ଚଳିତ ବର୍ଷ ତାତି ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗ୍ରୀଷ୍ମ ଲହରି, ବୃଦ୍ଧି ପାଇବ ଦିନ ତାପମାତ୍ରା
ଭୁବନେଶ୍ୱର,୯ା୩: ରାଜ୍ୟରେ ଚଳିତ ବର୍ଷ ପ୍ରବଳ ତାତି ସାଙ୍ଗକୁ ଗ୍ରୀଷ୍ମ ଲହରି ଅନୁଭୂତ ହେବ। ଏଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହେବା ନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ…
ବିଭିନ୍ନ ବିଭାଗରେ ୧୨୯୪ ନୂତନ ଅଧିକାରୀଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯ା୩: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ, ଇସ୍ପାତ ଓ ଖଣି ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗୃହ ବିଭାଗରେ…
ସମ୍ବଲପୁର, ବ୍ରହ୍ମପୁରରେ ମୋ’ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯ା୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କରିଛନ୍ତି। ଉଭୟ ସହରରେ ଆଜି ୧୫ଟି ଲେଖାଏ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି। ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି…
ପାଗଳର କଟୁରି ଚୋଟରେ ଜଣଙ୍କ ଜୀବନ ଗଲା
ଯାଜପୁର,୯ା୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ସଦର ଥାନା ଜମଧର ଗାଁରେ ଶନିବାର ଅଭାବନୀୟ ଘଟଣା ଘଟିଛି। ପାଗଳର କଟୁରି ଚୋଟରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତକ ହେଲେ ସ୍ବର୍ଗତ ପବନ ମଳିକଙ୍କ ପୁଅ କାଳନ୍ଦୀ ( ୬୨)। ତାଙ୍କ ଘର ସପ୍ନେଶ୍ୱରପୁର।…
ମହାପ୍ରଭୁଙ୍କୁ ଦର୍ଶନ କଲେ ଜଷ୍ଟିସ ଅରିଜିତ ପଶାୟତ: ଅପରାହ୍ନରେ କରିବେ ବୈଠକ
ପୁରୀ,୯।୩: ଏସଆଇଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଓଡ଼ିଶାରେ ପହଞ୍ଚିଛନ୍ତି। ସେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସକଳେ ସେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।…
ଦିଲ୍ଲୀ ଯାଇଥିବା ବିଜେଡି ନେତା ମୋତେ ଭେଟି ନାହାନ୍ତି କହିଲେ…
ଭୁବନେଶ୍ୱର,୯।୩: ରାଜ୍ୟରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚାଜୋର ଧରିଥିବା ବେଳେ ଭାଜପା ଏନେଇ କୌଣସି ଆଲୋଚନା ହୋଇ ନ ଥିବା କହୁଛି। ଭାଜପା ସଭାପତି ମନମୋହନ ସାମଲଙ୍କ ପରେ ସମାନ କଥା କହିଛନ୍ତି ଭାଜପା ରାଜ୍ୟ ଭାଜପା ନିର୍ବାଚନ ପ୍ରଭାରୀ…
ମେଣ୍ଟକୁ ନେଇ ସାଙ୍ଘାତିକ୍ ତଥ୍ୟଦେଲେ ବିଧାୟକ
ଭୁବନେଶ୍ୱର,୯।୩: ରାଜ୍ୟରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚାଜୋର ଧରିଥିବା ବେଳେ ବିଜେଡି ବିଧାୟକ ଡାକ୍ତର ନୃସିଂହ ସାହୁ ସାଙ୍ଘାତିକ୍ ବୟାନ ଦେଇଛନ୍ତି। ସେ ମେଣ୍ଟକୁ ନେଇ ଏପରି କିଛି କହିଛନ୍ତି ଯାହା ମେଣ୍ଟକୁ ନେଇ ଦଳଆଗ୍ରହୀ ଥିବା ସ୍ପଷ୍ଟ ହେଉଛି।…
ମହିଳାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଲା ହାତୀ
ଟେନସା,୯।୩(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜଲା କୋଇଡ଼ା ରେଞ୍ଜ ଅଧୀନ କାଳଟା ପଞ୍ଚାୟତ ଅନ୍ତର୍ଗତ ଗାଁରେ ଏକ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ କୁଣ୍ଡୁପୋଖରୀ ଗାଁର ଅତୁଆରୀ ବୋଦ୍ରା(୩୮)। ମିଳିଥିବା ସୂଚନା ମୁତାବକ,…
କିଏ କେତେ ଆସନରେ ଲଢିବ, ହେଉନି ସହମତି, ୨ ଦିନ ମଧ୍ୟରେ ହେବ ସ୍ପଷ୍ଟ
ଭୁବନେଶ୍ୱର,୯।୩: ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବ ନା ନାହିଁ? ସେନେଇ ସସ୍ପେନ୍ସ ଜାରି ରହିଛି। ଯଦି ମେଣ୍ଟ ହୁଏ ତେବେ କିଏ ଆସନ ପାଇବ। ଗତ ଦୁଇଦିନ ଧରି ଏହାକୁ ନେଇ ର୍ଚ୍ଚା ଜୋର ଧରିଛି। ଅନ୍ୟପଟେ, ରାଜ୍ୟ…
ଶ୍ରୀମନ୍ଦିରରୁ ଖସିଲା ପଥର
ପୁରୀ,୯।୩: ବଡଦେଉଳକୁ ଲାଗି ରହିଥିବା ବରାହ ମନ୍ଦିରରୁ ଶନିବାର ଭୋରରୁ ଏକ ପଥର ଖସିଛି। ଯାହାର ଓଜନ ପ୍ରାୟ ଏକ କେଜିରୁ ଅଧିକ ହେବ। ତେବେ ପଥରଟିକୁ ଶ୍ରୀମନ୍ଦିରର କମାଣ୍ଡର ସଂଗ୍ରହ କରି ରଖିଛନ୍ତି। ଏନେଇ ଏଏସଆଇକୁ ସୂଚନା ଦେଇଛନ୍ତି। ଦକ୍ଷିଣ…
ଯୁବତୀଙ୍କୁ ନିଶା ଦେଇ ବଳାତ୍କାର, ବ୍ଲାକମେଲ୍
ଭୁବନେଶ୍ୱର,୯।୩(ସତ୍ୟଜିତ୍ ରାଉତ): ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କଲେ। ପରେ ସେହି ସମୟର ଫଟୋ ଓ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ୩ ଲକ୍ଷ ଟଙ୍କା ନେଇଗଲେ। ପୀଡିତାଙ୍କ ଏସବୁ ଅଭିଯୋଗକୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗୁରୁତ୍ୱର ସହ…
୨୩ଲକ୍ଷ ଟଙ୍କା, ଅଡି କାର୍ ଜବତ କଲା ଇଡି
ଭୁବନେଶ୍ୱର,୯।୩(ସତ୍ୟଜିତ୍ ରାଉତ): ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଜାରି ରଖିଛି। ଇଡି ପକ୍ଷରୁ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରେ ବହୁ କୋଟିର ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱରରେ ଏକ ଦୈନିକ ଓଡିଆ ଖବରକାଗଜ…

