ରାଜ୍ୟ

ନକଲି ଜମି ମାଲିକାଣୀଙ୍କ ସମେତ ଆଉ ୨ ଗିରଫ

ଭୁବନେଶ୍ୱର,୩୦।୯(ସତ୍ୟଜିତ୍‌ ରାଉତ): ଜାଲିଆତି କରି ଅନ୍ୟଜଣଙ୍କ ଜମିକୁ ବିକ୍ରି କରୁଥିବା ଏକ ର଼୍ୟାକେଟର ଆଉ ୨ଜଣଙ୍କୁ କମିଶନରେଟ୍‌ ପୋଲିସ୍‌ର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଗିରଫ କରିଛି। ସେମାନେ ହେଲେ ନକଲି ଜମି ମାଲିକାଣୀ କଟକ ଜଲା ଚୌଦ୍ୱାର ଥାନା ଅନ୍ତର୍ଗତ କପିଳେଶ୍ୱର…

ମଙ୍ଗଳବାର ଯାଏ ୟୁନିଟ୍‌ ୧ ହାଟ ବନ୍ଦ

ଭୁବନେଶ୍ୱର, ୩୦।୯ (ବନ୍ଦନା ସେଠୀ): ମାର୍କେଟ ଆସୋସିଏଶନ୍‌ ଏବଂ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦର କୌଣସି ସମାଧାନ ହୋଇ ପାରି ନ ଥିବାରୁ ଶୁକ୍ରବାର ମଧ୍ୟ ଦିନ ତମାମ ୟୁନିଟ୍‌-୧ ହାଟ ବନ୍ଦ ରହିଥିଲା। ତେବେ ଏନେଇ ଆସୋସିଏଶନ୍‌ ପକ୍ଷରୁ ବିଏମ୍‌ସି…

ଝଲସିବ ରାଷ୍ଟ୍ରପତି ଭବନ ପୂଜା ମଣ୍ଡପ

ଭୁବନେଶ୍ୱର, ୩୦।୯ (ବନ୍ଦନା ସେଠୀ): ଉତ୍ସାହ ଉଦ୍ଦୀପନା ସହ ଫେରିଛି ପାର୍ବଣ। କାଶତଣ୍ଡୀ ଫୁଲର ସମ୍ଭାରରେ ସଜେଇ ହେଉଛି ସହରର ପରିବେଶ। ନିଜ ଉପସ୍ଥିତିକୁ ଜାହିର କରିବା ସହ ମା’ ଦଶଭୂଜାଙ୍କ ଧରାବତରଣର ସମୟ ପାଖେଇ ଆସୁଥିବାର ସଙ୍କେତ ଦେଉଛି। ତେଣୁ…

ନାରୀ ନିର୍ଯାତନା, ଅଭିଯୋଗ ସହ ସଚେତନତା ଜରୁରୀ

ମହିଳାଙ୍କ ସାମାଜିକ, ଆର୍ଥିକ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଗ୍ରଗତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାଯର୍ର୍‌ୟକାରୀ କରାଯାଉଛି। ଏହା ସତ୍ତ୍ୱେ ମହିଳା ବିରୋଧୀ ହିଂସାକାଣ୍ଡ କମିବାରେ ନଁା ଧରୁନି। ରାଜ୍ୟ ମହିଳା କମିଶନରେ ନାରୀ…

ହୀରାକୁଦ ଡ୍ୟାମ୍‌ରେ ଜଳଧାରଣା କ୍ଷମତା ପୂର୍ଣ୍ଣ

ସମ୍ବଲପୁର,୩୦ା୯ (ଶୁଭାଶିଷ ପାଢ଼ୀ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରେ ଜଳଧାରଣା କ୍ଷମତା ଶୁକ୍ରବାର ପୂର୍ଣ୍ଣ ହୋଇଛି। ସର୍ବାଧିକ ୬୩୦ ଫୁଟ୍‌ ଜଳସ୍ତର କ୍ଷମତା ପୂରା ହୋଇଛି। ପ୍ରତିବର୍ଷ ସେପ୍ଟେମ୍ବର ଶେଷ ବେଳକୁ ଡ୍ୟାମ୍‌ରେ ଜଳସ୍ତର ଏଭଳି ରହିଥାଏ। ଶୁକ୍ରବାରଠାରୁ ପଶ୍ଚିମ ଓଡ଼ିଶା ଓ…

ନିର୍ବାଚନ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱରୁ ମୁକ୍ତ କର

ଭୁବନେଶ୍ୱର,୩୦୯(ଅନିଲ ଦାସ): ସାଧାରଣ ନିର୍ବାଚନକୁ ଆଉ ଅଳ୍ପ କିଛି ମାସ ରହିଛି। ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ନ ଦେବା…

ତୀବ୍ର ହେଉଛି ଶିକ୍ଷକ ଆନ୍ଦୋଳନ

ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା): ଅଧିକାର ଓ ଦାବିକୁ ନେଇ ଶିକ୍ଷୟିତ୍ରୀ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଶିକ୍ଷାନୁଷ୍ଠାନ ଛାଡ଼ି ରାଜଧାନୀ ରାସ୍ତାରେ ବସି ରହିଛନ୍ତି। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ବାନରେ ୫ଦିନ ହେବ ହଜାର ହଜାର ଶିକ୍ଷକ ଲୋୟର…

ଜରାଜୀର୍ଣ୍ଣ ଅବସ୍ଥାରେ ରାଜ୍ୟର ୧୫୭ ଡାକବଙ୍ଗଳା

ଭୁବନେଶ୍ୱର, ୩୦।୯(ସୁନିତ୍‌ ମିଶ୍ର): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନ ୧୫୭ଟି ଡାକବଙ୍ଗଳା (ଆଇବି) ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସେଥିମଧ୍ୟରୁ କେନ୍ଦୁଝରରେ ସର୍ବାଧିକ ୨୩ଟି ଆଇବି ଏବଂ ରେଷ୍ଟ ସେଡ୍‌ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ସେହିପରି ବୌଦ୍ଧ ଜିଲାର…

ଲଘୁଚାପ: ୩ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର,୩୦ା୯(ଅନିଲ ଦାସ): ଉତ୍ତର-ପୂର୍ବ ଏବଂ ତତ୍‌ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶୁକ୍ରବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗ ଦେଇ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳକୁ ଗତି କରିବ। ଏହାର…

ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ

କଟକ,୩୦୯ (କାର୍ତ୍ତିକ ସାହୁ): କଟକ ଚୌଧୁରୀବଜାରଠାରେ ଥିବା ସାଲାସର ନାମକ ଏକ ବଡ଼ ଶାଢ଼ି ଶୋ’ରୁମ୍‌ରେ ଶୁକ୍ରବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ୪ ମହଲା ବିଶିଷ୍ଟ ଉକ୍ତ ବିଲ୍ଡିଂର ତଳ ମହଲା ସମେତ ୩ଟି ମହଲାକୁ ଅଗ୍ନି ସମ୍ପୂର୍ଣ୍ଣ ବ୍ୟାପୀ…

ପୁଣି ରତ୍ନଭଣ୍ଡାର ଖେଳ

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କରାଯାଉ ଏବଂ ତା’ ଭିତରେ ଥିବା ମହାପ୍ରଭୁଙ୍କ ରତ୍ନ ସବୁ ଗଣତି ହେଉ। ଏନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଛି। ରତ୍ନଭଣ୍ଡାର ଚାବି ହଜିବା ପରେ ସମସ୍ତଙ୍କ ସନ୍ଦେହ ବଢ଼ିଥିବାରୁ ଏହି ଦାବି ଅଧିକ ଗୁରୁତ୍ୱବହନ…

ବଳାତ୍କାରୀଙ୍କୁ ୧୪ବର୍ଷ ଜେଲ

ଭବାନୀପାଟଣା,୨୯।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୂଆମୂଳ ରାମପୁର ଥାନା ଅଞ୍ଚଳରେ ୨୦୧୬ରେ ଜଣେ ନାବାଳିକା ସ୍କୁଲ ଛାତ୍ରୀ ବଳାତ୍କାର ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି। ଭବାନୀପାଟଣା ଜିଲା ସ୍ବତନ୍ତ୍ର ବିଚାରପତି (ପୋକ୍‌ସୋ) ଶୁଭଞ୍ଜନ ମହାନ୍ତି ମାମଲାର ୧୭ଜଣ ସାକ୍ଷ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri