ରାଜ୍ୟ

ମୂର୍ତ୍ତି ଚୋରଙ୍କୁ ଧରିବାରେ ପୋଲିସ ଫେଲ୍‌

ଯାଜପୁର,୨୬ା୧୧(ହର୍ଷବର୍ଦ୍ଧନ ବେହେରା)ଐତିହ୍ୟ ଓ ସଂସ୍କୃତିସମ୍ପନ୍ନ ଯାଜପୁର ଜିଲାରେ ଅତି ପ୍ରାଚୀନ ମୂର୍ତ୍ତିଗୁଡ଼ିକର ଚୋରି ବଢ଼ିବାରେ ଲାଗିଛି। ଜିଲାରେ ଗତ ଦୁଇ ଦଶନ୍ଧି ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ମନ୍ଦିରରୁ ବିଭିନ୍ନ ମୂର୍ତ୍ତି ଓ ଅଳଙ୍କାର ଚୋରି ହୋଇଛି। ସେଗୁଡ଼ିକୁ ଉଦ୍ଧାର କରିବାରେ ପୋଲିସ…

ଲୁଟେରାଙ୍କ ନଜରରେ କାଏମା ପାହାଡ଼

କାଏମା,୨୬ା୧୧(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତ ମଧ୍ୟଭାଗରେ କାଏମା ପାହାଡ଼ ବା ଗୋଗଳ ପାହାଡ଼ ଅବସ୍ଥିତ। ହେଲେ ଏହି ପାହାଡ଼ ଏବେ ମାଫିଆଙ୍କ ନଜରରେ। ମାଫିଆ ଏଠାରୁ ମୋରମ ଲୁଟ୍‌ କରୁଥିବା ଦେଖିବାକୁ ମିଳିଛି। ଦିନରାତି ମୋରମ ଲୁଟ୍‌ କରିବାରେ…

ଗାନ୍ଧୀ ସ୍ମୃତିପୀଠ ପ୍ରତି ଅବହେଳା

ଡେରାବିଶ,୨୬ା୧୧(ବେବର୍ତ୍ତା ଅଜୟ ଦାସ)ଦିନେ ଯେଉଁ ପଡ଼ିଆରେ ଆୟୋଜିତ ବିଶାଳ ସମାବେଶରେ ଜାତିର ପିତା ମହାତ୍ମା ଗାନ୍ଧୀ ସ୍ବାଧୀନତାର ମନ୍ତ୍ର ଫୁଙ୍କିଥିଲେ ସେହି ସ୍ଥାନ ଇତିହାସ ପାଲଟିଛି। ହେଲେ ପ୍ରଶାସନିକ ଅବହେଳା ଯୋଗୁ ସେହି ପଡ଼ିଆ ଆଜି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। କେନ୍ଦ୍ରାପଡ଼ା…

ଗୋବରୀ ନଦୀ ପୁନରୁଦ୍ଧାର: ୧୧ କୋଟି ପାଣିରେ

ପଟ୍ଟାମୁଣ୍ଡାଇ, ୨୬।୧୧(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀର ପୁନରୁଦ୍ଧାର ନଁାରେ ଗତ ୭ ବର୍ଷରେ ୧୧.୩୩ କୋଟି ଟଙ୍କା ପାଣିରେ ପଡ଼ିଥିବା ଅଭିଯୋଗ ହେଉଛି। ନଦୀର ମାଟିଖୋଳା ଓ ଦଳସଫା ପାଇଁ ୨୦୧୧-୧୨ ଓ…

ପ୍ରଦୂଷଣ ଆଁରେ ନୟାଗଡ଼

ନୟାଗଡ଼,୨୬।୧୧(ଲୋକନାଥ ମିଶ୍ର)ସଙ୍କଟରେ ପରିବେଶ । ବର୍ତ୍ତମାନ ପରିବେଶ, ଅସୁନ୍ତଳିତ ଜଳବାୟୁ ଓ ବିପର୍ଯ୍ୟୟ ମୁଖୀ ସବୁଜିମା ନୟାଗଡ଼ ଜିଲାରେ ଜୀବଜଗତକୁ ଧ୍ୱଂସ ମୁହଁକୁ ଠେଲି ଦେଇଛି । ପ୍ରଦୂଷଣ ଅଁାରେ ରହି ଯାଇଛି ନୟାଗଡ଼ ଜିଲା । ହେଲେ ଏହାର ପ୍ରଭାବ…

ପ୍ରେମ ସମ୍ପର୍କରୁ ଯୁବତୀଙ୍କୁ ୩୧ ଖଣ୍ଡ, ମାଟିତଳୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

ନବରଙ୍ଗପୁର,୨୫।୧୧(ସଦାଶିବ ପ୍ରହରାଜ/କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ଥାନା ଅଞ୍ଚଳରୁ ଶନିବାର ଜଣେ ଯୁବତୀଙ୍କ ମୃତଦେହ ମାଟିତଳୁ ମିଳିଛି। ତାଙ୍କୁ ୩୧ ଖଣ୍ଡ କରି କାଟି ପ୍ରେମିକ ପୋତି ଦେଇଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ରାଇଘର ପୋଲିସ ମାଟିତଳୁ…

ରାୟଗଡ଼ାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୮୨ ପଞ୍ଚାୟତକୁ ଯୋଡ଼ିବ ୫୨ ବସ୍‌

ଭୁବନେଶ୍ୱର,୨୫ା୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାୟଗଡ଼ା ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଜିଲାରେ ୧୮୨ଟି ପଞ୍ଚାୟତକୁ ୫୨ଟି ବସ୍‌ ଚାଲିବ। ଏଥିପାଇଁ ୩୦୦ଟି ବସ୍‌ ଷ୍ଟପେଜ ମଧ୍ୟ କରାଯାଇଛି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମ…

ତାରିଣୀ ଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କ କାର୍‌କୁ ମୁହାଁମୁହିଁ ଧକ୍କାଦେଲା ଟ୍ରକ୍‌, ୬ ଗୁରୁତର

ପାଟଣା,୨୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଧାନବେଣୀ ସ୍କୁଲ ନିକଟରେ ଶନିବାର ଅପରାହ୍ନରେ ଏକ କାର୍‌କୁ ଲୁବ୍ରିକାଣ୍ଟ୍‌ ବୋଝେଇ ଏକ ଟ୍ରକ୍‌  ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ ପରିବାରର ୬…

ରାଜ୍ୟର ପ୍ରଥମ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା

ଭୁବନେଶ୍ୱର, ୨୫।୧୧: ରାଜ୍ୟର ପ୍ରଥମ ସରକାରୀ ଶିକ୍ଷାନୁଷ୍ଠାନ ଭାବେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଛି A++ ମାନ୍ୟତା। ନ୍ୟାସନାଲ ଆସ୍ସେସମେଣ୍ଟ ଆଣ୍ଡ ଆକ୍ରୀଡେସନ କାଉନ୍ସିଲ (ନାକ ଟିମ) ପରିଦର୍ଶନ ପରେ ରାଙ୍କ୍‌ରେ ଏହି ମାନ୍ୟତା ମିଳିଛି। ନଭେମ୍ବର ୨୦ ତାରିଖରେ ରେଭେନ୍ସା…

ସେଲ୍‌ଫି ନେବା ବେଳେ ଜଳପ୍ରପାତରେ ଖସିଗଲା ଛାତ୍ରଙ୍କ ଗୋଡ଼

ବଡ଼ବିଲ,୨୫ା୧୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ପୁଣ୍ଡୁଲ ଜଳପ୍ରପାତରେ ଖସି ପଶ୍ଚିମବଙ୍ଗରୁ ଷ୍ଟଡିଟୁର୍‌ରେ ଆସିଥିବା ଦୁଇଜଣ ପର୍ଯ୍ୟଟକ ଛାତ୍ର ନଦୀରେ ବୁଡ଼ିଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ଜଣେ ଛାତ୍ର ଦୁଇଦିନ ଧରି ନିଖୋଜ ରହିଥିଲେ। ଶନିବାର…

ମାଲକାନଗିରି ରାସ୍ତା ଦୁର୍ଘଟଣାରେ ୫ ଶ୍ରମିକ ମୃତ, ଅନୁକମ୍ପା ମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫।୧୧: ଶନିବାର ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ୫ ଜଣ ଶ୍ରମିକ ଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ…

ବଡ଼ ଓଷାରେ ମନ୍ଦିରରୁ ଫେରୁଥିଲେ ମହୁମାଛି କଲା ଆକ୍ରମଣ

ଭୁବନେଶ୍ବର,୨୫।୧୧: ବଡ଼ ଓଷାରେ ଢେଙ୍କାନାଳରେ ଏକ ଅଭାବନୀୟ ଘଟଣା ଘଟିଛି। ରାମେଶ୍ୱର ମନ୍ଦିରରୁ ପୂଜା କରି ଫେରିଲା ବେଳେ ମହୁମାଛି ଆକ୍ରମଣରେ ଗୋଟି ପରିବାରର ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନେ ହେଲେ ଜଗନ୍ନାଥପୁର ଗ୍ରାମପଞ୍ଚାୟତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri