଟାଅ, ଓଡ଼ିଶା ବଞ୍ଚାଅ’ କାର୍ଯ୍ୟକ୍ରମ ଜରିଆରେ ଏହି ଘେରାଉ କରାଯିବ ବୋଲି ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି।…
ପୁରୀ ସତ୍ୟବାଦୀକୁ ନେଇ ଉମା-ସଞ୍ଜୟ ଛକାପଞ୍ଝା
ଭୁବନେଶ୍ୱର,୨୯ା୨(ଅନିଲ ଦାସ): ସାଧାରଣ ନିର୍ବାଚନ ଆଉ କିଛିଦିନ ଥିବାବେଳେ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଉଷ୍ମତା ବଢ଼ିଲାଣି। ପୁରୀ ଜିଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହୋଇଛି। ସତ୍ୟବାଦୀ ବିଧାନସଭା ଆସନକୁ ନେଇ ବର୍ତ୍ତମାନର ବିଧାୟକ ଉମା ସାମନ୍ତରାୟ ଏବଂ ବ୍ରହ୍ମଗିରି ପୂର୍ବତନ ବିଧାୟକ…
ଖାର୍ଗେଙ୍କୁ ଭେଟିଲେ ସପ୍ତଗିରି, ପୁଣି ପ୍ରାର୍ଥୀ ହେବା ସମ୍ଭାବନା ବଢ଼ିଲା
ରାୟଗଡ଼ା,୨୯।୨(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍ପି ସପ୍ତଗିରି ଶଙ୍କର ଉଲାକା ବୁଧବାର ଦିଲ୍ଲୀରେ ଏଆଇସିସି ସଭାପତି ମଲିକାର୍ଜୁନ ଖାର୍ଗେଙ୍କୁ ସାକ୍ଷାତ କରିଛନ୍ତି। ଆସନ୍ତା ନିର୍ବାଚନ ପ୍ରଚାର ପାଇଁ ଖାର୍ଗେ ରାୟଗଡ଼ା ଓ କୋରାପୁଟ ଜିଲା ଗସ୍ତରେ ଆସିବା ପାଇଁ ସପ୍ତଗିରି ତାଙ୍କୁ…
ସରକାରୀ ଘରେ ଝୁଲି ପଡିଲେ କନିଷ୍ଠ ଯନ୍ତ୍ରୀ
ବୌଦ୍ଧ,୨୯।୨: ସରକାରୀ କ୍ୱାର୍ଟର୍ସରୁ ମିଳିଛି କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ। ବୌଦ୍ଧ ଜିଲା ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଦୀପ କୁମାର ଘୋଷ। ସୂଚନାଥାଉ…

