ରାଜ୍ୟ

ବିଧାୟକଙ୍କ ପାଖରେ ମୋରଡା ବ୍ଲକର ହିସାବ ନାହିଁ

ମୋରଡ଼ା,୧୭।୧୦(ସ୍ମାରକ ମାଜୀ): ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଗ୍ରାମାଞ୍ଚଳର ବିକାଶ ପ୍ରକ୍ରିୟା ଆଗକୁ ହେବାକୁ ଥିବା ବେଳେ ଆଜି ମୟୁରଭଞ୍ଜ ଜିଲାରେ ଏହାର ଶୁଭାରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ମୋରଡ଼ା ବ୍ଲକ ଅଧୀନ ପାଟପୁରସ୍ଥିତ ମିନି…

୩ଟି ଜିଲାର ୨୩ଟି ବିକାଶମୂଳକ ପ୍ରକଳ୍ପ ପାଇଁ ୨୬୩ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର,୧୭।୧୦(ଅସମାପିକା ସାହୁ):  ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ତୃତୀୟ ଦିନରେ ମୟୂରଭଞ୍ଜ, ବରଗଡ ଓ ଦେବଗଡ ଜିଲାରେ ଯୋଜନାର ଶୁଭାରମ୍ଭ କରିଛନ୍ତି ।   ଯୋଜନା ଅନୁଯାୟୀ ପ୍ରତି ପଞ୍ଚାୟତ ପାଇବେ…

କଳାହାଣ୍ଡିରେ ଗଡ଼ିବ ୬୩ଟି ଲକ୍ଷ୍ମୀ ବସ୍‌: ଜାଣନ୍ତୁ କେବେ କରିବେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ

ଭବାନୀପାଟଣା,୧୭।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ୧୩ଟି ବ୍ଲକରେ ଗଡିବ ରାଜ୍ୟ ସରକାରଙ୍କ ୬୩ଟି ଲକ୍ଷ୍ମୀ ବସ୍‌। ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ପରେ ଜିଲାରେ ଗଡ଼ିବ ଲକ୍ଷ୍ମୀ ବସ୍‌। ମାସ ଶେଷ ସପ୍ତାହରେ…

ଏବେ ଭୟଙ୍କର ସ୍ଥିତିରେ ଲମ୍ଫି ଭାଇରସ୍‌

କୁତ୍ରା,୧୬ା୧୦(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅଞ୍ଚଳରେ ମାଡି ଚାଲିଛି ଲମ୍ଫି ଭାଇରସ୍‌। ଏହି ଭାଇରସ୍‌ ଅଞ୍ଚଳରେ ଗତ ୩ମାସରୁ ଊର୍ଦ୍ଧ୍ୱ ହେବ ଦେଖାଦେଇଛି। ଏଥିରେ ଏକାଧିକ ଗୋରୁ ମୃତ୍ୟୁବରଣ କରିଥିବାବେଳେ ସୋମବାର ପୁଣି ଏକ ଗୋରୁ ଦେହରେ ଏହି…

ଘରେ ଘରେ ଲୋକଙ୍କୁ ଜ୍ୱର

ଖଣ୍ଡପଡା,୧୭ା୧୦(ଅଜୟ କୁମାର ମହାରଣା): ଖଣ୍ଡପଡା ବ୍ଲକ ଅଞ୍ଚଳରେ ଜ୍ୱରରେ ଶତାଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଜଣାପଡିଛି। ପ୍ରତ୍ୟେକ ଘରେ ୨ରୁ ୩ଜଣ ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ ହୋଇଥିବାରୁ ଏହାର ସୁଯୋଗ ନେଇ ଗଁା ଗଣ୍ଡାରେ କ୍ୱାକ୍‌ଙ୍କ ପ୍ରାର୍ଦୁଭାବ ବେଳକୁ ବେଳ ବୃଦ୍ଧି…

ଗାଁରେ ବିକ୍ରି ହେଉଛି ଜଙ୍ଗଲୀ ପ୍ରାଣୀଙ୍କ ମାଂସ

ନୟାଗଡ଼,୧୭।୧୦(ଲୋକନାଥ ମିଶ୍ର): ସଙ୍କଟରେ ବନ୍ୟପ୍ରାଣୀ। ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲ, ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଓ ନୟାଗଡ଼ ବନଖଣ୍ଡ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷିତ ନୁହନ୍ତି। ଜିଲାର…

ଲୁଟ୍‌ ଟଙ୍କାକୁ କ୍ଲବ୍‌ରେ ଉଡ଼ାଉଥିଲେ କ୍ରାଇମ୍‌ କୁଇନ୍‌ ମୁସ୍କାନ

ଭୁବନେଶ୍ୱର,୧୭।୧୦(ସୂର୍ଯ୍ୟକାନ୍ତ ବେହେରା):ରୂପ ଦେଖାଇ ଟ୍ରେନ୍‌ ଯାତ୍ରୀ ଓ ଯବାନଙ୍କୁ ଫସାଇ ନିଶା ଦେଇ ଲୁଟ୍‌ ଘଟଣାରେ ଗିରଫ ହୋଇଥିବା କ୍ରାଇମ୍‌ କୁଇନ୍‌ ମୁସ୍କାନ ଓରଫ ସାରିଫ ଖାନ୍‌ଙ୍କ ସହ ୩ ସହଯୋଗୀ ଏବେ ଜେଲ୍‌ରେ ଅଛନ୍ତି। ମୁସ୍କାନ ଓ ତାଙ୍କ ଗ୍ୟାଙ୍ଗ୍‌ର…

ଲାଞ୍ଚ ଟଙ୍କାରେ ଫ୍ଲାଟ୍‌ କିଣି ମା’ଙ୍କୁ ଉପହାର

ଭୁବନେଶ୍ୱର,୧୭।୧୦(ସତ୍ୟଜିତ୍‌ ରାଉତ):ଜାହାଜ କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ସିବିଆଇ ଦ୍ୱାରା ଗିରଫ ହୋଇଥିବା ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ସଂଗଠନ (ପିଏଚ୍‌ଓ)ର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ବହୁ ଗୁମର ଫିଟିବାରେ ଲାଗିଛି। ସୋମବାର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ…

ଓଡିଏମ୍‌ ଓଡ଼ିଶାର ଶ୍ରେଷ୍ଠ ବିଦ୍ୟାଳୟ

ଭୁବନେଶ୍ୱର,୧୭।୧୦(ଅନୁରାଧା ମହାରଣା):ଏଜୁକେଶନ ଓ୍ବାଲର୍‌ଡ ଗ୍ରାଣ୍ଡ ଜ୍ୟୁରୀ ଇଣ୍ଡିଆ ସ୍କୁଲ ର଼୍ୟାଙ୍କିଙ୍ଗସ୍‌ ୨୦୨୩-୨୪ ରେ ଓଡିଏମ ପବ୍ଲିକ୍‌ ସ୍କୁଲକୁ ସଫଳତା ମିଳିଛି। କୋ-ଏଡ୍‌ ଡେ ବୋର୍ଡିଙ୍ଗ ସ୍କୁଲ ବର୍ଗରେ ସାରା ଦେଶରେ ଏହି ସ୍କୁଲ ୯ମ ସ୍ଥାନରେ ରହିଛି। ସେହିପରି କ୍ୟାରିଅର କାଉନସେଲିଂ…

ରାଜଧାନୀରେ ଉପୁଜିପାରେ କଞ୍ଚା ପରିବା ସଙ୍କଟ

ଭୁବନେଶ୍ୱର, ୧୭।୧୦ (ବନ୍ଦନା ସେଠୀ):ଆସନ୍ତା ୨୦ ତାରିଖରୁ ରାଜଧାନୀରେ କଞ୍ଚା ପରିବା ସଙ୍କଟ ଦେଖାଦେଇପାରେ। କାରଣ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ୟୁନିଟ-୧ ପରିବା ହାଟ। ଏନେଇ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିବାବେଳେ ଏଥିରେ ରାଜଧାନୀବାସୀଙ୍କ…

ମାସର ଗୋଟିଏ ସୋମବାର କଲେଜ ଛାତ୍ରୀଛାତ୍ର ଶୁଣିବେ ହକି ଗାଥା

ଭୁବନେଶ୍ୱର,୧୭।୧୦(ଅନୁରାଧା ମହାରଣା):କଲେଜ ଛାତ୍ରୀଛାତ୍ର ଭାରତୀୟ ହକିର ଗୌରବମୟ ଇତିହାସ ଓ ସଫଳତାର ଗାଥା ଶୁଣିବେ। ପ୍ରତି ସୋମବାର କଲେଜରେ ପିଲାଙ୍କୁ ଏକାଠି କରି ବାର୍ତ୍ତା ଦିଆଯିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗତ ସପ୍ତାହରେ ନିଷ୍ପତ୍ତି ହୋଇଥିଲା। ମାତ୍ର ଏହି…

ଚିଲିକାରେ ଚାଲିବ ସୌରଚାଳିତ ବୋଟ୍‌

ଭୁବନେଶ୍ୱର, ୧୭।୧୦(ସୁନିତ୍‌ ମିଶ୍ର):ଚିଲିକାରେ ଚାଲିବ ସୌରଚାଳିତ ବା ବ୍ୟାଟେରିଚାଳିତ ବୋଟ୍‌। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଚିଲିକାରେ ପ୍ରଦୂଷଣ କମାଇବା ଏବଂ କାର୍ବନ ନିର୍ଗମନ ମାତ୍ରାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦୀର୍ଘଦିନର ପ୍ରସ୍ତାବିତ ପଦକ୍ଷେପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri